February 6, 2025

Odia Express

Leading Odia News Portal of Odisha

ଗୋଟେ ମାସରେ ଏତେ ଟଙ୍କା ଖର୍ଚ୍ଚ କରିଦିଅନ୍ତି ଅକ୍ଷୟ କୁମାର, ଗୋଟେ ଦିନର ପକେଟ୍ ମନି ଜାଣିଲେ ଚକିତ ହୋଇଯିବେ ଆପଣ..

ବଲିଉଡ୍ ଇଣ୍ତଷ୍ଟ୍ରି ଏମିତି ଏକ ଇଣ୍ତଷ୍ଟ୍ରି ଅଟେ ଯେଉଁଠି ସମସ୍ତେ ନିଜ ପରିଚୟ ବନାଇବାକୁ ଚାହଁନ୍ତି , କିନ୍ତୁ ଏହି ଇଣ୍ତଷ୍ଟ୍ରିରେ ପରିଚୟ ବନାଇବା ଟୀକିଏ ମୁସକିଲ୍ ଅଟେ ,ଏହି ଇଣ୍ତଷ୍ଟ୍ରିରେ ପରିଶ୍ରମ ଓ ଲକ୍ ଉଭୟ ଦରକାର ହୋଇଥାଏ , ସମସ୍ତଙ୍କ ମନରେ ଏକ ଧାରଣା ହୋଇଥାଏ କି ଯଦି ଆପଣ ଷ୍ଟାରଙ୍କ ଫ୍ୟାମିଲିରୁ ହୋଇଥିବେ ତେବେ ଆପଣଙ୍କୁ ପରିଚୟ ଜଲଦି ମିଳିଯାଏ କିନ୍ତୁ ଏହା ଠିକ୍ ନୁହେଁ , ବଲିଉଡ୍ ଇଣ୍ତଷ୍ଟ୍ରିରେ କିଛି କଳାକାର ଅଛନ୍ତି ଯାହାଙ୍କ ପରିବାରସହ କିଛି ବି ସଂମ୍ପର୍କ ନାହିଁ ବଲିଉଡ୍ ସହ , କିନ୍ତୁ ଏହାପରେ ବି ସେମାନେ ଇଣ୍ତଷ୍ଟ୍ରିରେ ରାଜ୍ କରୁଛନ୍ତି , ନିଜ ପରିଶ୍ରମ ଓ ମନବଳ ଦମରେ ଆଜି ସେମାନେ ଇଣ୍ତଷ୍ଟ୍ରିରେ ନିଜର ସଫଳତା ପାଇଛନ୍ତି , ଓ ସେମାନେ ଏବେ ଟପ୍ ଷ୍ଟାରଙ୍କ ସୁଚିରେ ବି ଆସୁଛନ୍ତି ।

ସେହି ଷ୍ଟାର୍ ମାନଙ୍କ ମଧ୍ୟରୁ ଜଣେ ଷ୍ଟାର୍ ହେଲେ ଅକ୍ଷୟ କୁମାର ,ଯିଏକି ଏବେ ପର୍ଯ୍ୟନ୍ତ ବଲିଉଡ୍ ରେ ରାଜ୍ କରୁଛନ୍ତି , ଅକ୍ଷୟଙ୍କୁ ଇଣ୍ତଷ୍ଟ୍ରିରେ ଖିଲାଡି କୁମାର ନାଁରେ ଜଣାଯାଏ , ଅକ୍ଷୟ କୁମାରଙ୍କ ଇଣ୍ତଷ୍ଟ୍ରିରେ ଏକ ଅଲଗା ପରିଚୟ ଅଛି , ଅକ୍ଷୟ ବଲିଉଡ୍ ରେ ସେହି ଜଣାଶୁଣା ଷ୍ଟାରଙ୍କ ଲିଷ୍ଟରେ ଆସନ୍ତି ଯାହାଙ୍କ ଫିଲ୍ମ ଧମାଲ୍ ହୋଇଥାଏ,  ଫିଲ୍ମ କେବଲ ତାଙ୍କ ନାଁରେ ହିଁ ଚାଲେ , ଅକ୍ଷୟ ପୁର୍ବରୁ ଏମିତି ଷ୍ଟାର୍ ଅଟନ୍ତି ଯାହାଙ୍କ ଏକ ବର୍ଷରେ ୩-୪ ଟି ଫିଲ୍ମ ଆସିଥାଏ, ଅକ୍ଷୟ କୁମାର ବଲିଉଡ୍ ଷ୍ଟାରଙ୍କ ସହ ନୁହେଁ ବରଂ ବହୁତ ହଲିଉଡ୍ ଷ୍ଟାରଙ୍କ ସହ କାମ କରିଛନ୍ତି , ଅକ୍ଷୟଙ୍କ ଫିଲ୍ମରେ ଷ୍ଟଣ୍ଟସ୍ ସବୁ ନିଜେ କରନ୍ତି , ଏଥିପାଇଁ ସେ ଖିଲାଡି ନାଁରେ ବେଶୀ ଜଣାଯାଆନ୍ତି , ଅକ୍ଷୟ କେଉଁ ରୋଲ୍ କଲେ ବି ଫିଟ୍ ବସନ୍ତି ।

କମେଡି ହେଉ କିମ୍ବା ଆକ୍ସନ୍ ସବୁ ରୋଲ୍ ରେ ସେ ୧୦୦ ପ୍ରତିଶତ୍ ଏଫୋର୍ଟ ଦିଅନ୍ତି , ଅକ୍ଷୟ କୁମାର ଫିଲ୍ମ ପାଇଁ କୋଟିଏ ଟଙ୍କା ନିଅନ୍ତି , ସେମିତି କୋଟିଏ ଟଙ୍କା ଏଣ୍ତୋସମେଣ୍ଟରେ କମାଇନିଅନ୍ତି , ଏମିତିରେ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ କି ଏହି ବଲିଉଡ୍ ଷ୍ଟାରଙ୍କ ପକେଟ୍ ମନି କେତେ ହୋଇଥିବ , ଆପଣଙ୍କ ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଉଛୁ , ଅକ୍ଷୟ କୁମାର ଏକ ମାସରେ କେତେ ଖର୍ଚ୍ଚ କରନ୍ତି , ଆପଣ ସମସ୍ତେ ଅକ୍ଷୟ କୁମାରଙ୍କ ପକେଟ୍ ମନି ବିଷୟରେ ଜାଣିଲେ ଟିକିଏ ଆଶ୍ଚର୍ଯ୍ୟ ହୋଇପାରନ୍ତି , କିନ୍ତୁ ଏହା ସତ ଅଟେ,  ଅକ୍ଷୟ କୁମାର ତାଙ୍କ ଏକ ମାସର ପକେଟ୍ ମନି ରୁପରେ କେବଳ ୩ ହଜାର ଟଙ୍କା ଖର୍ଚ୍ଚ କରନ୍ତି ,

ଏହା ଛଡା ଅକ୍ଷୟ କହିପାରନ୍ତି ନାହିଁ କି ୩ ହଜାର ଖର୍ଚ୍ଚ କରିପାରନ୍ତି କି ନାହିଁ , ଯଦି ଖର୍ଚ୍ଚ କରନ୍ତି ତେବେ କେଉଁ ଜିନିଷ ଉପରେ , ସାଧାରଣତଃ ଆମେ ଦେଖିଥାଉ କି ଷ୍ଟାରଙ୍କ ଜୀବନ ଗ୍ଲାମରରେ ଭରା ହୋଇଥାଏ , ବିଳମ୍ବିତ ରାତି ଯାଏଁ ପାର୍ଟି, ଲଞ୍ଚ ଡିନର୍ , ସପିଙ୍ଗ୍ ଇତ୍ୟାଦି, କିନ୍ତୁ ଅକ୍ଷୟ କୁମାର ଏହି ଜୀନୀଷରୁ ଟିକିଏ ଅଲଗା,  ସେ ଏହି ପ୍ରକାର ବିଳାସବାସନ ଉପରେ ଦୁରେଇ ରୁହନ୍ତି ।

ଅକ୍ଷୟ କୁମାର୍ ବହୁତ ଜଲଦି ଶୋଇ ପଡନ୍ତି , ଏଥିପାଇଁ କି ସେ କେଉଁ ପାର୍ଟିରେ ଯାଆନ୍ତି ନାହିଁ , ଅକ୍ଷୟଙ୍କ ଗୋଟେ ଅଭ୍ୟାସ୍ ଅଛି କି ସେ ସଂନ୍ଧ୍ୟା ୬-୭ ମଧ୍ୟରେ ଖାଇବା ଖାଇନିଅନ୍ତି , ଓ ରାତି ୯ ଟାରେ ଶୋଇପଡନ୍ତି , ୯ ଟା ଯାଏଁ ଶୋଇବାର ଏକ କଥା ଅକ୍ଷୟ ନିଜ ଇଣ୍ଟରଭ୍ୟୁରେ କହିଲେ , ଅକ୍ଷୟ ନିଜେ କହିଲେ କି ୩ ହଜାର ଟଙ୍କା କେଉଁଆଡେ ଓ କିପରି ଖର୍ଚ୍ଚ କରନ୍ତି , ତାଙ୍କର ଏହା ଜଣାନାହିଁ , ସେ କହନ୍ତି କି ନିଜ ପଇସା କୁ ସଠିକ୍ ଖର୍ଚ୍ଚ କରେ , ମୋର ପର୍ସନାଲ୍ ଖର୍ଚ୍ଚ କିଛି ବି ନାହିଁ , କାରଣ ମୁଁ ପାର୍ଟୀଗୁଡିକରେ ଯାଏ ନାହିଁ , ଓ ମଦ ସିଗାରେଟ୍ କେବେ ହିଁ ସେବନ କରେ ନାହିଁ ।

Leave a Reply

Your email address will not be published. Required fields are marked *