December 14, 2024

Odia Express

Leading Odia News Portal of Odisha

ସ୍ତ୍ରୀଙ୍କର ଦ୍ୱିୱାନା ହୋଇଥାନ୍ତି ଏହି ରାଶିର ଲୋକେ , ଦେଖନ୍ତୁ ଆପଣଙ୍କ ପାର୍ଟନର ରାଶି ତ ନାହିଁ ଏଥିରେ ସାମିଲ୍..

ଏମିତି ଏହି ଦୁନିଆଁରେ ସବୁ ଝିଅଙ୍କ ଇଚ୍ଛା ହୋଇଥାଏ ତାଙ୍କର ଜୀବନରେ ଭଲ ପାଊଥିବା ସ୍ୱାମୀ ମିଳିଯାଊ, ଯିଏ ତାହାର ଦାୟିତ୍ୱ ନେଉ ଓ ତାହାର ସବୁ ଦରକାରିତାକୁ ପୁରା କରିପାରୁ , ସବୁ ଝିଅଙ୍କ ଇଚ୍ଛା ପୁରା ହୋଇପାରେ ନାହିଁ, କିନ୍ତୁ କିଛି ଝିଅଙ୍କର ଭାଗ୍ୟ ଏତେ ଭଲ ହୋଇଥାଏ ଯାହାଙ୍କୁ ଭଲ ସ୍ୱାମୀ ମିଳିଯାଏ , ସେମିତି ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଭଲ ସ୍ୱାମୀ ମିଳିବାପଛରେ ଭଲ ଗ୍ରହର ବଡ ହାତ ରହିଥାଏ , କହନ୍ତି ନା ଯୋଡିଗୁଡିକ ଉପରୁ ତିଆରି ହୋଇ ଆସିଥାଏ , ଏହାର ମତଲବ ଏହାକି ଭାଗ୍ୟରେ ଭଲ ସ୍ୱାମୀ ହୋଇଥାଏ ସେ ଭାଗ୍ୟରେ ଭଲ ହେଉ କି ଖରାପ ଏହା ଆଗରୁ ତୟ ହୋଇ ଆସିଥାଏ । ସେମିତି ବିବାହର ପରେ ନିଜ ସ୍ୱାମୀ ନିଜ ସ୍ତ୍ରୀକୁ ଭଲ ପାଇବସିଥାଏ,  କିନ୍ତୁ କିଛି ସ୍ୱାମୀ ଏମିତି ହୋଇଥାଣ୍ତି ଯିଏ ବିବାହ ପରେ ଭଲ ପାଇବା ଦିଅନ୍ତି ନାହିଁ , ଏହି କାରଣରୁ ସବୁ ଝିଅ ନିଜ ପାର୍ଟନରକୁ ବାଛିବା ଭାବିଚିନ୍ତି କରିଥାନ୍ତି , ଏବେ ଜାହିର୍ କଥା କି ଯେଉଁ ବ୍ୟକ୍ତିର ସହ ଝିଅ ପୁରା ଜୀବନ ଅତିବାହିତ କରିବ , ତାହାକୁ ଭଲ ଭାବେ ଜାଣିବା ବି ଦରକାର ନା , ଯଦି ଆପଣ ବି ନିଜ ପାଇଁ ପାର୍ଟନର ଖୋଜୁଛନ୍ତି , ତେବେ ଆଉଥରେ ଏହି ଖବରକୁ ପଢିବେ ।

ହଁ ଆଜ୍ଞା ଏହା ଏଥିପାଇଁ କହୁଛୁ ଆଜି ଆମେ ସେହି ରାଶିର ପୁଅଙ୍କ ବିଷୟରେ କହିବାକୁ ଯାଊଛୁ , ଯିଏ ବାହାଘର ପରେ ନିଜ ସ୍ତ୍ରୀଙ୍କୁ ବହୁତ ଭଲ ପାଇବା ଦିଅନ୍ତି । ଏହାର ମତଲବ ଏହା କି ଯଦି ଆପଣଙ୍କ ଜୀବନରେ ଏହି ରାଶିର ଲୋକେ ଆସିଯିବେ ତେବେ ଭଲ ଲାଇଫ୍ ପାର୍ଟନର ପାଇବାର ସ୍ୱପ୍ନ ପୁରା ହୋଇଯିବ , ତେବେ ଆସନ୍ତୁ ଆମେ ସେହି ଦୁଇଟିରାଶିର ପୁଅଙ୍କ ବିଷୟରେ କହିବୁ ,ଯିଏ ବିବାହ ପରେ ନିଜ ସ୍ତ୍ରୀଙ୍କୁ ଭଲ ପାଇଥାନ୍ତି । ଓ ତାଙ୍କ ପାଇଁ କିଛି ବି କରିବାକୁ ଆଗୁଆ ରୁହନ୍ତି ।

୧) ମେଷ ରାଶି : କହିଦେବୁ କି ଏହି ଲିଷ୍ଟରେ ପ୍ରଥମ ନାଁ ମେଷ ରାଶିର ଆସିଛି, ଆପଣଙ୍କୁ ଜାଣିଲେ ଖୁସି ଲାଗିବ କି ଏହି ରାଶିର ପୁଅ ବିନା କିଛି କହି ନିଜ ପାର୍ଟନରର କଥାକୁ ବୁଝିପାରନ୍ତି , ମାନେ ଏହି ରାଶିର ପୁଅ ନିଜ ପାର୍ଟନରଙ୍କ ଭାବନାକୁ ପୁରା ଧ୍ୟାନ ରଖନ୍ତି , ଏହି ଲୋକ ନିଜ ପାର୍ଟନର ସବୁ ଇଚ୍ଛା ପୁରା କରିବାକୁ ଚେଷ୍ଟିତ ରୁହନ୍ତି , ଆପଣଙ୍କୁ ଜଣେଇଦେବୁକି ଏହି ରାଶିର ପୁଅ ନିଜ ପାର୍ଟନରଙ୍କ ସବୁ ଇଚ୍ଛା ପୁରା କରିବାପାଇଁ କିଛି ବି କରିବାକୁ ଆଗୁଆ ରୁହନ୍ତି , ଏହି କାରଣରୁ ଏମାନେ ନିଜ ସ୍ତ୍ରି ପାଇଁ ଦ୍ୱିୱାନା କୁହାଯାଏ ।

୨) କୁମ୍ଭ ରାଶି : ଏହାପରେ କୁମ୍ଭ ରାଶିର ପୁଅଙ୍କ ବିଷୟରେ କଥା ହେବା , ଏହି ରାଶିର ପୁଅ ନିଜ ପାର୍ଟନରଙ୍କୁ ବହୁତ ଭଲ ପାଇଥାନ୍ତି , ଏହା ଛଡା ଏହି ରାଶିର ପୁଅ ବହୁତ ରୋମାଣ୍ଟୀକ୍ ହୋଇଥାନ୍ତି , ଓ ନିଜ ସ୍ତ୍ରୀଙ୍କୁ ସରପ୍ରାଇଜ୍ ଦେଇଥାନ୍ତି , ଏହା ସହ ଏମାନେ ବହୁତ କ୍ୟୁଟ୍ ହୋଇଥାନ୍ତି , ଏହି କାରଣରୁ ତାଙ୍କୁ ସୁନ୍ଦର ସ୍ତ୍ରି ମିଳିଥାଏ , ହଁ ଆଜ୍ଞା, ଏମାନେ ଭାଗ୍ୟଶାଳୀ ସ୍ତ୍ରି ପାଇଥାନ୍ତି , ଯିଏ ସବୁ ସମୟରେ ତାଙ୍କ ଜୀବନରେ ସମୃଦ୍ଧି ଆଣିଥାନ୍ତି ।

ଯଦି ଆପଣଙ୍କ ପାର୍ଟନର ଏହି ରାଶିର ହୋଇଥିବେ ତେବେ ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି ।

Leave a Reply

Your email address will not be published. Required fields are marked *