September 18, 2024

Odia Express

Leading Odia News Portal of Odisha

ବୁଦ୍ଧିମାନ ଲୋକଙ୍କ ପାଇଁ ଏହି ପ୍ରଶ୍ନ – ଆପଣଙ୍କ ପାଖରେ ଦୁଇଟି ଗାଇ ଓ ଚାରୋଟି ଛେଳି ଅଛନ୍ତି ତେବେ କୁହନ୍ତୁ ଆପଣଙ୍କ ପାଖରେ ସମୁଦାୟ କେତୋଟି ଗୋଡ ଅଛି?

ଦେଶରେ ଆଇଏଏସ୍ ଓ ଆଇପିଏସ୍ ଅଫିସର ହେବାକୁ ହେଲେ ବହୁତ ପରିଶ୍ରମ କରିଥାନ୍ତି , କିଛି ଲୋକ ପ୍ରଥମଥରରେ କିଛି ଲୋକ ବହୁତଥର ପ୍ରୟାସ କରି ଏହି ପରିକ୍ଷା ପାସ୍ କରିଦିଅନ୍ତି । ସଂଘ ଲୋକ ସେବା ଆୟୋଗ(Union Public Service Commission) ପରୀକ୍ଷା ତିନୋଟି ଷ୍ଟେଜ୍ ହୋଇଥାଏ । ପ୍ରଥମ ଷ୍ଟେଜ୍ ରେ preliminary ପରୀକ୍ଷା ହୋଇଥାଏ , ଦ୍ୱିତୀୟ ଷ୍ଟେଜ୍ Main ପରୀକ୍ଷା ହୋଇଥାଏ । ଏହି ପରିକ୍ଷାରେ ନୋ ପେପର୍ ହୋଇଥାଏ , ଓ ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷା Personality Test ମାନେ ୟୁପିଏସ୍ ସି ଇଣ୍ଟରଭ୍ୟୁ ହୋଇଥାଏ , ଏହି ତୃତୀୟ ପର୍ଯ୍ୟାୟ ପରିକ୍ଷା ବହୁତ କଠିନ ହୋଇଥାଏ , ଏଥିରେ କ୍ୟାଣ୍ତିଡେଟ୍ ଭାବନାଶକ୍ତି, ତର୍କଶକ୍ତି,ଓ କ୍ଷମତାକୁ ପରକ୍ଷାଯାଇଥାଏ , ଏଥିରେ କିଛି ପ୍ରଶ୍ନ ଏପରି ପଚାରାଯାଇଥାଏ , ଯାହା ମୁଣ୍ତ ଘୁମାଇଦିଏ , ଆଜି ଆମେ ଆପଣଙ୍କୁ ୟୁପିଏସ୍ ସି ଇଣ୍ଟରଭ୍ୟୁର କିଛି ପ୍ରଶ୍ନ ପଚାରିବାକୁ ଯାଉଛୁ, ଯାହା ପ୍ରକୃତରେ ତର୍କଶକ୍ତି ଓ ବୁଦ୍ଧିମତା ଯାଞ୍ଚ କରିବା ପାଇଁ ପଚାରାଯାଇଥାଏ ।

ପ୍ରଶ୍ନ-୧ : ଆପଣଙ୍କ ପାଖରେ ଦୁଇଟି ଗାଇ ଓ ଚାରୋଟି ଛେଳି ଅଛନ୍ତି ତେବେ କୁହନ୍ତୁ ଆପଣଙ୍କ ପାଖରେ ସମୁଦାୟ କେତୋଟି ଗୋଡ ଅଛି ? ଉତ୍ତର : ଦୁଇଟି ପାଦ, ମଣିଷଙ୍କ ପାଖରେ ଦୁଇଟି ପାଦ ହିଁ ଥାଏ ।

ପ୍ରଶ୍ନ-୨ : ଏମିତି କେଉଁ ଜିନିଷ ଅଛି ଯାହା ମହିଳାମାନେ ବର୍ଷକୁ ଥରେ କିଣିଥାନ୍ତି ? ଉତ୍ତର : ରାକ୍ଷୀ

ପ୍ରଶ୍ନ-୩ : ସେ କେଉଁ ଜିନିଷ ଅଛି ଯାହାକୁ ଲୋକେ କୋର୍ଟ,କଚେରି, ଥାନାରେ ସବୁ ଏମିତି ଜାଗାରେ ଖାଇବାକୁ କହନ୍ତି ।

ଉତ୍ତର : କସମ୍

ପ୍ରଶ୍ନ-୪ : ଜଣେ ଓକିଲ ଓ ତାର ପୁଅର ଆକ୍ସିଡେଣ୍ଟ୍ ହୋଇଗଲା ଓ ତାଙ୍କୁ ମେଡିକାଲ୍ ନିଆଗଲା ସେଠାରେ ଅପରେସନ୍ ଥେଟର୍ ରେ ଡାକ୍ତର ତାଙ୍କର ପୁଅକୁ ଦେଖିକହିଲେ କି ଏ ମୋର ପୁଅ ଅଟେ ।

ଉତ୍ତର : ଏହି ପ୍ରଶ୍ନ ଶୁଣିକରି କ୍ୟାଣ୍ତିଡେଟ୍ ନିଶ୍ଚିତ ଚିନ୍ତାରେ ପଡିଯାଈଥିବ କିନ୍ତୁ ସଠିକ୍ ଭାବିବାର କ୍ଷମତା ଓ ସାର୍ଫ ମାଇଣ୍ତ କ୍ୟାଣ୍ତିଡେଟ୍ ଏହାର ଉତ୍ତର ବୁଝିପାରିଥିବେ ଏହାର ଜବାବ୍ କଣ ହୋଇଥିବ , ପ୍ରକୃତରେ ଏହାର ଉତ୍ତର ଥିଲା କି ସେ ସେହି ଡାକ୍ତର ପୁଅର ମା ଥିଲେ ।

ପ୍ରଶ୍ନ-୫ :ଯଦି ଆପଣ ଭୋକିଲା ଅଛନ୍ତି ଓ ପଇସା ନାହିଁ ତ ତେବେ କଣ ଖାଇବା ବାଛିବେ ?

ଉତ୍ତର : ବହୁତ ଲୋକ ଭୋକ ଲାଗିଲେ ଚୋରି କରିବା ଠିକ୍ ଭାବନ୍ତି କିନ୍ତୁ ଚୋରି କରିବା ଆଇନଗତ ଅପରାଧ ଅଟେ , ଏମିତିରେ କ୍ୟାଣ୍ତିଡେଟ୍ ବୁଦ୍ଧିମତା ଦେଖାଇ ଏହାର ଉତ୍ତର ବାହାର କଲେ ସାର୍ , କେଉଁ ବି ଛୋଟ କାମ କରି ନିଜ ପରିଶ୍ରମରେ କମାଇକରି ଖାଇପାରିବା , ଚାକିରି ମାଗିବା ଚୋରି କରିବା ଠାରୁ ଭଲ ଅଟେ ।

ପ୍ରଶ୍ନ-୬ : କୁକୁଡା ଚୀନ ଓ ଭାରତ ସୀମା ଉପରେ ଅଣ୍ତା ଦେଇଦେଲା ତେବେ ଅଣ୍ତା କାହାର ହେବ ?

ଉତ୍ତର : କୁକୁଡାର

ପ୍ରଶ୍ନ-୭ : କଣ ହୀରା ଗିଳିଦେଲେ କିମ୍ବା ଚାଟିଦେଲେ ମୃତ୍ୟୁ ହୋଇଯାଏ ?

ଉତ୍ତର : ସାଧାରଣ ଲୋକଙ୍କର ଏହା ଚର୍ଚ୍ଚା ହୋଇଥାଏ କି ଏହି ପ୍ରକାରର ମିଥିକ୍ ଅଟେ ଯାହା ଲୋକେ ମନ ଇଚ୍ଛା ବନାଇନେଇଛନ୍ତି , ହିରା ଚାଟିଲେ ମୃତ୍ୟୁ ହୁଏ ନାହିଁ , ହଁ କିନ୍ତୁ ହୀରା ଗିଳିଦେଲେ ଏମିତି ପରିସ୍ଥିତିରେ ସ୍ୱାସ୍ଥ୍ୟ ପାଇଁ କ୍ଷତି ସାଧନ ହୋଇପାରେ , ବଡ ସାଇଜର ହିରା ଗିଳିଦେଲେ ଶ୍ୱାସନଳୀରେ ଫସିରହିବାର କାରଣରୁ ବ୍ୟକ୍ତିର ମୃତ୍ୟୁ ହୋଇପାରେ ।

ପ୍ରଶ୍ନ-୮: କେଉଁ ଦେଶର ଖବର କାଗଜ କପଡାରେ ଛପା ହୋଇଥାଏ ?

ଉତ୍ତର : ସ୍ପ୍ନେନ୍ ରେ

ପ୍ରଶ୍ନ-୯ : ଏମିତି କେଉଁ ଜିନିଷ ଅଛି ଯାହା ସୁଖିଲା ଥିବ ତେବେ ୨ କେଜି, ଓଦା ଥିଲେ ୧ କିଲୋ ଓ ଜଳିଗଲେ ୩ କେଜି ହୋଇଯାଏ ? ଉତ୍ତର : ସଲଫର୍

ପ୍ରଶ୍ନ-୧୦ : OK ର ଫୁଲଫର୍ମ କଣ ଅଟେ ?

ଉତ୍ତର : ଏହାର ଫୁଲଫର୍ମ ହେଲା Objection Killed ଅଟେ , ସେମିତି OK କୁ Olla kalla କିମ୍ବା Olla Korrect ହିସାବରେ ଅଧିକା ବ୍ୟବହାର କରାଯାଏ , ଏହା ଆମେରିକାନ୍ ଇଂରାଜୀରେ ବ୍ୟବହାର ହେଉଥିବା ଶବ୍ଦ ଅଟେ, ଯାହାର ମତଲବ ସବୁ ଠିକ୍ ଅଛି,  ଆମେରିକାନ୍ ଇଂରାଜୀ ଶବ୍ଦରେ Olla kalla ଅଧିକାଂଶ କେଉଁ କଥାର Approval, correction ପାଇଁ ବ୍ୟବହାର ହୋଇଥାଏ ।

ପ୍ରଶ୍ନ-୧୧  ଲେଖିବା ଛଡା ପେନସିଲ୍ ର ବ୍ୟବହାର କିପରି କରିବେ ?

ଉତ୍ତର : ଯେବେ PCS(Provisiol civil service) ୨୦୧୫ ର ଫାଇନାଲ୍ ୟୁପିର ମହୋବା ଜିଲ୍ଲାର ଶରଦ ପ୍ରତାପ ସିଂଙ୍କୁ ଏହି ପ୍ରଶ୍ନ ପଚାରାଗଲା ତେବେ ଜବାବ୍ ସେ ଦେଲେ କି ପେନସିଲ୍ ରୁ ସ୍କେଚ୍ କରିପାରିବେ , ଯଦି୩ ଜଣ ଲୋକ ବସିଛନ୍ତି ଓ ତାଙ୍କ ପାଖରେ ଲେଖିବାକୁ କିଛି ନାହିଁ ତେବେ ପେନସିଲ୍ ୩ ଖଣ୍ତ କରି ପରସ୍ପର ସେୟାର୍ କରିନେବେ , ଯେବେ କି ପେନ୍ ଦ୍ୱାରା ଏହା ସଂମ୍ଭବ ହୋଇପାରିବ ନାହୀଁ ।

ପ୍ରଶ୍ନ-୧୨ : ଆକାଶରୁ ଘଡଘଡି କିମ୍ବା ବର୍ଜପାତ ହେଲେ ତାହା କେତେ ୱାଟ୍ ର ହୋଇଥାଏ ?

ଉତ୍ତର : ଆକାଶରୁ ଘଡଘଡି ମାରିଲେ ତାହା ୪ ରୁ ୫ କିମି ଲମ୍ବା ହୋଇଥାଏ , ଏଥିରେ ୧୦ କୋଟି ୱାଟ୍ ସହ ୧୦ ହଜାର ଆମ୍ପିୟର୍ କରେଣ୍ଟ ସୃଷ୍ଟି କରିଥାଏ,  ଏକ ଆକାଶର ବିଜୁଲିରୁ ଏତେ ପାୱାର୍ ହୋଇଥାଏ କି ୩ ମାସ ୧୦୦ ୱାଟ୍ ବଲବ୍ ଜଳିପାରିବ ।

Leave a Reply

Your email address will not be published. Required fields are marked *