March 15, 2025

Odia Express

Leading Odia News Portal of Odisha

ସାଥ୍ ନିଭାନା ସାଥିଆଙ୍କ କୋକିଲା ବାସ୍ତବ ଜୀବନରେ ଦେଖିଲେ ଚିହ୍ନି ପାରିବ ନାହିଁ – ଦେଖନ୍ତୁ ଅସଲ ଜୀବନରେ କିପରି ଅଟନ୍ତି ସେ..

ବଲିଉଡ଼ ଭଳିଆ ଟିଭି ଇଣ୍ଡଷ୍ଟ୍ରି ଆଜି ତାର ନିଜର ଗୋଟେ ଅଲଗା ପରିଚୟ ସୃଷ୍ଟି କରି ପାରିଛି।ସେଠି ଟିଭି ଜଗତର ତାରକା ମାନେ ବଲିଉଡ ତାରକା ମାନଙ୍କ ଠାରୁ କମ ନୁହଁନ୍ତି।ଦୂରଦର୍ଶନ ରେ ଏମିତି ବହୁତ ସିରିଏଲ ଆସିଛି ଯାହା ଦର୍ଶକମାନଙ୍କୁ ବର୍ଷ ବର୍ଷ ଧରି ମନୋରଞ୍ଜନ କରୁଛି।ଏହି ସବୁ ସିରିଏଲ ଆଜି ପ୍ରତ୍ୟକ ଘରେ ନିଜର ଗୋଟେ ଅଲଗା ପରିଚୟ ସୃଷ୍ଟି କରିପାରିଛି।ସେହି ଟିଭି ସିରିଏଲ ସମୟରେ ଅନେକ ତାରକା ବହୁତ ସିଧା ସାଧା ପୋଷାକ ପିନ୍ଧନ୍ତି ଓ ସାଧାରଣ ଭାବରେ ଦେଖାଯାନ୍ତି କିନ୍ତୁ ଅସଲ ଜୀବନରେ ସେମାନ ବହୁତ ଭିନ୍ନ ହୋଇଥାନ୍ତି ଓ ବହୁତ ଷ୍ଟାଇଲିସ ହୋଇଥାନ୍ତି।

ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏହି ଟିଭିର ଜଣେ ପ୍ରସିଦ୍ଧ ଶାଶୁଙ୍କ ବିଷୟରେ ଯିଏ ନିଜ ଅସଲ ଜୀବନରେ ସମ୍ପୂର୍ଣ୍ଣ ଅଲଗା ଦେଖାଯାନ୍ତି।ଏହି ଶାଶୂ ହେଉଛନ୍ତି ଷ୍ଟାରପ୍ଲସର ପ୍ରସିଦ୍ଧ ସିରିଏଲ ସାଥ ନିଭାନା ସାଥିୟା ର କୋକିଲା ମୋଦି କାହିଁକିନା ଗୋପୀ ବୋହୁ ମଧ୍ୟ ଶାଶୁ ଅଟନ୍ତି।ଏହି ସିରିଏଲ ରେ ଏକ୍ସପ୍ରେସ ରୁପଲ ପଟେଲ କୋକିଲା ମୋଦୀର ଅଭିନୟ କରିଛନ୍ତି।ଏହି ସିରିଏଲ ରେ ରୂପଲ ନିଜ ଅଭିନୟ ବହୁତ ଭଲ ଭାବରେ ଓ ସୁନ୍ଦରତାର ସହିତ କରନ୍ତି।ସେ ସେହି ରୂପରେ ବହୁତ ଭଲ ଭାବରେ ପୋଷାକ ପିନ୍ଧନ୍ତି ଆଉ ସେହି ଭଳି ବସବାସ କରନ୍ତି।ଯେତେବେଳେ କଥା ତାଙ୍କ ନିଜ ଜୀବନ ସହିତ ଜଡିତ ତାହେଲେ ସେ ସମ୍ପୂର୍ଣ୍ଣ ଅଲଗା ରୂପରେ ଦେଖା ଦିଅନ୍ତି।

ସାଥ ନିଭାନା ସାଥୀୟ ଯାହା ଗୁଜରାତି ମାନଙ୍କ ଉପରେ ଆଧାରିତ ଅଟେ ଓ ଏହାକୁ ଦେଖୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ କିଛି କମ ହୋଇନଥାଏ।ଯଦି କଥା ହବା ତାଙ୍କ ଅସଲ ଜୀବନ ବିଷୟରେ ଆଜି ଆମେ କୋକିଲା ମୋଦିଙ୍କ ଅସଲ ଜୀବନ ବିଷୟରେ କହିବାକୁ ଯାଉଛୁ।ସେହି କୋକିଲା ମୋଦି ଯାହାଙ୍କ ଉପରେ ଏ ସବୁ ଆଧାରିତ ଅଟେ।ଆଉ ସମ୍ପୂର୍ଣ୍ଣ ଭାବରେ ବହୁତ ଖାସ ଅଟେ।ତାଙ୍କର ଅସଲ ଜୀବନର ନାମ ହେଉଛି ରୂପଲ ପଟେଲ।ଇଏ ବିବାହିତ ଅଟନ୍ତି ଆଉ ତାଙ୍କ ସ୍ୱାମୀଙ୍କ ନାମ ହେଉଛି ରାଧାକୃଷ୍ଣନ ଦତ୍ତ।ରୂପେଲ ପଟେଲଙ୍କର ଜନ୍ମ ୨ ଜାନୁଆରୀ ୧୯୭୫ ରେ ମୁମ୍ବାଇ ସ୍ଥିତ ମହାରାଷ୍ଟ୍ରରେ ହୋଇଥିଲା।

ସେ ବହୁତ ସୋ ରେ କାମ କରିଛନ୍ତି କିନ୍ତୁ ତାଙ୍କୁ ତାଙ୍କର ଅସଲି ପରିଚୟ ସାଥ ନିଭାନା ସାଥିୟାରୁ ମିଳିଥିଲା।ଯେଉଁଠାରେ ଇଏ କୋକିଲା ମୋଦୀର ଅଭିନୟ କରିଥିଲେ।ରୂପଲ ନ୍ୟାସନାଲ କ୍ଳବ ଅଫ ଜୁରୀରୁ ନିଜର ଅଭିନୟ ଶିଖିଥିଲେ।ସେ ନିଜ ଭବିଷ୍ୟତର ଆରମ୍ଭ ୧୯୮୫ ରେ ପ୍ରକାଶିତ ଚଳଚ୍ଚିତ୍ର ମେହେକ ରୁ ଆରମ୍ଭ କରିଥିଲେ।ଯାହାପରେ ସେ ଏମିତି ଆହୁରି କେତେକ ଚଳଚ୍ଚିତ୍ର ରେ ନଜର ଆସିଲେ କିନ୍ତୁ ତାଙ୍କୁ ସେଠାରେ ବେଶିକିଛି ସଫଳତା ମିଳି ନଥିଲା।ସେ ଚଳଚ୍ଚିତ୍ର ବ୍ୟତୀତ ସଗୁନ ଓ ଜାନେ କ୍ୟା ବାତ ରେ କାମ କରିଛନ୍ତି।ଏହା ସହିତ ସେ ବହୁତ ଗୁଜରାତି ଓ ବଙ୍ଗାଳି ସୋ ରେ କାମ କରିଛନ୍ତି।

ସେ ନିଜ ଅସଲି ଜୀବନରେ ବହୁତ ଫ୍ୟାସନେବଲ ଅଟନ୍ତି।ଆଉ ସେ ଦେଖିବାକୁ ମଧ୍ୟ ବହୁତ ସୁନ୍ଦର ଅଟନ୍ତି।ଯେତେ ରାଗି ତାଙ୍କୁ ସେ ସୋ ମାନଙ୍କରେ ଦେଖାଯାଏ ସେ ନିଜ ଅସଲ ଜୀବନରେ ଏତେ ରାଗି ହୋଇନଥାନ୍ତି।ସେ ଅସଲ ଜୀବନରେ ବହୁତ ମର୍ଡନ ଅଟନ୍ତି।ଆଉ ଦେଖିଲେ ଏମିତି ଲାଗେକି ଦେଖିବାକୁ ଗଲେ କୌଠିନା କୌଠି ଏକଥା ସତ ଅଟେ।ଯିଏ ରୂପଲଙ୍କୁ ସେମିତି ଦେଖୁଛନ୍ତି ତାଙ୍କୁ କୋକିଲାଙ୍କୁ ଦେଖିବା ଏତେ ସହଜ ହୋଇନଥାଏ କିନ୍ତୁ ଏ କଥା କେଉଁଠି ନା କେଉଁଠି ସତ ଅଟେ।

Leave a Reply

Your email address will not be published. Required fields are marked *