March 24, 2025

Odia Express

Leading Odia News Portal of Odisha

ଆଜିର ସବୁଠୁ ମଜାଦାର ୨୦ ଜୋକ୍ସ : କର୍ମଚାରୀ ନିଜ ସାହେବଙ୍କୁ ସାହେବ୍ , ଆପଣ ଅଫିସରେ ବିବାହିତ ଲୋକଙ୍କୁ କାହିଁକି ରଖୁଛନ୍ତି ? ତାପରେ ମ୍ୟାନେଜର ଯାହା କହିଲେ ହସି ହସି ଗଡ଼ିଯିବେ ଆପଣ..

ହସିବା ସ୍ୱାସ୍ଥ୍ୟ ପାଇଁ ଫାଇଦାଦାୟକ ହୋଇଥାଏ , ଏହି କଥା ଆମେ ସମସ୍ତେ ଶୁଣିଥାଉ , ହସିବାର କେଉଁ ମଉକା ଛାଡିବା କଥା ନୁହେଁ , ଏହା ସ୍ୱାସ୍ଥ୍ୟ ପାଇଁ ଫାଇଦାଦାୟକ ହୋଇଥାଏ , ତାହା ସହ ସବୁ ଚିନ୍ତାଗୁଡିକ ଦୁର କରିଥାଏ , ଫିଲ୍ମ କଲ୍ ହୋ ନା ହୋ ରେ ଏକ ଲାଇନ୍ ବହୁତ ଲୋକପ୍ରିୟ ହୋଇଥିଲା ଯାହା ଥିଲା କି ହସ ହସୁଥାଅ କଣ ଜଣା କାଲି ଥିବ କି ନଥିବ , ଏହା ବିଲକୁଲ୍ ଠିକ୍ ହୋଇଥାଏ , ଛୋଟ ଜୀବନ ଅଟେ , ଓ ସମସ୍ତଙ୍କୁ ଖୁସିରେ ବିତାଇବା ଉଚିତ୍ , ଦିନେ ନା ଦିନେ ସମସ୍ତଙ୍କୁ ଯିବାକୁ ହେବ ,ଯଦି ଆପଣ ଖୁସି ରହିବାକୁ ଚାହୁଁଛନ୍ତି ତେବେ ଆଜି ଏହି ପୋଷ୍ଟରେ ଆମେ ଆପଣଙ୍କୁ ଏକ କାରଣ ନେଇକରି ଆସିଛୁ , ଆଜି ଆମେ ଏହି ପୋଷ୍ଟରେ ଆମେ ଇଣ୍ଟରନେଟ୍ ରୁ ଭାଇରାଲ୍ କିଛି ଏମିତି ମଜାଦାର୍ ଜୋକ୍ସ ନେଇକରି ଆସିଛୁ  ଯାହାକୁ ପଢିଲେ ଆପଣଙ୍କ ହସ ଅଟକାଇପାରିବେ ନାହିଁ , ତେବେ ଚିନ୍ତାକଣ ପାଇଁ ଚାଲନ୍ତୁ ଆରମ୍ଭ କରିବା ।

ମଣିଷ : ଭଗବାନ୍ , ଝିଅମାନଙ୍କୁ କଣ ପାଇଁ ଏତେ ସୁନ୍ଦର ହୋଇଥାନ୍ତି । ସ୍ତ୍ରୀ କଣ ପାଇଁ ଏତେ ଖତରନାକ୍ ହୋଇଥାନ୍ତି । ଭଗବାନ , କାରଣ ଝିଅମାନଙ୍କୁ ମୁଁ ତିଆରି କରେ , ଓ ତାଙ୍କୁ ତୁମେ ସ୍ତ୍ରୀ ବନାଇଥାଅ , ତୁମର ସମସ୍ୟା ତୁମେ ବୁଝ ।

ଜାପାନୀଙ୍କ ଭାବନା : ଯଦି ସେ କରିପାରିବ ତେବେ ମୁଁ ବି କରିପାରିବି , ଯଦି କେହି ବି କରିପାରିବେନାହିଁ ତେବେ ମୋତେ ନିଶ୍ଚିତ କରିବା ଉଚିତ୍ । ଭାରତୀୟ ଭାବନା – ଯଦି ସେ କରୁଛି ତେବେ ତାକୁ କରିବାକୁ ଦିଅ , ଯଦି କେହି କରିପାରିବେ ନାହିଁ  ତେବେ ମୁଁ କେଉଁ ଜେମ୍ସ ବଣ୍ତ କି ?

ସ୍ତ୍ରୀ : ତୁମେ କିଛି ବି କାମ ଭଲ ସେ କରିପାରୁନ । ସ୍ୱାମୀ : କଣପାଇଁ ଏବେ କଣ ହେଲା ? ସ୍ତ୍ରି -ଏଇ ତୁମେ ଯେଉଁ ସିଲିଣ୍ତର ବଦଳାଇ ଲଗେଇଛ ନା, ସ୍ୱାମୀ -ହଁ କଣ ହେଲା ସେଠୁ , ସ୍ତ୍ରୀ- ଜଣାଗଲାଣିକି କେମିତି ଲଗାଇଲ , କାଲି ଦୁଇଥର କ୍ଷୀର ସିଝାଇଲି, ଓ ଦୁଇଥର ଫାଟିଗଲା ,

ନିଜ ପ୍ରେମକୁ ନିବେଦନ କରି ପୁଅ କହିଲା,  ପୁଅ- ଆଇ ଲଭ୍ ୟୁ ମୋତେ ବାହା ହୋଇଯାଅ , ଝିଅ-ଚାପୁଡା ଖାଇବୁ ଏବେ , ପୁଅ-ବରଯାତ୍ରୀରେ ଆସିଛି କି , ତାପରେ ମୁକ୍କା ଖାଇବି ।

ଝିଅ ଘର- ଆମର ଝିଅ ତ ଗାଇ , ବାବୁଜି – ମତଲବ ଭଦ୍ର ଅଟେ ? ଝିଅଘର- ନା ମତଲବ ଚରାଉଛି , ଦିନସାରା, କେବେ ଗୁପ୍ ଚୁପ୍, କେବେ ଚାଟ୍,  କେବେ ପିଜା ।

ସ୍ୱାମୀ -ଦିନ ସାରା ଶୋଇ ରହୁଛ , ସ୍ତ୍ରୀ- ତେବେ କଣ ଆରାମ କରିବି ନାହିଁ ? ସ୍ୱାମୀ-ଚାହା ବନାଅ ଜଲଦି , ସ୍ତ୍ରୀ -ନିଜେ ବନାଇନିଅ , ସ୍ୱାମୀ-ମୋର ମୁଣ୍ତ ବିନ୍ଦା ହେଉଛି , ସ୍ତ୍ରୀ- ହଁ ମୋର ଗଳାରେ ପୀଡା ହେଉଛି , ସ୍ୱାମୀ-ଠିକ୍ ଅଛି ସେପଟକୁ ଯାଅ, ତୁମେ ମୋର ମୂଣ୍ତ ଦବାଇଦିଅ ଓ ମୁଁ ତୁମର ଗଳା ଦବାଇଦେଉଛି  ।

ମୁଁ ମୋଟରସାଇକେଲ୍ ରେ ନିଜ ଘରକୁ ଗଲାବେଳେ ଏକ ବ୍ଲାକ୍ ଲେବୁଲ୍ ର ବୋତଲ କିଣିଲି , ମୋଟରସାଇକେଲ୍ ଷ୍ଟାର୍ଟ କରିଲି, ଓ ଘରକୁ ବାହାରି ଆସିଲି, ତାପରେ ମୋର ଦିମାଗ୍ କାମ କଲା , ଭାବିଲି ରାସ୍ତାରେ କେଉଁଠି ଗଳିପଡିଲିଯଦି ବୋତଲ ଭାଙ୍ଗିଯିବ , ତେବେ ଘରକୁ ଯାଇକରି କଣ ପିଇବି , ଏଥିପାଇଁ ପୁରା ବୋତଲ ପିଇଦେଲି , ଆପଣଙ୍କୁ ବିଶ୍ୱାସ ହେବ ନାହିଁ ମୋର ନିର୍ଣ୍ଣୟ ବିଲକୁଲ୍ ସଠିକ୍ ଥିଲା,  ମୁଁ ରାସ୍ତାରେ ଚାରିଥର ପଡିଥିଲି ।

ସ୍ତ୍ରୀ- ଆଜିଠାରୁ ମୁଁ ତୁମ ସହ କେବେ କଥା ହୋଇପାରିବି ନାହିଁ ସ୍ୱାମୀ -ବହୁତ ଭଲ, ସ୍ତ୍ରୀ-ତୁମେ ଜାଣିବାକୁ ଚାହୁଁନ ମୁଁ କଣପାଇଁ କଥା ହେବାପାଇଁ ଚାହୁଁନି , ସ୍ୱାମୀ -ନା ପ୍ରିୟେ , ମୁଁ ତୁମ ଫଇସଲାର ଇଜ୍ଜତ କରୁଛି ।

ଝିଅ- ହେଲୋ ଡାର୍ଲିଙ୍ଗ୍- କଣ କରୁଛ ? ପୁଅ- ଶେଭ୍ କରୁଛି , ୨ ଘଣ୍ଟାପରେ , ଝିଅ- ହଁ କଣ କରୁଛ , ପୁଅ ସେଭ୍ କରୁଛି , ଝିଅ- କଣ ଏମିତି ଯେବେ ମୁଁ ଫୋନ୍ କରୁଛି ତୁମେ ସେଭ୍ କରୁଛ, ଦିନ ସାରା କେତେ ଥର ସେଭ୍ କରୁଛ,  ପୁଅ- ୩୦-୪୦ଥର , ଝିଅ-ତୁମେ ପାଗଳ କି ? ପୁଅ- ନାହିଁ ଜାନୁ ମୁଁ ନୁହେଁ ।

ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ଚାଲୁଥିଲା, ସ୍ୱାମୀ-ତୁମକୁ ବାହାହେବା ଅପେକ୍ଷା ମୁଁ ଅବିବାହିତ ହୋଇଥାନ୍ତି ହେଲେ , ସ୍ତ୍ରୀ-ମୁଁ ବି କେବେ ମୋ ମାଙ୍କ କଥା ମାନିଥାନ୍ତି ହେଏଲ୍ , ତେବେ ଭଲ ହୋଇଥାନ୍ତା, ସ୍ୱାମି-କଣ କହିଥାନ୍ତେ ତୁମ ମା,  ସ୍ତ୍ରି- କହିଥାନ୍ତା କି ବାହା ହଅନି ସେ ପୁଅକୁ , ସ୍ୱାମୀ -ହେ ଭଗବାନ ଆଜି ପର୍ଯ୍ୟନ୍ତ ସେ ସ୍ତ୍ରୀ ଲୋକକୁ ମୁଁ ଖରାପ ଭାବୁଥିଲି ମୋତେ ସେ ପ୍ରକୃତରେ ବଞ୍ଚାଇବାକୁ ଚାହୁଁଥିଲା ,

ବାପା- ପୁଅ ତୋର ରେଜଲ୍ଟ କଣ ହେଲା ? ପପୁ- ବାପା ମୋର ୮୦ ପ୍ରତିଶତ ମାର୍କ ଆସିଛି , ବାପା କିନ୍ତୁ ମାର୍କସିଟ୍ ରେ ୪୦ ପ୍ରତିଶତ ଆସିଛି,  ପପୁ -ବାକି ୪୦ ପ୍ରତିଶତ ଆଧାର କାର୍ଡ ଲିଙ୍କ୍ ହେଲେ ସିଧା ଏକାଉଣ୍ଟରେ ଆସିଯିବ । ବାପା ବେହୋସ୍ ।

କର୍ମଚାରୀ ନିଜ ସାହେବଙ୍କୁ – ସାହେବ୍ ଆପଣ ଅଫିସ୍ ରେ ବିବାହିତ ଲୋକଙ୍କୁ କାହିଁକି ରଖୁଛନ୍ତି , ସାହେବ୍- କାରଣ ତାଙ୍କୁ ବେଇଜ୍ଜତ ସହିବାର ଅଭ୍ୟାସ ହୋଇଯାଈଛି , ଓ ଘରକୁ ଯିବାର ଜଲଦି ବି ନାହିଁ ।

Leave a Reply

Your email address will not be published. Required fields are marked *