January 25, 2025

Odia Express

Leading Odia News Portal of Odisha

ଆଜି ରାତିରୁ ଏହି ୪ ରାଶିଗୁଡିକଙ୍କୁ ମିଳିବ ରାହୁ କେତୁ ର ପ୍ରକୋପରୁ ମୁକ୍ତି , ଭରି ଯିବ ଜୀବନ ଖୁସିରେ….

ବନ୍ଧୁଗଣ, ଆମର ଜୀବନରେ ଯାହା ବି ପରିବର୍ତ୍ତନ ହୋଇଥାଏ , ତାହାର କାରଣ ଗ୍ରହର ନିଜ ସ୍ଥାନ ନିରନ୍ତର ବଦଳିବା, ଏହି ସଂବନ୍ଧ ଆମର ଜ୍ୟୋତିଷ୍ୟ ବିଦ୍ୟାର୍ରେ ସବିସ୍ତାର କୁହାଯାଇଛି । ଜ୍ୟୋତିଷ୍ୟ ବିଦ୍ୟା ଅନୁସାରେ ଗ୍ରହର ପ୍ରଭାବ ଦେଖାଯାଈଥାଏ , ଗ୍ରହର ପ୍ରଭାବ ଆମର ଜୀବନରେ ରହିଥାଏ , ରାହୁ ଓ କେତୁ ବୈଦିକ ଜ୍ୟୋତିଷ୍ୟରେ ଗ୍ରହର ରୁପରେ ସିକୃତି ଅଛି , ତାଙ୍କର କୌଣସି ଆକାର ନାହିଁ , କିନ୍ତୁ ବି ସଂବେଦନଶୀଳ ବିନ୍ଦୁର ଗଣିତୀୟ ଗଣନା ପୃଥିବୀ ବାସୀଙ୍କ ଉପରେ ବହୁତ ପ୍ରଭାବ ପକାଈଥାଏ । ଜନ୍ମକୁଣ୍ତଳିରେ ଅନ୍ୟ ଗ୍ରହର ସହ ରାହୁ କେତୁର ବିଶେଷ ମହତ୍ତ୍ୱ ଅଛି , ଦୁହେଁ ଗୋଟେ ପଇସାର ଦୁଇ ମୁହଁ ଅଟନ୍ତି , କିନ୍ତୁ ଏମାନଙ୍କ କୁଣ୍ତଳୀ ଶୁଭ କିମ୍ବା ଅହୁଭ ହେବା ଅଧିକା ପ୍ରଭାବିତ କରିଥାଏ,  ରାଃଉ ଓ କେତୁ କେବଳ ଛାୟା ଗ୍ରହ ଅଟନ୍ତି , ଏମାନଙ୍କ କୌଣସି ଅସ୍ତିତ୍ୱ ନାହିଁ , ଏମାନେ ଯେଉଁ ଗ୍ରହର ସହ ବସିଯାଆନ୍ତି , ତାଙ୍କୁ ସେହି ଅନୁସାରେ ଫଳ ଦିଅନ୍ତି । ଏହି ସଂବନ୍ଧରେ ଆଜି ଆମେ ଆପଣଙ୍କୁ କିଛି ରାଶିଗୁଡୀକ ବିଷୟରେ କହିବୁ ଯାହାଙ୍କ ପ୍ରକୋପରୁ ମୁକ୍ତି ମିଳିବାର୍ ଅଛି ରାହୁ ଓ କେତୁଙ୍କ ଠାରୁ , ଓ ତାଙ୍କ ଜୀବନରେ ବହୁତ ସକରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିବ , ଓ ତାହା ସହ ଆସୁଥିବା ସମୟରେ ଖୁସି ନେଇକରି ଆସିବ , ତେବେ ଆସନ୍ତୁ ଜାଣିବା ସେହି ୪ ଟି ଭାଗ୍ୟଶାଳୀ ରାଶିଗୁଡିକ ବିଷୟରେ ।

ତୁଳା ରାଶି : ରାହୁ କେତୁର ଏହି ପରିବର୍ତ୍ତନ ତୁଳାରାଶିର ଜାତକ ପାଇଁ ଖୁସିର୍ ଅବସର ନେଇ ଆସିଛି, ଏହି ରାଶିର ଲୋକେ ଜାତକରେ ରୋଜଗାର ଖୋଜାରେ ରହିଥିବେ , ତାଙ୍କ ସ୍ୱପ୍ନ ପୁର ହୋଇଯିବ , ଆପଣଙ୍କ ଆୟରେ ବୃଦ୍ଧି ହେବ , କିନ୍ତୁ ଆପଣଙ୍କ ଖର୍ଚ୍ଚରେ କାବୁ କରନ୍ତୁ , ଆପଣ ଯେଉଁ କାମ କରିବେ ସେଥିରେ ଆପଣଙ୍କୁସଫଳତା ମିଳିବ , ଆପଣଙ୍କୁ ଅଚାନକ କେଉଁଠି ଧନର ପ୍ରାପ୍ତି ହୋଇପାରେ , ଘର ପରିବାରରେ ଖୁସିର ମାହୋଲ୍ ରହିବ ।

ସିଂହ ରାଶି : ସିଂହ ରାଶିର ଆସୁଥିବା ସମୟ ବହୁତ ଶୁଭ ରହିବାର ଅଛି , ଆପଣଙ୍କ ସବୁ କାର୍ଯ୍ୟ ବିନା କୌଣସି ବିଘ୍ନରେ ପୁରା ହୋଇଯିବ , ଏହା ସମୟ ଆପଣଙ୍କ ପାଇଁ ବହୁତ ହିଁ ଶୁଭ ଅଟେ , ଆପଣଙ୍କୁ ବେପାରରେ ବହୁତ ଲାଭ ହେବ , ବୈବାହିକ ଜୀବନରେ ବଡ ପରିବର୍ତ୍ତନ ଆସିବ ଓ ସବୁ ଝଗଡା ଶେଷ ହୋଇଯିବ , ଆପଣ ଆଉଥରେ ସୁଖି ବୈବାହିକ ଜୀବନ ବଞ୍ଚିପାରିବେ , କାମ କାର୍ଯ୍ୟ ଦୁନିଆଁ ସହ ଯୋଡି ହୋଇଥିବା ମାମଲାରେ ସଫଳ ହୋଇପାରନ୍ତି , ଆୟର ସାଧନ ବଢିବ ।

କନ୍ୟା ରାଶି : ରାହୁ କେତୁର କୃପାରୁ ଆପଣଙ୍କ ଉପରେ କୃପା ରହିବ , ଏହି ସମୟରେ ଆପଣଙ୍କ କୁଣ୍ତଳୀରେ ଧନ ଲାଭ ହେବାର ପ୍ରବଳ ଯୋଗ ରହୁଛି, କେଉଁ ନୁଆ ପ୍ରେମ ସଂମ୍ବନ୍ଧ ଆରମ୍ଭ ହେବାର ସଂମ୍ଭାବନା ଅଛି , ବହୁତ ଲୋକଙ୍କୁ ଚାହୁଁଥିବା କାମ ହୋଇଯିବ , ଆପଣଙ୍କ ବହୁତ ସମୟରୁ ଅଧୁରା କାମ ପୁରା ହୋଈଯିବ , ଭଗବାନ ଭୋଳାନାଥଙ୍କ କୃପାରୁ ଆପଣଙ୍କୁ ଚାକିରି ମିଳିବାର ଯୋଗ ରହୁଛି, ଆପଣ କେଉଁ ନୁଆ କାମ ଆରମ୍ଭ କରିପାରନ୍ତି ।

ଧନୁ ରାଶି : ରାହୁ କେତୁ କୃପାରୁ ଆପଣଙ୍କ ପରିବାର ସୁଖ ଓ ଶାନ୍ତି ମାହୋଲ୍ ରହିବ , ଘରେ କଳହ ଦୁର ହୋଇଯିବ , ଯଦି ଆପଣଙ୍କ କେଉଁ ଧନର ସମସ୍ୟା ଅଛି ଯାହାକି ଫସି ରହିଯାଇଛି , ପ୍ରେମର ମାମଲାରେ ଆପଣ ବହୁତ ଭାଗ୍ୟଶାଳୀ ରହିବେ , କେଉଁ ନୁଆ କାର୍ଯ୍ୟ କରିବାରେ ପୁର୍ବରୁ ମିତ୍ର ଓ ପରିବାର ଲୋକଙ୍କର ରାୟ ନିଅନ୍ତୁ , ଓ ବୟସ୍କ ବ୍ୟକ୍ତିଙ୍କ ଆଶିର୍ବାଦ ନିଶ୍ଚିତ ନିଅନ୍ତୁ ।

Leave a Reply

Your email address will not be published. Required fields are marked *