କରିନାଙ୍କ ଶାଶୁ ମା କରିଲେ ଖୁଲାସା , କହିଲେ ଏହା ହୋଇଥାଏ ଝିଅ ଓ ବୋହୂ ମଧ୍ୟରେ ଫରକ…

ଅଭିନେତ୍ରୀ କରିନା କାପୁର୍ ଖାନ୍ ବହୁତଥର ଚର୍ଚ୍ଚାର ଘେରରେ ଆସନ୍ତି । ପ୍ରସିଦ୍ଧ ହେବା ସହ ଏମିତି ହେବା ସ୍ୱଭାବିକ ଅଟେ । ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ବିବାହ କରିବାପରେ କରିନା କାପୁର ଖାନ୍ ପରିବାରର ସଦସ୍ୟ ହୋଇସାରିଛନ୍ତି , କରିନା ଓ ସୈଫଙ୍କ ଗୋଟିଏ ପୁଅ ଅଛି ତୈମୁର , କିଛି ସମୟ ପୁର୍ବରୁ ଦୁହେଁ ଦ୍ୱିତୀୟ ଛୁଆ ଆସିବାର ଖବର ସୋସିଆଲ୍ ମିଡିଆରେ ସେୟାର୍ କରିଥିଲେ , ଯାହାପରେ କରିନା ଏବେ ବେଶ୍ ଚର୍ଚ୍ଚିତ ହୋଇଛନ୍ତି , ଗୋଟେ ପଟେ କରିନା କାପୁର୍ ଖାନ୍ ଫିଲ୍ମ ସହ ନିଜର ଏକ ରେଡିଓ ପୋଡକାଷ୍ଟକୁ ନେଇ ଚର୍ଚ୍ଚାରେ ଅଛନ୍ତି , ସେ “ୱାଟ୍ ୱୁମେନ୍ ୱାଣ୍ଟ୍” ର ଦ୍ୱିତୀୟ ସିଜିନ୍ ଆରମ୍ଭ କରିସାରିଛନ୍ତି , ଏହି ସିଜିନ୍ ପୁର୍ବରୁ ଏପିସୋଡ୍ ରେ ସେ ନିଜ ଶାଶୁ ଓ ବିଗତ ସମୟର ପ୍ରସିଦ୍ଧ ଅଭିନେତ୍ରୀ ଶର୍ମିଲା ଟାଗୋରଙ୍କ ସହ କଥାବାର୍ତ୍ତା ହେଲେ
ଏହି ପୋଡକାଷ୍ଟ ସମୟରେ କରିନାଙ୍କ ଶାଶୁ କହିଲେ କି ଗୋଟେ ଝିଅ ଓ ବୋହୂ ମଧ୍ୟରେ କଣ ଫରକ ହୋଇଥାଏ । କରିନାଙ୍କ ଶାଶୁ ମା ମାନେ ଶର୍ମିଲା ଟାଗୋର୍ କହିଲେ କି ଝିଅ ତାହା ହୋଇଥାନ୍ତି ଯାହାଙ୍କ ଆପଣ ବଡ ହୋଇଥାନ୍ତି , ତେବେ କେଉଁଠି ନା କେଉଁଠି ତାଙ୍କ ବିଷୟରେ ଜଣା ହୋଇଥାଏ , ତାଙ୍କୁ କିପରି ଡିଲ୍ କରିବାର ଅଛି ତାଙ୍କୁ କେବେ ରାଗ ଆସିଥାଏ , କିନ୍ତୁ ଆପଣ ଯେବେ ବୋହୂକୁ ଦେଖା କରନ୍ତି ତେବେ ସେ ପୁର୍ବରୁ ବୟସ୍କ ମାନେ ମ୍ୟାଚୁରିଟି ୱୁମେନ୍ ହୋଇଥାନ୍ତି , ଆପଣଙ୍କୁ ତାଙ୍କର ସ୍ୱଭାବ ଓ ତାଙ୍କର ଆଟିଟ୍ୟୁଡ୍ ବିଷୟରେ ଅଧିକା ଜଣାନଥାଏ , ଯାହା ଦ୍ୱାରା ଟିକିଏ ସମୟ ଲାଗେ ତାଙ୍କୁ ବୁଝିବାକୁ , ଓ ଜାଣିବାକୁ, ମୋତେ ଲାଗୁଛି କି ଏକ ନୁଆ ଝିଅ ଆପଣଙ୍କ ଘରକୁ ଆସୁଛି ତେବେ ଆପଣଙ୍କ ଦାୟିତ୍ୱ ଅଛି ଆପଣ ତାଙ୍କ ସହ ମିଳାମିଶା ଅନୁଭବ କରାନ୍ତୁ , ଓ ତାଙ୍କୁ ବୁଝନ୍ତୁ ,ଓ ଏକ ଭଲ ବୁଝାମଣା ବି ରଖନ୍ତୁ , ତେବେ ଯାଇ ସଂମ୍ପର୍କ ଓ ଇଜ୍ଜତ ଦୁହେଁ ମିଳିପାରିବ ।
ଶର୍ମିଲା ଏହା ବି କହିଥିଲେ କି ଏହା ଜରୁରୀ ହୋଇଥାଏ ଶାଶୁ –ଶଶୁରଙ୍କୁ କପଲଙ୍କ ମଧ୍ୟରେ ଅଧିକା ଦଖଲ ନେବା ଉଚିତ୍ ନୁହେଁ , ଓ ତାଙ୍କୁ ଆଗକୁ ବଢିବାରେ ମଉକା ଦେବା ଉଚିତ୍ । ଶର୍ମିଲା ୮ ଡିସେମ୍ବରକୁ ନିଜ ୭୫ ତମ ବାର୍ଥଡେ ଜୟପୁରରେ ଫ୍ୟାମିଲି ସହ ମନାଈଥିଲେ, କରିନା ଏଇ ପାର୍ଟିରେ କେଉଁ କାରଣ ବଶତଃ ପହଞ୍ଚିପାରିଲେ ନାହିଁ , ସେମିତି କରିନାଙ୍କ କଥା କହିଲେ ତେବେ ସେ ନିଜ ଫିଲ୍ମ ଲାଲ ସିଂ ଚଢାକୁ ନେଇକରି ଚର୍ଚ୍ଚିତ ହୋଇଛନ୍ତି । ଏହି ଫିଲ୍ମ ଜଲଦି ହିଁ ରିଲିଜ୍ ହେବାର ଅଛି ଏହି ଫିଲ୍ମରେ କରିନା ଲିଡ୍ ରୋଲରେ ଅମିର୍ ଖାନ୍ ଙ୍କ ସହ ରହିବେ , କହିଦେବୁ କି ଏହି ଫିଲ୍ମ ୨୦୨୧ ରେ ରିଲିଜ୍ ହେବ, ଏହି ଫିଲ୍ମକୁ ନେଇକରି ଫ୍ୟାନ୍ସ ଅଧିକା ଉତ୍ସାହ ଅଛନ୍ତି , କରିନା କାପୁର୍ ଖାନ୍ ଗର୍ଭବତୀ ହେବା ଖବର ଏବେ ଚର୍ଚ୍ଚାରେ ଅଛି , କରିନା ସୈଫଙ୍କ ଦ୍ୱିତୀୟ ଛୁଆ ହେବାକୁ ଯାଉଛି ।