March 10, 2025

Odia Express

Leading Odia News Portal of Odisha

ଏହି ୫ ଟି ଘରୋଇ ଉପାୟକୁ ଆପଣାଇଲେ ଆପଣଙ୍କ ଦାନ୍ତର ସବୁ ହଳଦିଆ ଦାଗ ଦୁର କରିଦେବ କିଛି ମିନିଟ୍ ରେ…

ଆଜିର ସମୟରେ ମଣିଷର ରହିବା ଚଳିବା ଓ ଖାଇବାର ଅଭ୍ୟାସ ବଦଳିସାରିଛି , ସବୁଦିନ ଫାଷ୍ଟଫୁଡ୍ ଏବଂ ମସଲାଯୁକ୍ତ ଭୋଜନ କରିଲେ ବହୁତ ଲୋକଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗୁଡିଛି । ଏହା ଛଡା ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଏହି ଅଭ୍ୟାସରୁ ନା କେବଳ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଥାଏ , ବରଂ ଆପଣଙ୍କ ଦାନ୍ତ ବି ଦୁର୍ବଳ ଏବଂ ହଳଦିଆ ହୋଇଯାଏ , ଚେହେରାର ସୁନ୍ଦରତା ପାଇଁ ଦାନ୍ତଗୁଡିକ ବହୁତ ଭୁମିକା ଥାଏ , ଏମିତିରେ ଯଦି ଆପଣଙ୍କ ଦାନ୍ତ ହଳଦିଆ ଅଛି ତେବେ ସେଥିରୁ ଦୁର୍ଗନ୍ଦ ଆସିବା ଆରମ୍ଭ ହୋଇଯାଏ , ଆଜିର ସମୟରେ ବଜାରରେ ବହୁତ ପ୍ରକାରର ଟୁଥପେଷ୍ଟ ମିଳିଥାଏ , ଯାହା ଦ୍ୱାରା ଦାନ୍ତର ସବୁ ହଳଦିଆ ଦାଗ ଦୂର କରିବାର ଦାବି କରନ୍ତି ।

ସେ ସବୁ ବ୍ୟବହାର ପରେ ବି ଲୋକ କିଛି ଖାସ୍ ପରିଣାମ ମିଳିପାରେ ନାହିଁ , ଏମିତିରେ ଲୋକ ନିଜ ଆତ୍ମବିଶ୍ୱାସ ହରାଇ ବସନ୍ତି । ଆଜି ଆମେ ଏହି ଆର୍ଟିକିଲ୍ ରେ ୫ ଟି ଘରୋଇ ଉପାୟ ନେଇକରି ଆସିଛୁ , ଯାହାର ବ୍ୟବହାରରେ ଆପଣଙ୍କ ଦାନ୍ତରୁ ହଳଦିଆ ଦାଗ ଦୂର ହୋଈଯିବ,  ଓ ନିଜ ଦାନ୍ତଗୁଡିକ ଜଡରୁ ମଜବୁତ୍ ହୋଇଯିବ ।

୧) ବେକିଙ୍ଗ୍ ସୋଢା : ବେକିଙ୍ଗ୍ ସୋଢା ଘରେ ବ୍ୟବହାର ହେଉଥିବା ଏକ ସାଧାରଣ ଜିନିଷ ଅଟେ , ଏହାକୁ ଏକ ପ୍ରକାରର ଆୟୁର୍ବେଦୀକ ଔଷଧୀ ମାନାଯାଏ , ଯାହାର ବ୍ୟବହାର ବହୁତ ପ୍ରକାର ମେଡିସିନ୍ ର ପ୍ରସ୍ତୁତିରେ ବ୍ୟବହାର କରାଯାଏ , ଦାନ୍ତରେ ହଳଦିଆ ଦାଗ ଦୂର କରିବାପାଇଁ ବେକିଙ୍ଗ୍ ସୋଢା ସବୁଠାରୁ ଉତ୍ତମ ବୋଲି ମାନାଯାଏ , ଏହା ଦାନ୍ତକୁ ଚମକଦାର କରିବାରେ ସହାୟତା କରିଥାଏ , ଏହା ଆପଣ ପ୍ରତିଦିନ ଟୁଥବ୍ରଶରେ କିଛି ପରିମାଣର ବେକିଙ୍ଗ୍ ସୋଢା ମିଶାଇଦିଅନ୍ତୁ ,ଓ ୨ ମିନିଟ୍ ଲଗାତାର ବ୍ରଶ୍ କରନ୍ତୁ , ବ୍ରଶ୍ କରିବାପରେ ଭଲ ଭାବରେ କୁଳିକରନ୍ତୁ , ଏହି ପ୍ରକିୟାକୁ ସପ୍ତାହରେ ୧-୨ ଥର କରିଲେ ଆପଣଙ୍କ ଦାନ୍ତରୁ ହଳଦିଆ ଦାଗ ଦୂର ହୋଈଯିବ ।

୨) ନଡିଆ ତେଲ  ଶୁଦ୍ଧ ନଡିଆ ତେଲ ଦାନ୍ତରେ ଜମିରହିଥିବା କିଟାଣୁକୁ ବାହାର କରିବାରେ ସହାୟତା କରିଥାଏ , ସକାଳୁ ଜଳଖିଆ କରିବା ପୁର୍ବରୁ ୧୫-୨୦ ମିନିଟ୍ ମୁହଁରେ ଏକ ଚାମଚ ନଡିଆ ତେଲ ପକାଇକରି ମୁହଁରେ ସବୁଆଡେ ବୁଲାଇଦିଅନ୍ତୁ  ଓ ପରେ ତାହାକୁ କୁଳି କରିଦିଅନ୍ତୁ , ଭଲ ଭାବେ କୁଳି କରିବାପରେ ବ୍ରଶ୍ କରନ୍ତୁ , ଏହାପରେ ଆପଣଙ୍କ ଦାନ୍ତରେ ଥିବା ସବୁ ବ୍ୟାକ୍ଟେରିଆ ମରିଯିବେ , ଓ ଦାନ୍ତ ଧଳା ହୋଇଯିବ ।

୩) କଦଳି ଓ କମଳାଚୋପାର ବ୍ୟବହାର :- କଦଳି ଓ କମଳା ଖାଇବାକୁ ସମସ୍ତଙ୍କୁ ଭଲ ଲାଗେ ସେଥିରେ ଆମକୁ ବହୁତ ଗୁଣରେ ଫାଇଦା ଦେଇଥାଏ କିନ୍ତୁ ତାହାର ଚୋପା ଆମ ପାଇଁ ବହୁତ ଅଧିକା ଫାଈଦା ଯୋଗାଈଥାଏ , କଦଳୀ ଓ କମଳାର ଚୋପା ଦାନ୍ତକୁ ଚମକଦାର୍ ବନାଇବାର ଭଲ ଉପାୟ ଅଟେ, ସବୁଦିନ ସକାଳୁ କଦଳୀ କମଳାର ଚୋପାକୁ ୨ ମିନିଟ୍ ପର୍ଯ୍ୟନ୍ତ ଲଗାତାର ଦାନ୍ତରେ ଭଲ ଭାବରେ ରଗଡନ୍ତୁ , ଓ କୁଳିକରିଦିଅନ୍ତୁ , କୁଳି କରିବାପରେ ସବୁଦିନ ବ୍ରଶ୍ କରିବାପରେ ଭଲ ପରିଣାମ ମିଳିବ ।

୪) ଷ୍ଟୋବ୍ରେରୀର ବ୍ୟବହାର : ଷ୍ଟୋବ୍ରେରୀରେ ମୈଲିକ୍ ଏସିଡ୍ ହୋଇଥାଏ ଯାହା ଦାନ୍ତକୁ ସଫା କରିବାରେ ଓ ଚମକଦାର୍ କରିବାରେ ସାହାଯ୍ୟ କରେ,  ଏହା ପାଇଁ ଆପଣ ଦୁଇ କିମ୍ବା ତିନି ଚତୁର୍ଥାଂଶ ପେଷିକରି ଏକ ପେଷ୍ଟ ତିଆରି କରିଦିଅନ୍ତୁ , ଓ ଏହାକୁ ଦାନ୍ତରେ ଭଲ ଭାବେ ୫ ମିନିଟ୍ ପର୍ଯ୍ୟନ୍ତ ଭଲ ଭାବରେ ଲଗାଇ କୁଳିକରନ୍ତୁ , ଶୋଇବାପୁର୍ବରୁ ଏହି କ୍ରିୟାକୁ ଲଗାତାର ଦୋହରାଇଲେ ଭଲ ପରିଣାମ ମିଳିବ ।

୫) ସେଓର ରସ : ସେଓର ରସ ଦାନ୍ତକୁ ସୁସ୍ଥ୍ୟ ରଖିବାରେ ସାହାଯ୍ୟ କରେ , ଏହାପାଇଁ ଆପଣ ସେଓର ରସକୁ ପାଣିର ସହ ମିଶାଇକରି କୁଳିକରନ୍ତୁ , ଏହା ନା କେବଳ ଦାନ୍ତକୁ ସଫା କରିବ ବରଂ ମାଢିକୁ ବି ମଜବୁତ୍ କରିବ , ଏହା ଲାଭଦାୟକ ଅଟେ ।

Leave a Reply

Your email address will not be published. Required fields are marked *