February 6, 2025

Odia Express

Leading Odia News Portal of Odisha

IAS ପରୀକ୍ଷାରେ ଚତୁର ପ୍ରଶ୍ନ – ସେ କିଏ ଅଟେ ଯାହାକୁ ବୁଡିବାର ଦେଖି କେହି ବଞ୍ଚାଇବାକୁ ଆସନ୍ତି ନାହିଁ ? ଉତ୍ତର ଶୁଣିକି ହେଇଗଲା ଚାକିରୀ..

ଦେଶରେ ଆଇଏଏସ୍ ଆଇପିଏସ୍ ଅଫିସର ହେବା ପାଇଁ ଛୁଆ ବହୁତ ପରିଶ୍ରମ କରିଥାନ୍ତି । ଏହି ପରୀକ୍ଷା ପାସ୍ କରିବାପାଇଁ ଲୋକେ ୧୬-୧୬ ଘଣ୍ଟା ପାଠପଢିଥାନ୍ତି , ସଂଘ ଲୋକସେଭା ଆୟୋଗ ପରୀକ୍ଷା ତିନୋଟି ପର୍ଯ୍ୟାୟରେ ହୋଇଥାଏ , ଏହାର ପ୍ରଥମ ପର୍ଯ୍ୟାୟ ପ୍ରିଲିମିନାରୀ ପରୀକ୍ଷା ହୋଇଥାଏ , ଯାହାକୁ କେବଳ କ୍ୱାଲିଫାଇ କରିବାକୁ ହୋଇଥାଏ , ଦ୍ୱିତୀୟ ପର୍ଯ୍ୟାୟ ମେନ୍ ପରୀକ୍ଷା ହୋଇଥାଏ , ଯେଉଁଥିରେ ଅତି ଚାଲାକ୍ ଓ ବୁଦ୍ଧିମାନ୍ ପିଲା ହିଁ ପହଞ୍ଚିପାରନ୍ତି । ଏହି ପରୀକ୍ଷାରେ କିଛି ବି ପେପର୍ ଦେବାକୁ ପଡେନାହିଁ , ତୃତୀୟ ପର୍ଯ୍ୟାୟରେ ଆପଣଙ୍କ ପର୍ସନାଲିଟି ଟେଷ୍ଟ ହୋଇଥାଏ , ଏହି ତୃତୀୟ ପର୍ଯ୍ୟାୟ ବହୁତ କଠିନ ହୋଇଥାଏ , ଏହା କ୍ୟାଣ୍ତିଡେଟ୍ ର ଭାବନାଶକ୍ତି ,ତର୍କଶକ୍ତି କ୍ଷମତାକୁ ପରଖାଯାଇଥାଏ ,

ସମାଜରେ ଘଟୁଥିବା ଘଟଣା ଉପରେ ଆପଣଙ୍କ କି ଭାବନା ବା ବିଚାର ଅଛି , ଆପଣଙ୍କ ପସନ୍ଦ ନାପସନ୍ଦ, ଦେଶର ସମାଜର ସମସ୍ୟାପାଇଁ ଆପଣଙ୍କ ନଜରିଆ ପରଖାଯାଇଥାଏ , ଆପଣ ଯେଉଁ ଗାଁ କିମ୍ବା ସହର କିମ୍ବା ରାଜ୍ୟ କ୍ଷେତ୍ରରେ ଜନ୍ମ ନେଇଥିଲେ ,ସେହି ବିଷୟରେ କିଛି ବି ପଚାରାଯାଇଥାଏ , ୟୁପିଏସ୍ ସି ଇଣ୍ଟରଭ୍ୟୁରେ ଆପଣଙ୍କୁ ଅଧିକାରୀ କେଉଁ ଜୋକ୍ସ ଶୁଣିବାକୁ କହିପାରନ୍ତି । ବହୁତଥର ଏପରି ଟ୍ରିକି ପ୍ରଶ୍ନ ପଚାରାଯାଏ କି ଆପଣଙ୍କ ମୁଣ୍ତ କାମ କରିବା ବନ୍ଦ କରିଦିଏ , ଏଥିପାଇଁ ଆଜି ଆମେ ଆପଣଙ୍କୁ ଆଇଏଏସ୍-ଆଇପିଏସ୍ ଇଣ୍ଟରଭ୍ୟୁରେ ପଚାରାଯାଇଥିବା କିଛି ଟ୍ରିକି ପ୍ରଶ୍ନଗୁଡିକ ନେଇକରି ଆସିଛୁ , ଯାହାକୁ ଆପଣଙ୍କୁ ସମାଧାନ କରିବାରେ ରିକ୍ସ ନେଇପାରିବେ ।

୧) ମାନିନିଅନ୍ତୁ କି ଆପଣ ଆଇଏଏସ୍ ଅଫିସର୍ ଅଟନ୍ତି , ଓ ରାସ୍ତାରେ ଯାଉଛନ୍ତି ଏମିତିରେ କିଏ ଆପଣଙ୍କୁ ଗୋଟେ ମୁଥା ମାରିଦେଲା , ତେବେ ଆପଣ କଣ କରିବେ ? ଉତ୍ତର : ସବୁଠାରୁ ମୁଁ ପତ୍ତା କରିବି କି ସେ ଏମିତି କଣପାଇଁ କଲା , ସେ କେଉଁ ଭୁଲ୍ ବଶତଃ କରିଛି କି ସେ କେଉଁ ଅପରାଧୀ ଅଟେ ,ଯିଏ ଆକ୍ରମଣ କରିବାକୁ ଆସିଥିଲା,  କିମ୍ବା କେଉଁ ଲୋକ ଯାହାକୁ ସାହାଯ୍ୟ ଦରକାର , ସିଷ୍ଟମର ରାଗ ବାହାର କରୁଛି , ଏହାପରେ ମୁଁ ଆକ୍ସନ୍ ନେବି ।

୨) ଚୋପା ଛଡାଇଲେ ବି ଚୋପା ଛଡା ନୁହେଁ , ଖାଇଲେ ବି ଗୁଦା ନୁହେଁ କାଟିଲେ ତ ଗୁଠଲି ନୁହେଁ । ଉତ୍ତର-ବରଫ ।

୩) ସେହି ପକ୍ଷୀର ନାଁ କୁହ ଯାହାର ମୁଣ୍ତ ପର ପାଦ ହୋଇଥାଏ ? ଉତ୍ତର : ସବୁ ପକ୍ଷୀର ମୁଣ୍ତ,ପର ପାଦ ହୋଇଥାଏ ।

୪) ସେ କଣ ଅଟେ ଯାହାକୁ ଆପଣ ନିଜ ସିଧା ହାତରେ ଛୁଇଁପାରିବେ ନାହିଁ ? ଉତ୍ତର : ଆପଣ ସିଧା ହାତ ପଛ ଭାଗ, ଓ ସିଧା ହାତ କହୁଣିକୁ ଛୁଇଁପାରିବେ ନାହିଁ ।

୫) ସେ କେଉଁ ଜିନିଷ ଅଟେ ଯାହାକୁ ଆମେ ଦିନର ରଶ୍ମୀରେ ଦେଖିପାରିନଥାଉ ? ଉତ୍ତର : ଅନ୍ଧକାର ।

୬) ଗୋଟେ ଓଟର ମୁହଁ ଉତ୍ତର ପଟକୁ ଅଛି,  ଦ୍ୱିତୀୟର ଦକ୍ଷିଣ ଆଡକୁ , କଣ ସେ ଦୁହେଁ ଗୋଟେ ହିଁ ବାସନରେ ଗୋଟେ ସାଥିରେ ଖାଇବା ଖାଇ ପାରିବେ ? ଉତ୍ତର- ହଁ ସେମାନେ ଆମ୍ନାସାମ୍ନା ବସି

୭) ଭାରି ବର୍ଷାରେ ଆପଣ କାର୍ ରେ କେଉଁଆଡେ ଯାଉଛନ୍ତି ଆପଣଙ୍କୁ ଏକ ବସ୍ ଷ୍ଟପ୍ ଦେଇ ଯାଉଥିବେ ସେଠାରେ ତିନୋଟି ଲୋକ ବସର ଅପେକ୍ଷା କରୁଥିବେ , ଜଣେ ବୁଢି ମହିଳା ଯାହାକୁ ତୁରନ୍ତ ସାହାଯ୍ୟ ଦରକାର, ଏକ ପୁରୁଣା ସାଙ୍ଗ ଯିଏକି ଆପଣଙ୍କ ଜୀବନ ବଞ୍ଚାଇଥିଲା,  ଓ ଏକ ଝିଅ ଯିଏ ଆପଣଙ୍କ ସ୍ୱପ୍ନର ସାଥୀ ଅଟେ,  କାର୍ ରେ କେବଳ ଦୁଇ ଲୋକଙ୍କୁ ବସାଇପାରିବେ , ଏହି ପରିସ୍ଥିତିରେ କଣ କରିବେ ? ଉତ୍ତର – ନିଜ କାର୍ ର ଚାବିକୁ ନିଜ ସାଙ୍ଗକୁ ଦେବି, ସେ ସାଙ୍ଗ କାର୍ ରେ ସେହି ବୃଦ୍ଧା ମହିଳାଙ୍କୁ ମେଡିକାଲ୍ ନେଇଯିବ , ଯେବେ କି ସ୍ୱପ୍ନର ସାଥି ସହ ବସ ଷ୍ଟପ୍ ରେ ଅଟକିଯିବି ।

୮) ଇଂରାଜୀର ୩ ଅକ୍ଷର ସେ କେଉଁ ଶବ୍ଦ ଅଛି ଯାହା ଗୋଟେ ଝିଅ କୁ ମହିଳା କରିଦିଏ , ଉତ୍ତର- Age

୯) ସେହି କଲି ଯିଏ ପତ୍ରରେ ଏହି ପରି ଲୁଚିଯାଏ ଯାହା ଦେଖାଯାଏ ନାହିଁ? ଉତ୍ତର- ଝିଟିପିଟି ।

୧୦)ସେ କିଏ ଅଟେ ଯାହାକୁ ବୁଡିବାର ଦେଖି କେହି ବଞ୍ଚାଇବାକୁ ଆସନ୍ତି ନାହିଁ ? ଉତ୍ତର-ସୁର୍ଯ୍ୟ

୧୧)କଣ ଆପଣ ଏମିତି ଗୋଟେ ପେନ୍ ରୁ ଯାହା ଭିତରେ ରେଡ୍ କଲରର ଇଙ୍କ୍ ଭରିରହିଥିବ ତାହାକୁ ନିଳ ଲେଖିପାରିବେ ? ଉତ୍ତର- ହଁ ନିଳ

୧୨) ଅ ବ ର ବାପା ଅଟେ , କିନ୍ତୁ ବ ଅ ର ପୁଅ ନୁହେଁ କାହିଁକି ? ଉତ୍ତର : କାରଣ ବ ଅ ର ଝିଅ ଅଟେ ।

୧୩) ଏମିତି କେଉଁ ନାଁ ଅଛି ଯାହାକୁ ହିନ୍ଦୀ,ଇଂରାଜୀ, ଓ ଗଣିତରେ ଗୋଟେ ସାଥିରେ ଲେଖାଯାଈପାରିବ ?ଉତ୍ତର : ମାନେ ବିନୋଦ ଏମିତି ଏକ ନାଁ ଅଟେ ଯାହାକୁ ହିନ୍ଦୀ,ଇଂରାଜୀ, ଓ ଗଣିତରେ ଏକାସାଥେ ଲେଖିପାରିବେ ।

୧୪) ୬ ,୫ ଓ ୯ ମଧ୍ୟରେ ଯେ କୌଣସି ଚିହ୍ନ୍ ଲଗାନ୍ତୁ , ଯାହାକୁ ଆସୁଥିବା ସଂଖ୍ୟା ୫ ରୁ ବଡ, ଓ ୯ ରୁ ଛୋଟ ହୋଇଥିବ

ଉତ୍ତର: ଡେସିମାଲ୍ ।

Leave a Reply

Your email address will not be published. Required fields are marked *