February 6, 2025

Odia Express

Leading Odia News Portal of Odisha

ଏକ ଘଟଣା ପରେ ବଦଳାଇଦେଇଥିଲା ଏହି ଅଭିନେତ୍ରୀଙ୍କର ପୁରା ଜୀବନ , ୨୯ ଦିନ କୋମାରେ ରହି ଚାଲିଯାଇଥିଲା ସ୍ମରଣଶକ୍ତି, ଆଜି ବଞ୍ଚିକରି ଚଳୁଛନ୍ତି ଏପରି ଜୀବନ..

ଜୀବନରେ କଣ କେବେ ଘଟିଯିବ ଏହା କେହି ବି ଜାଣିନାହାନ୍ତି । ଲୋକଙ୍କ ସହ ଆସିବା ଦିନରୁ କିଛି ନା କିଛି ଦୁର୍ଘଟଣା ହୋଇଥାଏ , ଦୁର୍ଘଟଣାରୁ ଲୋକଙ୍କର ଜୀବନ ବଦଳିଯାଇଥାଏ , ଏହି ପରି ଏକ ବଲିଉଡ୍ ଅଭିନେତ୍ରୀଙ୍କ ସହ ହୋଇଥିଲା , ବଲିଉଡ୍ ରେ ଦୁନିଆଁରେ କେଉଁ କଳାକାର କେବେ ହଜିଯାଏ ତାହା କୁହାଯାଇପାରିବ ନାହିଁ , ଗୋଟେ ସମୟ ହୋଇଥାଏ ଯେବେ ଲୋକେ କଳାକାରକୁ ମୁଣ୍ତରେ ବସାଇଦେଇଥାନ୍ତି , ପରେ କିଛି ଘଟିବାପରେ ତାକୁ କେହି ବି ପଚାରିନଥାନ୍ତି , ଏମିତି ଏକ ଅଭିନେତ୍ରୀ ଅଛନ୍ତି ଅନୁ ଅଗ୍ରୱାଲ୍ , କହିଦେବୁ କି ଅନୁ ପ୍ରଥମ ଫିଲ୍ମ ସୁପରହିଟ୍ ହୋଇଯାଇଥିଲା,  ସେହି ଫିଲ୍ମ ମହେଶ ଭଟ୍ଟଙ୍କ ଆଶିକି ଥିଲା , ଏହି ଫିଲ୍ମକୁ ରିଲିଜ୍ ହେବାର ୩୦ ବର୍ଷ ହୋଇସାରିଛି । ଫିଲ୍ମ ଆଶିକି ହିଟ୍ ତ ହେଲା କିନ୍ତୁ ଅନୁ ଏହାପରେ କିଛି ଖାସ୍ କମାଲ୍ କରିପାରିଲେ ନାହିଁ , ତାହା ସହ ତାଙ୍କର ଲୋକପ୍ରିୟତା କମିଯାଈଛି

ଆଜି ଅନୁଙ୍କୁ ଦେଖିଲେ ଚିହ୍ନିପାରିବା ଅସଂମ୍ଭବ, ଅଭିନେତ୍ରୀ ଅନୁଙ୍କୁ ମହେଶ ଭଟ୍ଟଙ୍କ ଖୋଜ୍ ବୋଲି ଜଣାଯାଏ , ମହେଶ ଭଟ୍ଟ ତାଙ୍କୁ ଫିଲ୍ମ ଆଶିକୀ ରେ ଲଞ୍ଚ୍ କରିଥିଲେ , ଏହି ଫିଲ୍ମ ପରେ ଅନୁ ଅଗ୍ରୱାଲ୍ ଟପ୍ ହିରୋଇନ୍ ଲିଷ୍ଟରେ ଥିଲେ , ଆଜି ଅନୁ ବଲିଉଡ୍ ରୁ ଗୁମନାମ ଜୀବନ ବଞ୍ଚୁଛନ୍ତି , ଏବେ ତାଙ୍କର କିଛି ଫଟୋ ଆସିଛି ଯାହାକୁ ଦେଖିଲେ ଆପଣ ଚିହ୍ନିବା ମୁସକିଲ୍ ହୋଇଯିବ , କିନ୍ତୁ ଏହାର ପଛରେ ଏକ କାରଣ ବି ଅଛି ।  ୨୧ ବର୍ଷ ବୟସରେ ଅନୁ ଫିଲ୍ମ ଦୁନିଆଁରେ ପାଦ ଥାପିଥିଲେ ,

ଅନୁଙ୍କ ପ୍ରଥମ ଫିଲ୍ମ ଆଶିକି ଯାହାର ନିର୍ଦ୍ଧେଶନା ମହେଶ ଭଟ୍ଟ କରିଥିଲେ , ଏହାପରେ ଅନୁ ବହୁତ ଫିଲ୍ମ କରିଥିଲେ କିନ୍ତୁ ଆଶିକୀ ପରି ସେତେ ପପୁଲାରୀଟି ମିଳିପାରିଲା ନାହିଁ , ଏହି ଫିଲ୍ମଗୁଡୀକ ହେଲା ଗଜବ ତମାସା, ଖଳନାୟିକା, କିଙ୍ଗ୍ ଅଙ୍କଲ୍ , କନ୍ୟାଦାନୋ ରିଟର୍ଣ୍ଣ ଟୁ ଜୱେଲ୍ ଥିପ୍ ଅନୁଙ୍କ ଜୀବନରେ ଗୋଟେ ସମୟ ଏପରି ଆସିଥିଲା ଯାହା ତାଙ୍କୁ ପୁରା ହଲାଇକରି ରଖିଦେଲା ।

ଘଟଣା ଏହିପରି ହୋଇଥିଲା କି ୧୯୯୯ ସମୟରେ ଅନୁଙ୍କ ଏକ ସଡକ ଦୁର୍ଘଟଣା ହୋଇଯାଇଥିଲା,  ଯେଉଁଥିରେ ତାଙ୍କର ସ୍ମରଣ ଶକ୍ତି ଚାଲିଯାଈଥିଲା , ଓ ଏହାପରେ ସେ କୋମାରେ ୨୯ ଦିନ ପାଇଁ ରହିଥିଲେ,  ପ୍ରାୟ ୩ ବର୍ଷ ଚିକିତ୍ସା ପରେ ଅନୁ ଯାଈକରି ଠିକ୍ ହେଲେ , ଓ ହାଲତ୍ ସୁଧାର ଆସିବାପରେ ଅନୁ ଫଇସଲା କଲେ କି ସବୁ ସଂମ୍ପତ୍ତି ଦାନ କରି ଯୋଗା ଟୀଚର୍ ହୋଇଯିବେ ।

କହିଦେବୁ ଅନୁଙ୍କ ଶ୍ମରଣଶକ୍ତିର ପ୍ରଭାବ ତାଙ୍କ ଏହି ଦୁର୍ଘଟଣା ଯୋଗୁଁ ଗଭୀର ପ୍ରଭାବ ପକାଇଥିଲା,  ଯେବେ ଧିରେ ଧୀରେ ଅନୁ ଏହି ଅସୁବିଧାର ସମୟରୁ ବାହାରିଲେ ତେବେ ସେ ଲଢିବାକୁ ନିଷ୍ପତ୍ତି ନେଇଯାଈଥିଲେ,  ଓ ସେ ନିଷ୍ପତ୍ତି କଲେ କି ଏହି ଦୃର୍ଘଟଣା ବିଷୟରେ ସମସ୍ତଙ୍କୁ କହିବେ , ନିଜ କାହାଣୀ ବିଷୟରେ ଜଣାଇବାକୁ ସେ ନିଜର ଏକ ଆତ୍ମକଥା ଲେଖିଲେ ଅନୁ ଅଗ୍ରୱାଲ୍ ବିବାହ କରିନାହାନ୍ତି , ଅନୁ ସୋସିଆଲ୍ ମିଡିଆରେ ବହୁତ ଆକ୍ଟୀଭ୍ ରହୁଛନ୍ତି ,ସେ ଛୁଆଙ୍କୁ ଶିଖାଉଛନ୍ତି , ଏହି ଦୁର୍ଘଟଣା ଦ୍ୱାରା ତାଙ୍କ ପୁରା ଜୀବନ ବଦଳିଗଲା

Leave a Reply

Your email address will not be published. Required fields are marked *