March 19, 2025

Odia Express

Leading Odia News Portal of Odisha

କରୀନା କାପୁରଙ୍କ ନଣନ୍ଦ ରୁହନ୍ତ୍ତି ଗ୍ଲାମର୍ ୱାର୍ଡରୁ ଦୂରରେ ,କିନ୍ତୁ ୨୭୦୦ କୋଟିର ମାଲିକାଣୀ..

ବଲିଉଡ୍ ଇଣ୍ତଷ୍ଟ୍ରିରେ କିଛି ପରିବାର ଏମିତି ଅଛନ୍ତି ଯାହାଙ୍କ ପରିବାର ଅଧିକାଂଶ ସଦସ୍ୟ ଇଣ୍ତଷ୍ଟ୍ରିରେ କଳାକାର ଅଛନ୍ତି । କପୁର୍ ଖାନଦାନ୍ ଓ ପଟୋଦି ଖାନଦାନ ସେଥିରୁ ଗୋଟିଏ ଅଟେ , ପରିବାର ସଦସ୍ୟଙ୍କ ଇଣ୍ତଷ୍ଟ୍ରିରେ ହେବାରେ ଯୋଗୁଁ ଲାଇମ୍ ଲାଇଟ୍ ରହିବା ସ୍ୱାଭାବିକ କଥା ଅଟେ । ଆଜି ଆମେ ପଟୋଦି ଖାନଦାନ୍ କଥା କହିବାକୁ ଯାଊଛୁ, ସେମିତି ପଟୋଦି ଖାନଦାନ୍ ର ସବୁ ସଦସ୍ୟ ଲାଇମ୍ ଲାଇଟ୍ ରେ ରୁହନ୍ତି । ସେମିତି ସେହି କଥା ଶର୍ମିଲା ଟାଗୋର୍ ଙ୍କ ଅଟନ୍ତି , ସୈଫ୍ ହୁଅନ୍ତୁ କିମ୍ବା ସୋହା ଅଲ୍ଲୀ ହୁଅନ୍ତୁ , କରିନା ହୁଅନ୍ତୁ କି ସାରା ଅଲ୍ଲୀ ଖାନ୍ ହୁଅନ୍ତୁ , କଥା ପଟୋଦି ଖାନଦାନର ସବୁଠାରୁ ଛୋଟ ନବାବ୍ ତୈମୁରଙ୍କ କଥା କହିଲେ ସେ ବହୁତ ଚର୍ଚ୍ଚିତ ଅଛନ୍ତି । କିନ୍ତୁ ଗୋଟେ ପରିବାରର ବ୍ୟକ୍ତି ଅଛନ୍ତି ଯିଏ ଲାଇମ୍ ଲାଇଟ୍ ରୁ ଦୁରେଇ ଅଛନ୍ତି । କହିଦେବୁ କି ସେ ଆଉ କେହି ନୁହେଁ ବରଂ ସୈଫ୍ ଅଲ୍ଲୀ ଖାନଙ୍କ ଭଉଣୀ ସବା ଅଲ୍ଲୀ ଖାନ୍ ଅଟନ୍ତି ।

ସବା ଅଲ୍ଲୀ ଖାନ୍ ସୈଫ୍ ଅଲ୍ଲୀ ଖାନଙ୍କ ଛୋଟ ଭଉଣୀ ଅଟନ୍ତି ଓ ସୋହା ଅଲ୍ଲୀ ଖାନ୍ ତାଙ୍କ ବଡ ଭଉଣୀ ଅଟନ୍ତି । ସୈଫ୍ ଓ ସୋହା ଙ୍କ ନାଁ ଆପଣ ଶୁଣିଥିବେ କିନ୍ତୁ ସବାଙ୍କ ନାଁ ଶୁଣିନଥିବେ , କାରଣ ସେ ଲାଇମ୍ ଲାଇଟ୍ ରୁ ଦୁରେଇ ରୁହନ୍ତି । ତାଙ୍କ ବିଷୟରେ ବହୁତ କମ୍ ଲୋକ ଜାଣିଛନ୍ତି । ସବା ଅଲ୍ଲୀ ଖାନ୍ ଲାଇମ୍ ଲାଇଟ୍ ରୁ ଦୂରେଇ ରହିବାକୁ ପସନ୍ଦ କରନ୍ତି । ପେଶାରେ ସବା ଅଲ୍ଳୀ ଖାନ୍ ଜୁଏଲାରୀ ବିଜନେସ୍ ସଂମ୍ଭାଳନ୍ତି । ନିଜ ପରିବାରର ପ୍ରାୟ ସମସ୍ତେ ଇଣ୍ତଷ୍ଟ୍ରିରେ ଯୋଡି ହୋଇଥିବା ପରେ ବି ସବା ଅଲ୍ଳୀ ଖାଣ୍ ଫିଲ୍ମ ଜଗତକୁ ପସନ୍ଦ କରନ୍ତି ନାହିଁ

ସେ ସ୍ୱଭାବରୁ ବହୁତ ଲାଜକୁଳା ଅଟନ୍ତି , ଏହି କାରଣରୁ ସେ ଲୋକଙ୍କ ସହ ଅଧିକା ଦେଖା କରନ୍ତି ନାହିଁ , ଏକ ଇଣ୍ଟରଭ୍ୟୁରେ ସବା ଅଲ୍ଳୀ ଖାନ୍ ନିଜେ କହିଥିଲେ କି ସେ କେବେ ଅଭିନୟ ବିଷୟରେ ଭାବିନାହାନ୍ତି , ମୋତେ ଖୁସି ଲାଗୁଛି ଯାହା ମୁଁ କାମ କରୁଛି ସେଥିରେ ମୋର ନାଁ ବହୁତ ଅଛି, କହିଦେବୁ କି ୪୨ ବର୍ଷର ସବା ଏବେ ବି ଅବିବାହିତ ଅଛନ୍ତି ।

ସ୍ୱାଧୀନ ଅଛନ୍ତି ସେ ଏବେ ୨୭୦୦ କୋଟିର ମାଲିକାଣୀ ଅଛନ୍ତି । କହିଦେବୁ କି ସବା ପଟୋଦି ଖାନଦାନର ସଂମ୍ପତ୍ତି ଦେଖାଶୁଣା କରୁଛନ୍ତି , ଏହା ଛଡା ସଂମ୍ପତ୍ତିର ଦେଖାଶୁଣା କରିବାପାଇଁ ଓକାଫ୍ –ଏ-ସାହି ନାମକ ଏକ ସଂସ୍ଥା ବି ଅଛି,  ସବା ଏହି ସଂସ୍ଥାରେ ମୁଖିଆ ଅଛନ୍ତି , ସେ ପୁରା ହିସାବ ନିଜ ପାଖରେ ରଖନ୍ତି । ସବା କେବଳ ଫ୍ୟାମିଲି ଫଙ୍କସନରେ ନଜର ଆସନ୍ତି । ଏହା ଛଡା ସେ କେଉଁ ଇଭେଣ୍ଟ କିମ୍ବା ମିଡିଆ ଇଭେଣ୍ଟରେ ନଜର ଆସନ୍ତି ନାହିଁ , ନିଜ ଭାଉଜ କରିନା କାପୁର ଖାନ ଙ୍କ ଭଲ ବଣ୍ତିଙ୍ଗ୍ ଅଛି , ଦୁହେଁଙ୍କ ସହ ଭଲ ସମୟ ବିତାନ୍ତି । କରିନାଙ୍କ ଜନ୍ମଦିନରେ ସୈଫ୍ ସବାଙ୍କୁ ଏକ ଡାଇମଣ୍ତ ସେଟ୍ ଡିଜାଇନ୍ କରିବାପାଇଁ କହିଥିଲେ , ଓ କରିନାଙ୍କୁ ସେ ଗିଫ୍ଟ କରିଥିଲେ , ଇଣ୍ତଷ୍ଟ୍ରିରେ ବହୁତ ସାରା କଳାକାର ସବାଙ୍କ ଗ୍ରାହକ ଅଛନ୍ତି ।

Leave a Reply

Your email address will not be published. Required fields are marked *