September 12, 2024

Odia Express

Leading Odia News Portal of Odisha

ଆଜିର ମଜାଦାର ପ୍ରଶ୍ନ – ତାହା କଣ ଅଟେ ଯାହାର କାରଣରୁ ଆମେ କାନ୍ଥର ସେପଟ ଦେଖିପାରୁ ? ବୁଦ୍ଧିମାନ ଲୋକ ଉତ୍ତର ଦିୟନ୍ତୁ ..

ୟୁପିଏସ୍ ସି ପ୍ରସ୍ତୁତି କରୁଥିବା ବନ୍ଧୁଗଣ, ଆଇଏଏସ୍ ଇଣ୍ଟରଭ୍ୟୁର ସିଭିଲ୍ ସେବା ପରୀକ୍ଷାର ଅନ୍ତିମ ଚରଣ ହୋଇଥାଏ,  ପ୍ରୀ, ମେନ୍ସ, ଓ ଏହା ପରେ ଇଣ୍ଟରଭ୍ୟୁ ହୋଇଥାଏ , ଏହି ଚରଣ ପରେ କ୍ୟାଣ୍ତିଡେଡ୍ କୁ ସିଭିଲ୍ ସେବାରେ ବିଭିନ୍ନ ପଦ ପାଇଁ ବଛା ହୋଇଥାଏ , ଇଣ୍ଟରଭ୍ୟୁଅର୍ କେଉଁ ପ୍ରକାରର ପ୍ରଶ୍ନ ପଚାରାଯାଇଥାଏ ଏହି ବିଷୟରେ ଭାବିକରି ବହୁତ କ୍ୟାଣ୍ତିଡେଡ୍ ନର୍ଭସ୍ ହୋଈଯାଆନ୍ତି । ଏମିତିରେ ସେ ସିଭିଲ୍ ପରୀକ୍ଷାର ଇଣ୍ଟରଭ୍ୟୁ କ୍ରାକ୍ କରିପାରନ୍ତି ନାହିଁ  କ୍ୟାଣ୍ତିଡେଡ୍ ଯେବେ ଆଇଏଏସ୍ ଇଣ୍ଟରଭ୍ୟୁରେ ଯାଇଥାଏ , ତେବେ ତାକୁ ଏମିତି କିଛି ଟ୍ରିକି ପ୍ରଶ୍ନ ପଚାରାଯାଇଥାଏ , ଯାହା ତାର ଦିମାଗ ବୁଲିଯାଏ , ସେହି ପ୍ରଶ୍ନ ବହୁତ ସହଜ ହୋଇଥାଏ , କିନ୍ତୁ ତତକାଳ ତାହାକୁ ବୁଝି ତାହାର ଉତ୍ତର ବାହାର କରିବା କାଠିକର ପାଠ ହୋଇଯାଏ ।

ପ୍ରଶ୍ନ- ଏକ ପିଲାକୁ ଦେଖି ମହିଳା କହେ ତାର ମା ମୋର ର ଏକେଲା ଝିଅ ଅଟେ , ଦୁହେଁଙ୍କ ସଂମ୍ପର୍କରେ କଣ ହେଲେ କୁହ ?

ଉତ୍ତର ମା-ପୁଅ

ପ୍ରଶ୍ନ-ନା ଭୋଜନ ଖାଇଥାଏ , ନା ବେତନ ନେଇଥାଏ କିନ୍ତୁ ତା ସତ୍ତ୍ୱେ ବି ସେ ପହରା ଦେଇଥାଏ , କୁହ କଣ ସେ ?

ଉତ୍ତର –ତାଲା ।

ପ୍ରଶ୍ନ-କଣ ଚିନିର ଖୋଜ୍ ଚିନ୍ ରେ ହୋଇଥିଲା  ଉତ୍ତର- ନା ଭାରତରେ

ପ୍ରଶ୍ନ- କଣ ଏକ ମିନିଟ୍ ରେ ୬୧ ସେକେଣ୍ଟ ହୋଇଥାଏ ? ଉତ୍ତର- ହଁ ହୋଇଥାଏ , ସବୁ ବର୍ଷରେ ଦୁଇ ମିନିଟ୍ ଏପରି ଆସିଥାଏ ଯେଉଁଥିରେ ୬୧ ସେକେଣ୍ତ ହୋଇଥାଏ ।

ପ୍ରଶ୍ନ- ଏ ଓ ବି ଭାଇ ଅଟନ୍ତି , ବି ଓ ଡି ଭଉଣୀ ଅଟନ୍ତି ଏ ର ପୁଅ ଡିର ଭାଇ ଅଟେ , ଏବେ କୁହ ବି ସିର କଣ ସଂମ୍ପର୍କରେ ହେବ ? ଉତ୍ତର : ବାପା

ପ୍ରଶ୍ନ- ମଶା କେତେ ଫୁଟ୍ ଉଡିପାରିବ ? ଉତ୍ତର -୫୦ ଫୁଟ୍

ପ୍ରଶ୍ନ୍-କେଉଁ ଏମିତି ଜୀବ ଅଛି ଯିଏ ନିଜ ପାଦର ବ୍ୟବହାର ଶୋଇବା ପାଇଁ କରେ ନା ଦୌଡିବାପାଇଁ ।

ଉତ୍ତର- ବାଦୁଡି

ପ୍ରଶ୍ନ-ଏମିତି କେଉଁ ଜିନିଷ ଅଛି ଯାହା ଜନ୍ମ ହେଉ ହେଉ ବିନା ପାଦରେ ଉଡିବାକୁ ଲାଗେ ?

ଉତ୍ତର- ଗୁଡି

ପ୍ରଶ୍ନ-କ୍ରିକେଟିୟର୍ସ କଣ ପାଇଁ ଲଗାଈଥାନ୍ତି ଧଳା ରଙ୍ଗର କ୍ରିମ୍ ? ଉତ୍ତର- କ୍ରିକେଟ୍ ଖେଳାଳୀ ଖରାରେ ମ୍ୟାଚ୍ ଖେଳନ୍ତି , କିଛି ଦେଶରେ ସୁର୍ଯ୍ୟର କିରଣ ଡାଇରେକ୍ଟ ପଡିଥାଏ , ଖେଳାଳୀ ଧଳା ରଙ୍ଗର କ୍ରିମ୍ ମୁହଁରେ ଲଗାଇଲେ ଜିଙ୍କ୍ ଅକ୍ସସାଇଡ୍ ହୋଇଥାଏ , ଯାହା ଏକ ପ୍ରକାରର ଫିଜିକାଲ୍ ସନକ୍ରିମ୍ ଅଟେ । ଏହା କ୍ରିମ୍ ରିଫ୍ଲେକ୍ଟର କାମ କରିଥାଏ , ଓ ତ୍ୱଚାକୁ ସୁର୍ଯ୍ୟର କିରଣରୁ ରକ୍ଷା କରେ ।

ପ୍ରଶ୍ନ- ତାହା କଣ ଅଟେ ଯାହାର କାରଣରୁ ଆମେ କାନ୍ଥର ସେହି ପଟ ଦେଖିପାରୁ ? ଉତ୍ତର- ଝରକା

ପ୍ରଶ୍ନ- ଆପଣଙ୍କ ଘରେ ନିଆଁ ଲାଗିଛି ଓ ସହରରେ ଦଙ୍ଗା ହେଉଛି  ସବୁଠାରୁ ପ୍ରଥମେ ଆପଣ କେଉଁଠିକୁ ଯିବେ ? ଉତ୍ତର : ଯେଉଁଠି Law & order ସମସ୍ୟା ଅଛି ସେଠାକୁ ଯିବି ରାସ୍ତାରେ ଫାୟାର୍ ବ୍ରିଗେଡ୍ ଓ ପୋଲିସ୍ ଷ୍ଟେସନକୁ ସୁଚେଇ ଦେବି ।

ପ୍ରଶ୍ନ- ଏମିତି କେଉଁ ଜିନିଷ ଅଛି ଯାହା ଆପଣ ଗୋଟେ ସମୟରେ କାହାକୁ ଦେଇପାରିବେ ଓ ନିଜ ପାଖରେ ରଖିପାରିବେ ? ଉତ୍ତର : ନିଜ ମୁହଁରେ କଥା, ମାନେ ପ୍ରମିଜ୍ ।

Leave a Reply

Your email address will not be published. Required fields are marked *