September 18, 2024

Odia Express

Leading Odia News Portal of Odisha

ମଜାଦାର୍ ଜୋକ୍ସ : ଜଣେ ମହିଳା ନିଜ ସ୍ୱାମୀଙ୍କ ମର ଶରୀର ଉପରେ ପଙ୍ଖା କରୁଥିଲେ , ଜଣେ ବାଟୋଇ ତାଙ୍କ ପତି ଭକ୍ତି ଦେଖିକରି ଅଟକିଗଲା ଆଉ ତାପରେ ଯାହା ହେଲା ହସି ହସି ବେଦମ ହେଇଯିବେ ଆପଣ..

୧)ଜଣେ ଇଂରେଜ ଭାରତର କେଉଁ ହୋଟେଲରେ ମସାଲାଦାର୍ ଖାଦ୍ୟ ଖାଇଲା , ଆଗାମୀ ଦିନ ସକାଳୁ ବିଚରା ଟୟଲେଟ୍ ରୁ ବାହାରିକରି କହିଲା ଏବେ ବୁଝିଲି ଭାରତୀୟ ଲୋକ ପାଣିର ବ୍ୟବହାର କଣ ପାଇଁ କରନ୍ତି । ଯଦି ଟୟଲେଟ୍ ପେପର ଥାନ୍ତା ତେବେ ନିଆଁ ଧରିନେଇଥାନ୍ତା ।

୨)ଝିଅ ନିଜ ସାଙ୍ଗକୁ –ମୋତେ କିଛି କହିବାର ଅଛି । ପୁଅ-ହଁ କୁହ ନା । ଝିଅ- ବୁଝିପାରୁନି କେମିତି କହିବି ? ପୁଅ-କୁହନା ପ୍ଲିଜ୍ ! ଝିଅ- ମୁଁ ମା ହେବାକୁ ଯାଉଛି । ପୁଅ-ଏହି କଥାରେ ଚମକିଯାଇ ନାଇଁ ନାଇଁ । ଏହା ହୋଇପାରିବ ନାହିଁ , କହିଦିଅ ଏଇଟା ମିଛ ବୋଲି, ଏହା କେମିତି ସଂମ୍ଭବ , ଆମର ପ୍ରେମ ତ ଗଙ୍ଗାଜଳ ପରି ପବିତ୍ର ଅଟେ । ଝିଅ- ଫାଲତୁ କଥା କହନି ଗଧ, ପ୍ରଥମେ ପୁରା କଥା ଶୁଣିଦେ ମୁଁ ତୋର ମା ହେବାକୁ ଯାଉଛି , ତୋର ବାପା ମୋତେ ପ୍ରପୋଜ କରିଛନ୍ତି । ପୁଅ-ବେହୋସ୍

୩) ଫୁଲବାଲା- ସାହେବ ଏହି ଫୁଲ ନିଜ ଗାର୍ଲଫ୍ରେଣ୍ତ ପାଇଁ ନେଇନିଅନ୍ତୁ , ମୋନୁ-ମୋର କେହି ଗାର୍ଲଫ୍ରେଣ୍ତ ନାହାନ୍ତି । ଫୁଲବାଲା ତାହେଲେ ତୁମ ମଙ୍ଗେତର ପାଇଁ ନେଇଯାଅ, ମୋନୁ-ସିଏ ବି ନାହିଁ , ଫୁଲବାଲା- ତେବେ ନିଜ ସ୍ତ୍ରୀ ପାଇଁ ନେଇଯା , ମୋନୁ-ମୋର ସ୍ତ୍ରୀ ବି ନାହିଁ , ଫୁଲବାଲା- ଏ ଦୁନିଆଁର ସବୁଠାରୁ ସୌଭାଗ୍ୟବାନ ବ୍ୟକ୍ତି ମୋର ତରଫରୁ ଏହି ଫୁଲ ତୋର ପାଇଁ

୪) ଛୋଟୁର ବାହାଘର ହେଉନଥିଲା ତେଣୁ ସେ ଆଜମେର୍ ନିଜ ମନୋକାମନା ମାଗିବାକୁ ଗଲା , ଓ ନିଜ ମାକୁ ସାଙ୍ଗରେ ନେଇକରି ଗଲା,  ଅଚାନକ ତାର ମା ହଜିଗଲେ , ଛୋଟ ହାତ ଉଠାଇ କାନ୍ଦି କାନ୍ଦି କହିଲା , ହେ ଭଗବାନ ଏମିତି କଣ କରୁଛ , ନିଜର ତ ମିଳିନାହିଁ , ବାପାଙ୍କର ହରାଇଲି ।

୫) ଜଣେ ଝିଅ କଟୋର ତପସ୍ୟା କରିଥିବାରୁ ଭଗବାନ ଖୁସି ହୋଇଗଲେ , ପ୍ରକଟ ହୋଇକରି କହିଲେ –କୁହ ଦେବି କଣ ଚାହୁଁଛ ? ଝିଅ- ଛାଡ ସେଇ କଥା ବୁଝିପାରିବେ ନାହିଁ ଭଗବାନ ,

୬) ଜଣେ ବ୍ୟକ୍ତି ଟୟଲେଟ୍ ରେ ବସିଥିଲା , ତେବେ ଅଚାନକ ଆବାଜ୍ ଆସେ କେମିତି ଅଛ ? ବ୍ୟକ୍ତି –ଡରିକରି କହେ ହଁ ଠିକ୍ ଅଛି । ତାପରେ ଆଉଥରେ ଆବାଜ୍ ଆସେ କି କଣ କରୁଛ ? ବ୍ୟକ୍ତି-ଜରୁରୀ କାମରେ ବସିଚି, ତାପରେ ଆବାଜ୍ ଆସେ ମୁଁ ଆସିବି କି ? ବ୍ୟକ୍ତି ଡରିକରି କହେ କି ନା ନା ମୁଁ ଏକେଲା ହିଁ ଠିକ୍ ଅଛି,  ତାପରେ ଆବାଜ୍ ଆସେ ଆରେ ସାଙ୍ଗ ମୁଁ ତୋତେ ପରେ କଲ୍ କରୁଛି , କେଉଁ କମିନ୍ ପାଖ ଟୟଲେଟ୍ ରେ ମୋର କଥାର ଜବାବ୍ ଦେଉଛି ।

୭) ମ୍ୟାଡାମ୍- କାଲି ତୁମେ କୋଚିଙ୍ଗ୍ ସେଣ୍ଟର ଆସିନଥିଲ କେଉଁଆଡେ ଯାଇଥିଲ ? ଛାତ୍ର- କାଲି ଆମର ଏଠାରେ ମନ୍ଦିରରେ ବ୍ୟୁଟିଫୁଲ୍ ଟ୍ରାଜେଡି ଥିଲା ନା, ଏଥିପାଇଁ ଆସିପାରିଲି ନାହିଁ , ମ୍ୟାଡାମ୍ –ବ୍ୟୁଟିଫୁଲ୍ ଟ୍ରାଜେଡି ମତଲବ? ଛାତ୍ର- ସୁନ୍ଦର କାଣ୍ତ ଥିଲା- ମ୍ୟାଡାମ୍ ଏବେ ବି ସଦମା ରେ ।

୮) ଏକ ଛୋଟ ଛୁଆ ରାତିରେ ପ୍ଲିଜ୍ ଭଗବାନ୍ , ଆପଣ ମୋତେ ଗୋଟିଏ ଗାର୍ଲଫ୍ରେଣ୍ତ ଦେଇଦିଅନ୍ତୁ , ମୋର ସବୁ ଫ୍ରେଣ୍ତସ୍ ଙ୍କ୍ ଗାର୍ଲଫ୍ରେଣ୍ତ ଅଛି ଓ ସିଏ ଏତିକି କହି ଶୋଇପଡିଲା , ଆଗାମୀ ଦିନ ଉଠିଲା ତ ଗାର୍ଲଫ୍ରେଣ୍ତ ଆଉ ମିଳିଲା ନାହିଂମ୍ , ସେ ରାଗିଗଲା । ତେବେ ସେ ଗଣେଷଙ୍କ ଛୋଟ ମୁର୍ତ୍ତି ଉଠାଇଲା ଓ ଭଗବାନ ଶିବଙ୍କୁ କହିଲା ଯଦି ଛୁଆ ଦରକାର ତ ସଂନ୍ଧ୍ୟା ୪ ଟାରେ ଗାର୍ଲଫ୍ରେଣ୍ତ ଦେଇକରି ମନ୍ଦିରର ପଛକୁ ଆସିଯିବ ।

୯) ଗୋଟେ ଯୁବକ ଏକ ଜାଗୁଆର୍ କିଣିଲା ଓ ନିଜ ଗାର୍ଲଫ୍ରେଣ୍ତ କୁ ଦେଖାଇବାପାଇଁ ଗଲା , ଗାର୍ଲଫ୍ରେଣ୍ତ- ଆରେ ବାଃ ନୁଆ କାର୍ ଓ ବି ପ୍ୟୁମାର , ଏବେ ସେ ଯୁବକ ଆଇସିୟୁରେ ଅଛି ।

୧୦) ଗୋଟେ ଭିକାରୀର ଲଟେରି ଲାଗିଗଲାତେବେ ସେ ମନ୍ଦିର ତିଆରି କଲା,  ଦ୍ୱିତୀୟ ଭିକାରୀ- ତୁ ମନ୍ଦିର କଣ ପାଇଁ କଲୁ ? ପ୍ରଥମ ଭିକାରୀ- ଏହା ସାମ୍ନାରେ ଏବେ ମୁଁ ଏକେଲା ହିଁ ଭିକ ମାଗିବି, ଦ୍ୱିତୀୟ ଭିକାରୀ –ସଲିଡ୍ ଇନଭେଷ୍ଟମେଣ୍ଟ ସାଙ୍ଗ, ତୁ ତ ମୋଦୀ ର ବାପା ବାହାରିଲୁ ।

୧୧) ମୁଷା ଦୌଡିକରି ଚାରୋଟି ରୁଟି ଖାଇକରି ମସ୍ତ ଥିଲା , ଓ ଜୟ ଶିବ ଶଙ୍କର, କାଣ୍ଟା ଲଗେ ନା କଙ୍କର, କେ ପ୍ଲାଲା ତେରେ ନାମ୍ କା ପିୟା, ଗାଇକରି ନାଚୁଥିଲା,  ବିଲେଇ କହିଲା- ଯଦି ଏହି ଶିବଜୀଙ୍କ ମେଳା ନ ହୋଇଥାନ୍ତା ତେବେ ଆଜି ମୁଁ ତୋତେ ଖାଇଦେଇଥାନ୍ତି , ମୁଷା କହିଲା- ଅକାଳ ମୃତ୍ୟୁ ସେ ମରିବ ଯିଏ କର୍ମ କରେ ଚାଣ୍ତାଲର , କାଲ ବି ତାହାର କଣ କରିବ ଯିଏ ଭକ୍ତ ଅଟେ ମହାକାଳଙ୍କର,  ମୁଷା ଆଉଥରେ କହିଲା- ଚାଲି ଯା ନହେଲେ ଲୋକ କହିବେ ଭାଙ୍ଗ ନିଶାରେ ମହିଳା ଉପରେ ହାତ ଉଠାଇଦେଲା ।

୧୨) ବର୍ଷାର ମୌସୁମରେ ସିଙ୍ଗଲ୍- ସ୍ୱପ୍ନ ଦେଖନ୍ତି କପଲ୍- ଡେଟ୍ କରନ୍ତି , ଓ ବିବାହିତ ଲୋକ- ଏହା ଭାବିଥାନ୍ତି କି ଏହି କପଡା କେଉଁଠି ଶୁଖାଇବି ।

୧୩) ଥରେ ଜଙ୍ଗଲରେ ଏକ ବଡ ଗାତରେ ଏକ ବାଘ ଗଳିପଡିଲା, ଚିନ୍ତିତ ହୋଇକରି ବାଘ ସେଠାରେ ଦେଖିଲା କି ତାର ବାହାରକୁ ଆସିବାପାଇଁ କୌଣସି ରାସ୍ତା ନାହିଁ , ତେବେ ସେ ଗଛ ଉପରେ ଏକ ମାଙ୍କଡ ଆସିଗଲା , ଓ ସେ ବାଘକୁ ଏପରି ହାଲତରେ ଫସି ଥିବାର ଦେଖିକରି ମଜାକ୍ ଉଡାଇବାକୁ ଲାଗିଲା,  କଣ ବାଘ ତୁ ତ ରାଜା ହୋଇ ବୁଲୁଛୁ , ଏବେ ତୋର ମୁଣ୍ତ କାମ କରୁଛି ତ , ଏବେ ଶିକାରୀ ତୋତେ ମାରିବେ,  ତୋର ଚମଡା ନେଇକରି କାନ୍ଥରେ ଟାଙ୍ଗିବେ , ତୋର ନଖ ଓ ଦାନ୍ତକୁ ବାହାରକରି ମେଡିସିନ୍ କରିବେ ,ତେବେ ଅଚାନକ ମାଙ୍କଡ ଯେଉଁ ଡାଲରେ ବସିଥିଲା ତାହା ଭାଙ୍ଗିଗଲା  ଓ ସେ ବାଘ ସାମ୍ନାରେ ପଡିଲା,  ମାଙ୍କଡ ତଳେ ପଡି କହିଲା- ମା ରାଣ, କ୍ଷମା ମାଗିବାକୁ ଡେଇଁଛି ।

୧୪) ଶିକ୍ଷକ ସଞ୍ଜୁକୁ –ତୁ ବଡ ହୋଇକରି କଣ ହେବୁ ? ସଞ୍ଜୁ- ମୁଁ ବଡ ହୋଇକରି ସିଏ ହେବି, ସବୁ ମହାନଗରର ମୋର ବିଜନେସ୍, ଚାଲିବ, ସବୁଆଡେ ପ୍ଲେନ୍ ରେ ଯାତ୍ରା କରିବି, ସବୁ ପଞ୍ଚତାରକା ହୋଟେଲ୍ ରେ ରହିବି, ଓ ସବୁବେଳେ ୧୦ ଟି ଚାକର ମୋର ଆଖପାଖରେ ରହିବେ , ମୋର ପାଖରେ ମହଙ୍ଗା ସବୁ ଜିନିଷ ଥିବ,  ଶିକ୍ଷକ- ବାସ୍ ସଞ୍ଜୁ, ଛୁଆଙ୍କୁ ଏତେ ବଡ ଜବାବ୍ ଦେବା ଦରକାର୍ ନାହିଁ,  କେବଳ ଗୋଟିଏ ଲାଇନ୍ ରେ ଉତ୍ତର ଦେବୁ, ଭଲ ପିଙ୍କି ତୁମେ କୁହ ତୁମେ ବଡ ହୋଇକରି କଣ କରିବ,  ପିଙ୍କି ଉତ୍ତର ଦେଲା- ସାର୍ ମୁଁ ସଞ୍ଜୁର ସ୍ତ୍ରୀ ହେବି ।

୧୫) ଅଧ୍ୟାପିକା- ନାରୀର ମତଲବ କଣ ଅଟେ ? ପିଙ୍କି- ନାରୀର ମତଲବ ଶକ୍ତି, ଅଧ୍ୟାପିକ- ତେବେ ପୁରୁଷଙ୍କ ମତଲବ କଣ? ପିଙ୍କି- ସହନ ଶକ୍ତି ।

୧୬) ଅପରାଧୀ- ଜର୍ଜ ସାହେବ ମୁଁ ମଦ ପିଇନଥିଲି, ବରଂ ପିଉଥିଲି, ଜର୍ଜ ତେବେ ଗୋଟେ କାମ କରିବା ତୁମର ଦଣ୍ତାଦେଷ ୧ ମାସରୁ କମାଇ ୩୦ ଦିନ କରିଦେବା।

୧୭) ସାନ୍ତା ଘରେ ଗୋଟିଏ ବିଲେଇ ରହୁଥିଲା, ଯିଏ ବହୁତ ଚିନ୍ତାରେ ରହୁଥିଲା, ଦିନେ ସାନ୍ତା ତା ଯୋଗୁଁ ହଇରାଣ ହୋଇ ବାହାରେ ଛାଡିଦେଲା,  କିନ୍ତୁ ସାନ୍ତା ଘରେ ପହଞ୍ଚିବା ପୁର୍ବରୁ ସେ ବିଲେଇ ଘରେ ପହଞ୍ଚିଗଲା ,  ସାନ୍ତା- ଆଉ ଥରେ ବାହାରେ ଛାଡିକରି ଆସିଲା କିନ୍ତୁ ସେ ଆଉଥରେ ଫେରିଆସିଲା,  ସାନ୍ତାକୁ ବହୁତ ରାଗ ଆସିଲା, ଓ ଏହିଥର ସେ ବିଲେଇକୁ ଆହୁରି ଦୁର ବାଟ ଛାଡିଦେଇଥିଲେ , ପରେ ତା ସ୍ତ୍ରୀର ଫୋନ୍ କଲା ଓ ପଚାରିଲା- ବିଲେଇ କୁଆଡେ ଗଲା? ସ୍ତ୍ରୀ – ହଁ ସେ ପହଞ୍ଚିଯାଇଛି,  ସାନ୍ତା- ତାକୁ କହ ମୋତେ ନେଇଯିବ ମୁଁ ରାସ୍ତା ଭୁଲିଯାଇଛି ।

୧୮) ଗୋଟିଏ ଲୋକ ଓକିଲ ହୋଇଗଲା,  ସେ ପ୍ରଥମ କେସ୍ ପାଇଲା,  ଦୋଷୀ- ଚେଷ୍ଟା କରନ୍ତୁ ସାର୍, ଆଜୀବନ କାରାଦଣ୍ତ ହେଉ ଫାଶି ନହେଉ , ଓକିଲ –ଚିନ୍ତା କର ନାହିଁ , ମୁଁ ଅଛି ନା, କୋର୍ଟରେ ପହଞ୍ଚିବାପରେ କୋର୍ଟ ବାହାରେ ପତ୍ରକାର- କଣ ହେଲା- ଓକିଲ କହିଲା ବହୁତ ଚେଷ୍ଟାରେ ଆଜିବନ କାରାଦଣ୍ତ କରିଛି, ଜର୍ଜ ତ ମୁକୁଳାଇଦେଉଥିଲେ ।

୧୯) ଜଣେ ମହିଳା ତାର ସ୍ୱାମୀର ମୃତ ଶରୀର ଉପରେ ପଙ୍ଖା କରୁଥିଲେ,  ଏକ ବାଟୋଇ ତାର ପତି ଭକ୍ତି ଦେଖିକରି ଅଟକିଗଲା ଓ ପାଖକୁ ଯାଇକରି କହିଲା ଭଉଣୀ ଏବେ ତ ସେ ମରିଯାଇଛି, ପଙ୍ଖା କଲେ କଣ ଫାଇଦା? ମହିଳା ଜଣଙ୍କ କହିଲେ – ମୁଁ ଏହି କବର୍ କୁ ଜଲଦି ଶୁଖାଇବାକୁ ଚାହୁଁଛି, ଆମର ଏଠି ଫାଈଦା ଅଛି କି ଯେବେ ପର୍ଯ୍ୟନ୍ତ ସ୍ୱାମୀର କବର୍ ନ ଶୁଖିଯାଉ ସେତେ ପର୍ଯ୍ୟନ୍ତ ଦ୍ୱିତିୟ ବିବାହ କରିହେବ ନାହିଁ ।

Leave a Reply

Your email address will not be published. Required fields are marked *