March 21, 2025

Odia Express

Leading Odia News Portal of Odisha

ଯଦି ପାଠ ପଢିବା ପାଇଁ ମନ ଲାଗୁନାହିଁ ତେବେ ଏହି କଥା ନିଶ୍ଚୟ ପଢି ନିୟନ୍ତୁ – ଦିନ ରାତି ପଢିବା ପାଇଁ ମନ ଲାଗିଯିବ..

ଆଜି ଆମେ ଆପଣଙ୍କ ପାଖରେ କିଛି ଏପରି ଉପାୟ କହିବାକୁ ଯାଉଛୁ ଯାହା କି ଆପଣଙ୍କ ପାଇଁ ବହୁତ ଉପଯୋଗୀ ଅଟେ ପାଠ ପଢିବା ରେ। ଆମେ ଆପଣଙ୍କ ପାଖରେ କିଛି ତିନୋଟି ଟପର ମାନଙ୍କର ଉପାୟ କହିବାକୁ ଯାଉଛୁ ଯାହା କି ପ୍ରକୃତରେ ପାଠ ପଢିବା ର ବହୁତ ଭଲ ତରିକା ଅଟେ। କାଲ ନାମକ ଜଣେ ବ୍ୟକ୍ତି ଯିଏ କି ଏମଆଇଟି ରୁ ପିଏଚଡି କରିଥିଲେ, ସେ ନିଜ ସବୁଠୁ ବଡ଼ ବହି ମାନଙ୍କରେ କିଛି ଏପରି ଉପାୟ ଲେଖିଛନ୍ତି ଯାହା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ।


୧: ପ୍ରଥମ ଉପାୟ ହେଉଛି ଆକ୍ଟିଭ ରିକଲ: ଆମେ ସବୁବେଳେ ବହି ଅଥବା ନୋଟ କୁ ପଢୁଥାଉ ଆଉ ତାକୁ ଲେଖୁଥାଉ। ମାତ୍ର ତାହା ଆମ ମସ୍ତିଷ୍କ ଭିତରକୁ ଯାଏ ହି ନାହିଁ। ଏହା ଆମ ପାଇଁ ଏକ ପେଷିଭ ରିକଲ ଅଟେ। ଏପରି ଆମେ ଅନେକ ଘଣ୍ଟା ପଢିବା ଦ୍ୱାରା ବି ଆମ ରେଜଲ୍ଟ ଭଲ ହୁଏ ହି ନାହିଁ। ମାତ୍ର ଆକ୍ଟିଭ ରିକଲ ରେ ଆମକୁ ଯାହା ପଢିଥିବା ସବୁ ଜିନିଷ ରିକଲ କରିବାର ଥାଏ ଆଉ ତାହା ସମୟରେ ଆମ ନୋଟ ତଥା ଆମ ବହି ସବୁ ବନ୍ଦ ଥାଏ। ଏହାଦ୍ୱାରା ଆମେ ପଢିଥିବା ସବୁ ଜିନିଷ ବହୁତ ଜଲଦି ମନେ ରହିଯାଏ ଆଉ ଆମ ଦୀମାଗ ରେ ରହିଯାଏ। ଏହାଦ୍ୱାରା ଆମ ମସ୍ତିସ୍ଯ ଥକି ଯାଏ ମାତ୍ର ତାହା ଆମ ପାଇଁ ସବୁଠୁ ପ୍ରଭାବିଶାଳୀ ତରିକା ଅଟେ।
ଏହାର ପଢିବା କିଛି ସମୟ ପରେ ଆମକୁ ବ୍ରେକ ସରକାର ଥାଏ।


୨: ପ୍ରୋକାଷ୍ଟିନେସନ: ଏହାର ଦ୍ୱିତୀୟ ପଏଣ୍ଟ ହେଉଛି ପ୍ରୋକାଷ୍ଟିନେସନ ଅଥବା ମସ୍ତିଷ୍କ ର ଟାଳିବା ପ୍ରଭୃତି। ଯେପରି କି ଆମେ ଭୂଗୋଳ ପରୀକ୍ଷା ପାଇଁ ଭୂଗୋଳ ଖୋଲିକି ବସିଗଲୁ ମାତ୍ର କିଛି ସମୟ ପରେ ଆମେ ମୋବାଇଲ ରେ ଗେମ ଖେଳୁଛୁ ଆଉ ଲାପତପ ଖୋଲିକି ବସିଯାଇଛୁ। ଏହାର କାରଣ କି ଆମ ବ୍ରେନ ଆପଣଙ୍କ ପାଠର ପ୍ରଭୃତି କୁ ଟାଳି ଦେଇଛି। ଏଥିରୁ ଦୁରକୁ ଯିବା ପାଇଁ ଆପଣ ନିଜ ମସ୍ତିଷ୍କ କୁ ତିନିଟି ପ୍ରଶ୍ନ ପଚାରନ୍ତୁ। ଆପଣ କେମିତି ପଢିବେ, ଆପଣ କେତେ ସମୟ ଯାଏ ପଢିବେ ଆଉ ଆପଣଙ୍କ ପଢିବା ର ତରିକା ଠିକ କି ନୁହଁ। ପ୍ରଥମ ଆଉ ତୃତୀୟ ର ଉତ୍ତର ଆପଣଙ୍କ ପାଖରେ ଅଛି। ମାତ୍ର ଦ୍ୱିତୀୟ ପ୍ରଶ୍ନ ପାଇଁ ଆପଣ ବାସ ୧୦ ମିଣ୍ତ ର ଆକ୍ଟିଭ ରିକଲ କରନ୍ତୁ। ଏହାଦ୍ୱାରା ଆପଣଙ୍କ ଟାଳିବା ର ପ୍ରଭୁତି ଚାଲିଯିବ।

୩: ତୃତୀୟ ପଏଣ୍ଟ କି ଆମେ କେବେ ପଢିବା?  ଉତ୍ତର ହେଉଛି କି ଆପଣ ଯେତେବେଳେ ବି ସୋଇକି ଉଠୁଛନ୍ତି ସେତେବେଳେ ପଢନ୍ତୁ କାରଣ ଏହି ସମୟରେ ଆମ ମସ୍ତିଷ୍କ ସବୁଠୁ ଆକ୍ଟିଭ ଷ୍ଟେଟ ରେ ଥାଏ। କେଉଁଠି ପଢିବା?

ଏକା ଜାଗା ରେ ଯେପରି କି ଆପଣଙ୍କ ସାଙ୍ଗ ଅଥବା କେହି ଆପଣଙ୍କୁ ବିରକ୍ତ ନ କରିପାରନ୍ତି।  ତୃତୀୟତଃ ଆପଣ କେତେ ସମୟ ପଢିବେ। ତ କାଲ ଙ୍କ ମୁତାବିକ ଆପଣ ଗୋଟେ ଘଣ୍ଟା ପରେ ନିଶ୍ଚୟ ବ୍ରେକ ନିଅନ୍ତୁ। ଏହାଦ୍ୱେଆ ଆପଣଙ୍କ ବ୍ରେନ ଠିକ ଭାବେ କାମ କରିବ।

Leave a Reply

Your email address will not be published. Required fields are marked *