March 13, 2025

Odia Express

Leading Odia News Portal of Odisha

ଭଲ କିମ୍ବା ଖରାପ ସମୟର ଆସିବା ସମୟର ପୁର୍ବରୁ ଗାଇ ଦେଇଥାଏ ଏହି ୩ ଜଣ ସଙ୍କେତ – ଆପଣ ବି ଏହାକୁ ବୁଝିନିଅନ୍ତୁ..

ଏହି କଥା ସମସ୍ତେ ଜାଣିଛନ୍ତି କି ଜୀବନରେ ସୁଖ ଓ ଦୁଃଖ ପୁରା ଭରି ରହିଛି , ଖାଲି ଏହା ଅନ୍ତର କି କେବେ ଆପଣଙ୍କ ଜୀବନରେ ସୁଖ ଅଧିକା ହୋଇଥାଏ ତେବେ ଦୁଃଖ ହୋଇଥାଏ । ଓ ସୁଖ ଚାଲିଯାଏ , ଏମିତି ହୁଅନ୍ତା କି ଜୀବନରେ ଆସୁଥିବା ସୁଖ ଓ ଦୂଃଖର ଅନ୍ଦାଜା ଆଗରୁ ଲାଗିଯାଆନ୍ତା , ଏମିତି କୁହାଯାଏ କି ବହୁତଥର ଭଗବାନ ଆମର ଆଖପାଖର ଜିନିଷର ସଙ୍କେତ ଦେଇକରି କହିଦିଅନ୍ତି , ଆମର ଜୀବନରେ କେବେ ଭଲ ସମୟ ଆସିବ , ଓ କେବେ ଖରାପ ସମୟ ଆସିବ , ଏମିତି ସଙ୍କେତ ଆମକୁ ଗାଇଠାରୁ ମିଳିଥାଏ ।

୧) ଗାଇ ଛିଙ୍କିବା – ଯଦି କେଉଁ କାମରେ ଯାଉଛନ୍ତି ଓ ବାଟରେ ଗାଇ ଛିଙ୍କିଦିଏ ତେବେ ତୁରନ୍ତ କାମକୁ ରଦ୍ଦ କରିଦିଅନ୍ତୁ, ଗାଇର ଛିଙ୍କିବା ସବୁଠାରୁ ବଡ ଅଶୁଭ ଲକ୍ଷଣ ହୋଇଥାଏ , ଗାଇର ଛିଙ୍କ ଶୁଣିଲେ ଆପଣ କିଛି ଜରୁରୀ କାମ କରିବା ଉଚିତ୍ ନୁହେଁ , ତାହା ସହ କେଉଁ ଆଡେ ଯଦି ଘରୁ ବାହାରକୁ ଯାଉଛନ୍ତି ତେବେ ପାଞ୍ଚ ମିନିଟ୍ ଅଟକିଯାଆନ୍ତୁ , ତାପରେ କେଉଁଆଡେ ବାହାରକୁ ଯାଆନ୍ତୁ , ଯଦି ରାସ୍ତାରେ ଗାଇ ଛିଙ୍କିଛି ତେବେ ସେଠାରେ କିଛି ସମୟ ଅଟକିଯାଆନ୍ତୁ , ତାପରେ ଆଗକୁ ବଢନ୍ତୁ ।

୨) ମୃତ ଗାଇକୁ ଦେଖିଲେ – ଯଦି ଆପଣ କେଉଁଆଡେ ଯାଉଛନ୍ତି ଆପଣଙ୍କୁ କେଉଁ ଗାଇ ରାସ୍ତାରେ ମରିଯାଇଥିବାର ଦେଖାଯାଏ ତେବେ ଏହା ଏକ ଅଶୁଭ ଲକ୍ଷଣ ହୋଇଥାଏ , ଏହାର ମତଲବ ହୋଇଥାଏ କି ଆପଣଙ୍କ ପରିବାରରେ କେଉଁ ପ୍ରକାରର କିଛି ଖରାପ ହେବାର ଅଛି , ଏମିତିରେ ଆପଣଙ୍କୁ ଆଗକୁ ସତର୍କ ହେବାର ଉଚିତ୍ , ଆପଣଙ୍କ ନିରାପଦ ଓ ସ୍ୱାସ୍ଥ୍ୟ କୁ ଭଲ ଭାବେ ଧ୍ୟାନ ଦିଅନ୍ତୁ ।

୩) ଗାଇ ବୋବାଇବା – ଯଦି ଆପଣ କେଉଁ ବିଶେଷ କାମରେ ଯାଉଛନ୍ତି , ଓ ଏହି ମଧ୍ୟରେ ଗାଇ ବୋବାଇଲେ ତେବେ ବୁଝିଯିବେ କି କେଉଁ ବଡ କାମ ଜଲଦି ପୁରା ହୋଇଯିବ , ଗାଇର ବୋବାଇବା ଶୁଭ ହୋଇଥାଏ , ଖାସ୍ କରି ତେବେ ଯେବେ ନୁଆ କାମର ଶୁଭାରମ୍ଭ କରିବାକୁ ଯାଉଛନ୍ତି , ଏହି କାରଣରୁ ଯେବେ ଗାଇ ଆପଣଙ୍କ ଘର ବାହାରେ ବୋବାଇଲେ କିଛି ଖାଇବାକୁ ଦେବାକୁ ଉଚିତ୍ , ଗାଇକୁ ଖାଲି ପେଟରେ ଘରୁ ଛାଡିବା କଥା ନୁହେଁ , ଆପଣ ଯେବେ କେଉଁ ନୁଆ କା ଆରମ୍ଭ କରିବେ ଗାଇର ପୁଜା କରି ତାଙ୍କର୍ ଆଶିର୍ବାଦ ନେଇପାରିବେ , ଆପଣ ଏହି ସମୟରେ ଘିଅର ଚୁପଡି ରୁଟି ଗୁଡ ସହ ମିଶାଇଦିଅନ୍ତୁ , ଏହି ପରି ଆପଣଙ୍କ କାମ ବିନା ଅସୁବିଧାରେ ପୁରା ହୋଇଯିବ ।

Leave a Reply

Your email address will not be published. Required fields are marked *