March 25, 2025

Odia Express

Leading Odia News Portal of Odisha

ଆଜିର ସବୁଠୁ ମଜାଦାର ପ୍ରଶ୍ନ – ଏମିତି କେଉଁ ଜିନିଷ ଅଛି ଯାହା ପୁଅକୁ ଥରେ ଓ ଝିଅକୁ ଦୁଇଥର ସମ୍ପୂର୍ଣ୍ଣ ଜୀବନରେ ମିଳିଥାଏ – ବୁଦ୍ଧି ଥିଲେ ଦିୟନ୍ତୁ ସଠିକ ଉତ୍ତର..

ନମସ୍କାର ବନ୍ଧୁଗଣ | ଜ୍ଞାନ ଏପରି ଏକ ଜିନିଷ ଯାହା ଯେତେ ଅଧିକ ଆହରଣ କରିବେ ସେତେ ଭଲ |ତେବେ ଏପରି କିଛି କଥା ଓ ଜ୍ଞାନ ଆପଣଙ୍କ ପାଇଁ ଆଜି ଆମେ ନେଇ ଅଶିଚୁ ଯାହା ନିଶ୍ଚୟ ଆପଣଙ୍କ ମନରେ କୌତୁହଳ ଓ ରୋମାଞ୍ଚ ନିଶ୍ଚୟ ଜାଗ୍ରତ କରିବ ଓ ଆପଣଙ୍କୁ କିଛି ନୂଆ ନୂଆ ଜିନିଷ ଯିବାର ସୁଯୋଗ ନିହାତି ମିଳିବ |ତେବେ ଚାଲନ୍ତୁ ଆଜିର ମଜାଦାର ପ୍ରଶ୍ନ ଓ ଉତ୍ତର ଜାଣିବା | ତେବେ କହିରଖୁ ଯଦି ଆପଣଙ୍କୁ ଏହା ଭଲ ଲାଗିଲା ତେବେ ନିଶ୍ଚୟ ସେୟାର କରିବେ  ଆସନ୍ତୁ ଜାଣିବା ଏକ ନମ୍ବର୍ ପ୍ରଶ୍ନ:-

ପ୍ରଶ୍ନ ନମ୍ବର୍ ୦୧:-ଏମିତି କେଉଁ ଜିନିଷ ଅଟେ ଯେଉଁ ଜିନିଷ ନା ହାଡ଼ରୁ ତିଆରି ନା ଚମଡ଼ାରୁ ତିଆରି,ନା ମାଂସରୁ ତିଆରି ହୋଇଥାଏ ଆଉ ତଥାପି ତା ଭିତରେ ଜୀବନ ଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ପିଞ୍ଜରା।

ଆସନ୍ତୁ ଜାଣିବା ଦୁଇ ନମ୍ବର୍ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୦୨:-ଏମିତି କେଉଁ ଜିନିଷ ଅଛି ଯାହା କାଚକୁ ନଭାଙ୍ଗି ତାର ଏପଟ ସେପଟ ଯାଇ ପାରିବ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଆଲୋକ ବା ପ୍ରକାଶ।

ଆସନ୍ତୁ ଜାଣିବା ତିନି ନମ୍ବର୍ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୦୩:-ମୁଁ କାଠ ନୁହେଁ କିନ୍ତୁ ଗଛରୁ ତିଆରି,ପାଠପଢ଼ାରେ କାମରେ ଆସେ,କୁହ ମୁଁ କିଏ ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା କାଗଜ।

ଆସନ୍ତୁ ଜାଣିବା ଚାରି ନମ୍ବର୍ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୦୪:-ସେ ଏମିତି କଣ ଅଟେ ଯାହାକୁ ବୁଡୁଥିବାର ଦେଖି କେହି ବଞ୍ଚେଇବାକୁ ଯାଆନ୍ତି ନାହିଁ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ସୁର୍ଯ୍ୟ।

ଆସନ୍ତୁ ଜାଣିବା ପାଞ୍ଚ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୫:-ସେ ଏମିତି କେଉଁ ଏକ ମାତ୍ର ଫଳ ଅଟେ ଯାହାକୁ ଆମେ ବିନାଧୋଇ ଖାଇବାକୁ ଲାଗିଥାନ୍ତି।

ଉତ୍ତର:-ଏହାର ସଠିକ ଉତ୍ତର ହେଲା କଦଳୀ।

ଆସନ୍ତୁ ଜାଣିବା ଛଅ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୬:-ଗୋଟେ କୂଅରେ ୫ ଟି ବେଙ୍ଗ ଥିଲା,ତା ଭୀତରୁ ଗୋଟିଏ ମରିଗଲା ଆଉ କୂଅରେ କେତେ ବେଙ୍ଗ ରହିଲା?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ସେହି ୫ ଟି ବେଙ୍ଗ।

ଆସନ୍ତୁ ଜାଣିବା ସାତ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୭:-ତାରା ଉପରେ ଦୌଡୁଥିବା ସେ କିଏ ଅଟେ ଯିଏ ବାଦଲରେ ଖେଳୁଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ବିଜୁଳି।

ଆସନ୍ତୁ ଜାଣିବା ଆଠ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୮:-ସେ କଣ ଅଟେ ଯାହା ସ୍କୁଟରରେ ଅଛି କିନ୍ତୁ ସାଇକେଲରେ ନାହିଁ,ମଟର ଗାଡ଼ିରେ ଅଛି କିନ୍ତୁ ଶଗଡ଼ ଗାଡ଼ିରେ ନାହିଁ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଇଞ୍ଜିନ।

ଆସନ୍ତୁ ଜାଣିବା ନଅ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୯:-ସେ କେଉଁ ଜୀଵ ଅଟେ ଯିଏ ନିଜ ମୁହଁ ଦ୍ୱାରା ପାଣି ପିନଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ବେଙ୍ଗ।

ଆସନ୍ତୁ ଜାଣିବା ଦଶ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୦:-ମୋଗଲ ଵଂଶର ସ୍ଥାପନା କେବେ ହୋଇଥିଲା ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ୧୫୩୦ ଇ.

ଆସନ୍ତୁ ଜାଣିବା ଏଗାର ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୧:-ବିଶ୍ୱର ସବୁଠାରୁ ମହଙ୍ଗା ପ୍ରାଣୀ କେଉଁଟା ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ରେସର ଘୋଡା।

ଆସନ୍ତୁ ଜାଣିବା ବାର ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୨:-ମଣିଷ ମସ୍ତିଷ୍କରେ ପ୍ରାୟ କେତେ ମାତ୍ରାରେ ପାଣି ଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ହେ ୭୭-୭୮% ପାଣି ଅଛି।

ଆସନ୍ତୁ ଜାଣିବା ତେର ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୩:-ସେ କେଉଁ ଜୀଵ ଅଟେ ଯିଏ ନିଜ ଓଜନ ଠାରୁ ୫୦ ଗୁଣ ଅଧିକ ଓଜନର ଜିନିଷ ଉଠେଇ ପାରିବ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ପିପିମ୍ପୁଡି।

ଆସନ୍ତୁ ଜାଣିବା ଚଉଦ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୪:-ତାଜ ମହଲ ତିଆରି କରିବାକୁ ମୋଟ କେତେଶମୟ ଯାଇଥିଲା ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ୨୨ ବର୍ଷ ସମୟ ଲାଗିଥିଲା।

ଏବେ ଆସନ୍ତୁ ଜାଣିବା ପନ୍ଦର ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୫:- ଦୁନିଆର ସବୁଠାରୁ ଛୋଟ ପକ୍ଷୀ ହମିଙ୍ଗ ବାର୍ଡ ଅଛି ତେବେ ତାର ଲମ୍ବା କେତେ ସେମି ହୋଇଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ୫-୬ ସେମି।

ଏବେ ଆସନ୍ତୁ ଜାଣିବା ଷୋହଳ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୬:-ଡିଜେଲର ହିନ୍ଦୀ ନାମ କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ସଂପୀଡିତ ତେଲ।

ଏବେ ଆସନ୍ତୁ ଜାଣିବା ସତର ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୭:- ସେ କେଉଁ ଜୀଵ ଅଟେ ଯାହାକୁ ସବୁ ଜିନିଷ ୨ ଗୁଣ ଦେଖାଯାଏ ?

ଉତ୍ତର:- ଏହାର ସଠିକ ଉତ୍ତର ହେଲା ହାତୀ।

ଏବେ ଆସନ୍ତୁ ଜାଣିବା ଅଠର ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୮:-ସିଂହ ମୁହଁରେ କେତୋଟି ଦାନ୍ତ ଅଛି ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ୨୬ ଟି।

ଏବେ ଆସନ୍ତୁ ଜାଣିବା ଉଣେଇସି ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୧୯:-ଭାରତ ବ୍ୟତିତ କେଉଁ ଠାରେ ରାଷ୍ଟ୍ରୀୟ ଭାଷା ହିନ୍ଦୀ ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଫିଜି ଦେଶର।

ଏବେ ଆସନ୍ତୁ ଜାଣିବା କୋଡିଏ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୨୦:-ସେ କଣ ଯାହା ଅଧା ରାତିରେ ଆସେ ଓ ଅଧା ରାତିରେ ଚାଲିଯାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ତାରିଖ ।

ଏବେ ଆସନ୍ତୁ ଜାଣିବା ଏକୋଇଶି ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୨୧:-ଦୁନିଆରେ ସବୁଠାରୁ ଅଧିକ ପ୍ରୟୋଗ କରାଯାଉଥିବା ମୋବାଇଲ କେଉଁଟି ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ସାମସଙ୍ଗ।

ଏବେ ଆସନ୍ତୁ ଜାଣିବା ବାଇଶି ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୨୨:-ଏମିତି କେଉଁ ପତି ଅଛି ଯାହା ଜଙ୍ଗଲରେ ରହିଥାଏ ଓ ସହରରେ ରହିଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ବନସ୍ପତି।

ଏବେ ଆସନ୍ତୁ ଜାଣିବା ତେଇସି ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୨୩:- ମୁଁ କଳା ମୋ ଛୁଆ ଗୋରା ଅଟନ୍ତି ମତେ ଛାଡି ମୋ ଛୁଆକୁ ଖାଇଥାନ୍ତି,ସେ ଜିନିଷଟି କଣ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ସିଂହାଡ଼ା ।

ଏବେ ଆସନ୍ତୁ ଜାଣିବା ଚବିଶି ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୨୪:-ଭାରତର କୁ କିଏ ଖୋଜିଥିଲେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଭାସ୍କୋଡ଼ାଗାମା।

ଏବେ ଆସନ୍ତୁ ଜାଣିବା ପିଚିସି ନମ୍ବର ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୨୫:-ସବୁଠାରୁ ବେସି ବାତ୍ୟା କେଉଁ ଦେଶରେ ଆସିଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ସାହାରା ମରୁସ୍ଥଳରେ।

ଏବେ ଆସନ୍ତୁ ଜାଣିବା ଚବିଶି ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୨୬:-ଫାସି ଦେବା ପୂର୍ବରୁ ଜଲ୍ଲାଦ ଦୋସି କାନରେ କଣ କହିଥିଲେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ମତେ କ୍ଷମା କରିଦେବ।

ଏବେ ଆସନ୍ତୁ ଜାଣିବା ସତେଇସି ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୨୭:-କେତେବର୍ଷ ତଳକୁ ଛୁଆଙ୍କର କାମ କରେଇବା ଏକ ଆଇନ ଗତ ଦୋଷ ଅଟେ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ୧୪ ବର୍ଷ ତଳକୁ।

ଏବେ ଆସନ୍ତୁ ଜାଣିବା ଅଠେଇଶି ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୨୮:-ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ବିଦ୍ୟାଳୟ ଓ କଲେଜ ଅଛି ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ମହାରାଷ୍ଟ୍ରରେ।

ଏବେ ଆସନ୍ତୁ ଜାଣିବା ଅଣତିରିଶି ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୨୯:-ସବୁଜ ଚୋର ନାଲି ଘର ସେଠି ବସିଛି କଳା ସୈତାନ ଖରା ଦିନେ ସେ ଦେଖାଯାଏ ଆଉ ଥଣ୍ଡାରେ ଚାଲିଯାଏ କୁହ ସେ କଣ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ତରଭୁଜ।

ଏବେ ଆସନ୍ତୁ ଜାଣିବା ତିରିଶି ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୩୦:-ପୁଅକୁ ଥରେ ଓ ଝିଅକୁ ଦୁଇଥର ସମ୍ପୂର୍ଣ୍ଣ ଜୀବନରେ ମିଳିଥାଏ ସେ କଣ ?

ଉତ୍ତର:- ଏହାର ସଠିକ ଉତ୍ତର ହେଲା ଶେଷ ନାମ।

ଏହା ଥିଲା ଆମର କିଛି ଜ୍ଞାନ ବର୍ଦ୍ଧକ ପ୍ରଶ୍ନ ଓ ଉତ୍ତର।

Leave a Reply

Your email address will not be published. Required fields are marked *