କାଜୋଲ୍ ଚାପୁଡା ମାରିଥିଲେ ଏହି ବଲିଉଡ୍ ଅଭିନେତାଙ୍କୁ , ଦୁଃଖ ଭରା ଜୀବନ ଅତିବାହିତ କରୁଛନ୍ତି ଏବେ ସେହି ଅଭିନେତା…

ବଲିଉଡ୍ ରେ ସେଲିବ୍ରେଟିଙ୍କ ଜୀବନ କେଉଁ ନା କେଉଁ କାରଣରୁ ନିଶ୍ଚିତ ଚର୍ଚ୍ଚିତ ରହିଥାଏ , ସେମିତି ତାହାର କାରାଣ କେଉଁ ବଡ ଫିଲ୍ମର ହେଉ କିମ୍ବା କେଉଁ ଷ୍ଟାରଙ୍କ ସହ ମାରପିଟ୍, ଏମିତି ବହୁତ ଷ୍ଟାର ଅଛନ୍ତି ଯିଏ ନିଜ ବ୍ୟକ୍ତିଗତ ଜୀବନକୁ ନେଇକରି ଅଧିକା ଚର୍ଚ୍ଚିତ ହୋଇଛନ୍ତି , ସେ ମଧ୍ୟରୁ ଜଣେ ଅଭିନେତା ଅଛନ୍ତି କମଲ ସଦାନା, କମଲଙ୍କୁ ଆପଣମାନେ ବହୁତ କମ୍ ଲୋକ ଜାଣିଥିବେ , କିନ୍ତୁ ଆପଣଙ୍କୁ ମନେ ପକାଇଦେବୁ କି ସେ ୧୯୯୨ ରେ କାଜୋଲଙ୍କ ସହ ଫିଲ୍ମ “ବେଖୁଦି”ରେ କାମ କରିଥିଲେ , ଏହି ଫିଲ୍ମକୁ ବକ୍ସ ଅଫିସରେ ଭଲ ଚାହିଦା ମିଳିଥିଲା, କିନ୍ତୁ ଏହା ପରେ ଅଭିନେତା କିଛି ସମୟ ପରେ ଫିଲ୍ମରୁ ଦୂରେଇଯାଇଥିଲେ ।
କମଲ୍ ଏକ ଇଣ୍ଟରଭ୍ୟୁରେ ମିଡିଆକୁ ଏକ ଫିଲ୍ମର ସ୍ମରଣୀୟ ମୁହୁର୍ତ୍ତ ବିଷୟରେ କହିଥିଲେ , ସେ କହିଲେ କି ଯେବେ ସେ ବେଖୁଦି ଫିଲ୍ମରେ କାମ କରୁଥିଲେ ତେବେ ଗୋଟେ ସିନ୍ ଏପରି ଥିଲା ଯେବେ କାଜୋଲ୍ ଙ୍କ ଭାଇ ମାରୁଥିଲେ , ଏହି କଥା କାଜୋଲଙ୍କୁ ରାଗିକରି ତାଙ୍କୁ ମାରିବାର ସିନ୍ ଥିଲା, କମଲ କହିଲେ ଚାପୁଡାର ସିନ୍ ଥରେ କେବେ ହେଲେ ଠିକ୍ ହୋଇନଥାଏ ସେଥିପାଇଁ ଡାଇରେକ୍ଟର ସେହି ସିନ୍ କୁ ବାରମ୍ବାର ରିଟେକ୍ କରନ୍ତି ,
ଏମିତିରେ ଲଗାତାର ୧୦ ଟି ରିଟେକ୍ କରିବାପରେ କାଜୋଲ ଚାପୁଡା ମାରିମାରି ଗାଲକୁ ଲାଲ କରିଦେଇଥିଲେ , କହିଦେବୁ କି କମଲଙ୍କୁ ବଲିଉଡ୍ ରେ ଅସଲ ପରିଚୟ ଫିଲ୍ମ ରଙ୍ଗରୁ ମିଳିଥିଲା , ଏହାପରେ ସେ ବହୁତ ଅନ୍ୟ ଫିଲ୍ମରେ ନଜର ଆସିଥିଲେ କିନ୍ତୁ ସେ ସଫଳ ହୋଇପାରିଲେ ନାହିଁ , ଏଥିପାଇଁ ସେ ଅଭିନୟରୁ ଦୁରେଇ ଗଲେ । କମଲ୍ ଲୋକଙ୍କୁ ନିଜ ଜୀବନୀ ପାଇଁ ଅଧିକା ଜାଣିଛନ୍ତି , ତାଙ୍କର ବ୍ୟକ୍ତିଗତ ଜୀବନ ବହୁତ ଦୂଃଖଭରା ରହିଥିଲା, ଯେବେ ସେ ୨୦ ବର୍ଷର ହୋଇଥିଲେ ତେବେ ତାଙ୍କ ଜନ୍ମଦିନ ମଉକାରେ ତାଙ୍କ ବାପା ବୃଜ ସଦାନା ତାଙ୍କ ମା ଓ ଭଉଣିଙ୍କୁ ଗୁଳିକରି ମାରିଦେଇଥିଲେ , ତାଙ୍କର ମା ସଇଦା ଖାନ୍ ଓ ବାପାଙ୍କ ମଧ୍ୟରେ କେଉଁ ନା କେଉଁ କଥାକୁ ନେଇକରି ଝଗଡା ହେଉଥିଲା
ଏମିତିରେ ଜନ୍ମଦିନ ବାଲା ଦିନ ତାଙ୍କ ବାପା ମଦ ପିଇ ବନ୍ଧୁକରୁ ପ୍ରଥମ ଗୁଳି ସ୍ତ୍ରୀ ଓ ପରେ ଝିଅକୁ ମାରିଦେଇଥିଲେ , ଏହାପରେ ସେ ନିଜକୁ ବି ମାରିଦେଲେ, ଏହା ସବୁ କମଳଙ୍କ ଆଖି ସାମ୍ନାରେ ହୋଇଥିଲା , ଯାହାପରେ ତାଙ୍କ ଦିମାଗରେ ଏହାର ଗଭୀର ପ୍ରଭାବ ପଡିଲା । ସେ ଇଣ୍ଟରଭ୍ୟୁରେ କହିଲେ କି ତାଙ୍କ ବାପା ତାଙ୍କୁ ବି ଗୁଳି ମାରିଥିଲେ କିନ୍ତୁ ସେ ବଞ୍ଚିଯାଇଥିଲେ , ଏହି ଘଟଣା ପରେ ତାଙ୍କର କାଉନସିଲିଙ୍ଗ୍ ହୋଇଥିଲା,କମଲଙ୍କ ଅନୁସାରେ ସୈଫ୍ ଅଲ୍ଲୀ ଖାନ୍ ତାଙ୍କ ଭଲ ସାଙ୍ଗ ଥିଲେ, କମଲ କହିଲେ ଯେବେ ସୈଫଙ୍କ ବାପା ମୈସୁର ଅଲ୍ଲୀ ଖାନ୍ ଙ୍କ ନିଧନ ହେଲା ତେବେ ମୁଁ ବି ପଗଡି ସେରୋମୋନିରେ ସେଠାରେ ଥିଲି, କିନ୍ତୁ ପରେ ମୋତେ ସୈଫ୍ ନିଜ ବାହାଘରରେ ଡକାଇଲେ ନାହିଁ , କହିଦେବୁ କି କମଲ ଆଜି ବି ସୈଫ୍ ଓ ଭଉଣୀ ସୋହା ଅଲ୍ଲୀ ଖାନଙ୍କ ଟଚ୍ ରେ ଅଛନ୍ତି ।
ସେମିତି କମଲ ଏବେ ଫିଲ୍ମ ଦୁନିଆଁରୁ ଦୂରେଇ ଅଛନ୍ତି , କିନ୍ତୁ କେବେ ସେ ଫିଲ୍ମ ଡାଇରେକ୍ଟ କରୁଛନ୍ତି ,ଏକ ଇଣ୍ଟର ଭ୍ୟୁରେ କମଲ କହିଥିଲେ କି ସେ ଅଭିନୟ ଛାଡି ବହୁତ ଖୁସି ଅଛନ୍ତି , ତାଙ୍କ ବିବାହ ମେକଅପ୍ ଆର୍ଟିଷ୍ଟ ଲିସା ଜନ୍ ଙ୍କ ସହ ହୋଇଥିଲା, ଏବେ ତାଙ୍କର ଦୁଇଟି ଛୁଆ ଅଙ୍ଗଦ ଓ ଲିଆ ଅଛନ୍ତି ,