୪ ଦିନ ପର୍ଯ୍ୟନ୍ତ ଏହାକୁ ଫୁଟେଇ ପିଇବା ଦ୍ୱାରା ମଧୁମେହ,କୋଲେଷ୍ଟ୍ରଲ ଆଉ ସବୁ ପ୍ରକାରର ପେଟ ରୋଗ ଦୁର ହୋଇଥାଏ..

ଆଜିଆମେ ଜାଣିବା ଏକ ଏପରି ଉପାୟ,ଯେଉଁ ଉପାୟ କରିବା ଦ୍ୱାରା ଆପଣଙ୍କ ର ଅନେକ ପ୍ରକାରର ସମସ୍ୟା ଦୂର ହୋଇଯିବ।ଏହି ଜିନିଷକୁ ଲଗାତର ଭାବେ ୪ ଦିନ ପାଣିରେ ସିଝାଇ ପିଅନ୍ତୁ।ଆପଣଙ୍କର ସୁଗାର୍,ଗ୍ୟାସ୍,ପେଟ ଜନିତ ସମସ୍ୟା ରୁ ସମ୍ପୂର୍ଣ୍ଣ ରୂପେ ମୁକ୍ତି ପାଆନ୍ତୁ।ଆଜି ଆମେ ଯେଉଁ ଉପାୟ ବିଷୟରେ ଜାଣିବା ତାହା ଆମ ଶରୀର ପାଇଁ ବହୁତ୍ ପ୍ରଭାବ କାରି ଅଟେ।ଯଦି ଆପଣ ଏହି ଉପାୟ କୁ କରି ପିଅନ୍ତି, ତେବେ ଆପଣଙ୍କ ର ଥିବା ଗ୍ୟାସ୍ ଓ ମଧୁମେହ ପରି ସମସ୍ୟା ଦୂର ହୋଇଯିବ।
ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ଶରୀରରେ ଥିବା କୋଲେଷ୍ଟ୍ରଲ କମ ହୋଇଯାଏ ଓ ଏହା ଦ୍ବାରା ହେଉଥିବା ରୋଗ ମଧ୍ୟ ହେବ ନାହିଁ।ଏହି ଉପାୟ କୁ କରିବା ଦ୍ୱାରା ଆପଣଙ୍କ ର ଅନେକ ପ୍ରକାର ର ସମସ୍ୟା ଦୂର ହୋଇଥାଏ। ଆମେ ଆଜି ଯେଉଁ ଉପାୟ ବିଷୟରେ ଜାଣିବା ସେଥିପାଇଁ ଆବଶ୍ୟକ ହେଉଥିବା ଜିନିଷ ଟି ହେଉଛି କଖାରୁ ମଞ୍ଜି।ଏହା ଆମ ଶରୀର ପାଇଁ ଏକ ବହୁତ ଲାଭଦାୟକ ଜିନିଷ ହୋଇଥାଏ।ଏହାର ସେବନ କରିବା ଦ୍ୱାରା ଆପଣଙ୍କୁ ଅନେକ ପ୍ରକାର ରୋଗ ହେବ ନାହିଁ।
କଖାରୁ ଏକ ଜଣାଶୁଣା ଓ ବହୁତ ଶସ୍ତା ପରିବା ଅଟେ ଯାହା ସମସ୍ତଙ୍କ ଘରେ ଖାଦ୍ୟ ଭବାରେ ବ୍ୟବହାର ହୁଏ,ତଥାପି ମଧ୍ୟ କିଛି ଲୋକ ଏହାକୁ ଖାଇବା ପାଇଁ ପସନ୍ଦ କରନ୍ତି ନାହିଁ କିନ୍ତୁ ଲୋକ ମାନେ ଏହା ମଧ୍ୟରେ ଥିବା ଔଷଧୀୟ ଗୁଣ ବିଷୟରେ ଜାଣି ନଥାନ୍ତି,ଏହା ର ସେବନ କରିବା ଦ୍ୱାରା ପେଟ ଜନିତ ସମସ୍ତ ସମସ୍ୟା ଦୂର ହେବା ସହ ଏହା ଆମ ଶରୀର କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।ଚାଲନ୍ତୁ ଜାଣିବା କିପରି ଏହି ଉପାୟ କୁ ଆପଣ ପ୍ରସ୍ତୁତ କରି ପାରିବେ ଓ ଏହା ର ସେବନ କିପରି କରିବେ।
ଏହି ଉପାୟ କୁ ପ୍ରସ୍ତୁତ କରିବା ପାଇଁ,ପ୍ରଥମେ ଆପଣଙ୍କୁ କିଛି ପାଣି ଓ କିଛି କଖାରୁ ର ମଞ୍ଜି ଆବଶ୍ୟକ।ଏହି ଔଷଧ ପ୍ରସ୍ତୁତ କରି ସେବନ କରିବା ଦ୍ୱାରା ଆପଣଙ୍କ ର ଶରୀରର ସୁଗାର , କୋଲେଷ୍ଟ୍ରାଲ୍ ଆଦି ନିୟନ୍ତ୍ରଣରେ ରହିଥାଏ।ଏହି ଉପାୟ ସେବନ କରିବା ଦ୍ୱାରା ଆପଣଙ୍କୁ ବହୁତ ପ୍ରକାର ଫାଇଦା ମିଳିଥାଏ।ଏବେ ଚାଲନ୍ତୁ ଜାଣିବା ଏହି ଔଷଧୀୟ ଜିନିଷ କୁ କିପରି ପ୍ରସ୍ତୁତ କରିବା ଓ କିପରି ଏହାର ସେବନ କରିବା।
ପ୍ରଥମେ ଆପଣ ଏକ ପାତ୍ର ରେ କିଛି ପାଣି ନିଅନ୍ତୁ ଓ ସେହି ପାଣିକୁ ଭଲ ଭାବରେ ଫୁଟାଇ ଦିଅନ୍ତୁ,ପାଣି ଭଲ ଭାବରେ ଫୁଟିଗଲା ପରେ ଏକ ପାତ୍ର କୁ କାଢି ନିଅନ୍ତୁ ଓ ନେଇଥିବା କଖାରୁ ର ମଞ୍ଜି କୁ ଭଲ ଭାବେ ଘଷି ତାର ଉପର ଚୋପା କୁ ଛଡ଼ାଇ ଦିଅନ୍ତୁ ଓ ସେହି ମଞ୍ଜି କୁ ଫୁଟାଇ ଥିବା ପାଣିରେ ପକାଇ ଦିଅନ୍ତୁ ଓ କୌଣସି ଏକ ଢାଙ୍କୁଣି ଦ୍ବାରା ଘୋଡାଇ ଦିଅନ୍ତୁ,ଏହାର ଠିକ୍ ୧୫ ମିନିଟ୍ ପରେ ସେଥିରୁ ମଞ୍ଜି କୁ ଛାଣି ଦେଇ ସେହି ପାଣିକୁ ସେବନ କରନ୍ତୁ।ଏହି ପରି ପ୍ରସ୍ତୁତ କରି ଆପଣ ଲଗାତର ୪ ଦିନ ପର୍ଯ୍ୟନ୍ତ ଏହାର ସେବନ କରନ୍ତୁ। ଏହାର ସେବନ କରିବା ଦ୍ୱାରା ଆପଣଙ୍କ ଶରୀରରେ ଥିବା ସମସ୍ତ ପେଟ ଜନିତ ସମସ୍ୟା ଦୂର ହେବା ସହ ଏହା ଆପଣଙ୍କ ଶରୀରକୁ ସୁସ୍ଥ ରହିଥାଏ ଓ ଏହା ଦ୍ୱାରା ଆପଣଙ୍କ ଶରୀରକୁ ମଧ୍ୟ ଅନେକ ପ୍ରକାର ର ଲାଭ ମିଳିଥାଏ।