March 17, 2025

Odia Express

Leading Odia News Portal of Odisha

ମାତ୍ର ତିନି ଥର ପିଇ ନିଅନ୍ତୁ- କିଛି ବି ପ୍ରକାରର ଦୁର୍ବଳତା, ରକ୍ତ ହୀନତା ତଥା ଦୁର୍ବଳ ଶରୀର ଠାରୁ ପ୍ରାୟ ୯୦ ବର୍ଷ ଯାଏ ଦୁରେଇକି ରହିବେ..

ଆଜି ଆମେ ଆପଣଙ୍କ ପାଖରେ କିଛି ଏପରି ଉପାୟ କହିବାକୁ ଯାଉଛୁ ଯାହା ଆପଣଙ୍କ ଶରୀର ରେ ସମସ୍ତ ପ୍ରକାର ର ଅଭାବ କୁ ଦୂର କରିଦେବ। ଆପଣଙ୍କ ଶରୀର ରେ ହାଡ଼ ମାନଙ୍କର ମଜବୁତି କରିବା ସହ ଏହା ଆପଣଙ୍କ ଶରୀର କୁ ରକ୍ତ ହୀନତା କୁ ବି ଦୂର କରିବ। ଆପଣଙ୍କୁ ଏକ ସୁସ୍ଥ ତଥା ସୁଦୃଢ଼ ଶରୀର ପ୍ରଦାନ କରିବା ସହ ଆପଣଙ୍କ ଶରୀର ରେ ରକ୍ତର ଅଭାବ ଦୂର କରିବ ଆଉ ଆପଣଙ୍କ ରକ୍ତ କୁ ସଫା କରିବାର କାମ ବି କରିବ। କାରଣ ଆମ ଶରୀର ରେ ଅଧିକାଂଶ ହାଡ଼ ଜନିତ ରୋଗ ଯେପରି କି ଆଣ୍ଠୁ ଗଣ୍ଠି ଦରଜ ତଥା କମର ଦରଜ ଇତ୍ୟାଦି କ୍ୟାଲସିଅମ ର ଅଭାବ ରୁ ହେଇଥାଏ। ଆଉ ଏହି ଉପାୟ ତଥା ଏହି ଉପାୟ ରେ ବନିବାକୁ ଯାଉଥିବା ପାନୀୟ ତ କ୍ୟାଲସିଅମ ର ଭଣ୍ଡାର ଅଟେ। ଏହା ଆମ ଶରୀର ରେ କ୍ୟାଲସିଅମ ର ଅଭାବ ହି ହେବାକୁ ଦେବନାହିଁ।

ଏହି ଉପାୟ ରେ ବନା ଯାଇଥିବା ପାନୀୟ ନେବା ପରେ ଆପଣ ନିଜକୁ ଅତ୍ୟନ୍ତ ବଳଶାଳୀ ଅନୁଭବ କରିବେ ତଥା ଆପଣଙ୍କ ଶରୀର ବହୁତ ସବଳ ଅନୁଭୁତ ହେବ। ଆପଣ ଏହାକୁ ତିନି ଥର ନେଇସାରିବା ପରେ ହି ନିଜ ଶରୀର ରେ ବଳ ଅନୁଭବ କରିବାକୁ ଲାଗିବେ ଯାହା କି କିଛି ଦିନ ଆଗରୁ ଆପଣଙ୍କୁ ଦୁର୍ବଳ ଅନୁଭୂତ କରାଉ ଥିଲା। ଏହା ଅତ୍ୟନ୍ତ ଚମତ୍କାରୀ ଉପାୟ ଅଟେ।

ଏହି ଉପାୟ ପାଇଁ ଯାହା ପ୍ରଥମେ ଦରକାର ତାହା ହେଉଛି ପୋସ୍ତ।ତେବେ ଏହା ବଜାର ରେ ଆପଣଙ୍କୁ ମିଳିଯିବ | ଅନେକ ଜାଗାରେ ଅହେକୁ ଖସଖସ ମଧ୍ୟ କୁହାଯାଏ | ପୋସ୍ତ ଅତ୍ୟନ୍ତ ଲାଭକାରୀ ଜିନିଷ ଅଟେ ଆଉ ଏହା କ୍ୟାଲସିଅମ, ପୋଟାସିଅମ ତଥା ମ୍ୟାଗ୍ନେସିଅମ ରେ ଭରା ହେଇଥାଏ ଆଉ ତାହା ଆମ ଶରୀର କୁ ଅତ୍ୟନ୍ତ ପୋଷକ ତତ୍ତ୍ୱ ପହଞ୍ଚାଏ। ଏହାଦ୍ୱାରା ଶରୀର ରେ ଦୁର୍ବଳତା ହୁଏ ହି ନାହିଁ।।

ଦ୍ୱିତୀୟ ଯାହା ଜିନିଷ ଦରକାର ତାହା ହେଉଛି କ୍ଷୀର। କ୍ଷୀର ର ପ୍ରଭାବ ବାବଦରେ ତ ଆପଣ ଜାଣି ହି ଥିବେ। ଏହା ବହୁତ ଲାଭକାରୀ ଆଉ ପ୍ରାୟ ସମସ୍ତ ପ୍ରକାର ପୋଷକ ତତ୍ତ୍ୱ ରେ ଭରପୁର ଥାଏ।

ଏବେ ଆସନ୍ତୁ ଜାଣିବା କି ଏହାକୁ ପ୍ରସ୍ତୁତ କିପରି କରିବା। ଆପଣ ଏକ ବାସନ ଆଣନ୍ତୁ ଆଉ ସେଥିରେ ଏକ ଚାମଚ ଗାଈ ର ଘିଅ ପକାନ୍ତୁ। ତା ପରେ ଆପଣ ସେଥିରେ ନିଜ ଅନୁସାରେ ପୋସ୍ତ ପକାନ୍ତୁ। ତା ପରେ ଆପଣ ତାକୁ ଭଲ ଭାବରେ ଭାଜି ଦିଅନ୍ତୁ। ଭାଜିବା ପରେ ଆପଣ ଏକ ଗ୍ଲାସ କ୍ଷୀର ପକାନ୍ତୁ ଆଉ ନିଜ ସ୍ୱାଦ ଅନୁସାରେ ମିଶିରି ପକାନ୍ତୁ। ତା ପରେ ଆପଣ ତାକୁ ତିନି ଥର ଫୁଟାନ୍ତୁ ଆଉ ତା ପରେ ସେହି କ୍ଷୀର କୁ ନ ଛାଣି ତାକୁ ପିଅନ୍ତୁ। ଏହାକୁ ଆପଣ ପ୍ରତିଦିନ ସକାଳେ ଖାଲି ପେଟରେ ପିଇବାକୁ ଚେଷ୍ଟା କରନ୍ତୁ। ଏହାଦ୍ୱାରା ଆପଣଙ୍କ ଶରୀର ର ସମସ୍ତ ପ୍ରକାର ଦୁର୍ବଳତା ଦୂର ହେଇଯିବ ଆଉ ହାଡ଼ ଜନିତ ସମସ୍ତ ସମସ୍ୟା ଦୂର ହେବ।

Leave a Reply

Your email address will not be published. Required fields are marked *