ଛୁଆଙ୍କ ସ୍କୁଲ୍ ବ୍ୟାଗରେ ରଖିଦିଅନ୍ତୁ ଏହି ଖାସ୍ ଜିନିଷ , ପାଠପଢାରେ ଲାଗିବ ମନ , ଭୁଲ୍ ରାସ୍ତାରେ କେବେ ବି ଭଟକିବେ ନାହିଁ….

ସବୁ ମା ବାପାଙ୍କର ସ୍ୱପ୍ନ ଥାଏ କି ତାଙ୍କ ଛୁଆ ବଡ ହୋଇକରି ତାଙ୍କ ନାଁ ଉଜ୍ଜଳ କରିପାରୁ , କିଛି ଏମିତି କାମ କରୁ ଯାହାଦ୍ୱାରା ତାଙ୍କ ପୁଅ ପାଇଁ ସେ ଗର୍ବିତ ହେବେ , ଏହି ଆଶାରେ ସେ ନିଜ ଛୁଆଙ୍କୁ ସ୍କୁଲରେ ପଢାନ୍ତି ସବୁ ମା ବାପାଙ୍କ ଏହା ଚେଷ୍ଟାଥାଏ କି ସେ ନିଜ ଛୁଆଙ୍କୁ ଭଲ ଶିକ୍ଷା ଦେଇ ପାରିବେ । ଏଥିପାଇଁ ସେ ନିଜ ଜୀବନରେ ଆସୁଥିବା ସବୁ ବାଧାବିଘ୍ନ ଓ ଅସୁବିଧାକୁ ଭୁକ୍ଷେପ କରି ସବୁ କିଛି ସହି ଛୁଆଙ୍କୁ ପାଠପଢାନ୍ତି । କିନ୍ତୁ ଯେବେ ତାଙ୍କ ଛୁଆ ପାଠପଢା କରିବାପରିବର୍ତ୍ତେ କେଉଁ ଭୁଲ୍ ରାସ୍ତାରେ ଭଟକିଯାଏ ତେବେ ତାଙ୍କୁ ବହୁତ ଦୁଃଖ ଲାଗିଥାଏ , ଛୁଆଙ୍କ ମନ ନିରିହ ହୋଇଥାଏ , ଅଲଗା ଲୋକଙ୍କର ଜିନିଷ ଦେଖି ସେମାନେ ଲୋଭାବର୍ତ୍ତି ହୋଇ ଉଠନ୍ତି ଓ ସେମାନେ ଭୁଲ୍ ରାସ୍ତା ଆପଣାଇନିଅନ୍ତି । ଏମିତିରେ ତାଙ୍କ ପାଠପଢା ଖରାପ ହେବା ସହ ଭବିଷ୍ୟ ଅନ୍ଧକାର ଆଡକୁ ମାଡିଚାଲେ , ଯଦି ଆପଣଙ୍କୁ ବି ଡର ଅଛି କି ଆପଣଙ୍କ ଛୁଆ କେଉଁ ଭୁଲ୍ ରାସ୍ତାରେ ନ ଯାଉ ତେବେ ଆଜି ଆମେ ଆପଣଙ୍କୁ ଏମିତି କିଚି ଉପାୟ କହିବାକୁ ଯାଊଛୁ ଯାହା ଦ୍ୱାରା ଆପଣଙ୍କ ଛୁଆ କେବେ ଭୁଲ୍ ରାସ୍ତାରେ ଯିବାପାଇଁ ଭାବିବ ନାହିଁ , ଏତିକି ନୁହେଁ ତାର ମନ ପାଠପଢାରେ ଅଧିକା ଲାଗିବ , ଓ ଜୀବନରେ ଆଗକୁ ଯାଇ ବହୁତ ଉନ୍ନତିସାଧନ କରିବ ।
ନିଜ ଛୁଆଙ୍କ ସ୍କୁଲ ବ୍ୟାଗରେ ନିଶ୍ଚିତ ରଖନ୍ତୁ ଏହି ୩ ଟି ଜିନିଷ :-
୧) ମୟୁର ପୁଚ୍ଛ : ମୟୁର ପୁଚ୍ଛ ସକରାତ୍ମକ ଉର୍ଜାର ପ୍ରତିକ ବୋଲି ଜଣାଯାଏ । ଏହା ଆପଣଙ୍କ ଛୁଆର ସ୍କୁଲ୍ ବ୍ୟାଗରେ ରଖିଲେ ବହୁତ ସାରା ଫାଇଦା ହୋଇଥାଏ , ଏଥିରେ ଆପଣଙ୍କ ଛୁଆର ମନରେ କେବେ ନକରାତ୍ମକ ଚିନ୍ତା ଆସେ ନାହିଁ , ତାଙ୍କର ମାଇଣ୍ତ ସବୁବେଳେ ସକରାତ୍ମକ ଦିଗରେ ଭାବିଥାଏ , ଏହି ପରି କେଉଁ ଭୁଲ୍ ରାସ୍ତାରେ ସେ ଭଟକିବାରୁ ରକ୍ଷା ପାଏ , ଏତିକି ନୁହେଁ ମୟୁରପୁଚ୍ଛ ଭଲ ଭାଗ୍ୟର ବି ସାଥ୍ ଦିଏ , ଏହା ଆପଣଙ୍କ ଛୁଆର ଜୀବନରେ ଆସୁଥିବା କାମ ଓ ଭବିଷ୍ୟ ଚମକାଇ ପାରେ , ଏଥିପାଇଁ ଆପଣଙ୍କ ଛୁଆଙ୍କ ସ୍କୁଲ୍ ବ୍ୟାଗରେ ଏହାକୁ ନିଶ୍ଚିତ ରଖିବା ଉଚିତ୍ ।
୨) ବିଦ୍ୟା ଗଛର ପତ୍ର : ନିଜ ଛୁଆଙ୍କ ବୁଦ୍ଧି ବଢାଇବାପାଇଁ ତାଙ୍କ ସ୍କୁଲ ବ୍ୟାଗରେ ରଖାଯାଇଥିବା ବହିର ଭିତରେ ବିଦ୍ୟାର ପତେଅ ଅବଶ୍ୟ ରଖନ୍ତୁ , ଏମିତି କୁହାଯାଏ କି ଏହାକୁ ନିଜ ବହି, କମ୍ପାସ୍ , ବକ୍ସ କିମ୍ବା ସ୍କୁଲ୍ ବ୍ୟାଗରେ ରଖିଲେ ସରସ୍ୱତୀ ମା ପ୍ରସନ୍ନ ହୁଅନ୍ତି , ଏହି ଉପାୟରୁ ଆପଣଙ୍କ ଛୁଆଙ୍କ ଦିମାଗ ବହୁତ ତେଜ୍ ହୋଈଯିବ , ପାଠପଢାରେ ଅଧିକାମନ ଲାଗିବ ,
୩) ସ୍ୱସ୍ତିକ୍ :ଆପଣଙ୍କ ନିଜ ଛୁଆଙ୍କୁ ସ୍କୁଲ୍ ବ୍ୟାଗର ଭିତରେ ଗୋଟିଏ ସ୍ୱସ୍ତିକ ଚିହ୍ନ ବନାଇଦେବା ଉଚିତ୍ , ଆପଣ ଚାହିଁଲେ ତାର ସ୍କୁଲର କମ୍ପାସ୍ ବକ୍ସରେ ଏହାକୁ ବନାଇପାରିବେ , ସ୍ୱସ୍ତିକ ଚିହ୍ନ ବହୁତ ଶୁଭ ହୋଇଥାଏ , ଏହାକୁ ସ୍କୁଲ୍ ବ୍ୟାଗରେ ବନାଇଲେ ଛୁଆଙ୍କ ଭାଗ୍ୟ ଚମକିଥାଏ , ତାହା ସହ ଆଖପାଖ ସୁରକ୍ଷା ଚକ୍ର ନିର୍ମିତ କରିଥାଏ , ଓ ଛୁଆଙ୍କୁ କେଉଁ ପ୍ରକାରର ଅଘଟଣରୁ ରକ୍ଷା କରିଥାଏ।