March 25, 2025

Odia Express

Leading Odia News Portal of Odisha

ଆଜିର ମଜାଦାର ପ୍ରଶ୍ନ ଓ ଉତ୍ତର – ଏପରି କେଉଁ ବୁକ ଅଛି ଯାହାକୁ ଛୁଆ,ବୁଢା,ଜବାନ ଶ୍ରେଣୀର ଲୋକ ତାଙ୍କୁ ବହୁତ ପସନ୍ଦ କରନ୍ତି ? ଉତ୍ତର ବୁଦ୍ଧିମାନ ଲୋକ ଦେଇ ପାରିବେ..

ଆମେ ଆପଣ ମାନଙ୍କୁ ସ୍ୱାଗତ ଜଣାଉଛୁ,ଆଜି ଆମେ ଏଠି କେତେକ ସାଧାରଣ ଜ୍ଞାନ ଭିତ୍ତିକ ପ୍ରଶ୍ନ ଓ ଉତ୍ତର ବିଷୟରେ ବାର୍ତ୍ତାଳାପ କରିବା ତେବେ ଯଦି ଆପଣ ମାନଙ୍କୁ ସାଧାରଣ ଜ୍ଞାନ ଭିତ୍ତିକ ପ୍ରଶ୍ନ ଉତ୍ତର ଭଲ ଲାଗେ ତାହେଲେ ଆପଣ ମାନେ ଆଗକୁ ନିଶ୍ଚିନ୍ତ ଭାବରେ ପଢନ୍ତୁ।ତେବେ ଯଦି ଆପଣ ସବୁଦିନ ଏପରି ନୂଆ ନୂଆ ଜିନିଷ ଓ ଶିକ୍ଷା ନେବା ପାଇଁ ଇଚ୍ଛା ରକ୍ଷୀସହସନ୍ତି ତେବେ ନିଶ୍ଚୟ ଏହାକୁ ସେୟାର କରିବେ |ଯାହା ଫଳରେ ଆପଣଙ୍କ ସହ ଆପଣଙ୍କ ପରିବାର ମଧ୍ୟ ଏହି ନୂଆ ନୂଆ ଜିନିଷ ରେ ନିଜର ବୁଧି ଲଗେଇ ଉତ୍ତର ଦେଇ ପାରିବେ

ତେବେ ଆସନ୍ତୁ ଜାଣିବା ଆମର ପ୍ରଥମ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୦୧:-ସେ କେଉଁ ପ୍ରକାରର ବୁକ ଅଟେ ଯାହାକୁ ଛୁଆ,ବୁଢା,ଜବାନ ଶ୍ରେଣୀର ଲୋକ ତାଙ୍କୁ ବହୁତ ପସନ୍ଦ କରନ୍ତି ?

ଉତ୍ତର:-ଏହାର ଉତ୍ତର ହେଲା ଫେସ ବୁକ।

ଏବେ ଆସନ୍ତୁ ଜାଣିବା ଦ୍ୱିତୀୟ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୨:-ସବୁ ଠାରୁ ଅଧିକ ଭାବ ପ୍ରବଣତା କେଉଁ ଜନ୍ତୁ ଭିତରେ ଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ହାତୀ ଭିତରେ।

ଏବେ ଆସନ୍ତୁ ଜାଣିବା ତୃତୀୟ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୩:-ଏମିତି କେଉଁ ଫଳ ଅଟେ ଯାହାକୁ ଲୋକ ଖାଇଥାନ୍ତି ଆଉ ପିଅନ୍ତି ମଧ୍ୟ  ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ନଡ଼ିଆ ।

ଏବେ ଆସନ୍ତୁ ଜାଣିବା ଚତୁର୍ଥ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୪:-କେଉଁ ସାଗରରେ ଗୋଟେ ହେଲବି ମାଛ ନାହାନ୍ତି ?

ଉତ୍ତର:- ଏହାର ସଠିକ ଉତ୍ତର ହେଲା ମୃତ ସାଗରରେ ।

ଏବେ ଆସନ୍ତୁ ଜାଣିବା ପଞ୍ଚମ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୫:-ନରେନ୍ଦ୍ର ମୋଦି ଖାଇବାରେ ସବୁଠାରୁ ଅଧିକ କଣ ଖାଇଥାନ୍ତି ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଢ଼ୋକଲା।

ଏବେ ଆସନ୍ତୁ ଜାଣିବା ଛଅ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୬:-ଏମିତି କେଉଁ କୋଟ ଅଛି ଯାହାକୁ ଆମେ ପିନ୍ଧି ପାରିବା ନାହିଁ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ପଠାନକୋଟ।

ଏବେ ଆସନ୍ତୁ ଜାଣିବା ସାତ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୭:-ନରେନ୍ଦ୍ର ମୋଦି ସବୁଠାରୁ ବେସି କାହା ହାତ ତିଆରି ଖାଇବା ପସନ୍ଦ କରିଥାନ୍ତି ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ତାଙ୍କ ମା ଙ୍କର ।

ଏବେ ଆସନ୍ତୁ ଜାଣିବା ଆଠ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୮:-କଳା ଗୋଲାପ କେଉଁଠି ମିଳିଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ତୁର୍କୀରେ।

ଏବେ ଆସନ୍ତୁ ଜାଣିବା ନଅ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୯:-ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ1 ବାଇଗଣ ଚାଷ କରାଯାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ପାକିସ୍ତାନରେ।

ଏବେ ଆସନ୍ତୁ ଜାଣିବା ଦଶ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୦:-କୁଲର କୁ ହିନ୍ଦୀରେ କଣ କୁହାଯାଏ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଶୀତଳ କାରୀ ଯନ୍ତ୍ର ।

ଏବେ ଆସନ୍ତୁ ଜାଣିବା ଏଗାର ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୧:-ମନୁଷ୍ୟ ମରିବା ପରେ ତାର ମୁଣ୍ଡ ଗୋଟେ ସ୍ୱପ୍ନ ଭଳି ସେ କେତେ ସମୟ ଦେଖିଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ୭ ମିନିଟ ପର୍ଯ୍ୟନ୍ତ।

ଏବେ ଆସନ୍ତୁ ଜାଣିବା ବାର ନମ୍ବର ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୨:-ଭାରତରେ ଭୂତଙ୍କ ଗାଁ କେଉଁଠାରେ ଅବସ୍ଥିତ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା କୂଳଧରା ରାଜସ୍ତାନରେ।

ଏବେ ଆସନ୍ତୁ ଜାଣିବା ତେର ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୩:-ଚେଚକର ଟିକେ କୁ କିଏ ଖୋଜିଥିଲେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଏଡ଼ ବର୍ଡ ଜେନର କରିଥିଲେ।

ଏବେ ଆସନ୍ତୁ ଜାଣିବା ଚଉଦ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୪:-ସ୍ବେଜ ନହର କାହାକୁ ଯୋଡ଼ିଥାଏ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଭୂମଧ୍ୟ ସାଗର ଆଉ ଲାଲ ସାଗରକୁ।

ଏବେ ଆସନ୍ତୁ ଜାଣିବା ପନ୍ଦର ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୫:-ଦୁନିଆର ସବୁଠାରୁ ଅଳସୁଆ ଦେଶ କେଉଁଟା ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଇଣ୍ଡୋନେସିଆ।

ଏବେ ଆସନ୍ତୁ ଜାଣିବା ଷୋହଳ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୬:-ଦେବଦାସ ଉପନ୍ୟାସ କାହା ଦ୍ୱାରା ଲେଖା ଯାଇଥିଲା ?

ଉତ୍ତର:-ଏହାର ସଠିକ ଉତ୍ତର ହେଳା ସରତ ଚନ୍ଦ୍ର ଚାଟାର୍ଜୀ।

ଏବେ ଆସନ୍ତୁ ଜାଣିବା ସତର ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୭:-ଡେଭିଶ କପ କେଉଁ ଖେଳ ସହ ସଂପୃକ୍ତ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଲନ ଟେନିସ ସହିତ।

ଏବେ ଆସନ୍ତୁ ଜାଣିବା ଅଠର ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୮:-ଦୁନିଆର ସବୁଠାରୁ ଶସ୍ତା ସହର କେଉଁଟି ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା କରକାସ।

ଏବେ ଆସନ୍ତୁ ଜାଣିବା ଉଣେଇସି ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୯:-ଅନ୍ତରାଷ୍ଟ୍ରିୟ ମହିଳା ଦିବସ କେଉଁ ତିଥିରେ ପାଳନ କରାଯାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ୮ ମାର୍ଚ୍ଚ ରେ।

ଏବେ ଆସନ୍ତୁ ଜାଣିବା କୋଡିଏ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୨୦:-ଗାନ୍ଧୀଜିଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ସାପ୍ତାହିକ ଖବର କାଗଜ କେଉଁଟା ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ୟଂଗ ଇଣ୍ଡିଆ।

ଏବେ ଆସନ୍ତୁ ଜାଣିବା ଏକୋଇସି ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୨୧:-ଅଫିମ ଗଛର କେଉଁ ଭାଗରୁ ତିଆରି ହୋଇଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଫୁଲରୁ।

ଏବେ ଆସନ୍ତୁ ଜାଣିବା ବାଇଶି ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୨୨:-ନୂଆ ଦିଲ୍ଲୀ ରେ ଆୟୋଜନା କେଉଁଠାରେ କରାଯାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ବିଜୟ ଚୌକିରେ।

ଏବେ ଆସନ୍ତୁ ଜାଣିବା ତେଇଶି ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୨୩:-ପୃଥିବୀର ସବୁଠାରୁ ପ୍ରଥମ ଫଳର ନାମ କଣ ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା କଦଳୀ।

ଏବେ ଆସନ୍ତୁ ଜାଣିବା ଚବିଶି ନମ୍ବର୍ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୨୪:-କେଉଁ ଦେଶରେ ସୁର୍ଯ୍ୟ ୭୬ ଦିନ ପର୍ଯ୍ୟନ୍ତ ଲୁଚି ନଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ନରୱେ ରେ।

ଏବେ ଆସନ୍ତୁ ଜାଣିବା ପଚିଶ ନମ୍ବର୍ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୨୫:-ଦୁନିଆର ସବୁଠାରୁ ବଡ଼ ମୂର୍ତ୍ତି ଭାରତରେ କେଉଁ ରାଜ୍ୟରେ ଅବସ୍ଥିତ।

ଉତ୍ତର:- ଏହାର ସଠିକ ଉତ୍ତର ହେଲା ଗୁଜୁରାଟରେ।

ଏବେ ଆସନ୍ତୁ ଜାଣିବା ଛବିଶ ନମ୍ବର୍ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୨୬:-ଗାଁ ମେଳାରେ ପଞ୍ଜିକରଣ ଶୁଳ୍କ ଦ୍ୱାରା କାହାର ଆୟ ହୋଇଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଜିଲ୍ଲା ପରିଷଦଙ୍କର।

ଏବେ ଆସନ୍ତୁ ଜାଣିବା ସତେଇସି ନମ୍ବର୍ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୨୭:-ବିଶ୍ୱର ସବୁଠାରୁ ବଡ଼ ମହାକାବ୍ୟ କେଉଁଟା ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ମହାଭାରତ।

ଏବେ ଆସନ୍ତୁ ଜାଣିବା ଅଠେଇଶି ନମ୍ବର୍ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୨୮:-କେଉଁ ଦେଶରେ ସବୁଠାରୁ ଅଧିକ ପାଗଳ ଖାନା ଅଛି ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା କ୍ୟୁବା ଦେଶରେ।

ଏବେ ଆସନ୍ତୁ ଜାଣିବା ଅଣତିରିଶି ନମ୍ବର୍ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୨୯:-ଦିଲ୍ଲୀ ଜାମା ମସଜିଦର ନିର୍ମାଣ କିଏ କରେଇ ଥିଲେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ସାହାଯାହାନ।

ଏହା ଥିଲା ଆମର କିଛି ଜ୍ଞାନ ବର୍ଦ୍ଧକ ପ୍ରଶ୍ନ ଓ ଉତ୍ତର।

Leave a Reply

Your email address will not be published. Required fields are marked *