March 17, 2025

Odia Express

Leading Odia News Portal of Odisha

ଆଜିର ମଜାଦାର ୧୦ ଟି ଓଡ଼ିଆ ଜୋକ୍ସ : ପପୁ ନିଜ ସ୍ତ୍ରୀ ସହ ବିଦେଶ ବୁଲିବାକୁ ଯାଇଥିଲା, ସ୍ତ୍ରୀ ପପୁକୁ ଯଦି ମୁଁ ସେଠାରେ ହଜିଗଲି ତେବେ ତାପରେ ପପୁ ଯାହା କହିଲା ହସି ହସି ଗଡ଼ିଯିବେ ଆପଣ..

ଆଜି ଆମେ ଆପଣଙ୍କ ପାଇଁ ନେଇକରି ଆସିଛୁ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଏବେ ପର୍ଯ୍ୟନ୍ତ ଖତରନାକ୍ ଜୋକ୍ସ, ଆମେ ଆଶା କରୁଛୁ କି ଏହି ଜୋକ୍ସକୁ ପଢିକରି ଆପଣଙ୍କ ହସ ଅଟକିବ ନାହିଁ ।

ଜର୍ଜ କହିଲେ – ତୁ ତୃତୀୟଥର ଆସିଛୁ, ଅଦାଲତ, ତୋତେ ଲାଜ କିପରି ଲାଗୁନି ? ଜାଠ୍ କହିଲା ହା ହା ଶଳା ତୁ ତ ସବୁଦିନ ଆସୁଛୁ ତୁ ବୁଡିକି ମରିଯିବା କଥା ।

ୱେଲଡିଙ୍ଗ୍ ଓ ୱେଡିଙ୍ଗ୍ ରେ କଣ ଫରକ ହୋଇଥାଏ , ୱେଲଡିଙ୍ଗ୍ ରେ ପ୍ରଥମ ନିଆଁ ବାହାରିଥାଏ , ଓ ତାପରେ ସବୁଦିନ ପାଇଁ ଗଠବନ୍ଧନ ହୋଇଯାଏ । କିନ୍ତୁ ୱେଡୀଙ୍ଗ୍ ରେ ପ୍ରଥମରୁ ଗଠବନ୍ଧନ ହୋଇଯାଇଥାଏ ଓ ଜୀବନ ସାରା ଚିଙ୍ଗାରୀ ବାହାରିଥାଏ ।

ଶିକ୍ଷକ- ଯଦି କିଏ ଗାର୍ଲ ହଷ୍ଟେଲ୍ ଆଡକୁ ଗଲା ତ ୧୦୦ ଟଙ୍କା ଫାଇନ୍ ଲାଗିବ , ଦ୍ୱିତୀୟଥର ଗଲେ ୨୦୦ ଟଙ୍କା ଓ ତୃତୀୟଥର ଗଲେ ୫୦୦ ଟଙ୍କା ଲାଗିବ,  ଛାତ୍ର ସାର୍, ପାସ୍ କେତେ ଟଙ୍କାରେ ହେଇଯିବ ।

ସ୍ୱାମୀ ଓ ସ୍ତ୍ରୀ ଆଗ୍ରା ଯାଉଥିଲେ , ଯେଉଁଠି କୁଅରେ ଏକ ଟଙ୍କା ପକେଇଲେ ମନସ୍କାମନା ପୁରା ହୋଇଯାଉଥିଲା । ସ୍ୱାମୀ ଏକ ଟଙ୍କା ପକାଇଲା ଓ ତାପରେ ସ୍ତ୍ରୀ ଏକ ଟଙ୍କା ପକାଇଲା , କିନ୍ତୁ ବାଲାନ୍ସ୍ ବିଗିଡିଗଲା କୁଅରେ ଯାଇପଡିଗଲା , ସ୍ୱାମୀର ଆଖିରେ ଲୁହ ଓ ଉପର ଦେଖିକରି କହିଲା ଏତେ ଜଲଦି ।

ସ୍ତ୍ରୀ- ହଁ ମୁଁ ମାନୁଛି କି ବାହାଘର ଏକ ଲଟେରି ଅଟେ,  ସ୍ୱାମୀ-କିନ୍ତୁ ମୁଁ ମାନୁନି, ସ୍ତ୍ରୀ କାହିଁକି ? ତୁମେ କଣ ପାଇଁ ମାନୁନ , ସ୍ୱାମୀ- କାରଣ ଲଟେରିରେ ଦୁଇଥର ଭାଗ୍ୟ ଆଜମାଇବାପାଇଁ ମଉକା ମିଳିଥାଏ ।

ଦୁନିଆଁର ସବୁ ବେଇଜ୍ଜତ ଗୋଟେ ତରଫ , ଓ ଝିଅର ସାମ୍ନାରେ ବାଇକ୍ ଷ୍ଟାର୍ଟ ନହେଲେ ସେହି ବେଇଜ୍ଜତ ଗୋଟେ ପଟ ।

ବିଦେଶ ଯାତ୍ରାରୁ ଫେରିକରି ଆସିଥିବା ପପୁ ନିଜ ସ୍ତ୍ରୀକୁ ପଚାରିଲା, କଣ ମୁଁ ବିଦେଶୀ ପରି ଦେଖାଯାଉଛି ? ସ୍ତ୍ରୀ-ନାହିଂ ତ, ପପୁ- ତେବେ ଲଣ୍ତନରେ ଜଣେ ମହିଳା କଣ ପାଇଁ ପଚାରିଲା କି ମୁଁ ବିଦେଶୀ ବୋଲି ?

ଗୋଟେ କବି ତାର ସ୍ତ୍ରୀ ସହ ବସି ଟିଭି ଦେଖୁଥିଲା, ତେବେ ତାର ପ୍ରେମିକାର ମିସକଲ୍ ଆସିଲା,  ସେ ମେସେଜ୍ ପଠାଇକରି ଜବାବ୍ ଦେଲା, କବି- ହବା କି ଲହର୍ ବନକର୍ , ତୁ ମେରି ଖିଡକି ଖଟଖଟା କର୍ , ମୈ ବନ୍ଧ ଦରୱାଜେ ମେଁ ତୁଫାନ ସମେଟେ ବୈଠା ହୁଁ ।

ସାନ୍ତା ବହୁତ ସମୟ ହେଲା ନିଜ ରୁମ୍ ରେ କିଛି ଖୋଜୁଥିଲା,  ଚିନ୍ତିତ ହୋଇକରି  ତାର ସ୍ତ୍ରୀ ଜିତୋ କହିଲା,  ଜିତୋ ତୁମେ ଏତେ ସମୟରୁ କଣ ଖୋଜୁଛ ? ସାନ୍ତା- ହିଡେନ୍ କ୍ୟାମେରା, ଜିତୋ- ତୁମକୁ ଏମିତି କାହିଁକି ଲାଗୁଛି କି ଏହି ରୁମ୍ ରେ ହିଡେନ୍ କ୍ୟାମେରା ଲାଗିଛି ,ସାନ୍ତା- ଯଦି ହିଡେନ୍ କ୍ୟାମେରା ଲାଗିନି ତେବେ ଟିଭିରେ ଯେଉଁ ବ୍ୟକ୍ତିକୁ କିପରି ଜଣା କି ଆମେ ଷ୍ଟାର୍ ପ୍ଲସ୍ ଦେଖୁଛେ ବୋଲି, ସବୁବେଳେ କାହିଁକି କହୁଛି କି ଆପଣ ଷ୍ଟାର୍ ପ୍ଲସ୍ ଦେଖୁଛନ୍ତି ।

ସୋନୁ ନିଜ ଗାର୍ଲଫ୍ରେଣ୍ତକୁ କହିଲା- ତୁମେ ଚାଇନିଜ୍ ପରି କାହିଁକି ଦେଖାଯାଉଛ? ଗାର୍ଲଫ୍ରେଣ୍ତ- ମୋର ବାପା ଚିନ୍ ର ଥିଲେ , ସୋନୁ -ତୁମେ କେବେ ଦେଖା କରାଇନ, ଗାର୍ଲଫ୍ରେଣ୍ତ -ସେ ଏବେ ଏହି ଦୁନିଆଁରେ ନାହାନ୍ତି , ସୋନୁ- ହଁ ଚାଇନିଜ୍ ମାଲ୍ ଅଧିକା ଦିନ ରୁହନ୍ତି ନାହିଁ ।

ସାନ୍ତ କଦଳୀର ଚୋପାରେ ତଳେ ପଡିଗଲା , ଆଗକୁ ଗଲା ତ ଆଉଗୋଟେ ଚୋପାରେ ତଳେ ପଡିଗଲା,  ଟିକିଏ ଆଗକୁ ଗଲା ତ ଆଉଥର୍ ସେମିତି ସେହି ଚୋପା ଯୋଗୁଁ ପଡିଗଲା,  ସାନ୍ତା କହିଲା ଧେତ୍ ତେରିକି, ଏବେ ଆଉଥରେ ପଡିବି

ପପୁ ଯେବେ ବି କପଡା ଧୁଏ ତେବେ ବର୍ଷା ହୋଇଯାଏ, ଦିନେ ଖରା ହେଲା ତ ସେ ଖୁସି ହେଲା ଓ ଦୋକାନରୁ ସର୍ଫ ନେବାକୁ ଗଲା,  ସେ ଯେମିତି ଦୋକାନକୁ ଗଲା ବାଦଲ ଜୋର୍ ରେ ଗର୍ଜନ କଲା, ପପୁ -ଫଟାଫଟ ଆକାଶ ଆଡକୁ ମୁହଁକରି କହିଲା,  କେଉଁଆଡେ , ମୁଁ ତ ବିସ୍କୁଟ୍ ନେବାକୁ ଆସିଛି, ରାଣ ।

ଛୁଟିର୍ ଦିନ ଥିଲା ସ୍ୱାମୀମହାଶୟ ସକାଳୁ ସକାଳୁ ଫେସବୁକ୍ ଖୋଲି ବସିଗଲେ,  ତାଙ୍କର ଏକ ମହିଳା ସାଙ୍ଗ ଏକ ସ୍ୟାଣ୍ତୱିଚ୍ ଫଟୋ ଅପଲୋଡ୍ କରି ଲେଖିଲେ ଆଉ ସବୁ ଜଳଖିଆ କରିବା , ସ୍ୱାମୀ ମହାଶୟ କମେଣ୍ଟରେ ଲେଖିଲେ- ବହୁତ ଟେଷ୍ଟି ଜଳଖିଆ ଥିଲା ମଜା ଆସିଗଲା,  ସ୍ତ୍ରୀ କମେଣ୍ଟ ପଢିନେଲା ଓ ସ୍ୱାମୀ ମହାଶୟଙ୍କୁ ଜଳଖିଆ ଦେଲେ ନାହିଁ , ଚାରି ଘଣ୍ଟା ଭୋଜିଲା ରହିବାପରେ ସ୍ତ୍ରୀ କହିଲା-ଲଞ୍ଚରେ ଘରେ କରିବ ନା ଫେସବୁକ୍ ରେ ।

ପପୁ ନିଜ ସ୍ତ୍ରୀ ସହ ବିଦେଶ ବୁଲିଯାଉଥିଲା,  ସ୍ତ୍ରୀ-ପପୁକୁ ଯଦି ମୁଁ ସେଠାରେ ହଜିଗଲି ତେବେ ମୋତେ କିପରି ଖୋଜିବ , ପପୁ ମୁଁ ସବୁ ରାସ୍ତାରେ ନିଖୋଜ ହେବାର ପୋଷ୍ଟର ଲଗାଇଦେବି, ସ୍ତ୍ରୀ- ୱାହ୍ ଜାନୁ କଣ ଲେଖିବ ପୋଷ୍ଟରରେ , ପପୁ- ଯାହାକୁ ମିଳିବ ତାର ।

Leave a Reply

Your email address will not be published. Required fields are marked *