ଯଦି ରାତିର ୧ ଟାରୁ ୪ ଟା ମଧ୍ୟରେ ଭାଙ୍ଗିଯାଏ ନିଦ ତେବେ ନିଶ୍ଚିତ ପଢିନିଅନ୍ତୁ ଏହି ଖବର..

ଆଜିର ସମୟରେ ସବୁ କିଛି ଅତି ଶିଘ୍ର ବଦଳିଯାଉଛି , ଦୁନିଆଁ ବହୁତ ଆଗକୁ ଯାଉଛି , ଆଧୁନିକତା ମାମଲାରେ ଆସିବା ଦିନରୁ ବିକାଶ ହେବାର ଲାଗିଛି , ସମାଜର ସହ ବିଜ୍ଞାନ ବି ସବୁଦିନ ଉନ୍ନତି କରୁଛି , ଏହା ସହ ମଣିଷଙ୍କ ବି ବିକାଶ ହେଉଛି , ଏବେ ସବୁବ୍ୟକ୍ତି ଆଗ ଅପେକ୍ଷା ଅଧିକା ବ୍ୟସ୍ତ ଲାଗୁଛନ୍ତି , ସେମିତି ଏହି କଥା ସତ କି ଏବେ ବିଜ୍ଞାନ ଯେତେ ବି ଆବିଷ୍କାର କରିଛି ତାହା ସବୁ ମଣିଷଙ୍କ ପାଇଁ ବହୁତ ଉପଯୋଗୀ ବୋଲି ପ୍ରମାଣିତ ହୋଇଛି , କିନ୍ତୁ ଏହା ସତ୍ତ୍ୱେ ବି ବ୍ୟକ୍ତି ନାନା ଅସୁବିଧାକୁ ସାମ୍ନା ଅତି ସହଜରେ କରିପାରୁଛି । କିନ୍ତୁ ଏହା ସହ ବ୍ୟସ୍ତତା ଏତେ ବଢିଯାଇଛି କି ଯଦି ବ୍ୟକ୍ତିର ନିଦ ଭଲରେ ନହୁଏ ତେବେ ଏହାର ପଛରେ କାରଣ ଅଛି ଯଦି ସେ ପୁରା ଦିନ କାମ କରି ଚିନ୍ତିତ ଅଛି ତେବେ ତାକୁ ନିଦ ଭଲରେ ଆସେ ନାହିଁ , ଯଦି ସେ ଶୋଇବି ଯାଏ ତେବେ ସେ ରାତିକୁ ୧ ରୁ ୪ ମଧ୍ୟରେ ଉଠିଯାଏ , ଯଦି ଆପଣ ଏମିତି ନିଦ ପୁରା କରିପାରୁନାହାନ୍ତି ତେବେ ଆପଣଙ୍କ ପାଇଁ ଉପାୟ ଓ କାରଣ ବି କହିବୁ ।
ବହୁତ ଲୋକଙ୍କର ଏମିତି ଅସୁବିଧା ହେଉଛି କି ସେମାନେ ଭଲ ସେ ଶୋଇପାରୁନାହାନ୍ତି , ରାତିରେ ଶୋଇବା ସମୟରେ ଆଖି ଖୋଲିଯାଉଛି , ଯଦି ଆପଣ ତାଙ୍କ ମଧ୍ୟରେ ଜଣେ ଅଟନ୍ତି ତେବେ ସାବଧାନ ହୋଇଯାଆନ୍ତୁ କାରଣ ସବୁ ଦିନ ଆପଣଙ୍କ ଗୋଟେ ସମୟରେ ଆଖି ଖୋଲେ ତେବେ ଏହା ଆପଣଙ୍କ ଜୀବନରେ ଏକ ପରିବର୍ତ୍ତନର ସଙ୍କେତ ଦେଉଛି , ଯାହାକୁ ଅଣଦେଖା କରିବା ଆପଣଙ୍କ ପାଇଁ ଭାରି ପଡିପାରେ , ସେମିତି ଆପଣଙ୍କୁ କହିଦେବୁ କି ରାତିରେ ଆପଣଙ୍କ ନିଦ ଖରାପ ହେବାର ମୁଖ୍ୟ କାରଣ ଆପଣଙ୍କ ସ୍ମାର୍ଟଫୋନ୍ ହୋଇଥାଏ
ସ୍ମାର୍ଟଫୋନର ଆବିସ୍କାର ସେମିତି ସମୟ ବଞ୍ଚାଇବାପାଇଁ କରାଯାଇଥିଲା, କିନ୍ତୁ ଏଥିରେ ଗୋଟିଏ ରେଡିଏସନ୍ ବାହାରିଥାଏ, ଯାହାର ପ୍ରଭାବ ଆମ ଆଖି ଉପରେ ପଡେ , ଏହି କାରଣରୁ ରାତି ମଧ୍ୟରେ ଆମକୁ ନିଦ ଲାଗେ ନାହିଁ , ଯେବେ ଆପଣ ଗଭିର ନିଦ୍ରାରେ ଅଛନ୍ତି ତେବେ ଅଚାନକ ନିଦ ଭାଙ୍ଗିଯାଏ , ଏହା ଏହି କଥାକୁ ଦର୍ଶାଏ କି ଆପଣ କେଉଁ କଥାକୁ ନେଇ ଅଧିକା ରାଗିଛନ୍ତି , ଏଥିପାଇଁ ଆପଣ ରାତିରେ ଶୋବା ପୁର୍ବରୁ ଓ ନିଦ ଭାଙ୍ଗିବା ସମୟରେ ଥଣ୍ତା ପାଣି ପିଅନ୍ତୁ , ଓ ମନକୁ ଶାନ୍ତ କରି ଶୁଅନ୍ତୁ ।
ଏଥିପାଇଁ ଆମେ ଆପଣଙ୍କୁ ଏକ ଉପାୟ କହିବାକୁ ଯାଉଛୁ , ଯାହାକୁ ଆପଣାଇଲେ ଆପଣ ବଞ୍ଚିପାରିବେ , ଯଦି ଆପଣଙ୍କ ନିଦ ଖରାପ କରିବାକୁ ଚାହୁଁନାହାନ୍ତି ତେବେ ଆପଣଙ୍କୁ ଗୋଟେ କାମ କରିବାକୁ ହେବ , ନିଜ ସ୍ମାର୍ଟଫୋନର ବ୍ୟବହାର ରାତିର ୧୦ ଟା ପରେ କେବେ ବି କରନ୍ତୁ ନାହିଁ , ଓ ଏହାକୁ ସ୍ୱିଚ୍ ଅଫ୍ କରି ଶୁଅନ୍ତୁ , ହଁ ଏହା ବହୁତ ଭଲ ହେବ , ଏମିତି କରିଲେ ଆପଣଙ୍କ ସ୍ମାର୍ଟଫୋନରୁ ବାହାରୁଥିବା ରେଡିଏସନ୍ କମ୍ ହୋଇଯିବ , ତାହା ସହ୍ ରାତିକୁ ଆପଣଙ୍କ ସ୍ମାର୍ଟଫୋନ୍ ତକିଆରୁ ପ୍ରାୟ ୫ ମିଟର ଦୁରତାରେ ରଖି ଶୋଇବେ ।