November 3, 2024

Odia Express

Leading Odia News Portal of Odisha

ସବୁଠାରୁ ଚତୁର ପ୍ରଶ୍ନ – ସେ କେଉଁ ଜିନିଷ ଯାହାକୁ ଗରିବ ଲୋକ ଫୋପାଡ଼ି ଦିଅନ୍ତି ଆଉ ଧନୀ ଲୋକ ନିଜ ପକେଟରେ ନେଇ ରଖି ଦିଅନ୍ତି ?ବୁଦ୍ଧିମାନ ହେଇଥିଲେ ଉତ୍ତର ଦିୟନ୍ତୁ..

ନମସ୍କାର ଆଜି ଆମେ ଏଠାରେ ୩୦ ଟି ବେଷ୍ଟ ଓ ଆଗ୍ରହ ପୁର୍ଣ୍ଣ ପ୍ରଶ୍ନ ଆପଣଙ୍କୁ ପଚାରିବାକୁ ଯାଉଛୁ ଆଉ ତା ସହିତ ତାର ଉତ୍ତର ମଧ୍ୟ କହିବାକୁ ଯାଉଛୁ।ଏବେ ଆସନ୍ତୁ ଜାଣିବା ସେ ୩୦ ଟି ଚମତ୍କାରି ପ୍ରଶ୍ନ ଓ ଏହାର ଉତ୍ତର ସବୁକୁ।ଏହା ଥିଲା ଏକ ସାଧାରଣଜ୍ଞାନ ଭିତ୍ତିକ ପ୍ରଶ୍ନ ଓ ଉତ୍ତର।ଆମେ ଆଶାକରୁଛୁ ଯେଉଁ ମାନେ ଏ ସବୁ ପ୍ରଶ୍ନ ଓ ଉତ୍ତର ଜାଣି ନଥିବେ ସେମାନେ ଏହାକୁ ଜାଣି ବହୁତ ଖୁସି ହେଉଥିବେ।ଆଉ ଆମର କର୍ତ୍ତବ୍ୟ ଅନୁସାର ଆମେ ଆପଣଙ୍କୁ ଏହିଭଳି କେତେକ ଭଲ ଭଲ ସାଧାରଣଜ୍ଞାନ କୁ ଆପଣଙ୍କ ପାଖରେ ପହଞ୍ଚାଇ ପାରୁ।ଯାହାଦ୍ୱାରା ଏହାକୁ ପଢି ଆବାଳବୃଢ଼ବନିତା ସମସ୍ତେ ଏହା ଦ୍ୱାରା ଉପକୃତ ହେବେ।

ପ୍ରଶ୍ନ ନମ୍ବର୍ ୦୧:-କେଉଁ ଦେଶରେ କେବଳ ୨୭ ଜଣ ଲୋକ ବାସ କରନ୍ତି ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ସିଲେଣ୍ଡରେ।

ପ୍ରଶ୍ନ ନମ୍ବର୍ ୦୨:-ମଣିଷ ପରେ ସବୁଠାରୁ ବୁଦ୍ଧିମାନ ଜୀଵ କାହାକୁ କୁହାଯାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଡ଼ଲଫିନ।

ପ୍ରଶ୍ନ ନମ୍ବର୍ ୦୩:-ଭାରତର କେଉଁ ପ୍ରଧାନ ମନ୍ତ୍ରୀ କେବେ ବିଦେଶ ଯାଇ ନାହାନ୍ତି ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଚୋୖଧରି ଚରଣ ସିଂ।

ପ୍ରଶ୍ନ ନମ୍ବର୍ ୦୪:-କେଉଁ ପ୍ରାଣୀର ୩ ଟି ହୃଦୟ ଅଛି ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଅକ୍ଟୋପସ ର।

ପ୍ରଶ୍ନ ନମ୍ବର୍ ୦୫:-ମାନବ ଶରୀରର କେଉଁ ଅଙ୍ଗ ଅନ୍ଧାର ହେଉ ହେଉ ବଡ଼ ହୋଇଯାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଆଖି ଡୋଳା।

ପ୍ରଶ୍ନ ନମ୍ବର୍ ୦୬:-ସୁନାର ସବୁଠାରୁ ଅଧିକ ଉତ୍ତ୍ପାଦନ କେଉଁ ଦେଶରେ ହୋଇଥାଏ ?

ଉତ୍ତର:-ଏହାର ସଠିକ ଉତ୍ର୍ର ହେଲା ଚିନ ଠାରେ।

ପ୍ରଶ୍ନ ନମ୍ବର୍ ୦୭:-ଭାରତର ସର୍ଵ ପ୍ରଥମ ମୁସଲିମ ରାଷ୍ଟ୍ରପତି କିଏ ଥିଲେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଜାକିର ହୁସେନ।

ପ୍ରଶ୍ନ ନମ୍ବର୍ ୦୮:-ପରିବାର ରାଣୀ କାହାକୁ କୁହାଯାଇ ଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଲଙ୍କା।

ପ୍ରଶ୍ନ ନମ୍ବର୍ ୦୯:-ଚେଷ ଖେଳର ଆବିଷ୍କାର କେଉଁ ଦେଶର ହୋଇଥିଲା ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଭାରତରେ।

ପ୍ରଶ୍ନ ନମ୍ବର୍ ୧୦:-ପୃଥିବୀର ସବୁଠାରୁ ଶକ୍ତିଶାଳୀ ଜୀଵ କିଏ ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ବେଲ୍ଜିଆନ ବ୍ଲୁ।

ପ୍ରଶ୍ନ ନମ୍ବର୍ ୧୧:-ଭାରତର ସବୁଠାରୁ ସୁରକ୍ଷିତ ବ୍ୟକ୍ତି କିଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ପ୍ରଧାନ ମନ୍ତ୍ରୀ।

ପ୍ରଶ୍ନ ନମ୍ବର୍ ୧୨:-ସେ କିଏ ଯିଏ ନିଜ ସବୁ କାମ ନିଜ ହାତ ବଦଳରେ ନିଜ ନାକ ଦ୍ୱାରା କରିଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ହାତୀ।

ପ୍ରଶ୍ନ ନମ୍ବର୍ ୧୩:-ଭାରତର ସବୁଠାରୁ ପ୍ରଥମ ରାଜ୍ୟ କେଉଁଟା ଅଟେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ବିହାର।

ପ୍ରଶ୍ନ ନମ୍ବର୍ ୧୪:-କେଉଁ ଦେଶରେ ଆଳୁ ଚାଷ କରାଯାଏ ନାହିଁ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଚାଇନା।

ପ୍ରଶ୍ନ ନମ୍ବର୍ ୧୫:-କେଉଁ ଦେଶକୁ ରାତିର ସୁର୍ଯ୍ୟ କୁହାଯାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ନରୱେ।

ପ୍ରଶ୍ନ ନମ୍ବର୍ ୧୬:-ଭାରତର ସବୁଠାରୁ ବଡ଼ ବଗିଚା କେଉଁଠି ଅଛି ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଜୁଲୋଜିକାଲ ବଗିଚା କୋଲକାତାର ଆଳିପୁର ଠାରେ ଅଛି।

ପ୍ରଶ୍ନ ନମ୍ବର୍ ୧୭:-କେଉଁ ଦେଶରେ ସବୁଠାରୁ ଅଧିକ ଚାଷ କରାଯାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଭାରତରେ।

ପ୍ରଶ୍ନ ନମ୍ବର୍ ୧୮:-କେଉଁ ଦେଶ ସ୍ୱତନ୍ତ୍ର ଦିବସ ପାଳନ କରି ନଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ନେପାଳ।

ପ୍ରଶ୍ନ ନମ୍ବର୍ ୧୯:-ଜ୍ୟାକେଟ କି ହିନ୍ଦୀରେ କଣ କୁହାଯାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଫତଇ।

ପ୍ରଶ୍ନ ନମ୍ବର୍ ୨୦:-ସୁର୍ଯ୍ୟ ପୃଥିବୀ ରେ ଏ ପର୍ଯ୍ୟନ୍ତ କଣ ଦେଖି ନାହିଁ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଅନ୍ଧାର।

ପ୍ରଶ୍ନ ନମ୍ବର୍ ୨୧:-ବିଶ୍ୱର ସବୁଠାରୁ ବଡ଼ ସିନେମା ଘର କେଉଁଠି ଅଛି ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ନ୍ୟୁୟର୍କ ରେ।

ପ୍ରଶ୍ନ ନମ୍ବର୍ ୨୨:-ଇଣ୍ଟରନେଟର ବ୍ୟବହାର ସର୍ଵ ପ୍ରଥମେ କେଉଁଠି ହୋଇଥିଲା ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଆମେରିକାରେ।

ପ୍ରଶ୍ନ ନମ୍ବର୍ ୨୩:-ଦିନରେ ଓହଳେ ରାତିରେ ବୁଲେ ତାଜ ଫଳ ଖାଇଥାଏ ମଜାରେ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ବାଦୁଡି।

ପ୍ରଶ୍ନ ନମ୍ବର୍ ୨୪:-ସବୁଠାରୁ ବେଶୀ କାର କେଉଁ ଦେଶରେ ଅଛି ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଆମେରିକାରେ।

ପ୍ରଶ୍ନ ନମ୍ବର୍ ୨୫:-ସେ ଏମିତି କେଉଁ ଜିନିଷ ଯାହା ଭିତରୁ ଆପଣ ସବୁ ନେଇ ଗଲା ପରେ ବି ତା ଭିତରେ କିଛି ବଳିପଡିବ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ସବୁକିଛି।

ପ୍ରଶ୍ନ ନମ୍ବର୍ ୨୬:-ଏମିତି କେଉଁ ପକ୍ଷୀ ଅଛି ଯାହାର ପର ନଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା କିବି ପକ୍ଷୀ।

ପ୍ରଶ୍ନ ନମ୍ବର୍ ୨୭:-ଏମିତି କେଉଁ ପ୍ରାଣୀ ଅଛି କିଏ ଆକାଶ ଆଡ଼କୁ ଦେଖି ପାରି ନଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ଘୁଷୁରି।

ପ୍ରଶ୍ନ ନମ୍ବର୍ ୨୮:-ବିଶ୍ୱ ସୁନ୍ଦରୀ ହେଇଥିବ ଭାରତର ପ୍ରଥମ ମହିଳା କିଏ ଥିଲା ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ରିତା ଫାରିଆ।

ପ୍ରଶ୍ନ ନମ୍ବର୍ ୨୯:-ସବୁଠାରୁ କମ ଗଛ ଵୃକ୍ଷ କେଉଁ ରାଜ୍ୟରେ ଅଛି ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ହିମାଞ୍ଚଳ ପ୍ରଦେଶରେ।

ପ୍ରଶ୍ନ ନମ୍ବର୍ ୩୦:-ସେ କେଉଁ ଜିନିଷ ଯାହାକୁ ଗରିବ ଲୋକ ଫୋପାଡ଼ି ଦିଅନ୍ତି ଆଉ ଧନୀ ଲୋକ ନିଜ ପକେଟରେ ନେଇ ରଖି ଦିଅନ୍ତି ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ବୋହୁଥିବା ନାକପାଣି ।

Leave a Reply

Your email address will not be published. Required fields are marked *