December 9, 2024

Odia Express

Leading Odia News Portal of Odisha

ମହାଭାରତର ହସ ହସ ମୁହଁ ରଖୁଥିବା କୃଷ୍ଣ ଏବେ ଏମିତି ଦେଖାଯାଉଛନ୍ତି ଏମିତିରେ ତାଙ୍କୁ ଚିହ୍ନିପାରିବା ହେବ ମୁସକିଲ୍..

ଆଜିଠାରୁ କିଛି ବର୍ଷ ପୂର୍ବରୁ ଆମେ ସମସ୍ତେ ରବିବାର କୁ ବହୁତ ପ୍ରତୀକ୍ଷାରେ ଅପେକ୍ଷା କରୁଥିଲେ କି ରବିବାରକୁ ଦୁରଦର୍ଶନରେ ଆମର ପସନ୍ଦର ଧାରାବାହିକ ପ୍ରସାରିତ ହୋଇଥାଏ , ଆଜିକାଲି ସେମିତି ଛୁଆବେଳର ରବିବାର ଆସୁନଥିବ କିନ୍ତୁ ଆଜି ବି ମନେ ପଡେ , ମନେ ପକାନ୍ତୁ ଯେବେ ରବିବାରକୁ ପୁରା ପରିବାର ସହ ବସିକରି ଟିଭିରେ ନଜର ରହୁଥିଲା, ଦୁରଦର୍ଶନରେ ଗୋଟେ ମ୍ୟୁଜିକ୍ ବାଜୁଥିଲା,  ମହାଭାରତ ଯାହା ସମୟରେ ପ୍ରସାରିତ ହେଉଥିଲା , ଏହି ସମୟରେ କେହି ବି ଟୀଭି ସାମ୍ନାରୁ ହଟୁନଥିଲେ , ଖାସକରି ୯୦ ଦଶକରେ ଜନ୍ମ ନେଇଥିବା ଲୋକଙ୍କୁ ଟିଭିରେ ବି, ଆର୍ ଚୋପ୍ରାଙ୍କ ମହାଭାରତ ବହୁତ ଖାସ୍ ଥିଲା , ଆଜି ବି ମୁଁ ସମୟ ଅଟେ ଧୁନ୍ ଛୁଆବେଳର କଥା ମନେ ପକାଇଦିଏ ।

ବି, ଆର୍ ଚୋପ୍ରାଙ୍କ ମହାଭାରତ ଆପଣମାନେ ତ ଦେଖିଥିବେ , ଯାହାକୁ ଆମେ ଛୁଆବେଳେ ଦେଖିକରି କେତେ ଜ୍ଞାନ ହାସିଲ୍ କରୁଥିଲେ,  ଏବେ ସେ କଳାକାର ୨୯ ବର୍ଷ ପରେ ବହୁତ ବଦଳିସାରିଛନ୍ତି , ଆଜିଆମେ ଆପଣଙ୍କ ସହ ଏହି ସିରିଆଲ୍ ରେ ଶ୍ରୀକୃଷ୍ଣ ଅଭିନିତ ନିଭାଇଥିବା ଅଭିନେତାଙ୍କ ବିଷୟରେ କହିବୁ , ଆପଣଙ୍କୁ କହିଦେବୁ କି ମହାଭାରତରେ ଭଗବାନ ଶ୍ରୀକୃଷ୍ଣଙ୍କ ଭୁମିକା ନିତିଶ୍ ଭରତ୍ୱାଜ୍ ନିଭାଇଥିଲେ , ସେ ୧୯୮୮ ରେ ବି,ଆର୍ ଚ୍ରୋପାଙ୍କ ଟେଲିଭିଜନ ସିରିଆଲ୍ ମହାଭାରତରେ ଅଭିନୟ କରିବାପାଇଁ ଫାଇନାଲ୍ କରାଯାଇଥିଲା , ଆଜିଠାରୁ ପ୍ରାୟ ୨୭ ବର୍ଷ ପୁର୍ବରୁ ଟିଭିରେ ମହାଭାରତ ଆରମ୍ଭ ହୋଇଥିଲା

ଏଥିରେ ନିତିଶ୍ ଭରତ୍ୱାଜ ଶ୍ରୀକୃଷ୍ଣଙ୍କ ରୋଲ୍ ନିଭାଇଥିଲେ , କହିଦେବୁ କି ମହାଭାରତ ଚର୍ଚ୍ଚିତ ଓ ସଫଳ ହେବାର ମୁଖ୍ୟ କାରଣ ଶ୍ରୀକୃଷ୍ଣ ଚରିତ୍ର ପାଇଁ ଥିଲା ଯାହାକୁ ନିତିଶ ଭରତ୍ୱାଜ ନିଭାଉଥିଲେ , ଏବେ ପର୍ଯ୍ୟନ୍ତ ତାଙ୍କ ପରି ଛୋଟ୍ ପର୍ଦାରେ ଶ୍ରୀକୃଷ୍ଣଙ୍କ ଭୁମିକା ଅବିକଳ କେହି ବି ନିଭାଇପାରିନାହାନ୍ତି , ତାଙ୍କର ଏହି ଅଭିନୟ କାରଣରୁ ଲକ୍ଷାଧିକ ଫ୍ୟାନ୍ସ ହୋଈଯାଇଥିଲେ । ଆଜି ବି ବହୁତ ଲୋକ ତାଙ୍କୁ କୃଷ୍ଣ ରୁପ ନେଇ ଡକାଇଥାନ୍ତି , ମହାଭାରତ ପରେ ନିତିଶ୍ ଭରତ୍ୱାଜାଅ ବିଷ୍ଣୂପୁରାଣ, ରାମାୟଣ ପରି ବହୁତ ଧାର୍ମିକ ଧାରାବାହିକରେ କାମ କରିସାରିଛନ୍ତି , ସେ ହିନ୍ଦୀ ଓ ମରାଠି ଇଣ୍ତଷ୍ଟ୍ରିରେ ଅଭିନୟ ଛଡା ରାଜନୀତି ଦୁନିଆଁରେ ନିଜ ହାତ ଆଜମାଇ ସାରିଛନ୍ତି  , କିନ୍ତୁ ସେଠାରେ ତାଙ୍କୁ ସେତେ ସଫଳତା ମିଳିପାରିନଥିଲା ।

୧୯୯୬ ରେ ଜମଶେଦପୁର ରେ ସେ ସାଂସଦ ହେଲେ , ଏହାପରେ ସେ ମଧ୍ୟପ୍ରଦେଶରେ ପୁର୍ବ ମୁଖ୍ୟମନ୍ତ୍ରୀ ଉମା ଭାରତୀ ନିତୀଶଙ୍କୁ ପର୍ଯ୍ୟଟନ ନିଗମ ଅଧ୍ୟକ୍ଷ୍ୟ ପଦରେ ରଖିଲେ , ରାଜନୀତି ପରେ ସେ  ପୁରା ଅଭିନୟ ଦୁନିଆଁରେ ଆସିଗଲେ, ହ୍ରିତିକ୍ ରୋଶନଙ୍କ ଫିଲ୍ମ ମୋହେଞ୍ଜୋଦାରୋ ରେ ସେ କାମ କରିଥିଲେ,  ଏଥିରେ ତାଙ୍କର ଦୁର୍ଜନ ରୁପ ରେ ହ୍ରିତିକ୍ ରୋଶନଙ୍କୁ ସେ ପାଳି ପୋଷି ବଡ କରିଥିଲେ । ନୀତିଶ୍ ଭରତ୍ୱାଜଙ୍କୁ ଛୁଆବେଳରୁ ଅଭିନୟର ସଉକ ଥିଲା,  ସେ ମୁମ୍ବାଈର ଭେଟେନାରୀ କଲେଜରୁ ଡାକ୍ତରୀ ପାଠପଢିଛନ୍ତି , କିନ୍ତୁ ଏହି ପେଷାରେ ତାଙ୍କୁ ମନ ଲାଗିଲା ନାହିଁ,  ସେ ଏହାପରେ ୧୯୮୭ ରେ ଅଭିନୟ ଦୁନିଆଁରେ ପ୍ରବେଶ କଲେ ।

ସେମିତି ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ ସେ ମନିଷା ପାଟିଲ୍ ଙ୍କୁ ୧୯୯୧ ରେ ପ୍ରଥମ ବିବାହ କରିଥିଲେ , ଏହାପରେ ୨୦୦୮ ରେ ମଧ୍ୟପ୍ରଦେଶ କ୍ୟାଡରର ଆଇଏଏଏସ୍ ସ୍ମିତା ଗାଟେଙ୍କୁ ସେ ଦ୍ୱିତୀୟ ବିବାହ କରିଥିଲେ, ଆଜି ସେ ନିଜ ପରିବାର ସହ ଏକ ହ୍ୟାପି ମ୍ୟାରେଡ୍ ଲାଇଫ୍ କଟାଉଛନ୍ତି ।

Leave a Reply

Your email address will not be published. Required fields are marked *