ଆଜିର ସବୁଠୁ ମଜାଦାର ଓଡ଼ିଆ ହସକଥା : ସ୍ୱାମୀ ନିଜ ଚାକରାଣୀକୁ ପ୍ରେମ କରୁଥିଲା, ଦିନେ ଚାକରାଣୀ ତାଙ୍କୁ ଏପରି କହିଲା ଜାଣିଲେ ହସି ହସି ବେଦମ ହେଇଯିବେ ଆପଣ..
ହସିବା ସ୍ୱାସ୍ଥ୍ୟ ପାଇଁ ଫାଈଦାଦାୟକ ହୋଇଥାଏ , ଏହି କଥା ଆମେ ସମସ୍ତେ ଶୁଣିଛେ । ହସିବାର କେହି ବି ମଉକା ଛାଡନ୍ତି ନାହିଁ , ଏହା ସ୍ୱାସ୍ଥ୍ୟ ପାଇଁ ଫାଈଦା ତ ହୋଇଥାଏ ଏହା ସହ ଆପଣଙ୍କ ସବୁ ଅସୁବିଧା ଦୁର କରିଦେଇଥାଏ , ଫିଲ୍ମ କଲ୍ ହୋ ନା ହୋ ରେ ଏହି ଲାଇନ୍ ତ ଆପଣ ନିଶ୍ଚିତ ଶୂଣିଥିବେ ହସିବ ତ ଭଲରେ ହସିବ କଣ ଜଣା ଅଛି କାଲି ଥିବ କି ନଥିବ , ଛୋଟ ଏହି ଜୀବନକୁ ହସିକରି ବିତାଇବା ଉଚିତ୍ , ଯଦି ଆପଣ ଖୁସି ରହିବାର ଉପାୟ ଖୋଜୁଛନ୍ତି ତେବେ ଆଜି ଏହି ପୋଷ୍ଟରେ ଆମେ ଆପଣଙ୍କ ନେଇକରି ଆସୁଛୁ । ଆଜି ଆମେ ଆପଣଙ୍କ ପାଇଁ ଇଣ୍ଟରନେଟ୍ ରେ ଭାଈରାଲ୍ କିଛି ମଜାଦାର୍ ଜୋକ୍ସ ନେଇକରି ଆସିଛୁ ଯାହାକୁ ପଢିବାପରେ ଆପଣଙ୍କ ହସ ଅଟକାଇପାରିବେ ନାହିଁ ଆସନ୍ତୁ ଜାଣିବା ସେହି ଜୋକ୍ସଗୁଡିକ ବିଷୟରେ ।
ଝିଅ- ଷ୍ଟେସନ ପର୍ଯ୍ୟନ୍ତ ଛାଡିଦେବାପାଇଁ କେତେ ପଇସା ନେବ ? ରିକ୍ସାବାଲା- ମ୍ୟାଡାମ୍ -୨୦ ଟଙ୍କା, ଝିଅ- ଆଶ୍ଚର୍ଯ୍ୟ ହୋଇ –ଷ୍ଟେସନ ପାଇଁ ୨୦ ଟଙ୍କା , ରିକ୍ସାବାଲା- ହଁ ମ୍ୟାଡାମ୍- ଷ୍ଟେସନ ଏଠାରୁ ଦୁଇ କିମି ଦୁର ମ୍ୟାଡାମ୍, ଝିଅ- ହାତରେ ଇସାରା କରି କହିଲା- ଏଇଟା ତ ଷ୍ଟେସନ ,ରିକ୍ସାବାଲା ଝିଅର ହାତକୁ ଟାଣି ବାହାରକୁ କରି କହିଲା- ମ୍ୟାଡାମ୍ ହାତ ପଛକୁ କରିନିଅ ନହେଲେ ରେଳଗାଡି ତଳେ ଆସିନଯିବ ।
ଶାଶୁ- ଜ୍ୱାଇଁପୁଅ ଆଗାମୀ ଜନ୍ମରେ କଣ ହେବ ? ଜ୍ୱାଇଁପୁଅ- ହଁ ମୁଁ ଝିଟିପିଟି ହେବି, ଶାଶୁ-କଣ ପାଇଁ ? ଜ୍ୱାଇଁପୁଅ- କାରଣ ଆପଣଙ୍କ ଝିଅ କେବଳ ଝିଟିପିଟିକୁ ଦେଖିଲେ ଡରୁଛି ।
ଇମରାନ୍ ହାସମି ଏକ କସମେଟିକ୍ ସପ୍ କୁ ଗଲେ , ଓ ଦୋକାନୀକୁ କହିଲା- ଭାଇ, ଏକ ଲିପିଷ୍ଟିକ୍ ଦେବ , ଦୋକାନୀ-ସାହେବ କେଉଁ କଲର୍ ଦେବି, ଇମରାନ୍ ହାସମି- ଆରେ କଲର୍ ଫଲର୍ ଛାଡ, ଖାଲି ଟେଷ୍ଟ ଭଲ ହେବା ଦରକାର ।
ସ୍ୱାମୀ ସ୍ତ୍ରୀକୁ-ପ୍ରିୟେ ମୁଁ ତୁମକୁ ବହୁତ ଭଲ ପାଉଛି , ସ୍ତ୍ରୀ- ତେବେ କଣ ମୁଁ ତୁମକୁ ଭଲ ପାଉନି, ମୁଁ ତ ତୁମ ପାଇଁ ପୁରା ଦୁନୀଆଁ ଛାଡିବାକୁ ରାଜି, ସ୍ୱାମୀ- କିନ୍ତୁ ତୁମେ ତ ସବୁବେଳେ ମୋ ସହ ଝଗଡା କରୁଛ , ସ୍ତ୍ରି- ତୁମେ ତ ମୋର ଦୁନିଆଁ ଅଟ ।
ଦିନେ ରୋମାଣ୍ଟିକ୍ ବହି ପଢିପଢି ସ୍ତ୍ରୀ ସ୍ୱାମୀକୁ ପଚାରିଲା, ଯଦି କେଉଁ ସୁନ୍ଦର ଯୁବକ ମୋତେ ଫେରାର୍ କରି ନେଇଯାଏ ତେବେ ତୁମେ ସାମ୍ନାରେ ଆସିଗଲେ କଣ କରିବ ? ସ୍ୱାମୀ-ତାକୁ କହିବି ହେ ଭଗବାନର ଦୂତ- ଭଗେଇକି ନେବାର କଣ ଦରକାର, ଆରାମରେ ନେଇଯା ।
ସ୍ୱାମୀ ରାତିସାରା ଗାୟବ ରହିବାପରେ ସକାଳୁ ଯେବେ ପହଞ୍ଚେ ସ୍ତ୍ରୀରାଗରେ କହେ – ସାରାରାତି ତ ଗାୟବ ଥିଲ ଏବେ ସକାଳୁ କଣ କରିବାକୁ ଆସିଛ ? ସ୍ୱାମୀ-ଡାର୍ଲିଙ୍ଗ୍- ଜଳଖିଆ କରିବାକୁ ଆସିଛି ।
ଗୋଟେ ଭିକାରୀ ଦୁଇ ହାତ ବଢାଇ ଭିକ ମାଗୁଥିଲା, ଚିଣ୍ଟୁ ତାକୁ ଏକ ଗିନାରେ ୫ ଟଙ୍କା ପକାଇ ପଚାରିଲା, ଏହି ଦ୍ୱିତୀୟ ଗିନା କଣ ପାଇଁ ? ଭିକାରୀ- ସାହେବ ଏହା ମୁଁ ନିଜ ଧନ୍ଦାକୁ ବଡ କରୁଛି, ଏଥିପାଇଁ ଦ୍ୱିତୀୟ ବ୍ରାଞ୍ଚ ଖୋଲିଛି ।
ହସ୍ପିଟାଲରେ ପୁରା କ୍ଷତବିକ୍ଷତ ହୋଇ ପଡିଥିବା ପଣ୍ତିତଜୀ ଦେଖିବାକୁ ଗଲି, ମୁଁ ପଚାରିଲି- କଣ ହେଲା- କେମିତି ଲାଗିଲା ? ପଣ୍ତିତଜୀ କହିଲେ- ଆରେ କାଲି ସାବିତ୍ରୀ ବ୍ରତ ସଂନ୍ଧ୍ୟାରେ ଛାତରେ ତୋର ଭାଉଜ ନିଅ ଅଭ୍ୟାସ ଅନୁସାରେ ହଡବଡରେ କହିଦେଲି ଜଲଦି ପୁଜା କର ମୋତେ ଆହୁରି ତିନୋଟି ଜାଗାକୁ ଯିବାକୁ ଅଛି ।
ଝିଅ- ମୁଁ ପଡୋଶୀକୁ ପ୍ରେମ କରୁଛି , ଓ ତାଙ୍କ ସହ ଫେରାର୍ ହେଇଯାଉଛି, ବାପା- ଆରେ ବାଃ ବହୁତ ବଢିଆ, ମୋର ପଇସା ଓ ସମୟ ଦୁହେଁ ବଞ୍ଚିଗଲା , ଝିଅ- ବାପା ମୁଁ ଚିଠିପଢୁଛି, ଯାହା ମା ରଖିକରି ଯାଇଥିଲେ ।
ଦିନେ ଟିଟି ଭୋଲୁକୁ ପ୍ଲାଟଫର୍ମରେ ଧରିପକାଇଲା , ଟିଟି ଭୋଲୁକୁ କହିଲା_ ଚାଲ୍ ଟିକେଟ୍ ଦେଖା, ଭୋଲୁ- ଆରେ ମୁଂ ଟ୍ରେନ୍ ରେ ଆସିନି, ଟୀଟି- ଏହି କଥାର କଣ ପ୍ରମାଣ ଅଛି ? ଭୋଲୁ- ଆରେ ପ୍ରମାଣ ଏହା କି ମୋର ପାଖରେ ଟିକେଟ୍ ନାହିଁ , ବିଚରା ଭୋଲୁ ଏଥିପାଇଁ ଦୁଇଦିନ ହେଲା ରେଲୱେ ଜେଲରେ ବନ୍ଦ ଅଛି ।
ଗୋଟେ ସମୟ ଥିଲା ଯେବେ ରାତି ୧୨ ଟା ପରେ ଭୁତଙ୍କ ରାଜ୍ ଚାଲୁଥିଲା , କିନ୍ତୁ ଫେସବୁକ୍ ଓ ୱାଟ୍ସ ଆପ୍ ରେ ଏମାନଙ୍କ ରୋଜଗାର ଛଡେଇନେଲା ।
ରାଜୁ- ମୁଁ ମୋର ସ୍ତ୍ରୀକୁ +୨ ପାସ୍ କରାଇଲି, ତାପରେ ବିଏ, ତାପରେ ଏମ୍ ଏ ଓ ତାହାର ସରକାରୀ ଚାକିରି କରାଇଲି ଏବେ କଣ୍ କରିବି ଶ୍ୟାମ- ଖାଲି ଏକ ଭଲ ପୁଅ ଦେଖିକରି ବାହା କରାଇଦେ ।
ସ୍ୱାମୀ ନିଜ ଚାକରାଣୀକୁ ପ୍ରେମ କରୁଥିଲା, ଦିନେ ସେ ଲୁଚିକରି ଚାକରାଣୀକୁ କହିଲେ ସ୍ୱାମୀ- ତୁମେ ମୋର ସ୍ତ୍ରୀଠାରୁ ବି ସୁନ୍ଦର ଅଟ , ଚାକରଣୀ- ମିଛ କୁହନି ମାଲିକ୍ ସ୍ୱମୀ-ଆରେ ନା ସତ କହୁଛି, ଚାକରାଣୀ- ଭଲ ଡ୍ରାଇଭର ତ କହୁଥିଲା, ମ୍ୟାଡାମ୍ ସାହେବଙ୍କ ଠାରୁ ବି ଅଧିକା ସୁନ୍ଦର ବୋଲି , ସ୍ୱମୀ –ବେହୋସ୍ ।