୯୦ ବର୍ଷ ଯାଏ ଆପଣଙ୍କର ଆଖି ଆଉ ମସ୍ତିଷ୍କ ଠିକ ରହିବ- କମଜୋରି ଆଉ ମୋଟାପା କୁ ବି କମ କରନ୍ତୁ..

ଆଜି ଆମେ ଆପଣଙ୍କ ପାଖରେ ଏକ ଏପରି ଜିନିଷ କହିବାକୁ ଯାଉଛୁ ଯାହାକୁ ଖାଇବା ଦ୍ୱାରା ଆପଣଙ୍କ ଶରୀର ରେ ପ୍ରାୟ ୯୦ ବର୍ଷ ଯାଏ ନା ତ କେବେ ମୋଟାପା ଆସିବ, ନା ତ କେବେ କ୍ୟାଲସିଅମ ର କମି ହେବ ଆଉ ନା ହି ଆପଣଙ୍କ ମସ୍ତିଷ୍କ ର କିଛି ଅସୁବିଧା ହେବ। ଆପଣଙ୍କୁ ବାସ ଏହା ଖାଇବାର ଅଛି ଆଉ ଏହା ଆପଣଙ୍କ ଶରୀର ପାଇଁ ଯାଦୁ ଭଳି କାମ କରିବ। ଆପଣ ବୁଢ଼ାପା କଥା ଭୁଲି ହି ଯିବେ କାରଣ ଆପଣ ପ୍ରାୟ ୭୦ ବର୍ଷ ବୟସ ରେ ବି ୩୦ ବର୍ଷୀୟ ନାଗରିକ ଭଳି ଦେଖା ଯିବେ।ଆଜି ଯାହା ବାବଦରେ ଆମେ କହିବାକୁ ଯାଉଛୁ ତାହା ହେଉଛି ଅଲସି। ଏହାକୁ କିଏ ବା ନ ଜାଣେ। ଏହାର ଫାଇଦା ସମସ୍ତଙ୍କୁ ଜଣା ଥାଏ। କାରଣ ଏଥିରେ ଭିଟାମିନ ତଥା ମିନେରାଲ ଭରପୁର ରହିଥାଏ।
ଭିଟାମିନ ତଥା ମିନେରାଲ ଆମ ଶରୀର ରେ ବ୍ୟାଡ କୋଳେସ୍ତେରୋଲ କୁ ବଢିବାକୁ ଦେଇନଥାଏ ଆଉ ତାହା ନ ବଢିବା ଦ୍ୱାରା ଆମ ଶରୀର ରେ ହାର୍ଟ ରେ ବ୍ଲକେଜ ହେଇନଥାଏ ଆଉ ବ୍ଲକେଜ ନ ହେବା ଦ୍ୱାରା ଆମ ହାର୍ଟ ସମସ୍ୟା ଦୂର ରହିଥାଏ। ଆଉ ଯଦି ଆପଣଙ୍କ ପ୍ରଥମ ରୁ ହି ବ୍ଲକେଜ ର ସମସ୍ୟା ଅଛି ତ ଆପଣ ଅଲସି ସେବନ କରନ୍ତୁ।
ଅଲସି ଦ୍ୱାରା ଆମ ସୁଗାର ସ୍ତର ର ବି ନିୟନ୍ତ୍ରିତ ରହିଥାଏ ତେଣୁ ଯାହାକୁ ଡାଇବେଟିସ ର ସମସ୍ୟା ଅଛି ସେ ବି ଏହାର ସେବନ କରିବା ଦ୍ୱାରା ଡାଇବେଟିସ କୁ ଦୂର କରିପାରିବେ। ଅଲସି ର ସେବନ ଦ୍ୱାରା ଆମ ଆଖିର ଜ୍ୟୋତି ବି ବଢିଥାଏ ତଥା ଆମ ଆଖିରେ ଆମେ ବହୁତ ଅଧିକ ଜିନିଷ ଦେଖିପାରୁ। ଆଉ ଏହାର ତେଲ ମାଲିସ ଦ୍ୱାରା ଆମ ଗଣ୍ଠି ଦର୍ଜ ବି ଭଲ ହେଇଯାଏ। ଏହି ଅଲସି ର ସେବନ ଦ୍ୱାରା ଆପଣଙ୍କ ଶରୀର ଭିତରେ ବାଘର ବଳ ଆସେ ଆଉ ଆପଣଙ୍କୁ ଅଧିକ କାମ କରିବାର ସାମର୍ଥ୍ୟ ମିଳେ। ଏହି ଅଲସି ର ସେବନ ଦ୍ୱାରା ଆପଣଙ୍କ ଶରୀର ର ଇମ୍ୟୁନ ପାୱାର ବଢିଯାଏ ଆଉ ଆପଣ ଏହାଦ୍ୱାରା ନୀରୋଗ ରୁହନ୍ତି। ଆଉ ଆପଣଙ୍କ ଶରୀର ଭିତରକୁ କିଛି ବି ରୋଗ ପ୍ରବେଶ କରିପାରେ ନାହିଁ।
ଏବେ ଆମେ ଜାଣିବା କି ଏହାକୁ ଆମେ କିପରି ସେବନ କରିବା। ଆପଣ ବାସ ଏକ ଚାମଚ ଅଲସି ର ବୀଜ କୁ ରାତିରେ ଗୋଟେ ଗ୍ଲାସ ରେ ଭିଜେଇ ରଖି ଦିଅନ୍ତୁ। ସକାଳୁ ଉଥିବା ପରେ ବାସୀ ମୁହଁ ରେ ଆପଣଙ୍କୁ ଏହି ପାଣିକୁ ବି ପିଇବାର ଅଛି ଆଉ ଏହି ଅଲସି ର ମଞ୍ଜି କୁ ଚୋବେଇ ଚୋବେଇ ଖାଇବାର ଅଛି। ଏହାଦ୍ୱାରା ଆପଣଙ୍କୁ ସେହି ସମସ୍ତ ଫାଇଦା ମିଳିବ ଯାହା କି ଆପଣଙ୍କ ପାଇଁ ଉପରେ ବର୍ଣ୍ଣିତ। ତ ଆଉ ଡେରି କରନ୍ତୁ ନାହିଁ ବାସ ଯାଆନ୍ତୁ ଆଉ ଅଲସି ର ବୀଜ ର ସେବନ କରନ୍ତୁ।