ହଳଦୀ ଆଉ ପାଣି ପିଇବାର କେତୋଟି ଫାଇଦା ବିଷୟରେ ଯାହା ଜାଣି ଆପଣ ଚକିତ ହୋଇଯିବେ…

ମୁଁ ଏବେ ହଳଦୀ ପାଣି ବିଷୟରେ ଯାହା କହିବାକୁ ଯାଉଛି ତାକୁ ଶୁଣିଲା ପରେ ଆପଣ ଭାବିବେ ମୁଁ ଆଜି ପର୍ଯ୍ୟନ୍ତ ହଳଦୀ ପାଣି କଣ ପାଇଁ ପିଇ ନାହିଁ। ସାଙ୍ଗ ମାନେ ହଳଦୀ ପାଣି ରେ lipopolysacchride ଅଛି । ଏହାକୁ ପିଇଲେ ଯାହାକି ଆପଣଙ୍କ ରୋଗ ପ୍ରତି ରୋଧକ ଶକ୍ତିକୁ ବଢ଼ାଇ ଥାଏ, ଯାହାକି ଆପଣଙ୍କୁ ରୋଗ ସଂକ୍ରମଣରୁ ବଞ୍ଚାଇ ଥାଏ । ଯେମିତିକି ଥଣ୍ଡା କାଶ ଜର ରୁ ରକ୍ଷା ଦେଇଥାଏ ଏହ ରୋଗ ସଂକ୍ରମଣକୁ ବହୁତ ମାତ୍ର ରେ କମେଇ ଦେଇଥାଏ ।
ହଲଦି ପାଣିର ଆଉ ଏକ ଫାଇଦା ହେଉଛି ଏହା ଶରୀର ର କିଛି ଖଣ୍ଡିଆ କୁ ଠିକ କରିବାର କ୍ଷମତା ଅଛି ଏହା ବହୁତ ଜଲଦି ଖଣ୍ଡିଆ କୁ ସୁଖେଇ ଦେଇଥାଏ । ଏହା ସହ ଏହା ଆଣ୍ଠୁ ଗଣ୍ଠି ବିନ୍ଧାରୁ ମଧ୍ୟ ମୁକ୍ତି ଦେଇଥାଏ। ଶରୀରରେ ଯେଉଁ ଇଂଫ୍ରାକ୍ସନ ଅଛି ସେ ଶରୀରର ଟିସୁ କୁ କ୍ଷତି ପହଞ୍ଚେଇ ଥାଏ ଭବିଷ୍ୟତ ରେ ଏହା ଆଣ୍ଠୁ ଗଣ୍ଠି ବିନ୍ଧାର କାରଣ ବନିଥାଏ , ଏହାକୁ ସାଧାରଣତଃ arthritis କୁହାଯାଏ ଆଉ ହଳଦି ପାଣି ଏହାକୁ ହିଁ ଅଟକେଇ ଦେଇଥାଏ ।
ସପ୍ତାହକୁ ତିନି ଥର ସକାଳୁ ହଳଦୀ ପାଣି ପିଇଲେ ଆପଣଙ୍କୁ ଅର୍ଥରୀଟିସ ହେବ ନାହିଁ। ଆପଣ ଜାଣି ନଥିବେ ହଳଦୀ ପାଣି କ୍ୟାନ୍ସର ରୋଗ ଭଲ କରିବା ରେ ମଧ୍ୟ ସାହାଯ୍ୟ କରି ଥାଏ । ଆପଣ google ରେ ସର୍ଚ୍ଚ କରି ମଧ୍ୟ ଦେଖି ପାରିବେ ହଲଦି ରେ ଆଣ୍ଟି କ୍ୟାନ୍ସର ପ୍ରୋପେର୍ଟିଜ ଗୁଣ ଅଛି ଏଥିପାଇଁ ଆପଣ ହଳଦୀ ପାଣି ପିଇଲେ କିଛି ବି ଭଳି ଟ୍ୟୁମର କୁ ଯାହା କି ଭବିଷ୍ୟତ ରେ କ୍ୟାନ୍ସର ବନି ପରେ ସୂର୍ଯ୍ୟ କିରଣରୁ ଆସୁଥିବା ରାଡିଏସନ କୁ ଅଟକାଇ ଥାଏ ଏହାକୁ ସପ୍ତାହକୁ ତିନି ଚାରି ଥର ପିଇଲେ କିଛି ବି ପ୍ରକାର କ୍ୟାନ୍ସର କୁ 99% ଭଲ କରି ଦେଇ ଥାଏ ।
ଆପଣ ଜାଣି ଥିବେ ଆଜି କାଲିର ଜୀବନଶୈଳୀ ରେ ମୋବାଇଲ ରାଡ଼ିଆସନ ଯୁଗ ରେ ଆଉ ବି ବିଭିନ୍ନ ପ୍ରକାର ମିଶ୍ରଣ ଯୋଗୁ ଶରୀର ରେ କ୍ୟାନ୍ସର ହବର ବହୁତ ମାତ୍ର ରେ ସୁଯୋଗ ବଢିଯାଇଥାଏ, ଏହା ଅପେକ୍ଷା ଆମେ ନିଜେ ଆରମ୍ଭ ରୁ ଔଷଧ ଏବଂ କବଚ ଭାବେ ହଳଦୀ କୁ ଆପଣେଇନେବା ଉଚିତ ।
ସାଙ୍ଗ ମାନେ ହଳଦୀ କୋଲେଷ୍ଟରେଲ ପରିମାଣ କୁ ମଧ୍ୟ କମେଇ ଥାଏ, ଆପଣ ଜାଣିଥିବେ ଶରୀର ରେ କୋଲେଷ୍ଟ୍ରୋଲେ ଲେବେଲ ଅଧିକ ରହିଲେ ଏହା କ୍ୟାନ୍ସର ର କାରଣ ବନିଥାଏ ଏବଂ ହାର୍ଟ ଆଟାକ ଆଉ ଷ୍ଟୋକ ଭଳି ରୋଗ ମଧ୍ୟ ହେଇ ଥାଏ ଏଥି ପାଇଁ ସପ୍ତାହକୁ ତିନି ରୁ ଚାରି ଥର ହଳଦୀ ପାଣି ପିଇଲେ ଏହା କୋଲେଷ୍ଟରେଲ ଲେବଲ କୁ ହ୍ରାସ କରି ଏହି ସବୁ ରୋଗ ରୁ ବହୁତ ମାତ୍ର ରେ ରକ୍ଷା ଦେଇଥାଏ ।
ହଳଦୀ ଆପଣଙ୍କ ରକ୍ତକୁ ଯାଇ ରକ୍ତରେ bile flow ବଢ଼ାଇ ଥାଏ ଯାହାକି ଆପଣଙ୍କ ପାଚନ କ୍ରିୟା କୁ ବଢ଼ାଇ ଥାଏ ଯାହାକି ଆପଣଙ୍କ ପେଟ କୁ ପୁରା ପୁରୀ ସଫା କରି ଦେଇ ଥାଏ । ହଳଦୀ କୁ ଆପଣ ମୋଟା ପଣ ହ୍ରାସ କରିବା ରେ ମଧ୍ୟ ବ୍ୟବହାର କରି ପାରିବେ ଏହା ମୋଟା ପଣ ବହୁତ ମାତ୍ର ରେ କମେଇ ଦେଇ ଥାଏ । ଆପଣ ଏହାକୁ ପିଇବେ କିପରି, ଆପଣ ପ୍ରଥମେ ଗୋଟେ ଗ୍ଲାସ ପାଣି ନେବେ ଏବଂ ତା ସହ ଅଧା ଚାମଚ ହଳଦୀ ନେବେ ଏବଂ ତାକୁ ଭଲ ଭାବେ ମିଶ୍ରଣ କରି ଦେବେ ଏବଂ ଏହାକୁ ଶୌଚାଳୟ ଯିବାର ଅଧ ଘଣ୍ଟା ଆଗରୁ ପିଇଦେବେ, ଏହାକୁ ପିଇଲା ପରେ ଜାଣି ପାରିବେ ଆପଣଙ୍କ ପେଟ ସଫା ହେଉଛି ।