୨୦ ବର୍ଷ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିବାପରେ ବି କାର୍ ନା ଘର, ମୋବାଇଲ୍ ପର୍ଯ୍ୟନ୍ତ ନଥିଲା, ସାଇକେଲରେ ଯାଇ ଜନତାଙ୍କୁ ସାକ୍ଷାତ କରୁଥିଲେ…

ନେତା କିମ୍ବା ମନ୍ତ୍ରୀ ହେଲେ ଆଜି ସେମିତି ଧନ ଅର୍ଜନ କରିବାର ମାଧ୍ୟମ ହୋଇଥାଉ କିନ୍ତୁ ଭାରତରେ କିଛି ଏମିତି ନେତା ଅଛନ୍ତି ଯାହାଙ୍କ ଏହି ଧାରଣା ସମୟରେ ସମୟରେ ଏକ ମିଶାଲ୍ ଦେଖାଇଥାଏ , ଲାଲବାହାଦୁର ଶାସ୍ତ୍ରୀ, ଚୌଧୁରୀ ଚରଣ ସିଂ, ଅରବିନ୍ଦ କେଜରିୱାଲ୍, ମନୋହର ପାରିକର ବହୁତ ନାଁ ନିଆଯାଇପାରିବ , କିନ୍ତୁ ମାଣିକ ସରକାର ବରାବରୀ କେହି ବି କରିପାରିବେ ନାହିଁ , ଯେବେ ଜୀବନରେ କିଛି ନଥିଲା ତେବେରୁ ନେଇକରି ତେବେ ସେ ତ୍ରିପୁରାର ଚାରିଥର ମାନେ ୨୦ ବର୍ଷ ମୁଖ୍ୟମନ୍ତ୍ରୀ ରହିଥିଲେ । ଯେଉଁଠି ନେତା ଥରେ ନିଗମ ପାର୍ଷଦ ହୋଇ ରାଜନୀତିରେ ପଶି ଧନ ସଂମ୍ପତ୍ତି ଅର୍ଜନ କରିବାକୁ ଲାଗିଯାଆନ୍ତି , ମାଣିକ ସରକାର ଚାରିଥର ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି , ଓ ଏକ କାର୍ ବି କିଣିପାରିଲେ ନାହିଁ । ସେ ମୁଖ୍ୟମନ୍ତ୍ରୀ ହେବାପରେ ମୁଖ୍ୟମନ୍ତ୍ରୀଙ୍କ ଆବାସରେ ରହିଲେ , ଏହା ସହ ତାଙ୍କୁ ମୋବାଇଲ୍ ରଖିବାର ବି ସଉକ ନାହିଁ , ସେ ନିଜ ସରକାରୀ ଟେଲିଫୋନ୍ ଜରିଆରେ କାମ ସାରନ୍ତି
Lets take a look on this picture.He is Manik Sarkar -CM of Tripura.
He is d only Chief Minister in India who doesn't own a personal car or a home.
He chooses 2 live in an old & a very small house that belonged to his great grandfather.I think he's the best example
Salute pic.twitter.com/7kq4cKkgcl— Frankie (@FrankieMendonca) March 4, 2018
ସେ ନିଜ ସାରା ଜୀବନ ଦେଶ ଓ ରାଜ୍ୟ ପାଇଁ ନିସ୍ୱର୍ଗ୍ କରିଦେଇଥିଲେ, ମାଣିକ ସରକାରଙ୍କ ନାଁ ତ୍ରିପୁରାରେ ରହିଛି , ସେ ଲଗାତାର ମାନେ ୪ ଥର ୨୦ ବର୍ଷ ମୁଖ୍ୟମନ୍ତ୍ରୀ ରହିଛନ୍ତି , ୨୦୧୮ ରେ ଯେବେ ରାଜ୍ୟରେ ବିଧାନସଭା ହୋଇଥିଲା, ତେବେ ସେ ହାରିଗଲେ , ମାନେ ମୁଖ୍ୟମନ୍ତ୍ରୀ ହୋଇପାରିଲେ ନାହିଁ , ବିପ୍ଲବ ଦେବ ମୁଖ୍ୟମନ୍ତ୍ରୀ ହେଲେ , ବର୍ତ୍ତମାନ ରାଜ୍ୟ ବିଧାନସଭାରେ ବିପକ୍ଷ ନେତାରେ ଅଛନ୍ତି , ୨୦୧୮ ନିର୍ବାଚନର ପୁର୍ବରୁ ସିଏମ୍ ପଦର ନାମାଙ୍କନ କରି ସେ ନିଜ ସମୁଦାୟ ସଂମ୍ପତ୍ତି ୧୫୨୦ ଟଙ୍କା କ୍ୟାସ୍ ଓ ବାକି ଖାତାରେ ୨୪୧୦ ଟଙ୍କା ଦେଖାଇଥିଲେ, ୨୦ ବର୍ଷ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିବାପରେ ତାଙ୍କ ପାଖରେ କେଉଁ ବିଳାସବ୍ୟାସନ ବସ୍ତୁ ନଥିଲା,
ତାଙ୍କର କହିବା କଥାକି ସେ ଚାହିଁଲେ ସବୁ କିଛି ନେଇପାରିଥାନ୍ତେ କିନ୍ତୁ ତାଙ୍କର କିଛି ଦରକାର ନାହିଁ , ତାଙ୍କର କହିବା କଥାକି ବେକାର ଖର୍ଚ୍ଚରୁ ବଞ୍ଚାଇ ସବୁ ପଇସା ସେ ଜନ କଲ୍ୟାଣ ରେ ଲଗାଇଦେଲେ , ବାମପନ୍ଥୀ ବିଚାରଧାରାର ଉପଭୋଗ ରୁ ଅଧିକାରୁ ଅଧିକା ନୀତି ଆପଣାଇଲେ ସେ ମାଣିକ ସରକାର ନିଜ ଜୀବନରେ ବାହାର କଲେ , କମ୍ୟୁନିଷ୍ଟ ପାର୍ଟିର ନେତାଙ୍କପାଈଁ ସାମାନ୍ୟ ନିୟମ ଦ୍ୱାରା ସେ ମୁଖ୍ୟମନ୍ତ୍ରୀ ଥିଲେ, ତେବ୍ ତାଙ୍କୁ ମିଳୁଥିବା ଦରମା ପାର୍ଟୀଫଣ୍ତକୁ ଯାଉଥିଲା, ଏହି ନ୍ନିୟମରେ ମାଣିକ ଆଜି ବି ଅଛନ୍ତି , ଘର ଚଳାଇବାପାଇଁ ସେ ପାର୍ଟିର ଖର୍ଚ୍ଚ ରୁପରେ ୫ ହଜାର ଟଙ୍କା ମିଳୁଥିଲା
ତାଙ୍କୁ ଯେବେ ଏକ ଇଣ୍ଟରଭ୍ୟୁରେ ପଚାରାଗଲା କି ଯଦି ମୁଖ୍ୟମନ୍ତ୍ରୀ ପଦ ଛାଡନ୍ତି ତେବେ ସେ କେଉଁ ଆଡେ ଯିବେ , ଏହାର ଉତ୍ତରରେ କହିଲେ କି ମୋର ବ୍ୟକ୍ତିଗତ ଖର୍ଚ୍ଚ ବହୁତ କମ୍ ଅଟେ, ସବୁଦିନ ଗୋଟେ ପ୍ୟାକେଟ୍ ଗୋଲମଞ୍ଜନ ଓ ଏକ ଚାରମିନାର ସିଗାରେଟ୍ ସେତିକି, ମୋର ସ୍ତ୍ରୀର ପେନସନରେ ଆମେ ଦୁହେଁ ଚଳିଯାଉଛୁ , ଘର କଥା କହିବାକୁ ଗଲେ ଦେଖାଯିବ , ଜମିବାଡି ହିସାବରେ ମୋ ମାଙ୍କ ଦ୍ୱାରା ଛଡା ହୋଇଥିବା ଘର ଅଛି, ଯାହାକି ଟିଣ ଛାତରେ ତିଆରି ହୋଇଛି ।
ତାଙ୍କର ରାଜନୈତିକ ଯାତ୍ରା ବିଷୟରେ କହିବାକୁ ଗଲେ ୧୯୯୮ ର ସରକାରରୁ ବଡ ସଫଳତା ପାଇଥିଲେ , ସେ ୪୯ ବର୍ଷ ବୟସରେ ସେ ମାକପା ପୋଲିସ୍ ଦ୍ୱାରା ବ୍ୟୁରୋ ସଦସ୍ୟ ହେଲେ , ଯାହା ଏକ କମ୍ୟୁନିଷ୍ଟ୍ ପାର୍ଟିର ପ୍ରମୁଖ ନୀତି ନିର୍ମାଣ ପ୍ କାର୍ଯ୍ୟକାରୀ ସମିତି ଥିଲେ , ସେ ବର୍ଷ ତ୍ରିପୁରା ରାଜ୍ୟର ମୁଖ୍ୟମନ୍ତ୍ରୀ ହେଲେ , ତେବେ ଠାରୁ ୨୦ ବର୍ଷ ପର୍ଯ୍ୟନ୍ତ ଲଗାତାର ପାଞ୍ଚ ଥର ସେହି ପଦରେ ବଛାଗଲା, ସେ ଭାରତର ସେହି ବଛା ବଛା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଅଟନ୍ତି , ଯିଏକି ଲମ୍ବା ସମୟ ପର୍ଯ୍ୟନ୍ତ ଏହି ପଦରେ ରହିସାରିଛନ୍ତି , ତାଙ୍କର ପାର୍ଟି ୨୦୧୮ ନିର୍ବାଚନରେ ବହୁତମତ ହରାଇଦେଲା, ଓ ପରିଣାମସ୍ୱରୁପ ତାଙ୍କୁ ପଦ ଛାଡିବାକୁ ପଡିଲା ।