ଆଜି ଦିନର ମଜାଦାର୍ ଜୋକ୍ସ : ସ୍ୱାମୀ ସ୍ତ୍ରୀ ଦୁହେଁ ସାଥିରେ ଖାଇବା ଖାଉଥିଲେ , ଖାଇବାପରେ ସ୍ୱାମୀ ଉଠିଲେ ଓ ନିଜ ଥାଳି ଧୋଇଦେଲେ ତାପରେ ସ୍ତ୍ରୀ ଯାହା କଲେ ଜାଣିଲେ ଆପଣ ମଧ୍ୟ କହିବେ..

ଏକ ହେଲଦି ଲାଇଫ୍ ବଞ୍ଚିବାପାଇଁ ଜରୁରୀ ହୋଇଥାଏ କି ବ୍ୟକ୍ତି ନିଜକୁ ଖୁସିରେ ରଖୁ , ସେ ଖୁସି ତେବେ ରହିପାରିବ ଯେତେ ତାହାର ମନ ଖୁସି ରହିବ , ଏବେ ପ୍ରଶ୍ନ ଉଠେ କି କିପରି ଖୁସି ରହିବେ , ସେମିତି ନିଜକୁ ଖୁସିରେ ରଖିବା ପାଇଁ ହଜାର ତରିକା ଅଛି । କିନ୍ତୁ ଆଜି ଏହି ପୋଷ୍ଟରେ ଆମେ ଆପଣଙ୍କ ପାଇଁ ସବୁଠାରୁ ସହଜ ତରିକା ନେଇକରି ଆସିଛୁ, ଆଜିକାଲି ସୋସିଆଲ୍ ମିଡିଆରେ ବହୁତ ସାରା ମଜାଦାର୍ ଜୋକ୍ସ ବହୁତ ଟ୍ରେଣ୍ତିଙ୍ଗ୍ ରେ ଚାଲିଛି , ଆମେ ବିଶ୍ୱାସ କରୁଛୁ କି ଏହି ଜୋକ୍ସକୁ ପଢିକରି ଆପଣଙ୍କ ହସ ଅଟକିବ ନାହିଁ , ତେବେ ଆସନ୍ତୁ ଆରମ୍ଭ କରିବା ହସିବା ଓ ହସାଇବାର ମଜାଦାର୍ ସିଲସିଲା ।
ଏବେ ଏବେ ସ୍ତ୍ରୀର ହାତରେ ଘରର ମେଜ୍ ରେ ରଖାହୋଇଥିବା ଫୁଲଦାନୀ ଭାଙ୍ଗିଗଲା , ତାପରେ ୨ ଘଣ୍ଟାର ଲଢେଇ କରିବାପରେ ଏହା ପ୍ରମାଣିତ ହୋଇଗଲା କି ୩ ବର୍ଷ ପୁର୍ବରୁ ମୁଁ ହିଁ ଭୁଲ୍ ଜାଗାରେରଖିଥିଲି ।
ଗୋଟେ ବ୍ୟକ୍ତି ଟୟଲେଟ୍ ରେ ବସିଥିଲା, ଅଚାନକ ତାହାର ପାଖ ଟୟଲେଟ୍ ରୁ ଆବାଜ୍ ଆସିଲା କଣ ଖବର ? ବ୍ୟକ୍ତିଜଣଙ୍କ ଭୟଭୀତ ହୋଇଗଲେ କହିଲେ ଠିକ୍ ଅଛି , ତାପରେ ଅଚାନକ ଆବାଜ୍ ଆସିଲା- କଣ କରୁଛ ? ବ୍ୟକ୍ତି କହିଲେ ଜରୁରୀ କାମରେ ବସିଛି , ତାପରେ ଆଉଥରେ ଆବାଜ୍ ଆସିଲା, ମୁଁ ଆସିଯିବି କି ? ବ୍ୟକ୍ତି ଡରିକରି କହିଲା- ନା ନା, ମୁଁ ଏକେଲା ଠିକ୍ ଅଛି , ତାପରେ ଆବାଜ୍ ଆସିଲା- ଆରେ ସାଙ୍ଗ ମୁଁ ତୋତେ ପରେ ଫୋନ୍ କରୁଛି , କେହି ଶଳା ଜଣେ ମୋର ସବୁ କଥାର ଜବାବ୍ ଦେଉଛି ।
ଥରେ ଶର୍ମାଜୀ ତାଙ୍କ ସ୍ତ୍ରୀଙ୍କ ସହ କେଉଁ ଆଡେ ଯାଉଥିଲେ , ରାସ୍ତାରେ ଏକ ସାଙ୍ଗ ଦେଖାହେଲା, ଯାହାକୁ ପୋଲିସ୍ ଧରିନେଇଗଲା, ଶର୍ମାଜୀ ତାଙ୍କୁ ପଚାରିଲେ କଣ ହେଲା ? ସାଙ୍ଗ- ମୁଁ ମୋର ସ୍ତ୍ରୀକୁ ମାରିଦେଲି, ଶର୍ମାଜୀ-କେତେ ଦିନର ଦଣ୍ତ ମିଳିଛି ? ସାଙ୍ଗ-୬ ସପ୍ତାହ, ଶର୍ମାଜୀ ନା ଆଗକୁ ଦେଖିଲେ ନା ପଛକୁ ଦେଖିଲେ ପୋଲିସ୍ ବାଲାଙ୍କ ଠାରୁ ପିସ୍ତଲ ଛଡାଇନେଲେ ଓ ନିଜ ସ୍ତ୍ରୀକୁ ଗୁଳି କରିଦେଲେ , ତାପରେ ପୋଲିସ୍ କୁ କହିଲେ- ମୁଁ ବି ଯିବି ୬ ସପ୍ତାହର କଥା, ସାଙ୍ଗ- ଆରେ ସାଙ୍ଗ ପୁରା କଥା ତ ଶୁଣିନେ ମୋତେ ୬ ସପ୍ତାହ ପରେ ଫାଶୀ ହେବ ।
ଆଜି ମୁଁ ମାକୁ ପଚାରିଲି ମା ଜୀବନରେ ଆଗକୁ ବଢିବାକୁ ହେଲେ କଣ କରିବାକୁ ହେବ ? ମା ବହୁତ ପ୍ରେମର ସହକାରେ କହିଲେ- ପଥର ନେ ଓ ସବୁଠାରୁ ପ୍ରଥମେ ମୋବାଇଲ୍ କୁ ଭାଙ୍ଗ୍ ।
ଭିଣେଇ ନିଜ ଶାଳିକୁ ଆରେ ଶାଳି ସାହେବା ଗୋଟେ ପ୍ରଶ୍ନର ଉତ୍ତର ଦିଅ, ଯଦି ଝିଅ ପର ଧନ ହୋଇଥାନ୍ତି ତେବେ ପୁଅ କଣ ହେଲେ ? ଶାଳୀ-ଏକ ନମ୍ବରର ଚୋର, ଯିଏ ସବୁବେଳେ ପର ଧନ ଉପରେ ନଜର ପକାଇରଖନ୍ତି ।
ମୁଖ୍ୟମନ୍ତ୍ରୀ ଲୋକଙ୍କର ସମସ୍ୟା ଶୁଣୁଥିଲେ , ସିଏମ୍- କେତେ ଛୁଆ ଅଛନ୍ତି ? ବ୍ୟକ୍ତି- ମୋର ପାଞ୍ଚଟି ପୁଅ ଅଛନ୍ତି , ସିଏମ୍ –କଣ କରୁଛନ୍ତି ସେମାନେ ? ବ୍ୟକ୍ତି- ପ୍ରଥମ ଜଣଙ୍କ ଏମ୍ ବିଏ, ଦ୍ୱିତୀୟ ଏମ୍ ସିଏ, ତୃତୀୟ ଏମ୍ ଏ, ବିଇଡି, ତାସହ ଟିଇଟି କ୍ୱାଲିଫାଏଡ୍ , ଚତୁର୍ଥ ବିଟେକ୍ ଓ ପଞ୍ଚମ ଚୋର ଅଟେ , ସିଏମ୍ –ତେବେ ଚୋରକୁ ଘରୁ ବାହାର କରୁନ କଣ ପାଇଁ ? ବ୍ୟକ୍ତି- ସେ ତ କମାଇଥାଏ , ବାକି ସବୁ ବେରୋଜଗାର ଅଛନ୍ତି ।
ଝିଅ- ଆମର୍ କଲେଜରେ ସବୁ ହ୍ୟାଣ୍ତସମ୍ ଓ ଇଣ୍ଟେଲିଜେଣ୍ଟ୍ ଅଛନ୍ତି ! ମୋତେ ବହୁତ ଭଲ ଲାଗନ୍ତି , ମା-ଶିକ୍ଷକ କିମ୍ବା ଗୁରୁ ବାପାଙ୍କ ବରାବର ହୋଇଥାନ୍ତି ଝିଅ, ଝିଅ- ମା ତୁ ସବୁବେଳେ ନିଜ ବିଷୟରେ ଭାବୁଛୁ, କେବେ ମୋର ବିଷୟରେ କେବେ ଭାବେ ।
ଜଣେ ମଦୁଆ ସବୁବେଳେ ଶିବ ମନ୍ଦିର ଯାଊଥିଲା ଓ ନିୟମନୁସାରେ ପୁଜାପାଠ କରୁଥିଲା , ଦିନେ ପୁଜାରୀ ଏହା ଦେଖିବାକୁ ଚାହିଁଲା କି ସେ ହୋସ୍ ରେ ରହୁଛି କି ନାହିଁ , ସେ ଶିବଜୀଙ୍କ ଜାଗାରେ ଗଣେଷଙ୍କ ମୁର୍ତ୍ତି ରଖିଦେଲା, ସେହି ଦିନ ମଦୁଆ ଆସିଲା- ଗଣେଷଙ୍କ ମୁର୍ତ୍ତି ଦେଖିଲା, ପୁଜାପାଠ କଲା, ଓ ଯାଉ ଯାଉ ଗଣେଷଙ୍କୁ କହିଲା- ପାପା ଆସିଲେ କହିଦେବ, ମଉସା ଆସିଥିଲେ ,
ପୁଜାରୀ ଏବେ ବେହୋସ୍ ।
ଇଲେକ୍ସନ୍ ସମୟରେ ମୁଁ ପଡୋଶୀକୁ ପଚାରିଲି ଭାଉଜ କାହାକୁ ଦେବ ? ସେ ରାଗିକରି କହିଲେ –ଆପ୍ କୁ ତ ବିଲକୁଲ୍ ଦେବିନି, ସେମିଇତ୍ ହାତିକୁ ଦେଇଦେବି ।
ପରୀକ୍ଷାରେ ପପୁ କପି କରି ଫୁଲ ବନାଉଥିଲା , ଶିକ୍ଷକ- କଣ କରୁଛୁ ସେଠି ଫୁଲ କଣ ପାଇଁ କରୁଛ ? ପପୁ-ସାର୍ ମୋର ଫୁଲ ମୋର ସ୍ମରଣଶକ୍ତିକୁ ସମର୍ପିତ ଅଟେ, ଯାହାକି ଏବେ ଚାଳିଯାଇଛି ,
ଛୋଟ ଛୁଆ- ମା ୧୦ ଟଙ୍କା ଦେବ , ବାହାରେ ଏକ ଗରିବ ଲୋକକୁ ଦେବି, ମା ବାହାରକୁ ଆସିଲେ ଦେଖିଲେ କେହି ନାହାନ୍ତି , ମା-କେଉଁ ଆଡେ ଗଲା ସେ ଗରିବ ? ଛୁଆ –ସେଇଟୀ ଦେଖ, କେବେ ଠାରୁ ବିଚରା ଖରାରେ ଆଇସକ୍ରିମ୍ ବିକ୍ରି କରୁଛି ।
ସ୍ୱାମୀ ସ୍ତ୍ରୀ ଏକା ସାଙ୍ଗରେ ଖାଇବା ଖାଉଥିଲେ , ଖାଇବା ଖାଇକରି ସ୍ୱାମୀ ଉଠିଲା, ଓ ନିଜ ଥାଳି ଧୋଇଦେଲା< ସ୍ତ୍ରୀ ତା ଆଡକୁ ରାଗରେ ଦେଖିକରି କହିଲା , କରିଦେଲ ଇଜ୍ଜତର ଫାଲୁଦା, ଆମେ ଘରେ ବସିନେ ହୋଟେଲ୍ ରେ ବସିଛେ ।