February 8, 2025

Odia Express

Leading Odia News Portal of Odisha

ଗଙ୍ଗା ପରି ପବିତ୍ର ହୋଇଥାନ୍ତି ଏହି ଦୁଇ ରାଶିର ଝିଅମାନେ , ବଡ ଭାଗ୍ୟ ଥିଲେ ମିଳିଥାଏ ଏମାନଙ୍କ ସାଥ୍ – ଦେଖନ୍ତୁ ଆପଣଙ୍କ ରାଶି ସାମିଲ ଅଛି କି..

ଯେପରି ଆମେ ସମସ୍ତେ ଜାଣିଛେ କି ଏହି ଦୁନିଆଁରେ ସମସ୍ତଙ୍କୁ ଏହା ଇଚ୍ଛା ଥାଏ କି ତାଙ୍କ ଜୀବନରେ ସଚ୍ଚା ପ୍ରେମ ମିଳୁ କିନ୍ତୁ ବହୁତ କମ୍ ଲୋକ ଏମିତି ଭାଗ୍ୟଶାଳି ହୋଇଥାନ୍ତି ଯାହାଙ୍କ ଜୀବନରେ ସଚ୍ଚା ପ୍ରେମ ମିଳିପାରେ , କୁହନ୍ତି ନା ଯାହାର ଜୀବନରେ ସଚ୍ଚା ପ୍ରେମ ଥରେ ମିଳିଯାଏ ତାର ଜୀବନ ସ୍ୱର୍ଗ ହୋଇଯାଏ , କିନ୍ତୁ ଜଦି ସେମିତି ପ୍ରେମରେ ଧୋକା ମିଳେ ତେବେ ପୁରା ଜୀବନ ଏହି କଥାର ଦୁଃଖ ରହିଯାଏ । ଏହି ଦୁନିଆଁରେ ସବୁ ବ୍ୟକ୍ତିର ଇଚ୍ଛା ଥାଏ କି ସେ ତାର ଜୀବନରେ ଏମିତି ଜୀବନସାଥି ପାଉ ଯିଏ ତାକୁ ସଚ୍ଚା ଭଲ ପାଉଥିବ , ତାହାର ସୁଖ ଦୁଃଖରେ ତାର ସାଥିରେ ରହିବ , ଓ କେବେ ବି ଧୋକା ଦେବନାହିଁ , କିନ୍ତୁ ବହୁତଥର ଦେଖାଯାଉଛି କି କିଛି ଝିଅମାନେ ନିଜ ପାର୍ଟନରଙ୍କୁ ଧୋକା ଦିଅନ୍ତି , କିନ୍ତୁ ଏମିତି ନୁହେଁ ଦୁନିଆଁରେ ସବୁ ଝିଅ ଏକାପରି ନଥାନ୍ତି କିଛି ଏମିତି ହୋଇଥାନ୍ତି ଯେଉଁମାନେ ମରିଲାପର୍ଯ୍ୟନ୍ତ ନିଜ ପାର୍ଟନରଙ୍କ ସାଥିରେ ରୁହନ୍ତି , ଓ ଜ୍ୟୋତିଷ୍ୟଶାସ୍ତ୍ରରେ କିଛି ଏମିତି ଝିଅଙ୍କ ବିଷୟରେ କୁହାଯାଇଛି ଯାହାଙ୍କ ମନ ବହୁତ ସଫା ହୋଇଥାଏ

ତାଙ୍କ ମନରେ କୌଣସି ପ୍ରକାରର ଖରାପ ଚିନ୍ତାଧାରା ନଥାଏ , ଓ ସେମାନେ ସଂମ୍ପର୍କକୁ ବହୁତ ଭଲ ଭାବେ ନିଭାଇଥାନ୍ତି । ଶାସ୍ତ୍ରର ମୁତାବିକ କୁହାଯାଉଛି କି ଏମିତି କିଛି ଝିଅ ଗଙ୍ଗା ପରି ପବିତ୍ର ହୋଇଥାନ୍ତି , ତାଙ୍କ ଉପରେ ଆଖି ବନ୍ଦ କରି ଭରସା କରାଯାଇପାରିବ , ଓ ଏମିତି ଝିଅ ବି ଅଛନ୍ତି ଯାହାଙ୍କୁ ଚିହ୍ନା ତାଙ୍କ ରାଶି ଦ୍ୱାରା ହୋଇଥାଏ , ଆପଣଙ୍କୁ କହିଦେବୁ କି ଜ୍ୟୋତିଷ୍ୟଶାସ୍ତ୍ର ଅନୁସାରେ ଏମିତି ଦୁଇଟି ରାଶି ଅଛନ୍ତି ଯିଏକି ଗଙ୍ଗା ପରି ପବିତ୍ର ହୋଇଥାନ୍ତି , ତେବେ ଆସନ୍ତୁ ଜାଣିବା ସେହି ଦୁଇଟି ରାଶି ବିଷୟରେ ।

୧) କୁମ୍ଭ ରାଶି :- କୁମ୍ଭ ରାଶିର୍ ଝିଅମାନେ ଗଙ୍ଗା ପରି ସମାନ ପବିତ୍ର ବୋଲି ମାନାଯାଇଛି , ଏହି ରାଶିର ଝିଅଙ୍କ ଉପରେ ଆଖି ବନ୍ଦ କରି ବିଶ୍ୱାସ କରାଯାଇପାରିବ , ସେମାନେ ନିଜ ପାର୍ଟନରର ବିଶ୍ୱାସ କେବେ ବି ଭାଙ୍ଗନ୍ତି ନାହିଁ , ଯଦି ଏହି ରାଶିର ଝିଅମାନଙ୍କ ଜୀବନର୍ କିଛି ବି ଅସୁବିଧା ଆସିଯାଏ ତେବେ ସେମାନେ ନିଜ ପ୍ରେମୀଙ୍କ ଠାରୁ ଅଲଗା ହୋଇପାରନ୍ତି ନାହିଁ , ଏମାନେ ବହୁତ ମଜାଳିଆ ବ୍ୟକ୍ତିତ୍ୱ ହୋଇଥାନ୍ତି , ଏମାନେ ଆଖପାଖ ଲୋକଙ୍କ ମନରେ ଖୁସି ଦେଖିବାକୁ ଚାହଁନ୍ତି , ଏମାନେ ଘରକୁ ଆସିଲେ ଖୁସିର ବାତାବରଣ ଆସିଯାଏ , ଏମାନଙ୍କ ମଧ୍ୟରେ ବହୁତ ପ୍ରକାରର ଦକ୍ଷତା ହୋଇଥାଏ , ଯାହାର ଦମରେ ପରିବାରର ଆର୍ଥିକ ସ୍ଥିତିରେ ସାହାଯ୍ୟ କରିବାରେ ସକ୍ଷମ ହୋଇଥାନ୍ତି ।

୨) କର୍କଟ ରାଶି :- ଏହିରାଶିର ଝିଅଙ୍କ ମନ ବିଲକୁଲ୍ ଗଙ୍ଗା ପରି ପବିତ୍ର ହୋଇଥାଏ , ଏମାନେ ବହୁତ ଶାନ୍ତ ସ୍ୱଭାବର ହୋଇଥାନ୍ତି , ଓ ନିଜ ପାର୍ଟନରଙ୍କୁ ବହୁତ୍ ଅଧିକା ଭଲ ପାଆନ୍ତି , ସେମାନେ ନିଜ ପାର୍ଟନରକୁ କେବେ ଧୋକା ଦିଅନ୍ତି ନାହିଁ , କୁହାଯାଏ କି ଏହି ରାଶିର ଝିଅ ଯେଉଁ ପୁଅଙ୍କୁ ବାହା ହୋଇଥାନ୍ତି ତାଙ୍କର ଭାଗ୍ୟ ଚମକିଯାଏ , ଏମାନେ ଘର ପରିବାରରେ ଆସିଲେ ଇଜ୍ଜତ ଓ ମାନ ସମ୍ମାନ ଦୁଇଗୁଣା ବଢିଯାଏ , ଏମାନେ ନିଜ ସ୍ୱାମୀ ପାଇଁ ଏକ ଗୁରୁତ୍ୱପୁର୍ଣ୍ଣ ରୋଲ୍ ନିଭାଇଥାନ୍ତି , କର୍କଟ ରାଶିର ଝିଅଙ୍କୁ ବାହାହୋଇ ପୁଅର ଲାଇଫ୍ ରେ ବହୁତ ଉନ୍ନତି ହୁଏ ।

Leave a Reply

Your email address will not be published. Required fields are marked *