ସବୁଠୁ ମଜାଦାର୍ ଜୋକ୍ସ – ଶାଶୁ ନିଜ ୩ ଜଣ ଜ୍ୱାଇଁଙ୍କ ପ୍ରେମ ଦେଖିବାପାଇଁ ନଦୀରେ ଡେଇଁପଡିଲେ ତାପରେ ଯାହା ହେଲା ଜାଣିଲେ ହସି ହସି ଗଡିବେ ଆପଣ..

ମୁଁ ଯାଇଥିଲି ତାଙ୍କ ଘରକୁ ଗୋଲାପ ନେଇକରି , ଏହା କହିବାପାଇଁ କି ତୁ ମୋର ହୃଦୟର ଦେବୁ କି, କିନ୍ତୁ ତାର ମା କବାଟ ଖୋଲିଲା ଓ ମୁଁ ଡରିକରି କହିଲି ଏ ଚାଚି, ଦୁଇ ଟଙ୍କାର ଗୋଲାପର ଫୁଲ ନେବୁ କି ?
ଫିଟନେସ୍ ଜ୍ଞାନ : ୨୦୦ କ୍ୟାଲୋରୀ ବର୍ଣ୍ଣ କରିବାପାଇଁ ଲାଗୁଥିବା ସମୟ । ପାଦରେ ଚାଲିବା-୪୫ ମିନିଟ୍ , ଯୋଗାସନ-୩୦ ମିନିଟ୍ , ଟେନିସ୍-୨୦ ମିନିଟ୍, ପହଁରିବା-୧୫ ମିନିଟ୍ , ଦୌଡିବା-୧୨ ମିନିଟ୍ , ଘର ବାଲି ସହ ଗଣ୍ତଗୋଳ କରିବା –କେବଳ ଦୁଇ ମିନିଟ୍ ଭାଇ ଉପଦେଶ ହେଉଛି ଆମର ଇଚ୍ଛା ତୁମର ।
ସରଦାର୍ ର ମୁଣ୍ତ ଫାଟିଗଲା , ଡାକ୍ତର ଏହା କେମିତି ହେଲା ? ସରଦାର୍ -ମୁଁ ଇଟାରେ ପଥର ଭାଙ୍ଗୁଥିଲି, ଜଣେ ବ୍ୟକ୍ତି ଆସି ମୋତେ କହିଲା କି କେବେ ମୁଣ୍ତ ଫଟାଇ ବି ଟ୍ରାଇ କରି ନେ ।
ଶିକ୍ଷକ : ଶାଳି ଅଧା ଘରବାଲି ଏହାର ଏକ ବାକ୍ୟଗଠନ କର । ପପୁ : ଏହା ସେହି ସ୍କିମ୍ ଅଟେ ଯାହା ବରକୁ କୁହାଯାଇଥାଏ , କିନ୍ତୁ ଦିଆଯାଇନଥାଏ ।
ଶାଶୁ ନିଜ ଜ୍ୱାଇଁକୁ ଫୋନ୍ କରି ପଚାରିଲା –ତୋଫାନର କଣ ଖବର ଅଛି , ଜ୍ୱାଇଁ ଭଲ ଅଛି , କୁଲର୍ ଚଲାଇ ଶୋଇଛି, ଆରାମର୍ କଥା କରାଇବି କି ?
ସ୍ୱାମୀ : ମୋର ଛାତିରେ ବହୁତ ଯନ୍ତ୍ରଣା ହେଉଛି , ଜଲଦି ଆମ୍ବୁଲ୍ୟାନ୍ସକୁ କଲ୍ ଲଗାଓ, ସ୍ତ୍ରୀ : ହଁ ରୁହ ଲଗାଉଛି , ନିଜ ମୋବାଇଲ୍ ର ପାସୱାର୍ଡ କୁହ ତ । ସ୍ୱାମୀ : ତାହାଲେ ଛାଡିଦିଅ, ଏବେ ଟିକିଏ ଠିକ୍ ଲାଗୁଛି ।
ସ୍ତ୍ରୀ ଠାରୁ ରାଗି ସ୍ୱାମୀ ବାଲକୋନୀରୁ ଡେଇଁବାକୁ ଯାଉଥିଲା ସେତେବେଳେ ତାର ସ୍ତ୍ରୀ ଘରୁ ଡାକିଲା, ମୋର ସାଙ୍ଗମାନେ ଆସିଛନ୍ତି , ଆସ ତୁମ ସହ ଦେଖା କରାଇବି, ସ୍ୱାମୀ : ହଁ ହଁ ଜାନୁ ଏବେ ଆସୁଛି ।
ନିଦ ଆସୁନାହିଁ ରାତିକୁ ଭଲ ଲାଗୁନାହିଁ ଦିନରେ , ମୁଁ ପଚାରିଲି ଭଗବାନଙ୍କୁ କଣ ଏହା ପ୍ରେମ କି , ଭଗବାନ କହିଲେ ନା ପୁଅ ଗରମ ହେଉଛି, ସମସ୍ତଙ୍କ ଏକା ଅବସ୍ଥା ।
ମହିଳା : ବାବା ମୁଁ ବହୁତ ଚିନ୍ତାରେ ଅଛି , ସବୁଦିନ ରାତିରେ କେଜାଣି କୁଆଡୁ ଆସିଯାଉଛନ୍ତି ଓ ସକାଳୁ ଫେରିଯାଉଛନ୍ତି । ବାବା –ସୁନ୍ଦରି ପ୍ରଥମେ ଏହା କୁହ କି ସମସ୍ୟା ଏଇଟା କି ଆମନ୍ତ୍ରଣ କରୁଛ ।
ଜଣେ ବ୍ୟକ୍ତି ନିଜ କଲେଜ୍ ସମୟକୁ ମନେ ପକାଇ କହିଲା ଆହା-ସେ ପୁରୁଣା ରୁମ୍ , ସେ ପୁରୁଣା ଫର୍ଣ୍ଣିଚର୍ , ସେ ପୁରୁଣା ଆଲମୀରା, ରମେଶ ସେହି ବ୍ୟକ୍ତି କୁ ଆଲମୀରା ଆଡକୁ ଅଟକାଇବାକୁ ଯାଉଥିଲା ସେହି ବ୍ୟକ୍ତି ଆଲମୀରାର କବାଟ ଖୋଲିଦେଲା< ଆଲମୀରା ଭିତରେ ରମେଶର ଗାର୍ଲଫ୍ରେଣ୍ତ ଲୁଚିଥିଲା , ରମେଶ ହଡବଡେଇ ହୋଇ କହିଲା ସାର୍ ସେ ମୋର ସଂମ୍ପର୍କୀୟ ହେବ , ଏହି କଥାରେ ସାର୍ କହିଲେ ଆହା- ସେଇ ପୁରୁଣା ବାହାନା ।
ମୋର ସାଙ୍ଗ ତାର ଏକ୍ସ ଗାର୍ଲଫ୍ରେଣ୍ତର ବାହାଘରରେ ଏତେ ଜବରଦସ୍ତ ନାଗିନ୍ ଡ୍ୟାନ୍ସ କଲା କି ଝିଅର ବାପାକୁ ବାଧ୍ୟ ହୋଇ କହିବାକୁ ପଡିଲା କି ଏବେ ବାହାଘର କରେଇଦେବୁ ନା ନାଗମନୀ ନେଇକରି ମାନିବୁ ।
ଆମର ଦେଶରେ ସବୁ ବୟସ୍କ ଲୋକଙ୍କୁ ସମର୍ପିତ ଆଜିର ଜ୍ଞାନ, ଚାହାର ସୌକିନ୍ ଲୋକଙ୍କ ପାଇଁ ଏହି ସମୟ ସବୁଠାରୁ ଭଲ ମୌସୁମ୍ ଅଟେ, ଆପଣ ନିଜ ଛାତରେ ରଖିଥିବା ପାଣିର ଟାଙ୍କିରେ କ୍ଷୀର ଚିନି,ଓ ଚାହାପତି ପକାଇଦିଅନ୍ତୁ , ଏହାପରେ ଦିନ ସାରା ନଳାରୁ ବାହାର କରି ପିଉଥାନ୍ତୁ , ଏଥିରେ ଆପଣଙ୍କ ଗ୍ୟାସ୍ ଖର୍ଚ୍ଚ କମ୍ ହେବ , ଓ ବାସନ ଧୋଇବାକୁ ପଡିବ ନାହିଁ ।
ଶାଶୁ ନିଜ ୩ ଜଣ ଜ୍ୱାଇଁପୁଅଙ୍କ ଭଲ ପାଇବା ଦେଖିବାପାଇଁ ନଦୀରେ ଡେଇଁପଡିଲେ , ଜଣେ ଜ୍ୱାଇଁ ବଞ୍ଚାଇନେଲେ , ଶାଶୁ ତାଙ୍କୁ ମାରୁତି କାର୍ ଦେଲେ , ଦ୍ୱିତୀୟ ଦିନ ଶାଶୁ ଆଉଥରେ ନଦୀରେ ଡେଇଁପଡିଲେ , ଦ୍ୱିତୀୟ ଜ୍ୱାଇଁ ଯାଇ ବଞ୍ଚାଇଦେଲେ , ତାଙ୍କୁ ଶାଶୁ ମା ଏକ ବାଇକ୍ ଦେଲେ , ତୃତୀୟ ଦିନ ଶାଶୁ ପୁଣି ନଦୀରେ ବୁଡ ପକାଇଲେ , ତୃତୀୟ ଜ୍ୱାଇଁ ଭାବିଲେ କି ଏବେ ତ ସାଇକେଲ୍ ହିଁ ରହିଗଲା , ଛାଡ କଣ ବଞ୍ଚାଇବି , ଶାଶୁ ବୁଡିକରି ମରିଗଲେ , ଓ ଚତୁର୍ଥଦିନ ଜ୍ୱାଇଁପୁଅକୁ ବିଏମ୍ ଡବଲୁ ମିଳିଲା ପଚାର କେମିତି ? ଶଶୁର ଦେଲେ ।