ସାଧାରଣ ଜ୍ଞାନ ପ୍ରଶ୍ନ ଏବଂ ଉତ୍ତର – ଆମ୍ବ ଗଛ ତଳେ ଅନ୍ଧ, ମୁକ,କାଲା ଓ ଛୋଟା ବସିଥିଲେ,ଗଛରୁ ଆମ୍ବ ପଡିଲା ତ ସର୍ବ ପ୍ରଥମେ କିଏ ଉଠେଇବ? ବୁଦ୍ଧି ଥିଲେ ଦିୟନ୍ତୁ ଉତ୍ତର..

ଆଜି ଆମେ ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ପ୍ରଭାବଶାଳୀ ଆଉ ଏକ ଇଣ୍ଟରେଶଟିଙ୍ଗ ଲିଖନୀ ନେଇକି ଆସିଛୁ। ଆମେ ଆପଣଙ୍କ ପାଇଁ ଆଜି କିଛି ସାଧାରଣ ଜ୍ଞାନର ପ୍ରଶ୍ନ ନେଇକି ଆସିଛୁ ଯାହା କି ଆପଣଙ୍କର ଜ୍ଞାନ କୁ ଆଗକୁ ବଢ଼େଇ ନେବା ରେ ସାହାଯ୍ୟ କରିବ | ତେବେ ସବୁଦିନ ଆମ ଏହି ଜ୍ଞାନ କୁ ପଢୁଥିବାରୁ ଆନ୍ତରିକ ଧନ୍ୟବାଦ ଓ ଆପଣ ଏହା ପ୍ରମାଣ କରୁଛନ୍ତି ଯେ ନୂଆ ନୂଆ ଶିକ୍ଷା ନେବା ପାଇଁ ଆପଣ ଖୁବ ଇଚ୍ଛା ରଖନ୍ତି | । ତ ଡେରି ନ କରି ଚାଲନ୍ତୁ ଜାଣିବା ଏହା ବାବଦରେ। ପ୍ରଶ୍ନ ଆଉ ତାହା ଉତ୍ତର ଦିଆ ଯାଇଛି।
ପ୍ରଶ୍ନ ନମ୍ବର୍ ୧ : ବିଶ୍ୱ ର ସବୁଠୁ ଉଚ୍ଚ ରାଜଧାନୀ କେଉଁଟା ଅଟେ?
ଉତ୍ତର : ଲାପାଯ ଲାପାଯ
ପ୍ରଶ୍ନ ନମ୍ବର୍ ୨ : କେଉଁ ଦେଶରେ ସର୍ବାଧିକ ଫିଲ୍ମ ବଣାଯାଏ?
ଉତ୍ତର : ଭାରତ ରେ
ପ୍ରଶ୍ନ ନମ୍ବର୍ ୩: ଭାରତ ର ସବୁଠୁ ସୁନ୍ଦର ସହର କେଉଁଟା?
ଉତ୍ତର : ମହୀଶୂର
ପ୍ରଶ୍ନ ନମ୍ବର୍ ୪: ଅଯନ୍ତା ର ଗୁମ୍ଫା କେଉଁଠି ଅଛି?
ଉତ୍ତର : ମହାରାଷ୍ଟ୍ର ରେ
ପ୍ରଶ୍ନ ନମ୍ବର୍ ୫: ଭାରତ ର ସବୁଠାରୁ ବଡ଼ ଗୀର୍ଜା ଘର କେଉଁଠି ଅଛି?
ଉତ୍ତର : ଗୋଆ ରେ
ପ୍ରଶ୍ନ ନମ୍ବର୍ ୬: ସିଭିଲ ସେବା ପ୍ରତିଯୋଗିତା ଆରମ୍ଭ କରିଥିବା ପ୍ରଥମ ଦେଶ?
ଉତ୍ତର : ଚୀନ
ପ୍ରଶ୍ନ ନମ୍ବର୍ ୭: ପୋପ ର ସହର କେଉଁଟା?
ଉତ୍ତର : ରୋମ
ପ୍ରଶ୍ନ ନମ୍ବର୍୮: ଗୌତମ ବୁଦ୍ଧ ଙ୍କର ନିର୍ମାଣ ର ପ୍ରତୀକ କଁ?
ଉତ୍ତର : ପଦଚିହ୍ନ
ପ୍ରଶ୍ନ ନମ୍ବର୍୯: ଉତ୍ତର ବୈଦିକ କାଳ ରେ ହଳ କୁ କଣ କହୁଥିଲେ?
ଉତ୍ତର : ଶୀରା
ପ୍ରଶ୍ନ ନମ୍ବର୍ ୧୦: ନାଳନ୍ଦା ବିଶ୍ୱବିଦ୍ୟାଳୟ ର ସ୍ଥାପନା କିଏ କରିଥିଲେ?
ଉତ୍ତର : କୁମାର ଗୁପ୍ତ
ପ୍ରଶ୍ନ ନମ୍ବର୍ ୧୧: ତୁଜୁ ଡେଙ୍ଗା ଭାରତ ର କେଉଁ ରାଜ୍ୟ ରେ ଅଛି?
ଉତ୍ତର : ମଣିପୁର
ପ୍ରଶ୍ନ ନମ୍ବର୍୧୨: କିବି କେଉଁ ଦେଶ ର ରାଷ୍ଟ୍ରୀୟ ପକ୍ଷୀ?
ଉତ୍ତର :ନିଉ ଜିଲାଣ୍ଡ
ପ୍ରଶ୍ନ ନମ୍ବର୍ ୧୩- ନା କେବେ ଥିଲା,ଯିଏ ନା କେବେ ଥିବ କିନ୍ତୁ ସେ ଅଛି କୁହନ୍ତୁ ସେ କଣ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ବର୍ତ୍ତମାନ କାଳ।
ପ୍ରଶ୍ନ ନମ୍ବର୍ ୧୪:-ମୁଁ ସମୁଦ୍ରରେ ଜନ୍ମ ହୋଇଥାଏ କିନ୍ତୁ ଆପଣଙ୍କ ଘରେ ରହିଥାଏ ତାହେଲେ କୁହ ମୁଁ କଣ ଅଟେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଲୁଣ।
ପ୍ରଶ୍ନ ନମ୍ବର୍ ୧୫:-ଏମିତି କେଉଁ ଜିନିଷ ଯାହାକୁ ଆମେ କାଟି ଥାଉ,ଫେଣ୍ଟି ଥାଉ,ବାଟିଥାଉ କିନ୍ତୁ ଖାଇ ନଥାଉ ସେ କଣ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ତାସର କାର୍ଡ଼ ଗୁଡିକୁ।
ପ୍ରଶ୍ନ ନମ୍ବର୍ ୧୬ :-ଫଳର ରାଜା କାହାକୁ କୁହାଯାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଆମ୍ବ।
ପ୍ରଶ୍ନ ନମ୍ବର୍ ୧୭:-ସବୁଠାରୁ କମ ଗଛ କେଉଁ ଦେଶରେ ଅଛି ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ମେକ୍ସିକୋରେ।
ପ୍ରଶ୍ନ ନମ୍ବର୍ ୧୮:-ସଂସାରରେ ସବୁଠାରୁ ବେଶି ପଶୁ କେଉଁ ଦେଶରେ ଅଛି ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଭାରତ ରେ।
ପ୍ରଶ୍ନ ନମ୍ବର୍ ୧୯:-ସବୁଠାରୁ ଶିଘ୍ର ପ୍ରସ୍ତୁତ ହେଉଥିବା ଫସଲ କେଉଁଟା ଅଟେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ମକା।
ପ୍ରଶ୍ନ ନମ୍ବର୍ ୨୦ :-ଏମିତି କେଉଁ ଜିନିଷ ଯାହା ଖରାରେ କେବେ ସୁଖୀ ନଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଝାଳ।
ପ୍ରଶ୍ନ ନମ୍ବର୍ ୨୧:-ସଂସାର ସବୁଠାରୁ ଓଜନିଆ ସାପ କିଏ ଅଟେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଆନାକୋଣ୍ଡା।
ପ୍ରଶ୍ନ ୨୨: ଆମ୍ବ ଗଛ ତଳେ ଅନ୍ଧ, ମୁକ,କାଲା ଓ ଛୋଟା ବସିଥିଲେ,ଗଛରୁ ଆମ୍ବ ପଡିଲା ତ ସର୍ବ ପ୍ରଥମେ କିଏ ଉଠେଇବ?
ଉତ୍ତର : ଏହାର ସଠିକ ଉତ୍ତର ହେଲେ ମୁକ ଉଠେଇବ | କାରଣ ଅନ୍ଧ କୁ ଦେଖା ଯିବା ନାହିଁ ,କାଲା କୁ ଶୁଣିବ ନାହିଁ ଓ ଛୋଟା ଦୌଡ଼ି ପାରିବ ନାହିଁ