ଧର୍ମେନ୍ଦ୍ରଙ୍କ ଝିଅମାନେ ରୁହନ୍ତି କ୍ୟାମେରାଠାରୁ ଦୁରରେ , କିନ୍ତୁ ଭାଇମାନଙ୍କ ହୃଦୟରେ ଅଛନ୍ତି ବିଲକୁଲ୍ ପାଖରେ , ଦେଖନ୍ତୁ ଏବେ..

ଲୋକପ୍ରିୟ ଅଭିନେତା ଧର୍ମେନ୍ଦ୍ରଙ୍କୁ ଆପଣ ଜାଣିଥିବେ । ପ୍ରସିଦ୍ଧ ଅଭିନେତା ଧର୍ମେନ୍ଦ୍ରଙ୍କୁ ଇଣ୍ତଷ୍ଟ୍ରିରେ ୬୦ ବର୍ଷ ପୁରା ହୋଇଯାଈଛି , ଏବେ ପର୍ଯ୍ୟନ୍ତ ଫିଲ୍ମ ଇଣ୍ତଷ୍ଟ୍ରିରେ ତାଙ୍କର ତିନୋଟି ଜେନେରେସନ୍ ଆସିସାରିଛନ୍ତି , ଅଭିନେତା ଧର୍ମେନ୍ଦ୍ରଜୀଙ୍କ ପୁଅ ସନି ଦେଓଲ ଓ ବବି ଦେଓଲଙ୍କ ବିଷୟରେ ଆପନ ସମସ୍ତେ ଜାଣିଥିବେ , ଓ ସ୍କ୍ରିନ୍ ରେ ଦେଖିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ତାଙ୍କ ଝିଅମାନଙ୍କ ବିଷୟରେ କହିବାକୁ ଯାଉଛୁ , ଆପଣଙ୍କୁ କହିଦେବୁ କି ଧର୍ମେନ୍ଦ୍ରଙ୍କ ୪ ଟି ଝିଅ ଅଛନ୍ତି , ୨ ଟି ଝିଅ ତାଙ୍କର ପ୍ରଥମ ସ୍ତ୍ରୀ ପ୍ରକାଶ କୌର ଓ ୨ ଟି ଝିଅ ତାଙ୍କର ଦ୍ୱିତୀୟ ସ୍ତ୍ରୀ ଫେମସ୍ ଅଭିନେତ୍ରୀ ହେମାମାଳିନୀଙ୍କର ଅଟେ । ଅଭିନେତା ଧର୍ମେନ୍ଦ୍ର ଓ ପ୍ରକାଶ କୌରଙ୍କ ଝିଅ ଅଜିତା ଓ ବିଜେତା ଦେଖିବାକୁ କେଉଁ ଅପସରାଙ୍କ ଠାରୁ କମ୍ ନୁହନ୍ତି , ୧୯୫୪ ରେ ଧର୍ମେନ୍ଦ୍ର ପ୍ରକାଶ କୌରଙ୍କୁ ବିବାହ କରିଥିଲେ , ଖବରରେ ନଜର ପକାଇଲେ ସେହି ସମୟରେ ପ୍ରକାଶ କୌରଙ୍କ ବୟସ ୧୯ ବର୍ଷ ଥିଲା, ସେମିତି ଅଭିନେତା ଧର୍ମେନ୍ଦ୍ର ଓ ପ୍ରକାଶ କୌରଙ୍କ ଚାରୋଟି ଛୁଆ ସନି , ବବି, ଅଜିତା ଓ ବିଜେତା ଅଟନ୍ତି , ବିବାହିତ ହେବା ସତ୍ତ୍ୱେ ବି ଧର୍ମେନ୍ଦ୍ର ଡ୍ରିମ୍ ଗାର୍ଲ ଓରଫ ହେମାମାଳିନୀଙ୍କ ପ୍ରେମରେ ପଡିଗଲେ , ଓ ପରେ ଦୁହେଁ ବିବାହ କରିନେଲେ ।
ଧର୍ମେନ୍ଦ୍ର ଓ ହେମାମାଳିନୀଙ୍କର ଦୁଇଟି ଝିଅ ଅଛନ୍ତି ଜଣଙ୍କ ନାଁ ଇଶା ଓ ଅନ୍ୟଙ୍କ ନାଁ ଅହନା, ଇଶା ଦେଓଲ ଓ ଅହାନା ଲାଇମ୍ ଲାଇଟ୍ ରେ ରୁହନ୍ତି , କିନ୍ତୁ ଧର୍ମେନ୍ଦ୍ର ଓ ପ୍ରକାଶଙ୍କ ଝିଅ ବିଜେତା ଓ ଅଜିତା ଫିଲ୍ମ ଦୁନିଆଁରୁ ଦୂରେଇ ରୁହନ୍ତି , ବିଜେତା ଓ ଅଜିତା କେଉଁ ବି ପୋଗ୍ରାମରେ କିମ୍ବା ଇଭେଣ୍ଟରେ ଦେଖାଯାଆନ୍ତି ନାହିଁ । ଓ କେଉଁ ଫ୍ୟାମିଲି ଫଙ୍କସନ୍ ରେ ବି ଦେଖାଯାଆନ୍ତି ନାହିଁ , ଏବେ ବବି ଦେଓଲ ନିଜ ବଡ ଭଉଣୀ ଅଜିତା ଦେଓଲଙ୍କ ସହ ଏକ ଫଟୋ ସେୟାର୍ କରିଥିଲେ, ଯେଉଁଥିରେ ଭାଇ ଭଉଣୀ ବହୁତ ସୁନ୍ଦର ଲାଗୁଥିଲେ, ବବି ଦେଓଲ କିଛି ଦିନ ପୁର୍ବରୁ ଆମେରିକା ଯାଈଥିଲେ, ସେ ନିଜ ଭଉଣୀଙ୍କୁ ସେଠାରେ ଦେଖାକଲେ , ଓ ଭଉଣୀଙ୍କ ସହ ଫଟୋ କ୍ଲିକ୍ କରିଥିଲେ । ଅଜିତାଙ୍କ ଡାକ ନାଁ ଲଲ୍ଲି ଅଟେ , ସେ ନିଜ ସ୍ୱାମୀଙ୍କ ସହ ଏହି ସମୟରେ କାଲିଫର୍ଣ୍ଣିଆରେ ରହୁଛନ୍ତି ।
ଖବର ଅନୁସାରେ ଧର୍ମେନ୍ଦ୍ରଙ୍କ ବଡ ଝିଅ ଅଜିତା ଙ୍କ ବିବାହ କିରନ୍ ଚୌଧୁରୀଙ୍କ ସହ ହୋଇଥିଲା, 1000 Decorative Designs from India ନାମକ ବୁକ୍ ର ଲେଖକ ଅଟନ୍ତି , ଆମେରିକା ରେ ରୁହନ୍ତି ଓ ଦୁଇ ଝିଅ ଅଜିତା ଓ ବିଜେତା ଧର୍ମେନ୍ଦ୍ରଙ୍କ ଝିଅ ବିଜେତା ଆପଣଙ୍କୁ କହିଲେ ସେ ନିଜ ଭଉଣୀଙ୍କ ସହ ଆମେରିକାରେ ରହୁଛନ୍ତି । ଖବର ମୁତାବିକ ବିଜେତାଙ୍କ ଡାକ ନାଁ ଡୋଲୁ ଅଟେ, ଧର୍ମେନ୍ଦ୍ର ନିଜ ଦ୍ୱିତିୟ ଝିଅ ବିଜେତାଙ୍କ ନାଁ ଏକ ପ୍ରଡକ୍ସନ୍ ହାଉସ୍ ଖୋଲିଛନ୍ତି , ଯାହାର ନାଁ ବିଜେତା ପ୍ରଡକ୍ସନ୍ ଓ ପ୍ରାଇଭେଟ୍ ଲିମିଟେଡ୍ ଅଟେ, ବିଜେତା ବିବାହିତ ହୋଇଛନ୍ତି କି ନାହିଁ ଏହି ବିଷୟରେ କାହାକୁ ଜଣାନାହିଁ , ଧର୍ମେନ୍ଦ୍ରଙ୍କ ଦୁଇ ଝିଅ ଅଜିତା ଓ ବିଜେତା ପରିବାରର ସହ ଛୁଆ ବେଳରୁ ନଜର ଆସିଛନ୍ତି , ଆପଣଙ୍କୁ କହିଦେବୁ କି ହେମା ମାଳିନୀଙ୍କ ଝିଅ ଇଶାଓ ଅହାନା ଦେଓଲଙ୍କ ବିବାହରେ ଦୁଇ ଭଉଣୀଙ୍କୁ ଦେଖାଯାଇନାହିଁ ।
ଧର୍ମେନ୍ଦ୍ରଙ୍କ ପ୍ରଥମ ସ୍ତ୍ରୀ ପ୍ରକାଶ କୌର କ୍ୟାମେରାରୁ ଦୁରେଇ ରୁହନ୍ତି , ସ୍ୱାମୀ ଧର୍ମେନ୍ଦ୍ରଙ୍କ ଦ୍ୱିତୀୟ ସ୍ତ୍ରୀ ପ୍ରକାଶ କୌର ବିଲକୁଲ୍ ଭାଙ୍ଗିପଡିଥିଲେ , ଏକ ଇଣ୍ଟରଭ୍ୟୁରେ ସେ ନିଜ ସ୍ୱାମୀଙ୍କ ଦ୍ୱିତିୟ ବିବାହ ବିଷୟରେ କହିଥିଲେ, ପ୍ରକାଶ କୌର କହିଥିଲେ କି ସେ କେହି ବି ଲୋକ ଯଦି ମୋତେ ହେମା କିମ୍ବା ମୋତେ ବାଛିଥାନ୍ତା ତେବେ ସେ ହେମାମାଳିନୀଙ୍କୁ ବାଛିଥାନ୍ତା , ଲୋକେ ଭୁଲ୍ କିପରି କହିପାରିବେ , ଇଣ୍ତଷ୍ଟ୍ରିରେ ବହୁତ ଲୋକ ଅନ୍ୟଙ୍କ ସହ ଆଫେୟାର୍ ରଖନ୍ତି , ସେମିତି ସେ ଦ୍ୱିତୀୟ ବିବାହ କରୁଛନ୍ତି
ଯେବେକି ହେମା ମାଳିନୀଙ୍କ ପାଇଁ ସେ କହିଲେ କି ମୁଁ ବୁଝିପାରୁଛି କି ସେ କେଉଁ ସମୟରେ ଗତି କରୁଛନ୍ତି , ସେ ନିଜ ପରିବାର ଓ ସଂମ୍ପର୍କୀୟଙ୍କ ସାମ୍ନା କରିବାକୁ ପଡିଥିଲା କିନ୍ତୁ ଯଦି ମୁଁ ତାଙ୍କ ଜାଗାରେ ଥାନ୍ତି ତେବେ କେବେ ଏମିତି କରିନଥାନ୍ତି , ଏକ ମହିଳା ହିସାଅରେ ତାଙ୍କର ଫିଲିଙ୍ଗ୍ସ ବୁଝିପାରୁଛି, କିନ୍ତୁ ଗୋଟେ ମା ଓ ସ୍ତ୍ରୀ ହିସାବରେ ତାଙ୍କର ଫିଲିଙ୍ଗ୍ସ କେବେ ସଠିକ୍ ମାନେ ନାହେଁ । ଏବେ ଧର୍ମେନ୍ଦ୍ର ଫିଲ୍ମରୁ ଦୁରେଇ ଅଛନ୍ତି , ଓ ଘରେ ନିଜ ଫ୍ୟାମିଲିଙ୍କ ସହ ସମୟ ବିତାଉଛନ୍ତି , ଧର୍ମେନ୍ଦ୍ରଙ୍କ ସହ ତାଙ୍କ ପୁଅ ବି ନିଜ ଭଉଣିଙ୍କ ସହ ବହୁତ ଭଲ ଓ ପ୍ରେମ କରନ୍ତି ।