December 6, 2024

Odia Express

Leading Odia News Portal of Odisha

ହାଇଟ୍ କେବଳ ୩ ଫୁଟ୍ ୩ ଇଞ୍ଚ କିନ୍ତୁ ପଦ ଅଟେ ବହୁତ ବଡ, ନିଜ ପରିଶ୍ରମରୁ ଆରତୀ ହୋଇଥିଲେ IAS ଅଫିସର – ଜାଣିରଖନ୍ତୁ ତାଙ୍କ କାହାଣୀ ବିଷୟରେ..

ଇଶ୍ୱର ସମସ୍ତଙ୍କୁ ଅଲଗା ଅଲଗା ଅଲଗା ରୁପ ଦିଆଯାଇଛି । ଏହି ରଙ୍ଗ ରୁପ ସହ ଆମେ ନିଜ ଜୀବନ ବଞ୍ଚିଥାଉ , ମଣିଷର ରଙ୍ଗ , ହାଇଟ୍, ଆଦିର ଫରକ ହୋଇଥାଏ । ବହୁତ ଲୋକ ନିଜ ରଙ୍ଗର ରୁପ ଓ ଉଚ୍ଚତାକୁ ନେଇକରି ଚିନ୍ତିତ ରହିଥାନ୍ତି । ଓ ତାଙ୍କୁ ଲାଗିଥାଏ କି ଜୀବନରେ କିଛି ଭଲ ହେବାକୁ ହେଲେ ଭଲ ଦେଖାଯିବା, ଭଲ ହାଇଟ୍ ହେବା , ଓ ସଫା ରଙ୍ଗ ହେବା ବହୁତ ଜରୁରୀ ହୋଇଥାଏ , କିନ୍ତୁ ଏହି କଥା ସତ ନୁହେଁ ମଣିଷର ଉଚ୍ଚତା, ରଙ୍ଗ ରୁପ ଦରକାର ହେଉ ବି ଯାହା ହେଉ ଯଦି କିଛି କରିଦେଖାଇବା ମଣିଷର ଆକାଂକ୍ଷା ଥିବ ତେବେ ସବୁ ଲକ୍ଷ୍ୟ ସହଜ ହୋଇଯାଏ । ଆଜି ଆମେ ଆପଣଙ୍କୁ ଏମିତି ଏକ ଝିଅ ଆରତୀ ଡୋଗରାଙ୍କ ସତ କାହାଣୀ କହିବାକୁ ଯାଉଛୁ ,ଆରତୀଙ୍କ ଉଚ୍ଚତା ବହୁତ କମ୍ ହେବା ପରେ ବି ତାଙ୍କର ହୋସଲା ବହୁତ ଅଧିକା ଦୃଢ ଅଟେ । ତାଙ୍କ ହୋସଲା ଆଇଏଏସ୍ ଅଧିକାରୀ ପଦ ପାଇକରି ନିଜ ଛୋଟ ଉଚ୍ଚତା ସହ ଯୋଡି ହୋଇଥିବା ସବୁ ଭ୍ରାନ୍ତିଙ୍କ ବିପକ୍ଷରେ ଉଦାହରଣ ଦେଇଥିଲେ ।

କହିଦେବୁ କି ଉତ୍ତରାଖଣ୍ତ ସ୍ଥିତ ଦେରାଦୁନ୍ ସହରରେ ଆରତୀଙ୍କ ଜନ୍ମ ହୋଇଥିଲା ।  ତାଙ୍କ ବାପାଙ୍କ ନାଁ ରାଜେନ୍ଦ୍ର ଡୋଗରା ଅଟେ , ସେ ଭାରତୀୟ ସେନାରେ କର୍ଣ୍ଣଲ ପଦରେ କାର୍ଯ୍ୟରତ ଅଛନ୍ତି , ତଥା ମାତାଜୀଙ୍କ ନାଁ ଶ୍ରୀମତୀ କୁମକୁମ୍ ଡୋଗରା ଅଟେ,  ଓ ଏକ ବିଦ୍ୟାଳୟରେ ପ୍ରଧାନଶିକ୍ଷୟତ୍ରୀ ଅଛି । ଯେବେ ତାଙ୍କର ଜନ୍ମ ହୋଇଥାଏ । ସେହି ସମୟରେ ତାଙ୍କ ମା ବାପା ଙ୍କୁ ଡାକ୍ତର କହିଲେ କି ଆରତୀ ଶାରରୀକ ରୁପେ ଦୂର୍ବଳ ଅଛନ୍ତି , ତେବେ ଆରତୀଙ୍କ ମା ବାପା ଏହା ନିର୍ଣ୍ଣୟ ନେଲେ କି ଏବେ ଦ୍ୱିତୀୟ୍ ସନ୍ତାନ ଜନ୍ମ ଦେବେ ନାହିଁ , ଓ କେବଳ ଆରତୀଙ୍କୁ ଠିକ୍ ପ୍ରକାରର ଧ୍ୟାନ ରଖି ତାର ସୁଖ ସୁବିଧା ଓ ଭଲ ଶିକ୍ଷ୍ ଦେବେ ।

ଆରତୀ ଆରମ୍ଭରୁ ଶିକ୍ଷା ଉତ୍ତରାଖଣ୍ତର ଡେରାଡୁନ୍ ଏକ ନାମୀ ବିଦ୍ୟାଳୟ ବେଲହମ୍ ଗାର୍ଲ ସ୍କୁଲରୁ କରିଥିଲେ , ତାପରେ ସେ ଦିଲ୍ଲୀ ୟୁନିଭରସିଟି ସ୍ଥିତ ଲେଡି ଶ୍ରୀରାମ କଲେଜ ଆର୍ମ କମର୍ସ ରେ ଆଡମିଶନ୍ ନେଇକରି ଅର୍ଥଶାସ୍ତ୍ରରେ ଗ୍ରାଜୁସନ୍ ପୁରା କଲେ , ଏହାପରେ ସେ ୟୁପିଏସ୍ ସି ପରିକ୍ଷାଦେଇଥିଲେ , ତାପରେ ୨୦୦୬ ରେ ପ୍ରଥମଥର ଆଇଏଏସ୍ ପରୀକ୍ଷା ପାସ୍ କରି ନିଜ ସବୁ ପରିବାରଜନଙ୍କ ମୂଣ୍ତ ଗର୍ବରେ ଉଚ୍ଚା କରାଇଥିଲେ,  ଏହି ପଦକୁ ପାଇକରି ସେ ଏକ ମିଶାଲ୍ ପ୍ରସ୍ତୁତ କରିଥିଲେ ।

ତାଙ୍କର ପୋଷ୍ଟିଙ୍ଗ୍ ଯେବେ ବିକନୋର୍ ରେ ହୋଇଥିଲା ତେବେ ସେଠାରେ ସ୍ଥିତି ସୁଧାରିବାପାଇଁ ସେ ବଂଙ୍କୋ ବିକାଣୌ ଅଭିଯାନ ଚଲାଇଲେ , ଏହାର ଅନ୍ତର୍ଗତ ସେ ସେଠାରେ ନିବାସୀଙ୍କୁ ସ୍ୱଚ୍ଚତା ରଖିବାରେ ଅନୁରୋଧ କରିଥିଲେ , ଓ ଖୋଲା ଜାଗାରେ ଶୌଚ ନ କରିବାକୁ କହିଥିଲେ , ସେ ଏହି ଅଭିଯାନ ଦ୍ୱାରା ଗ୍ରାମର ଶୌଚାଳୟ ନିର୍ମାଣ କରିଥିଲେ , ଏଥିରେ ପ୍ରାୟ ୧୯୫ ଗ୍ରାମ ପଞ୍ଚାୟତ କଭର କରିଥିଲା । ଏହି ଅଭିଯାନ ବହୁତ ସଫଳ ରହିଥିଲା , ଯାହାର ଅନୁସରଣ ଅନ୍ୟ ଜିଲ୍ଲା ଦ୍ୱାରା ବି କରାଯାଇଥିଲା,  ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅଭିଯାନ ବହୁତ ପ୍ରଶଂସା କରାଯାଈଥିଲା ।

ଆଇଏଏସ୍ ଆରତୀ ଡୋଗରା ହାଇଟ୍ ରେ କମ୍ ଅଟନ୍ତି , ଏଥିପାଇଁ ସେ ଯେଉଁଠିକୁ ଯାଆନ୍ତି , ସେଠାରେ ନାନା ପ୍ରକାର ନେଗେଟିଭ୍ କଥା ଶୁଣିବାକୁ ମିଳେ , କିନ୍ତୁ ସେ ଏହି କଥାରେ ଧ୍ୟାନ ନଦେଇ ନିଜ ଲକ୍ଷ୍ୟକୁ ପୁରଣ କରିଥିଲେ , ସେ ନିଷ୍ପତ୍ତି ନେଇଯାଈଥିଲେ କି ସେ ନିଜ ଜୀବନରେ କିଛି କରିଦେଖାଇବେ , ଯାହାଦ୍ୱାରା ଦୁର୍ବଳ ମାନସିକତା ଲୋକଙ୍କୁ ଏହା ଉଚିତ୍ ସବକ୍ ମିଳୁ , ସେ ଜଣାଇବାକୁ ଚାହୁଁଥିଲେ କି ଦକ୍ଷତା ଥିବା ମନୁଷ୍ୟ ନିଜ ଲକ୍ଷ୍ୟ ବଳରେ ସଫଳତା ହାସିଲ୍ କରିପାରିବ , ସେ ଶାରରୀକ ସଂରଚନା ହେଉ କିମ୍ବା କମ୍ ଉଚ୍ଚତା ହେଉ ,

ସେ ନିଜ ଲକ୍ଷ୍ୟକୁ ଧ୍ୟାନରେ ରଖି ସବୁ କଥାକୁ ଭୁଲି ତାହାକୁ ପାଇବାକୁ ଚେଷ୍ଟା କଲେ , ଏହି ପରି କମ୍ ହାଇଟ୍ ବାଲା ଲକ୍ଷାଧିକ ଲୋକ ଦେଶରେ ଅଛନ୍ତି , ଯିଏ ନିଜ ହାଇଟ୍ କୁ ନେଇ ଚିନ୍ତିତ ଅଛନ୍ତି , ଓ ବହୁତଥର ହିନ ଭାବନାକୁ ନେଇ ଶିକାର ହୋଈଯାଆନ୍ତି , ସେ ସମସ୍ତଙ୍କୁ ଆରତୀ ଡୋଗରା ଙ୍କ ଠାରୁ ଶିକ୍ଷା ନେବା ଉଚିତ୍ , ନିଜ ଲକ୍ଷ୍ୟ ପ୍ରତି ସବୁବେଳେ ସମର୍ପିତ ଓ ଇମାନଦାର୍ ରହିବା ଦରକାର ।

Leave a Reply

Your email address will not be published. Required fields are marked *