ମଜାଦାର୍ ଜୋକ୍ସ : ଜଣେ ବ୍ୟକ୍ତିର ଶାଳୀ ତାହାର ସ୍ତ୍ରୀ ଠାରୁ ଅଧିକା ସୁନ୍ଦରୀ ଥିଲା, ଏହି କଥାକୁ ନେଇକରି ସେ ସବୁବେଳେ ରାଗରେ..

ଆଜିକାଲିର କର୍ମବ୍ୟସ୍ତ ଜୀବନ ମଧ୍ୟରେ ପ୍ରାୟ ସବୁ ବ୍ୟକ୍ତି ଚିନ୍ତାଗ୍ରସ୍ତ ରୁହନ୍ତି । ଚିନ୍ତାରେ ରହିବା ଦ୍ୱାରା ବ୍ୟକ୍ତିକୁ ନାନାପ୍ରକାରର ରୋଗ ଗ୍ରାସ କରିଥାଏ , ଡାକ୍ତରଙ୍କ କଥା ମାନିଲେ ବ୍ୟକ୍ତି ତେବେ ସୁଖୀ ରହିପାରିବ ଯେବେ ସେ ଭିତରୁ ଖୁସି ରହିବ ଓ ସେମିତି ବି ଏକ ଲୋକକଥା ଆପଣ ଶୁଣିଥିବେ “Laughter is the best medicine”ଏଥିପାଇଁ ଆଜି ଏହି ପୋଷ୍ଟରେ ଆମେ ଆପଣଙ୍କ ପାଇଁ କିଛି ଏପରି ମଜାଦାର୍ ଜୋକ୍ସ ନେଇକରି ଆସିଛୁ ଯାହା ସୋସିଆଲ୍ ମିଡୀଆରେ ବହୁତ ଧମାଲ୍ ମଚାଉଛି , ଆମେ ବିଶ୍ୱାସ କରିବୁ କି ଆପଣ ଏହାକୁ ପଢିବାପରେ ବିନା ହସି ରହିପାରିବେ ନାହିଁ , ତେବେ ବିଳମ୍ବ କାହିଁକି ଆସନ୍ତୁ ଆରମ୍ଭ କରିବା ହସିବା ଓ ହସାଇବାର ମଜାଦାର୍ ସିଲସିଲା ।
୧)ସାନ୍ତା – ଅସୁବିଧା ହୋଇଥାଏ ମହାନ୍ ଲୋକଙ୍କ ଜୀବନରେ , ନହେଲେ ରାମ ବନବାସରେ କୃଷ୍ଣ କାରାବାସରେ , ଓ ମୁଁ ଅଫିସ୍ ରେ କଣ ପାଇଁ ବସିଥାନ୍ତି ।
୨) ଥରେ ଗୋଟେ ରେଳଗାଡିରେ ଲେଖାହୋଇଥିଲା କି ରେଲୱେ ଆପଣଙ୍କ ନିଜସ୍ୱ ସଂମ୍ପତ୍ତି ଅଟେ , ଗୋଟେ ଚୋର ତାକୁ ପଢିଲା, ତେବେ ସେ ଫ୍ୟାନକୁ ବାହାର କଲା ଓ ଲେଖିଦେଲା ମୁଁ ଏହି ସଂମ୍ପତ୍ତିରେ ନିଜ ଭାଗ ନେଇଯାଉଛି ।
୩) ଶିକ୍ଷକ ଛାତ୍ରକୁ ମୁର୍ଖ, ବେଲଜିଆ ଦିନ ସାରା କ୍ଲାସରୁମ୍ ରେ ଝିଅମାନଙ୍କ ସହ ଏତେ କଥା କଣ ହେଉଛୁ ? ଛାତ୍ର- ସାର୍ ମୁଁ ଗରିବ ପିଲା ଟେ , ମୋର ମୋବାଇଲ୍ ରେ ହ୍ୱାଟ୍ସଆପ୍ ନାହିଁ, ଶିକ୍ଷକଙ୍କ ଆଖିରେ ଲୁହ ଚାଲି ଆସିଲା ଏହା ଶୁଣିକି ।
୪) ଛୁଆ ନିଜ ମାକୁ ପଚାରିଲା ମା କଣ ମୁଁ ଭଗବାନଙ୍କ ପରି ଦେଖାଯାଉଛି , ମା କହିଲା ନା,, କିନ୍ତୁ ତୁ ଏମିତି କଣ ପାଇଁ ପଚାରୁଛୁ ଧନ, ଛୁଆ- କାରଣ ମା ମୁଁ ଯେଉଁଆଡେ ବି ଯାଉଛି ସବୁ ଲୋକ କହୁଛନ୍ତି କି ଭଗବାନ ଆଉଥରେ ଆସିଗଲେ ।
୫)ସାନ୍ତା- ଆରେ ପୁଅ ତୋର ପରୀକ୍ଷା କିପରି କଟିଲା? ପପୁ- ସେ ମୋତେ ଏମିତି ପ୍ରଶ୍ନ କଲେ ଯାହାକି ମୋତେ ଜଣାନଥିଲା, ସାନ୍ତା- ତାହେଲେ ? ପପୁ- ତେବେ ମୁଁ ଉତ୍ତରରେ ଲେଖିଦେଲି ଯାହା ତାଙ୍କୁ ଜଣାନଥିବ ।
୬) ରୋଗୀ ଡାକ୍ତରକୁ କହିଲା ସାର୍- ମୁଁ ଖାଇବା ନ ଖାଇଲେ ଭୋକ ଲାଗୁଛି, ଅଧିକା କାମ କରୁଛି ତ ଥକିଯାଉଛି, ଅଧିକା ସମୟ ଅନିଦ୍ରା ରହିଲେ ନିଦ ଆସୁଛି, କଣ କରିବି ସାର୍ , ଡାକ୍ତର ରାତି ସାରା ଖରାରେ ବସ , ଠିକ୍ ହୋଇଯିବ ।
୭) ପପୁ ପରୀକ୍ଷାରେ ଖାଲିରେ ବସିଥିଲା, କିଛି ଲେଖୁନଥିଲା, ଶିକ୍ଷକ- ତୁମେ କିଛି ଲେଖୁନ କଣ ପାଇଁ ? ପପୁ -କିଛି ଆସୁନାହିଁ ସାର୍ ! ଶିକ୍ଷକ- କିଛି ତ ଆସୁଥିବ , ପପୁ- ହଁ ସାର୍ , ଶିକ୍ଷକ କଣ ? ପପୁ- ସାର୍ କାନ୍ଦ ମାଡିଆସୁଛି ।
୭) ରମେଶ ଓ ସୁରେଶ ନିଜ ସାଙ୍ଗକୁ ବେହୋସ୍ ଅବସ୍ଥାରେ ଡାକ୍ତରଙ୍କ ପାଖକୁ ନେଇଗଲେ , ଡାକ୍ତର ପଚାରିଲେ କଣ ହେଲା? ରମେଶ କିଛି ନାହିଁ ସାର୍ , ଫେସବୁକ୍ ର ରୋଗୀ ଅଟେ ଗତ ୪ ଦିନରେ ନେଟ୍ ଚାଲୁନି ତାର ।
୮) ଝିଅଘର ଲୋକ ପୁଅଘରକୁ ଦେଖିବାକୁ ଆସୁଥିଲେ , ପୁଅଘର ବାପା ନିଜ ପୁଅକୁ କହିଲା- ଝିଅଘର ଲୋକ ଆସୁଛନ୍ତି, ଟିକିଏ ଅଧିକା ଟାଉଟରି କରିବୁ , ଝିଅଘର ଯେପରି ଆସିଲେ ପୁଅ ଟାଉଟରି କଥା କହିବାକୁ ଲାଗିଲ, ପୁଅ ନିଜ ବାପାଙ୍କୁ ବାବା ଟିକେ ଚାବି ଦେବ , ସେ ଟ୍ରେନ୍ ବହୁତ ସମୟ ହେଲା ଖରାରେ ଅଛି, ତାକୁ ଭିତରେ ପାର୍କ କରିଦେବି ପୁଅଘରର ବାପା ଏବେ ପର୍ଯ୍ୟନ୍ତ ବେହୋସ୍ ଅଛନ୍ତି, ଓ ଝିଅଘର ଲୋକ କୋମାରେ ।
୯) ପପୁର ସ୍ତ୍ରୀ- ଦେଖ ହୋ, କାମ କରୁଥିବା ବେଳେ ମୋତେ କିସ୍ ଫିସ୍ କର ନାହିଁ , ତେବେ କାମବାଲୀ ବାଇ କହିଲା- ଭଲ ଭାବେ ବୁଝାଇଦିଅ ସାର୍ ଙ୍କୁ ମୁଁ କହିକହି ଥକି ଗଲିଣି ।
୧୦)ଝିଅ ନିଜ ବାପାଙ୍କୁ- ମୁଁ ପଡୋଶୀ କୁ ଭଲ ପାଉଛି, ଓ ତାହା ସହ ଫେରାର୍ ହୋଇଯିବି, ବାପା -ଆରେ ବାଃ ବହୁତ ଭଲ, ମୋର୍ ପଇସା ଓ ସମୟ ଦୁହେଁ ବଞ୍ଚିଯିବ , ଝିଅ -ବାପା ମୁଁ ଚିଠି ପଢୁଛି, ଯାହା ମା ଆପଣଙ୍କ ପାଇଁ ରଖିକରି ଯାଇଥିଲା, ବାପା ବେହୋସ୍ ।
୧୧)ଯେଉଁମାନେ ହୋଲିରେ ରଙ୍ଗବେରଙ୍ଗ ହୋଇକରି ଫଟୋ ଅପଲୋଡ୍ କରିଥିଲେ, ଆଶା କରୁଛି କି ଦିପାବଳୀରେ ବମ୍ ଲଗାଇ କରିବେ ।
୧୨) ବାପା ନିଜ ଝିଅର ବୟଫ୍ରେଣ୍ତ ସହ, ତୁମେ ମୋର ଝିଅକୁ କେବେ ଠାରୁ ପ୍ରେମ କରୁଛ ? ପୁଅ- ମଉସା, ଗତ ଛଅ ମାସ ହେଲାଣି, ବାପା -କିନ୍ତୁ ମୁଁ କିପରି ବିଶ୍ୱାସ କରିବି , ପୁଅ- ମଉସା ଖାଲି ତିନି ମାସ ଆଉ ଅଟକିଯାଅ, ତାପରେ ବିଶ୍ୱାସ କରି ବସିବ ।