ଉଚ୍ଚତା ବଢ଼େଇବା ର କାମଦାୟୀ ଉପାୟ – ମାତ୍ର କିଛି ଦିନରେ ବଢ଼ିଯିବ ଆପଣଙ୍କ ଉଚ୍ଚତା..

ସବୁ ଲୋକଙ୍କୁ ଲମ୍ବା ହାଇଟ ତ ଦରକାର ହେଇଥାଏ। କାରଣ ଏହା ଆମ ବ୍ୟକ୍ତିତ୍ତ୍ୱ ଉପରେ ବହୁତ ଭଲ ପ୍ରଭାବ ପକେଇ ଥାଏ। ଏହାଦ୍ୱାରା ଆମେ ପ୍ରଥମ ଦେଖା ରେ ହି କେହି ବି ଲୋକକୁ ପ୍ରଭାବିତ କରି ପାରି ଥାଉ। ଆଉ ଆମ ପୁଅ ମାନଙ୍କ ପାଖରେ ଆମର ଉଛତା ପ୍ରାୟ କୈଶୋର ସମୟରେ ବଢିଥାଏ। ଅର୍ଥାତ ତାହାର ବୟସ ପ୍ରାୟ ୧୧ ରୁ ୧୮ ବର୍ଷ ଭିତରେ ଥାଏ। ଏହାପରେ ଆମ ଉଚ୍ଚତା ପ୍ରାୟ ୨୪ ବର୍ଷ ଯାଏ ବଢୁ ହି ଥାଏ। କାରଣ ଏହି ସମୟରେ ଆମ ଉଚ୍ଚତା ବଢିବାର ଗତି ଟିକେ କମ ହେଇଯାଏ।ଝିଅ ଙ୍କ କ୍ଷେତ୍ର ରେ ତାଙ୍କର ଉଚ୍ଚତା ପ୍ରାୟ ୧୦ ରୁ ୧୪ ବର୍ଷ ଭିତରେ ବଢୁଥାଏ। ଏହା ପରେ ତାଙ୍କ ଉଛତା ବି ପ୍ରାୟ ୨୦ ବର୍ଷ ଯାଏ ବଢୁଥାଏ। ମାତ୍ର ତାଙ୍କର ବି ଉଛତା ବଢିବାର ଗତି ୧୪ ବର୍ଷ ପରେ କମି ହି ଯାଏ।
ସାଧାରଣତ ଆମେ ଆମର ଉଛତା ବଢିବା ସମୟରେ ସେତେ ବୁଝିବା ସୁଝିବା ଅବସ୍ଥା ରେ ନଥାଉ ତେଣୁ ଆମେ ଆମ ଖାନ ପାନ ଉପରେ ଅଧିକ ଧ୍ୟାନ ଦେଇନଥାଉ। ତେଣୁ ଆମ ଉଛତା ଅଧିକ ବଢି ନଥାଏ ଆଉ ଯେତେବେଳେ ଆମେ ଏହା ବାବଦରେ ଜାଣିବାକୁ ପାଉ ସେତେ ଯାଏ ସମୟ ଯାଇ ସାରିଥାଏ। ତେଣୁ ଆମ ଉଚ୍ଚତା ବଢି ନଥାଏ। ଆଜି ଆମେ ଆପଣଙ୍କ ପାଖରେ କିଛି ଏପରି ଉପାୟ କହିବାକୁ ଯାଉଛୁ ଯାହାଦ୍ୱାରା ଆପଣ ନିଜର ଉଚ୍ଚତା ବାହିତ ବୟସ ଯାଏ ବଢ଼େଇ ପାରିବେ। ଯଦି ଆପଣଙ୍କ ବୟସ ଅଧିକ ବି ହେଇଯାଇଛି ତାହେଲେ ବି ଆପଣ ନିଜର ଉଚ୍ଚତା କୁ ବୃଦ୍ଧି କରିପାରିବେ।
୧: ପ୍ରଥମ ଉପାୟ ଯାହା ଆପଣଙ୍କୁ ଦରକାର ତାହା ହେଉଛି ଚୂନ। ଆମ ଉଚ୍ଚତା କୁ ବୃଦ୍ଧି କରିବା ପାଇଁ ଆମକୁ କ୍ୟାଲସିଅମ ର ଆବଶ୍ୟକତା ଅଧିକ ହେଇଥାଏ ଆଉ ତାର ସବୁଠୁ ବଡ଼ ସ୍ରୋତ ହେଉଛି ଚୂନ। ଏହାକୁ ଦହି ରେ ମିସେଇକି ଖାଇବା ଦ୍ୱାରା ତାହା ଆମ ଉଚ୍ଚତା କୁ ବୃଦ୍ଧି ବହୁତ ଜଲଦି କରିଥାଏ। ଏହାଦ୍ୱାରା ଆମ ହାଡ଼ ଗୋଡ଼ ର ଦରଜ ବି ଭଲ ହେଇଯାଏ।
୨: ଦ୍ୱିତୀୟ ଜିନିଷ ଯାହା ଆମକୁ ଦରକାର ତାକୁ ବନେଇବା ପାଇଁ ଆମକୁ ବୋଇତାଳୁ ମଞ୍ଜି, କଳା ମଞ୍ଜି, ବାଦାମ ତଥା ଅସ୍ୱଗନ୍ଧା ର ଆବଶ୍ୟକତା ଅଛି। ଅଶ୍ଵଗନ୍ଧା ଆପଣଙ୍କୁ କେଉଁ ବି ପୁଟୁଲି ବଣିଆ ଦୋକାନ ରେ ମିଳିଯିବ ଆଉ ବାକି ଜିନିଷ ଆପଣଙ୍କୁ ଘରେ ହି ମିଳିଯିବ। ଆପଣ ଏହି ସମସ୍ତ ମଞ୍ଜି ମାନଙ୍କୁ ଆଣି ତାକୁ ଭଲ ଭାବରେ ବାଟି ଦେଇ ତାର ପାଉଡର କରି ଦିଅନ୍ତୁ।
ତା ପରେ ଆପଣ ବୋଇତାଳୁ ମଞ୍ଜି ରୁ ଗୋଟେ ଚାମଚ, ଅଶ୍ଵଗନ୍ଧା ରୁ ଗୋଟେ ଚାମଚ, ବାଦାମ ରୁ ଗୋଟେ ଚାମଚ ତଥା କଳା ମଞ୍ଜି ରୁ ଗୋଟେ ଚାମଚ ଆଣି ତାକୁ ଭଲ ଭାବେ ମିଶେଇ ଚୁରଣ କରିଦିଅନ୍ତୁ। ଆପଣ ଚାହିଁବେ ତ ଏହାର ଅଧିକ ମାତ୍ରା କରିକି ଘରେ ରଖିପାରିବେ। ପ୍ରତିଦିନ ଖାଇବା ପରେ ଉଷୁମ କ୍ଷୀର ରେ ଏହି ଚୁରଣ ର ଗୋଟେ ଚାମଚ ମିଶେଇ ପିଅନ୍ତୁ। ଏହାଦ୍ୱାରା ଆପଣ ଅଧିକ ବୟସ ଯାଏ ନିଜର ଉଚ୍ଚତା ବୃଦ୍ଧି କରିପାରିବେ।