March 11, 2025

Odia Express

Leading Odia News Portal of Odisha

ରସୁଣ ଖାଇବାର ଉପକାରିତା ଓ ଏହାର ଲାଭ – ଜାଣିଲେ ଆପଣ ମଧ୍ୟ ଖୁସି ରେ ନାଚି ଉଠିବେ..

ଆପଣ ମାନେ କେବେ କୌଣସି ପଶୁକୁ ହାର୍ଟ ଆଟାକ ଆସୁଥିବାର ଆପଣ ଶୁଣିଛନ୍ତି।ଆପଣ ଭାବୁଥିବେ ଆମେ ଏମିତି କାହିଁକି ପଚାରୁଛୁ,ଏ ପୃଥିବୀ ପୃଷ୍ଠରେ ଲକ୍ଷ ଲକ୍ଷ କୋଟି କୋଟି ପ୍ରକାରର ଜୀଵ ଜନ୍ତୁ ରୁହନ୍ତି ଭଗବାନ ଆମ ଶରୀରକୁ ହିଁ ଅଲଗା ପ୍ରକାରର ତିଆରି କରି ନାହାନ୍ତି।ପ୍ରକୃତି ମାନବ ଶରୀରକୁ ଅନ୍ୟ ଜୀଵ ଭଳି ତିଆରି କରିଥାଏ କିନ୍ତୁ ମଣିଷର ରହିବା ଓ ଖାଇବା ଉପାୟ ଅଲଗା ହୋଇଥାଏ ଯେଉଁକାରଣରୁ ମଣିଷକୁ ହୃଦ୍ଘାତ ଆସିଥାଏ।ଏହି କାରଣରୁ ମଣିଷକୁ ମଧୁମେହ ହୋଇଥାଏ ଆଉ ରକ୍ତ ଚାପର ବୃଦ୍ଧି ହୋଇଥାଏ।

ଆଜି ଏମିତିହିଁ ଗୋଟେ ବଢିଆ ଜିନିଷ ବିଷୟରେ କହିବାକୁ ଯାଉଅଛୁ,ଯାହା ଆଜିକାଲି ଆପଣ ମାନଙ୍କୁ ଏହି ଭାଇସ ପାଖରୁ ବଞ୍ଚେଇବ ଆଉ ଆପଣନଙ୍କ ଶରୀରରୁ ସବୁ ରୋଗକୁ ଦୁର କରିବ ସବୁଠାରୁ ବଡ଼ କଥା ସେ ଜିନିଷ ଆପଣଙ୍କ ଘରେ ଅଛି କିନ୍ତୁ ଆପଣ ସେଗୁଡିକର ଭଲ ଭାବରେ ଆପଣ ବ୍ୟବହାର କରିନଥାନ୍ତି।ସେ ଜିନିଷ ହେଉଛି ରସୁଣ।ଯାହାକୁ ବହୁତ ଲୋକ ନିଜ ରୋଷେଇର ବ୍ୟବହାର କରନ୍ତି କିନ୍ତୁ ରସୁଣକୁ ତେଲରେ ଭାଜି ଆଦୌ ଖାଇବା ଉଚିତ ନୁହେଁ।ଏ ଉପାୟ ସବୁଠାରୁ ଭୁଲ ଅଟେ ଆଉ ଆମେ ଏହାକୁହିଁ ନିଜ ନିତ୍ୟ ବ୍ୟବହାରରେ ଆଣିଥାଉ।

ରସୁଣ ଭିତରେ ଏମିତି ବହୁତ ଗୁଣ ଅଛି ଯାହା ଆପଣଙ୍କୁ ବହୁତ ରୋଗରୁ ବଞ୍ଚେଇ ରଖିଥାଏ।ଆମ ମଣିଷ ଆଉ ଜୀଵ ଜନ୍ତୁ ମାନଙ୍କ ଭିତରେ ଏହା ପାର୍ଥକ୍ୟ ଥାଇକି ଆମେ ମଣିଷ ସବୁ ଜିନିଷକୁ ରାନ୍ଧି ଖାଇଥାଉ।ଆମେ ସବୁ ଜିନିଷକୁ ରାନ୍ଧି ବା ଏହାକୁ ତେଲରେ ରାନ୍ଧି ଖାଇବାର ଆଵଶ୍ୟକତା ହୋଇନଥାଏ।ଏହି କାରଣରୁ ଆମ ଶରୀରର ରୋଗପ୍ରତିରୋଧକ ଶକ୍ତି କମିଥାଏ ଆଉ ଆମେ ବିଭିନ୍ନ ରୋଗରେ ପଡ଼ିଥାଉ।ଆମେ ସେହି ଭଳି ଜିନିଷ ଖାଇବା ଯାହା ଆମକୁ ପ୍ରକୃତିରୁ ସିଧାସଳଖ ମିଳିଥାଏ।ଯେମିତି ଆପଣ ସବୁ ସବୁଜ ଫଳ ଖାଇ ପାରିବେ ଓ ଗଜା ମୁଗ ଓ ଗଜା ବୁଟ ଆପଣ ଖାଇ ପାରିବେ।ଯଦି ଆପଣ ଏହି ଭଳି ନିଜ ଜୀବନ ଶୈଳି ରଖିବପାରିବେ ତାହେଲେ ଆପଣଙ୍କ ଜୀବନରେ କୌଣସି ପ୍ରକାରର ଅସୁବିଧା ହେବ ନାହିଁ।

ଯେଉଁ ରସୁଣ ଅଛି ତାକୁ ଆପଣ ମାନଙ୍କୁ କଞ୍ଚା ଖାଇବାର ହିଁ ଅଛି।ଏହା ବ୍ୟତୀତ ପିଆଜ,ଟମାଟର,ନଡ଼ିଆ ଭଳି ଜିନିଶ ମଧ୍ୟ ଆପଣଙ୍କୁ କଞ୍ଚା ଖାଇବାର ଅଛି।ରସୁଣରେ ଭିନ୍ନ ଭିନ୍ନ ପ୍ରକାରର ପୋଷ୍ଟିକ ତତ୍ୱ ରହିବା ସହିତ ଏହା ଆମ ଶରୀର ପାଇଁ ମଧ୍ୟ ବହୁତ ଉପକାରୀ ହୋଇଥାଏ।ଯେଉଁ ସବୁ ଔଷଧ ଆପଣ ଖଣ୍ଡିଆ ହେଲେ ବା ଆପଣଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼େଇବା ପାଇଁ ଆମେ ବ୍ୟବହାର କରିଥାଉ ଏହା ବଦଳରେ ଆମେ ଏସୁଣର ବ୍ୟବହାର କରି ପାରିବା।ରସୁଣ ଭିତରେ ଥିବା ଗୁଣ ଆମକୁ ବ୍ୟାକ୍ଟେରିଆ ଆଉ କ୍ୟାନ୍ସରରୁ ଆମକୁ ବଞ୍ଚେଇଥାଏ।

ଆପଣ ରସୁଣର ଗୋଟେ ପାଖୁଡାର ପେଷ୍ଟ ବନେଇ ନେବେ ଆଉ ତାକୁ ମହୁ ସହିତ ସେବନ କରି ପାରିବେ।ଆଉ ନହେଲେ ଆପଣ ରସୁଣର ଗୋଟେ ପାଖୁଡା ହାଲ୍କା ଉଷୁମ ପାଣି ଦ୍ୱାରା ନେଇ ପାରିବେ।ଏମିତି ଆପଣଙ୍କୁ ରାତିରେ ଶୋଇବାର ଅଧଘଣ୍ଟା ପୂର୍ବରୁ କରିବାର ଅଛି।ଏହାକୁ ସେବନ କରିବା ଦ୍ୱାରା ଆମ ଶରୀରର ରୋଗପ୍ରତିରୋଧ ଶକ୍ତି ଦୁର୍ବଳ ହେବାରୁ ରକ୍ଷା ପାଇଥାଏ।ଯଦି ଆପଣଙ୍କ ଓଜନ ବଢି ଯାଇଛି ତାହେଲେ ଏହି ରଶୁଣ ଆପଣଙ୍କ ପାଇଁ ବହୁତ ଭଲ ହୋଇଥାଏ।ଆଉ ଏହା ହୃଦୟ ଜନିତ ସମସ୍ତ ସମସ୍ୟାକୁ ମଧ୍ୟ ଭଲ କରିଥାଏ।ଶରୀରର ହେଉଥିବା ବିନ୍ଧା ବିନ୍ଧିରୁ ଏହା ଆମକୁ ରକ୍ଷା କରିଥାଏ।

ରସୁଣ ଆମର କଫ ଜନିତ ସମସ୍ୟାକୁ ଭଲ କରିଥାଏ,ଚର୍ମ ଜନିତ ବିଭିନ୍ନ ସମସ୍ୟାକୁ ମଧ୍ୟ ଏହା ଭଲ କରିଥାଏ।ଆପଣଙ୍କ ଶରୀରର ଯେଉଁ ସ୍ଥାନରେ କୁଣ୍ଡେଇ କାଣ୍ଡେଇ ହେଉଛି ଆପଣ ଏହି ରସୁଣକୁ ଖାଇ ପାରିବେ ଓ ଏହାକୁ ବାଟୀ ଲଗେଇ ପାରିବେ।ଏହି ରସୁଣର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ହୋଇନଥାଏ।ରସୁଣ ଆମକୁ ଏକ ଘାତକ ରୋଗ କ୍ୟାନ୍ସର ଠାରୁ ରକ୍ଷା କରିଥାଏ।ଅନିଦ୍ରା ଜନିତ ରୋଗରେ ଗ୍ରସ୍ତ ରୋଗୀ ରସୁଣ ଖାଇବା ଉଚିତ ଯାହାଦ୍ୱାରା ଆପଣଙ୍କୁ ଭଲ ନିଦ ଆସିବ।ପୁରୁଷ ମାନଙ୍କ ଭିତରେ ଥିବା ଯୋୖନ ସମସ୍ୟାକୁ ମଧ୍ୟ ଏହା ଭଲ କରିଥାଏ ତାହେଲେ ଆମର ଗୋଟେ ମାସରେ ଏହି ରୋଗ ଭଲ ହୋଇଯିବ।

Leave a Reply

Your email address will not be published. Required fields are marked *