ଏ ଭିତରୁ ବାଛନ୍ତୁ ଗୋଟେ ଦୀପ ଆଉ ଜାଣନ୍ତୁ ନିଜ ସାଥି ବିଷୟରେ…

ନମସ୍କାର ଆମେ ଆପଣ ମାନଙ୍କୁ ସ୍ୱାଗତ ଜଣାଉଛୁ,ଆମେ ଆଜି ଏଠାରେ ଏକ ପରୀକ୍ଷା ମାଧ୍ୟମରେ ଆପଣଙ୍କ ସାଥିଙ୍କର ହୃଦୟ କଥା ଜାଣି ପରିବା।କୌଣସି ବ୍ୟକ୍ତିର ପସନ୍ଦ ତାର ବିଚାର ଓ ସ୍ୱଭାବର ଆଇନା ହୋଇଥାଏ।ତାକୁ କଣ ପସନ୍ଦ ନା ପସନ୍ଦ ସ୍ୱଭାବର ବିଭିନ୍ନ ରହସ୍ୟର ଉପରେ ଦୃଷ୍ଟିପାତ ହୋଇଇଥାଏ।ଆଜି ଏଠାରେ ଆପଣଙ୍କୁ ୫ ଟି ଅଲଗା ଅଲଗା ରଙ୍ଗର ଦୀପ ଦେଖାଯିବ।ଯାହାଭିତରୁ ଆପଣଙ୍କୁ ଆପଣଙ୍କ ପସନ୍ଦର ଗୋଟିଏ ଦୀପ ବାଛିବାର ଅଛି।ଆଉ ଏହି ଦୀପ ଆପଣଙ୍କ ସାଥି ବିଷୟରେ କିଛି ଗହୀର କଥା ଉନ୍ନମୋଚନ କରିବେ।
୧.ପ୍ରଥମ ଦୀପ ଯାହାର ରଙ୍ଗ ହେଉଛି ସମ୍ପୂର୍ଣ୍ଣ ଭାବରେ ମାଟିଆ,ଯଦି ଆପଣ ଏହି ଦୀପକୁ ବାଛିଛନ୍ତି ତାହେଲେ ଆପଣଙ୍କ ପ୍ରେମୀ ବହୁତ ବୁଝା ସୁଝା ଓ ଦାୟିତ୍ୱ ବାନ ବ୍ୟକ୍ତି ଅଟନ୍ତି।ସେ ଆପଣଙ୍କୁ ସବୁ ବେଳେ ଆଗକୁ ବଢ଼ିବାରେ ପରାମର୍ଶ ଦେଇଥାନ୍ତି।ଆଉ ଯେକୌଣସି ବିପଦ ଓ ଭୟାନକ ପରିସ୍ଥିତିରେ ଆପନଙ୍କ ସହିତ କଠିନତାର ସହିତ ଠିଆ ହୋଇ ରହିଥାନ୍ତି।ଆପଣଙ୍କ ସାଥି ଜଣେ ଏମିତି ବ୍ୟକ୍ତି ଅଟନ୍ତି ଯଦି ଆପଣ ତାଙ୍କ ସହିତ ବାଛନ୍ତି ତାହେଲେ ଆପଣଙ୍କୁ କିଛିନା କିଛି ଶିଖିବାକୁ ନିଶ୍ଚିନ୍ତ ମିଳିବ।ବହୁତ ସମୟରେ ସେ ବ୍ୟସ୍ତ ଥିଲା ପରେବି ସେ ଆପଣଙ୍କୁ ସମୟ ଦେବାକୁ ଭୁଲି ନଥାଆନ୍ତି।ଆଉ ସେ ଆପଣଙ୍କର ବହୁତ ଯତ୍ନ ନେଇଥାଆନ୍ତି।
୨.ଏବେ ଜାଣିବା ଯେଉଁମାନେ ଦ୍ୱିତୀୟ ଦୀପ ବାଛିଛନ୍ତି ଯାହା ହାଲ୍କା ମାଟିଆ ରଙ୍ଗର ହୋଇଥାଏ।ତାହେଲେ ଆପଣଙ୍କ ସାଥି ବହୁତ ଆକର୍ଷକ ବ୍ୟକ୍ତିତ୍ୱର ମାଲିକ ଅଟନ୍ତି।ତାଙ୍କ ପାଖକୁ ଲୋକ ଆକର୍ଷିତ ହୋଇଥାନ୍ତି ଓ ସେ ବହୁତ ଲଭିଙ୍ଗ ଓ କେୟରିଂ ସ୍ୱଭାବର ହୋଇଥାନ୍ତି।ଆପଣ ମନେ ରଖିବା ଉଚିତକି ଆପଣଙ୍କ ସାଥି ପାଖରେ ଗୋଟେ ଏମିତି ହୃଦୟ ଅଛି ଯାହା କେବଳ ଆପଣଙ୍କ ପାଇଁ ହିଁ ଧକ ଧକ ହୋଇଥାଏ।ସେ ଆପଣଙ୍କୁ ସମ୍ପୂର୍ଣ୍ଣ ଜଗତର ଖୁସି ଦେବାର ଆଶାରେ ରହିଥାନ୍ତି।ଆଉ ସେ ଆପଣଙ୍କ ପ୍ରତି ନିଶ୍ଚିନ୍ତ ଭାବରେ ସଚ୍ଚୋଟ ହୋଇଥାନ୍ତି।
୩.ଆସନ୍ତୁ ଜାଣିବା ଯେଉଁ ମାନେ ତୃତୀୟ ଦୀପ ବା ମାଟିଆ ରଙ୍ଗର ଦୀପ ବାଛିଛନ୍ତି ତାହେଲେ ଆପଣଙ୍କ ସାଥୀ ବହୁତ ଖୁସିରେ ରୁହନ୍ତି ଓ ସମସ୍ତଙ୍କ ସହିତ ଅଳ୍ପ ଦିନରେ ମିଶିଯାନ୍ତି।ଭଲ ପାଇବାରେ ତାଙ୍କ ସ୍ଵଭାଵ ବହୁତ ସମ୍ବେଦନଶିଳ ଓ ଲାଜକୁଳା ହୋଇଥାଏ।ସେ ଭଲ ପାଇବାକୁ ପରିପ୍ରକାଶ କରିବାରେ ଆପଣଙ୍କ ଠାରୁ ପଛେଇ ରହିଥାନ୍ତି କିନ୍ତୁ ସେ ଆପଣଙ୍କ ସହିତ ସ୍ନେହ ପୁର୍ଣ୍ଣ ଜୀବନ ଯାପନ କରିବାକୁ ଇଛା ପ୍ରକାଶ କରିଥାନ୍ତି।ଆପଣଙ୍କ ମୁହଁରେ ଛୋଟ ଖୁସିପାଇଁ ସେ କିଛିବି କରି ପାରନ୍ତି।ଆପଣଙ୍କ ହୃଦୟରେ ମଧ୍ୟ ତାଙ୍କ ପାଇଁ ଅଶେଷ ଭଲ ପାଇବା ଥାଏ।
୪.ଆସନ୍ତୁ ଜାଣିବା ଯେଉଁ ମାନେ ଚତୁର୍ଥ ଦୀପ ବା ଶ୍ୱେତ ମାଟିଆ ରଙ୍ଗର ଦୀପ ବାଛିଛନ୍ତି ତାହେଲେ ଆପଣଙ୍କ ସାଥୀ ଭଲ ପାଇବାରେ ବହୁତ ରୋମାଣ୍ଟିକ ଓ ଜୀବନରେ କିଛି ନୂଆ ପସନ୍ଦ କରୁଥିବା ବ୍ୟକ୍ତି ଅଟନ୍ତି।ତାସହିତ ସମ୍ପର୍କ ଗଠନ କରିବାରେ ବହୁତ ମହାନ ଅଟନ୍ତି।ସେ ନିଜ ଜୀବନ କଥା କାହାଆଗରେ ପରିପ୍ରକାଶ କରିବାକୁ ଚାହାନ୍ତି ନାହିଁ କିନ୍ତୁ ଆପଣଙ୍କ ଆଗରେ ସବୁକିଛି କହି ଦେଇଥାନ୍ତି।
୫.ଆସନ୍ତୁ ଜାଣିବା ଯେଉଁ ମାନେ ପଞ୍ଚମ ଦୀପ ବା ଗୋଲାପି ରଙ୍ଗର ଦୀପ ବାଛିଛନ୍ତି ତାହେଲେ ଆପଣଙ୍କ ସାଥୀ ହୃଦୟରୁ ବହୁତ ସଚ୍ଚୋଟ ହୋଇଥାଆନ୍ତି ଓ ସୁନ୍ଦର ହୋଇଥାନ୍ତି।ସେମାନେ ସମ୍ପର୍କ ଓ ସାଥିକୁ ଅଧିକ ମହତ୍ୱ ଦେଇଥାନ୍ତି।ଭଲ ପାଇବାରେ ନିଜ ଦାୟିତ୍ୱ ବହୁତ ଭଲ ଭାବରେ ଚୟନ କରିଥାନ୍ତି।ଖିଦେଉଚୁକି ଆପଣଙ୍କ ସାଥି ପାଖରେ ଗୋଟେ କୋମଳ ହୃଦୟ ଅଛି ଯାହା କାହାକୁ ଦୁଃଖରେ ଦେଖି ପାରିବ ନାହିଁ।