March 15, 2025

Odia Express

Leading Odia News Portal of Odisha

ନିଜକୁ ଗୋରା ଓ ସୁନ୍ଦର ତ୍ୱଚା କରିବା ପାଇଁ ଆଜି ନିଜେ କରିନିୟନ୍ତୁ ଏହି ଉପାୟ..

ଆମେ ଯେତେବେଳେ ଗୋଟେ ପ୍ରାପ୍ତ ବୟସ ରେ ପହଂଚି ଯାଇଥାଉ ତ ଆମ ଚେହେରା କୁ ଯେତେବେଳେ ଆମେ ଦେଖୁ ତ ଆମକୁ ବହୁତ କିଛି ନଜର ଆସେ। ଏହା କଣ ଆମ ପାଇଁ ବହୁତ ଖରାପ ହେଇଥାଏ? ନା ଏହାଦ୍ୱାରା ଆମକୁ କିଛି ଖରାପ ର ସାମ୍ନା କରିବାକୁ ପଡେ। ଏହା ଆମ ପାଇଁ ବହୁତ ଚିନ୍ତା ର ବିଷୟ ହେଇଥାଏ। ଆମ କୈଶୋର ର ସମୟ ବାହାରିଯିବା ପରେ ଆମ ଭିତରେ ଥିବା ଗର୍ଭାବସ୍ଥା ର ହରମୋନ ମାନଙ୍କର ପ୍ରଭାବ ଆମ ଉପରେ ବହୁତ ମାତ୍ର ରେ ପଡିଥାଏ। ଆମ ଚୁଟି ତଥା ଲୋମ ତଥା ଆମ ଚର୍ମ ଉପରେ ଏହାର ପ୍ରଭାବ ପଡିଥାଏ। ଯାହାଦ୍ୱାରା ଆମ ଚର୍ମ ବହୁତ ଅଲଗା ଦେଖାଯାଏ ତଥା ଏହା ବହୁତ ଭଲ ଦେଖା ଯାଇ ନଥାଏ। ତେଣୁ ପ୍ରାୟ ସେହି ବୟସ ସମୟରେ ଆମକୁ ଆମ ଚର୍ମ ର ପୋଷଣ ପାଇଁ ବହୁତ କିଛି କରିବା ପାଇଁ ଉପଦେଶ ଦିଆ ଯାଇଥାଏ। ଆଜି ଆମେ ଆପଣଙ୍କ ପାଖରେ କିଛି ଏପରି ଉପାୟ ତଥା କିଛି ଏପରି ଡ୍ରିଙ୍କ କହିବାକୁ ଯାଉଛୁ ଯାହାର ପ୍ରଭାବ ଆପଣଙ୍କ ତ୍ୱଚା ତଥା ଆପଣଙ୍କ ଚେହେରା ଉପରେ ପଡ଼ିବାକୁ ଯାଉଛି। ତେଣୁ ଏହା ଆପଣଙ୍କୁ ପ୍ରଭାବିତ କରିବାକୁ ଯାଉଛି। ଆସନ୍ତୁ ଜାଣିବା ଏହା ବାବଦରେ।

୧: ପ୍ରଥମ ଯାହା ଆପଣ ପିଇବେ ତାକୁ ବନେଇବା ପାଇଁ ଆପଣଙ୍କୁ ଦରକାର ପାନ ମହୁରୀ,ଶୁଖିଲା ପୁଡିନା, କଳା କିସମିଶ, ଲବଙ୍ଗ ଆଉ ମହୁ ର। ଆପଣ ଏକ ଗ୍ଲାସ ରେ କିଛି ପାଣି ଗରମ କରି ଆଣନ୍ତୁ। ସେଥିରେ ଆପଣ ଗୋଟେ ଚାମଚ ପାନ ମହୁରୀ , ଅଧା ଚାମଚ ଶୁଖିଲା ପୁଡିନା ର ଗୁଣ୍ଡ, ୨ଟି ଲବଙ୍ଗ ତଥା ୫ଟି କି ୬ଟି କିସମିଶ ପକାନ୍ତୁ। ତା ପରେ ଆପଣ ସେହି ପାଣି କୁ ଢାଙ୍କି ରଖି ଦିଅନ୍ତୁ। ଆପଣ ଏହାକୁ ଫୁଟେଇବେ ନାହିଁ ବରଂ ତାକୁ ଗରମ କରନ୍ତୁ। ତା ପରେ ଆପଣ ସକାଳୁ ସେହି ପାଣି କୁ ଛାଣି ରଖି ଦିଅନ୍ତୁ। ଆଉ ତାକୁ ଆପଣ ଗୋଟେ ଚାମଚ ମହୁ ମିଶେଇ ଦେଇ ସାରିବା ପରେ ତାକୁ ନିଜ ବ୍ରେକ ଫାଷ୍ଟ ସହ ଖାଆନ୍ତୁ। ଏଥିରେ ଆମେ କଳା କିସମିଶ ର ବ୍ୟବହାର କରିଛୁ ଯାହା କି ଆଣ୍ଟି ଅକ୍ସୀଦାନ୍ତ ରେ ଭରପୁର ଥାଏ। ଏହାଦ୍ୱାରା ଆମ ରକ୍ତ ସଫା ହେଇଯାଏ ତଥା ଏଥିରେ ଥିବା ସମସ୍ତ ପଦାର୍ଥ ବାହାରି ଯାଏ। ତ ଆପଣ ଏହାକୁ ପିଇ ସାରିବା ପରେ ବାକି ପଦାର୍ଥ କୁ ଚୋବେଇ ଖାଆନ୍ତୁ।

୨: ଏହା ବ୍ୟତୀତ ଆପଣଙ୍କ ପାଇଁ ଯେଉଁ ଦ୍ୱିତୀୟ ଉପାୟ ଅଛି ତାହା ପାଇଁ ଆପଣଙ୍କୁ ଦରକାର ପାଳଙ୍ଗ, ଅଲସି ର ତେଲ, ବିଟ, ଗାଜର, ସେଓ, ହଳଦୀ ଆଉ ଲେମ୍ବୁ ରସ ର। ଆପଣ ଏକ ଗରମ ପାଣିରେ କିଛି ପାଳଙ୍ଗ କୁ ଭିଜେଇ ରଖନ୍ତୁ। ତା ପରେ ଏକ ମିକ୍ସର ରେ ଆପଣ କିଛି ପାଳଙ୍ଗ ପତ୍ର କୁ ରଖି ଦିଅନ୍ତୁ। ସେଥିରେ କିଛି ଗାଜର, ବିଟ, ଅଧା ସେଓ ତଥା ଗୋଟେ ଛୁଟକି ହଳଦୀ ପକେଇ ତାର ଏକ ଗ୍ରାଇଣ୍ଡ କରି ମିକ୍ସର ବନେଇବା ର ଅଛି। ତା ପରେ ତାକୁ ଏକ ବଏମ ରେ ରଖି ଆପଣ ଗୋଟେ ଚାମଚ ଅଲସି ର ତେଲ ଆଉ ଲେମ୍ବୁ ରସ କୁ ମିଶେଇ ତାକୁ ଭଲ ଭାବରେ ଗୋଳାନ୍ତୁ। ଏହାଦ୍ୱାରା ତାହା ଆପଣଙ୍କର ପ୍ରସ୍ତୁତ ହେଇଯିବ।ଆପଣ ଏହାକୁ ସକାଳୁ ଖାଲି ପେଟ ରେ ସେବନ କରନ୍ତୁ।

Leave a Reply

Your email address will not be published. Required fields are marked *