September 19, 2024

Odia Express

Leading Odia News Portal of Odisha

ଆପଣ କିପରି ପଢୁଥିବା ଜିନିଷକୁ ଶିଘ୍ର ମନ ରଖି ପାରିବେ,ଜାଣିରଖନ୍ତୁ ଏହି ଆଶ୍ଚର୍ଯ୍ୟ ଜନକ ଉପାୟ ସବୁକୁ ଓ ନିଜ ପିଲାଙ୍କୁ ଶିଖାନ୍ତୁ

ଆଜି ଆମେ ଏଠାରେ ପାଠ ପଢା ସମ୍ଭନ୍ଧିତ କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ଜାଣିବା।ତେବେ ଚାଲନ୍ତୁ ଜାଣିବା ସେ ପାଠ ପଢା ସମ୍ବନ୍ଧୀୟ କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ।

ଏବେ ଆସନ୍ତୁ ଜାଣିବା ପ୍ରଥମ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୦୧:-ପାଠ ପଢିବା ପାଇଁ। କେଉଁ ସମୟ ସର୍ବୋତ୍ତମ ହୋଇଥାଏ ?

ଉତ୍ତର:-ସାଧାରଣତଃ ପ୍ରଭାବଶାଳୀ ପାଠ ପଢିବ ପାଇଁ ସବୁଠାରୁ ଭଲ ସମୟ ହେଉଛି ସକାଳ ସମୟ।ଯେମିତି ସକାଳ ୫ ଠାରୁ ଦିନ ୧୦ ଟା ପର୍ଯ୍ୟନ୍ତ ହୋଇଥାଏ।ଆଉ ସନ୍ଧ୍ୟା ସମୟରେ ୫ ଟା ବାଜିବା ପରଠାରୁ ରାତି ୯ ଟା ବାଜିବା ପର୍ଯ୍ୟନ୍ତ ହୋଇଥାଏ।ସକଳା ସମୟରେ ମନ ଶାନ୍ତ ଥାଏ ଆଉ ଯାହା ପଢ଼ନ୍ତି ଶିଘ୍ର ମନ ରହିଯାଏ ଆଉ ଆମକୁ ପାଠ ବୁଝିବା ସହଜ ହୋଇଥାଏ ଓ ପାଠକୁ ମନରଖିବା ମଧ୍ୟ ସହଜ ହୋଇଥାଏ।

ଏବେ ଆସନ୍ତୁ ଜାଣିବା ଦ୍ଵିତୀୟ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୦୨:-ତାପର ପ୍ରଶ୍ନ ହେଉଛି ଆମେ ଆମ ପାଠପଢ଼ାରେ କାହିଁକି ମନ ଦେଇ ଲାରୀ ନଥାଏ ?

ଉତ୍ତର:-ଏହାର ସବୁଠାରୁ ବଡ଼ କାରଣ ହେଲା ପାଠ ପଢା ଉପକରଣର ଅଭାବ।କାହିଁକିନା ଯେତେବେଳେ ଆପଣଙ୍କ ପାଖରେ ପାଠ ପଢିବା ପାଇଁ ପର୍ଯ୍ୟାପ୍ତ ମାତ୍ରାରେ ସାମଗ୍ରୀ ନଥାଏ ତାହେଲେ ଆପଣଙ୍କ ଧ୍ୟାନ ପାଠ ପଢ଼ାରୁ ହଟିଯାଇଥାଏ।ଆପଣ ନିଜର ଭଲ ଅଧ୍ୟୟନ ପାଇଁ ଆପଣଙ୍କ ପାଖରେ ସବୁଠାରୁ ବଢିଆ ପାଠ ପଢା ସାମଗ୍ରୀ ରହିବା ନିହାତି ଆବଶ୍ୟକ ହୋଇଥାଏ।ତାପରେ ଦ୍ଵିତୀୟ କାରଣ ହେଉଛି ବାହ୍ୟ ବାଧା।କୌଣସି ପ୍ରକାରର ସ୍ରୋତ ଆପଣଙ୍କୁ ଆପଣଙ୍କ ପାଠ ପଢ଼ାରୁ ଆମକୁ ଅଟକେଇ ଥାଏ।ସେଥିପାଇଁ ଆପଣ ନିଜ ମନକୁ ସ୍ଥିର ରଖିବେ ଆଉ ଯେତେହେବ ସକାଳୁ ଉଠି ପଡ଼ିବାକୁ ଲାଗନ୍ତୁ।

ଏବେ ଆସନ୍ତୁ ଜାଣିବା ତୃତୀୟ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୦୩:-ଏହି ପ୍ରଶ୍ନ ସବୁବେଳେ ଛୁଆ ପଚାରନ୍ତିକି ମନରଖିବର ସଠିକ ସମୟ ଓ ଉପାୟ କଣ ହୋଇଥାଏ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା ମନରଖିବା ପାଇଁ ସବୁଠାରୁ ଭଲ ସମୟ ହେଉଛି ଯେତେବେଳେ ମସ୍ତିସ୍କ ସାଧାରଣ ଅବସ୍ଥାରେ ଥାଏ।ଆଉ ସେ ସମୟ ହେଉଛି ଦିନ ୧୦ ଠାରୁ ଦିନ ୨ ଟା ଭିତରେ ଆଉ ତାପରେ ପୁଣି ଦିନ ୪ ଟା ଠାରୁ ରାତି ୧୦ ଟା ଭିତରେ।କହିବାକୁ ଗଲେ ଏ ସମୟରେ ଜିଛି ରିଭିଜନ କରିବା ଓ ମନ ରଖିବା ବହୁତ ସହଜ ହୋଇଥାଏ।

ଏବେ ଆସନ୍ତୁ ଜାଣିବା ଚାରି ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୦୪:-ଖଟ ଉପରେ ପାଠ ପଢିବା ଠିକ କି ଭୁଲ ?

ଉତ୍ତର:-ଖଟ ଉପରେ ଶୋଇ ପାଠ ପଢିବ ବେଞ୍ଚ ଉପରେ ଶୋଇ ପଡିବା ଠାରୁ ଅଧିକ ଆରାମ ଦାୟୀ ହୋଇପାରେ କିନ୍ତୁ ଏହା ଆପଣଙ୍କୁ ଅଳସୁଆ କରିପାରେ।ଆପଣଙ୍କୁ ବହୁତ ଶିଘ୍ର ନିଦ ମଧ୍ୟ ଆସିପାରେ ତେଣୁ ଆପଣ ବେଞ୍ଚ ଉପରେ ବସି ପାଠ ପଢିବା ଉଚିତ ହୋଇପାରେ।

ଏବେ ଆସନ୍ତୁ ଜାଣିବା ପଞ୍ଚମ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୦୫:-ଆମେ ଜହା ପଢୁ ତାକୁ କଣ ପାଇଁ ଭୁଲିଯାଉ ?

ଉତ୍ତର:-ଏହାର ସଠିକ ଉତ୍ତର ହେଲା କୌଣସି ଜିନିଷକୁ ଲମ୍ବା ସମୟ ପର୍ଯ୍ୟନ୍ତ ମନରଖିବାକୁ ହେଲେ ଆମକୁ ତାକୁ ଶିଖିବା ଜରୁରୀ ହୋଇଥାଏ।ଆଉ ଆଜିକାଲୀର ଛୁଆ ତାକୁ ଶିଖିବା ବଦଳରେ ଘୋଷି ଥାଆନ୍ତି ତେଣୁ ସେମାନେ ଶିଘ୍ର ଭୁଲିଯାନ୍ତି।

ଏବେ ଆସନ୍ତୁ ଜାଣିବା ଛଅ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୦୬:-ଆମେ ଯାହା ପଡ଼ିଥାଉ ତାକୁ ଭୁଲିବାରୁ କିପରି ବଞ୍ଚିବା ?

ଉତ୍ତର:-ଆପଣ ଅଧିକ ସମୟ ପର୍ଯ୍ୟନ୍ତ ଗୋଟେ ଜିନିଷ ମନ ରଖିବା ପାଇଁ ଆମେ କଣ କରିବା ନା ଗୋଟେ ଶବ୍ଦ କୁ କାଗଜରେ ଲେଖି ଦେବା ଓ ତାକୁ ଭଲ ଭବାରେ ପଢି ଗୋଟେ ଜାଗାରେ ରଖି ଦେବା ଆଉ ଦିନେ ଦିନେ କାଢି ତାକୁ ପଢି ନେବା ଏମିତି କରିବା ଦ୍ୱାରା ଆମର ପଢ଼ିବାର କ୍ଷମତାରେ ବୃଦ୍ଧି ଆସିଥାଏ।

ଏବେ ଆସନ୍ତୁ ଜାଣିବା ସାତ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୦୭:-ଜିନିଷକୁ ଶିଘ୍ର ମଁରଖିବାର ସଠିକ ଉପାୟ କଣ ହୋଇଥାଏ ?

ଉତ୍ତର:-ନିଜ ମସ୍ତିଷ୍କକୁ ଶାନ୍ତ ରଖିବେ ବ୍ୟାୟାମ କରିବେ ଯୋଗ କରିବେ ଯାହାକୁ ଆପଣ ଅଧିକ ମନରଖିବାକୁ ଚାହୁଁଛନ୍ତି ତାକୁ ଲେଖି ନେବେ।ଆଉ ଗୋଟେ ରୁ ଅଧିକ ବିଷୟ ଗୋଟେ ସମୟରେ ପଢିବା ଉଚିତ ନୁହେଁ।

ଏବେ ଆସନ୍ତୁ ଜାଣିବା ଆଠ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୦୮:-ମସ୍ତିଷ୍କର କସର୍ତ କିପରି କରେଇବା ?

ଉତ୍ତର:-ଆପଣଙ୍କୁ ଯୋଗ କରିବାର ଅଛି,ପ୍ରହେଲିକା କୁ ସମାଧାନ କରିବା ଦରକାର,ତାସ ଖେଳିବା,ଅବିଧାନ ପଢିବା ଉଚିତ,ନାଚିବା ଓ ଗାଇବା ଉଚିତ।

ଏବେ ଆସନ୍ତୁ ଜାଣିବା ନଅ ପ୍ରଶ୍ନ:- ପ୍ରଶ୍ନ ନମ୍ବର୍ ୦୯:-ମଣିଷର ମସ୍ତିଷ୍କ କେତେ ଯିବି ପର୍ଯ୍ୟନ୍ତ ଡାଟା ସଂଗ୍ରହ କରି ରଖି ପାରିବ ?
ଉତ୍ତର:-ଗୋଟେ ମଣିଷର ମସ୍ତିଷ୍କ ଡିଜିଟାଲ ମେମୋରୀ ହିସାବରେ ୨.୨ ମିଲିୟନ ଗିଗାବାଇଟ ଡାଟା ସଂଗ୍ରହ କରି ରଖି ପାରିବ।

Leave a Reply

Your email address will not be published. Required fields are marked *