ଅକ୍ଷୟ କୁମାର ଓ ସୋନୁ ସୁଦ୍ ଙ୍କ ଫିଲ୍ମ “ପୃଥିବୀରାଜ୍” ରିଲିଜ୍ ହେବା ପୁର୍ବରୁ ହେଲା ସୁପରହିଟ୍, ଜାଣନ୍ତୁ ରିଲିଜ୍ ଡେଟ୍…

ବଲିଉଡ୍ ର ଖିଲାଡି କୁମାର ମାନେ ଅକ୍ଷୟ କୁମାର ଓ ସୋନୁ ସୁଦ୍ ନା କେବଳ ପର୍ଦାରେ ହିଟ୍ ହୋଇଛନ୍ତି ବରଂ ରିୟଲ୍ ଲାଇଫ୍ ରେ ହିରୋ ହିସାବରେ ଦୁନିଆଁ ସାରା ଲୋକପ୍ରିୟ୍ ହାସିଲ୍ କରିଛନ୍ତି , ଏବେ କୋରନା ଭାଇରସ୍ ଓ ଲକ୍ ଡାଉନ୍ କୁ ନେଇ ଦୁହେଁ ଅଭିନେତା ନିଜର ଯେଉଁ ଚେଷ୍ଟା ଦେଖାଇଛନ୍ତି ତାହା ସତରେ ପ୍ରସଂଶନୀୟ , ଏହି ଦୁହେଁଙ୍କ ଫ୍ୟାନ୍ ଫଲୋଇଙ୍ଗ୍ ଗତ ତିନି ମାସରେ ଦୁଇ ଗୁଣା ହୋଇଯାଇଛି , ତାଙ୍କ କାର୍ଯ୍ୟରେ ଲୋକେ ଏତେ ପ୍ରଭାବିତ ହେଲେ କି ଲୋକେ ତାଙ୍କୁ ପଦ୍ମଶ୍ରୀ ଆୱାର୍ଡ ଦେବାପାଇଁ ଆଲୋଚନା କରୁଛନ୍ତି , ସେମିତି ଏକ ବଡ ଖବର ସାମ୍ନାକୁ ଆସିଛି କି ବହୁତ ଜଲଦି ଅକ୍ଷୟ କୁମାର ଓ ସୋନୁ ସୁଦ୍ ଏକ ବଡ ପର୍ଦାରେ ଏକା ସାଙ୍ଗରେ ନଜର ଆସିବେ , ଏହି ଦୁହେଁ ପୃଥିବୀରାଜ୍ ଫିଲ୍ମରେ ଏକା ସାଙ୍ଗେ ନଜର ଆସିବେ , ଏହି ଫିଲ୍ମରେ ଫ୍ୟାନ୍ସ ବହୁ ପ୍ରତିକ୍ଷାରେ ଅପେକ୍ଷା କରିଛନ୍ତି ।
ବଲିଉଡ୍ ଇଣ୍ତଷ୍ଟ୍ରିରେ ଏବେ ଭଲ ଭାବେ ବୁଝିସାରିଛି କି ଦର୍ଶକ ଐତିହାସିକ ଫିଲ୍ମ ଆଡକୁ ଅଧିକା ଆକର୍ଷିତ ହେଉଛନ୍ତି , ବୋଧେ ଏହି କାରଣରୁ ବାଜିରାଓ ମସ୍ତାନୀ, ପଦ୍ମାବତ, ପାଣିପଥ, ମର୍ଣିକର୍ଣ୍ଣିକା, ଆଦି ଫିଲ୍ମ ବକ୍ସ ଅଫିସ୍ ରେ ଭଲ ଆୟ କରିଛନ୍ତି , ଏହି ଫିଲ୍ମରୁ ଦର୍ଶକଙ୍କୁ ନା ରାଜବଂଶଜ ଝଲକ ଦେଖିବାକୁ ମିଳେ ବରଂ ଭଲ ମନୋରଞ୍ଜନ ବି ମିଳିଥାଏ , ସେମିତି ଅକ୍ଷୟ କୁମାରଙ୍କ ଫିଲ୍ମ ପୃଥିବୀ ରାଜ ଚୌହାନ ବହୁତ ଜଲଦି ରିଲିଜ୍ ହେବାର ଅଛି , ଏହି ଫିଲ୍ମ ରିଲିଜ୍ ହେବା ପୁର୍ବରୁ ଧମାଲ୍ ମଚାଇଦେଲା , ଯାହାକୁ ନେଇ ଦର୍ଶକ ଏହାକୁ ସୁପରହିଟ୍ ହେବ ବୋଲି ମାନିଛନ୍ତି , ଚୌହାନ ବଂଶର କ୍ଷତ୍ରିୟ ରାଜା ପୃଥିବୀରାଜ ଚୌହାନଙ୍କ ଜୀବନୀ ଉପରେ ନେଇ ଆଧାରିତ ଏହି ଫିଲ୍ମ ଅକ୍ଷୟ କୁମାରଙ୍କୁ ମୁଖ୍ୟ ଭୁମିକାରେ ନଜର ଆସିବେ , ସେମିତି ସୋନୁ ସୁଦ୍ ଏହି ଫିଲ୍ମରେ ଏକ ଗୁରୁତ୍ୱପୁର୍ଣ୍ଣ ଭୁମିକା ନିଭାଉଥିବାର ନଜର ଆସିବେ ।
ଏହି ବର୍ଷ କୋରନା ମାହାମାରୀ କୁ ନେଇ ଫିଲ୍ମ ରିଲିଜ୍ ହେବାକୁ ନେଇ ଏବେ ସ୍ଥଗିତ କରିଦିଆଯାଇଛି , କହିଦେବୁ କି ଏହି ଫିଲ୍ମ ଆଗାମୀ ୨୦୨୧ ରେ ରିଲିଜ୍ ହେବ , ଏହି ଫିଲ୍ମ ଆସିବା ପରେ ବହୁତ ଅଧିକା କ୍ରେଜ୍ ଦେଖିବାକୁ ମିଳୁଛି , ଖାସ୍ କରି ଅକ୍ଷୟ କୁମାର ପୃଥିବୀରାଜ୍ ଚରିତ୍ରରେ ଦେଖିବାପାଇଁ ଦର୍ଶକ ଉତ୍ସୁକତା ସହ ଅନେଇ ବସିଛନ୍ତି , ଫ୍ୟାନ୍ସଙ୍କ ଅନୁସାରେ ଅକ୍ଷୟ କୁମାର ପୃଥିବିରାଜ ଚୌହାନଙ୍କ ଭୁମିକା ଦେଇକରି ଫିଲ୍ମରେ ଏକ ଖାସ୍ ପାତ୍ରର ସହ ପୁରା ଇନସାଫ୍ କରିଦେଇଛନ୍ତି ।
ଏହି ଫିଲ୍ମରେ ସୋନୁ ସୁଦ୍ ଏକ ଖାସ୍ ଭୁମିକାରେ ନଜର ଆସିବେ , ଫିଲ୍ମର ପୋଷ୍ଟରରୁ ତାଙ୍କର ଲୁକ୍ ସାମ୍ନାକୁ ଆସିଛି , ତାହା ଦେଖିକରି ଫ୍ୟାନ୍ସ ବହୁତ ଉତ୍ସାହିତ ହୋଇଛନ୍ତି , କହିଦେବୁ କି ସୋନୁ ସୁଦ୍ କୋରନା ମହାମାରୀ ସମୟରେ ଆଗକୁ ଆସି ବହୁତ ଦରିଦ୍ର ଲୋକଙ୍କୁ ସାହାଯ୍ୟର ହାତ ବଢାଇଥିଲେ , ଓ ତାଙ୍କ ଘରକୁ ସୁରକ୍ଷିତ ବି ପଠାଇଛନ୍ତି , ଏମିତିରେ ଦର୍ଶକଙ୍କ ନଜରରେ ସୋନୁ ସୁଦଙ୍କ ଅଲଗା ଏକ ଛବି ନିର୍ମିତ ହୋଇଯାଈଛି , ଲୋକଙ୍କ ପାଇଁ ସୋନୁ ସୁଦ୍ ଏବେ ରିୟଲ୍ ଲାଇଫ୍ ହିରୋ ରୁ କମ୍ ନୁହନ୍ତି ।
ଏହି ଫିଲ୍ମ ଏହି ବର୍ଷ ରିଲିଜ୍ ହେବାର ଥିଲା କିନ୍ତୁ ଏବେ ଏହି ଫିଲ୍ମ ଆଗାମୀ ବର୍ଷ ରିଲିଜ୍ ହେବ , ଫିଲ୍ମର ସୁଟିଙ୍ଗ୍ କୋରନାକୁ ନେଇ ସ୍ଥଗିତ ହୋଇଯାଇଛି , ଏମିତିରେ ଏହା କୁହାଯାଉଛି କି ନଭେମ୍ବରକୁ ଫିଲ୍ମର ସୁଟୀଙ୍ଗ୍ ଆଉଥରେ ଚାଳୁ ହୋଇଯିବ, ଏହି ଫିଲ୍ମକୁ ଅକ୍ଷୟ କୁମାର ଓ ଆଦିତ୍ୟ ଚୋପ୍ରା ପ୍ରଯୋଜନା କରୁଛନ୍ତି , ଯେବେ ଫିଲ୍ମ ଚନ୍ଦ୍ର ପ୍ରକାଶ ଦ୍ରିବେଦୀ ଡାଇରେକ୍ଟ୍ କରିବେ ।