ଇଣ୍ଟରଭିୟୁ ରେ ପଚରାଗଲା – ଏପରି କେଉଁ କାମ ଅଛି ଯାହା ମଣିଷ ମାରିବା ପରେ ମଧ୍ୟ କରିପାରେ ? ୯୫ % ଲୋକ ଉତ୍ତର ଦେବାରେ ଫେଲ ହେଇଗଲେ – ଏବେ ଦେଖନ୍ତୁ ଏହାର ସଠିକ ଉତ୍ତର…

ଏବେ ଆସନ୍ତୁ ଜାଣିବା କେତେକ ବୁଦ୍ଧି ବର୍ଦ୍ଧକ ଓ ଜ୍ଞାନ ବର୍ଦ୍ଧକ ସାଧାରଣ ଜ୍ଞାନ ପ୍ରଶ୍ନ ଓ ଏହାର ଉତ୍ତର ବିଶୟରେ।ତେବେ ଆସନ୍ତୁ ଏଭଳି ପ୍ରଶ୍ନ ଉତ୍ତର ଶୁଣିବା ପରେ ଆପଣ ମଧ୍ୟ କହିବେ ବାପ ରେ ଏମିତି ପ୍ରଶ୍ନର ଏତେ ଭଲ ଉତ୍ତର ହେଇପାରେ ଓ ଉତ୍ତର ଗୁଡିକ ବହୁତ ସହଜ କିନ୍ତୁ ସେଥିପାଇଁ ଆପଣଙ୍କୁ ଟିକେ ବୁଦ୍ଧି ଖଟେଇବା ପାଇଁ ପଡିବ |ତେବେ ଚାଲନ୍ତୁ ଆଜି ଆମେ ଏପରି କିଛି ପ୍ରଶ୍ନ ଉତ୍ତର ବିଷୟରେ ଜାଣିବା |ତେବେ ଦେଖିବା ଆଜି ଆପଣ କେତେ ଟି ପ୍ରଶ୍ନ ର ସଠିକ ଉତ୍ତର ଦେଉଛନ୍ତି
ଆସନ୍ତୁ ଜାଣିବା ଏକ ନମ୍ବର୍ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୦୧:-କେଉଁ ଜୀବର କ୍ଷୀର ପିବା ଦ୍ୱାରା ମସ୍ତିଷ୍କ ବୃଦ୍ଧି ହୋଇଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଗାଈ କ୍ଷୀର ପିଇବା ଦ୍ୱାରା।
ଆସନ୍ତୁ ଜାଣିବା ଦୁଇ ନମ୍ବର୍ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୦୨:-ମନୁଷ୍ୟ ଶରୀରର ସବୁଠାରୁ ଲମ୍ବା କୋଶିକା କେଉଁଟି ହୋଇଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ତନ୍ତ୍ରିକା।
ଆସନ୍ତୁ ଜାଣିବା ତିନି ନମ୍ବର୍ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୦୩:-ଭାରତର କେଉଁ ରାଜ୍ୟରେ ସବୁଠାରୁ କମ ଗାଁ ଅଛି ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଚଣ୍ଡୀଗଡ଼ ଭାରତର ଏମିତି ଗୋଟେ କେନ୍ଦ୍ର ଶାସିତ ଅଞ୍ଚଳ ଯାହା ଭିତରେ ୧୩ ଟି ଗାଁ ରହିଅଛି।
ଆସନ୍ତୁ ଜାଣିବା ଚାରି ନମ୍ବର୍ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୦୪:-ଭାରତର ଦ୍ୱିତୀୟ ତାଜମହଲ କେଉଁଠାରେ ଅଛି ବା କାହାକୁ କୁହାଯାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ବିବି କା ମକ୍କବରା।
ଆସନ୍ତୁ ଜାଣିବା ପାଞ୍ଚ ନମ୍ବର୍ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୦୫:-ତାମିଲନାଡୁରେ ସର୍ବାଧିକ ସୁତା ବସ୍ତ୍ରର କାରଖାନା କେଉଁଠାରେ ମିଳିଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା କୋୟମ୍ବଟୁର।
ଆସନ୍ତୁ ଜାଣିବା ଛଅ ନମ୍ବର୍ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୦୬:-ଚାଉଳକୁ ରୋଷେଇ କରିବା ପାଇଁ କେଉଁଠାରେ ଅଧିକ ସମୟ ଲାଗିଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ମାଉଣ୍ଟ ଏଭେରେଷ୍ଟ ଉପରେ।
ଆସନ୍ତୁ ଜାଣିବା ସାତ ନମ୍ବର୍ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୦୭:-କେଉଁ ସହରକୁ ‘ଲଙ୍କାର ସହର’ କୁହାଯାଏ ?
ଉତ୍ତର:-ଗୁଂଟୁର ଯାହା ଆନ୍ଧ୍ରପ୍ରଦେଶ ରେ।
ଆସନ୍ତୁ ଜାଣିବା ଆଠ ନମ୍ବର୍ ପ୍ରଶ୍ନ:-ପ୍ରଶ୍ନ ନମ୍ବର୍ ୦୯:-ମନୁଷ୍ୟ ଯେତେବେଳେ ଖାଦ୍ୟ ଖାଇଥାଏ ତାହେଲେ ତାର ଖାଇବା ହଜମ ହେବା କେଉଁଠାରେ ଆରମ୍ଭ ହୋଇଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ମୁହଁରେ ହିଁ।
ଆସନ୍ତୁ ଜାଣିବା ଦଶ ନମ୍ବର୍ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୧୦:-ଲାଲା ଲଜପତ ରାଏ ଜୟନ୍ତୀ କେବେ ପାଳନ କରାଯାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ୨୮ ଜାନୁଆରୀ ରେ।
ଆସନ୍ତୁ ଜାଣିବା ଏଗାର ନମ୍ବର୍ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୧୧:-କେତେ ତାରିଖରେ ରାତି ଆଉ ଦିନ ସମାନ ହୋଇଥାଏ ?
ଉତ୍ତର:-୨୦ ମାର୍ଚ୍ଚ ବା ୨୨ ସେପ୍ଟେମ୍ବର।
ଆସନ୍ତୁ ଜାଣିବା ବାର ନମ୍ବର୍ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୧୨:-ମହାତ୍ମା ଗାନ୍ଧୀଙ୍କ ହତ୍ୟା କେବେ କରାଯାଇଥିଲା ?
ଉତ୍ତର:-୧୯୪୮ ଇସାଇ ରେ।
ଆସନ୍ତୁ ଜାଣିବା ତେର ନମ୍ବର୍ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୧୩:-ବାସ୍କେଟ ବଲର ପ୍ରତ୍ୟକ ଟିମରେ କେତେ ଖେଳାଳି ଥାଆନ୍ତି ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ପାଞ୍ଚ ଜଣ ଖେଳାଳି।
ଆସନ୍ତୁ ଜାଣିବା ଚଉଦ ନମ୍ବର୍ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୧୪:-ତାଜମହଲ କେଉଁ ନଦୀ କୂଳରେ ଅବସ୍ଥିତ ଅଛି ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଯମୁନା ନଦୀ କୂଳରେ।
ଆସନ୍ତୁ ଜାଣିବା ପନ୍ଦର ନମ୍ବର୍ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୧୫:-ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ଆଇ.ଏ.ଏସ ହୁଅନ୍ତି ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଉତ୍ତର ପ୍ରଦେଶ ଓ ବିହାରରେ।
ଆସନ୍ତୁ ଜାଣିବା ଷୋହଳ ନମ୍ବର୍ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୧୬:-ଏମିତି କେଉଁ ଫଳ ଅଛି ଯାହା ଭିତରେ ସବୁ ପ୍ରକାରର ଭିଟାମିନ ମିଳିଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ପାଚିଲା ଅମ୍ବରୁତ୍ତ ଭଣ୍ଡାରେ।
ଆସନ୍ତୁ ଜାଣିବା ସତର ନମ୍ବର୍ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୧୭:-ମହାକାଶରେ ପ୍ରବେଶ କରୁଥିବା ଏକମାତ୍ର ପ୍ରଥମ ଭାରତୀୟ ମହିଳାଙ୍କର ନାମ କଣ ଅଟେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା କଳ୍ପନା ଚାବାଲା।
ଆସନ୍ତୁ ଜାଣିବା ଅଠର ନମ୍ବର୍ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୧୮:-କେଉଁ ମିଠା ଫଳ ମଞ୍ଜିରେ ବିଷ ମିଳିଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଏକି ନାମକ ଫଳରେ।
ଆସନ୍ତୁ ଜାଣିବା ଉଣେଇସି ନମ୍ବର୍ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୧୯:-ଭାରତର କେଉଁ ରାଜ୍ୟର ଗହମ ଚାଷ କରାଯାଇ ନଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ତାମିଲନାଡୁରେ।
ଆସନ୍ତୁ ଜାଣିବା କୋଡିଏ ନମ୍ବର୍ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୨୦:-କେଉଁ ଜିନିଷ ଫାଟିବା ଦ୍ୱାରା ଶବ୍ଦ ହୋଇନଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା କ୍ଷୀର।
ଆସନ୍ତୁ ଜାଣିବା ଏକୋଇସି ନମ୍ବର୍ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୨୧:-ଯଦି ଗୋଟେ ମଣିଷ ଜୋରେ ଚିତ୍କାର କରେ ତାହେଲେ ତା ପାଟି କେତେ ଦୁର ପର୍ଯ୍ୟନ୍ତ ଶୁଣା ଯାଇପାରେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ୧୮୦ ମିଟର।
ଆସନ୍ତୁ ଜାଣିବା ବାଇଶି ନମ୍ବର୍ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୨୨:-ବିଶ୍ୱର ସବୁଠାରୁ ଛୋଟ ପକ୍ଷୀ କିଏ ହୋଇଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଗୁନଗୁନା ଚଢେଇ।
ଆସନ୍ତୁ ଜାଣିବା ତେଇସି ନମ୍ବର୍ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୨୩:-ଭାରତରେ କେଉଁ ରାଜ୍ୟରେ ଗରିବର ପ୍ରତିଶତ ସବୁଠାରୁ ଅଧିକ ହୋଇଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଓଡିଶା।
ଆସନ୍ତୁ ଜାଣିବା ଚବିଶି ନମ୍ବର୍ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୨୪:-କେଉଁ ଦେଶରେ ସବୁଠାରୁ କମ ଫାସିର ଦଣ୍ଡ ଦିଆଯାଇ ଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଭାରତ।
ଆସନ୍ତୁ ଜାଣିବା ପିଚିସି ନମ୍ବର୍ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୨୫:-ଗୋବିନ୍ଦ ବଲ୍ଲଭ ପନ୍ତଙ୍କୁ କେଉଁ ଦେଶରେ ସର୍ବୋଚ୍ଚ ନାଗରିକ ପୁରଷ୍କାରରେ ସନ୍ନମାନିତ କରାଯାଇଥିଲା ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଭାରତ।
ଆସନ୍ତୁ ଜାଣିବା ଛବିଶି ନମ୍ବର୍ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୨୬:-ଦୁନିଆର ସବୁଠାରୁ ପ୍ରଖର କୁକୁର କିଏ ଅଟେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଫାର୍ସି ଗ୍ରୀହାଉଣ୍ଡ।
ଆସନ୍ତୁ ଜାଣିବା ସତେଇସି ନମ୍ବର୍ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୨୭:-ଭାରତର କେଉଁ ରାଜ୍ୟରେ ନୌକା ଦୌଡ଼ ସର୍ବାଧିକ ଲୋକ ପ୍ରିୟ ହୋଇଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା କେରଳ।
ଆସନ୍ତୁ ଜାଣିବା ଅଠେଇଶି ନମ୍ବର୍ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୨୮:-ସୁର୍ଯ୍ୟ ସର୍ଵ ପ୍ରଥମେ କେଉଁ ଦେଶରେ ବାହାରି ଥାଏ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ନ୍ୟୁଜିଲାଣ୍ଡ ରେ।
ଆସନ୍ତୁ ଜାଣିବା ଅଣତିରିଶି ନମ୍ବର୍ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୨୯:-ଭାରତୀୟ ନୋଟ ଉପରେ ଗାନ୍ଧୀଜିଙ୍କ ଫୋଟୋ କେଉଁ ବର୍ଷରୁ ଆସିଅଛି ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ୧୯୯୬।
ଆସନ୍ତୁ ଜାଣିବା ତିରିଶି ନମ୍ବର୍ ପ୍ରଶ୍ନ:- ଏପରି କେଉଁ କାମ ଅଛି ଯାହା ମଣିଷ ମାରିବା ପରେ ମଧ୍ୟ କରିପାରେ ?
ଉତ୍ତର:-ଏହାର ସଠିକ ଉତ୍ତର ହେଲା ଅଙ୍ଗଦାନ |ତେବେ ଜଣେ ଲୋକ ମୃତ୍ୟୁ ପରେ ମଧ୍ୟ ନିଜର ଅଙ୍ଗଦାନ କରିପାରେ
ତେବେ ଯଦି ଆପଣଙ୍କୁ ଆମର ଏହି ପ୍ରଶ୍ନ ଉତ୍ତର ଭଲ ଲାଗେ ତେବେ ନିଶ୍ଚୟ ସେୟାର କରନ୍ତୁ