ଏମାନେ ହେଲେ ବଲିଉଡ୍ ର ଭିଣେଇ –ଶାଳୀ ଯୋଡିଗୁଡିକ, ଦେଖନ୍ତୁ କାହାର ଶାଳି ଅଟନ୍ତି ଅଧିକା ସୁନ୍ଦର…

ବଲିଉଡ୍ ଏକ ଏମିତି ଫିଲ୍ମ ଇଣ୍ତଷ୍ଟ୍ରି ଅଟେ ଯେଉଁଠି ବହୁତ କଳାକାର ରାତାରାତି ଷ୍ଟାର୍ ହୋଇସାରିଛନ୍ତି , ସେମିତି କିଛି ଅଭିନେତା ଏମିତି ଅଛନ୍ତି , ଯିଏ ସଂମ୍ପର୍କରେ ଜଣେ ଅନ୍ୟ ଜଣଙ୍କ ସହ ବହୁତ ଘନିଷ୍ଠତା ଅଛି , ବଲିଉଡ୍ ରେ କପୁର ପରିବାର ଙ୍କୁ ତ ସମସ୍ତେ ଜାଣିଥିବେ , ଏହି ପରିବାରର ଛୁଆ ଗତ ବହୁତ ବର୍ଷରୁ ଫିଲ୍ମ ଇଣ୍ତଷ୍ଟ୍ରିର୍ ଯୋଡି ହୋଇଛନ୍ତି , ସେମିତି ଆଜି ଆମେ ଆପଣଙ୍କୁ ବଲିଉଡ୍ ଜଗତର ପ୍ରସିଦ୍ଧ ଭିଣେଇ-ଶାଳୀ ଯୋଡିଙ୍କ ବିଷୟରେ କହିବାକୁ ଯାଉଛୁ , ହଁ ଆଜ୍ଞା, ଏଠାରେ ବହୁତ ସେଲିବ୍ରେଟିଜ୍ ଅଛନ୍ତି ଯିଏ ପରସ୍ପର ମଧ୍ୟରେ ସଂମ୍ପର୍କୀୟ ଅଛନ୍ତି , ଏଥିରୁ କିଛି ଭିଣେଇ-ଶାଳି ଯୋଡି ଏକା ସାଙ୍ଗେ ବଡ ପର୍ଦାରେ ନଜର ଆସିସାରିଛନ୍ତି , ତେବେ ଆସନ୍ତୁ ଜାଣିବା କେଉଁ ଯୋଡି ସବୁଠାରୁ ଅଧିକା ପରଫେକ୍ଟ ଯୋଡି ଅଛି !
୧) ଅଜୟ ଦେବଗନ ଓ ରାଣୀ ମୁଖାର୍ଜୀ : ଅଜୟ ଦେବଗନ ଓ କାଜୋଲଙ୍କ ଯୋଡି ବଲିଉଡ୍ ଇଣ୍ତଷ୍ଟ୍ରିରେ ସବୁଠାରୁ ବେଷ୍ଟ ଯୋଡି ଭାବେ ଜଣା, ଏହି କପଲ୍ ବିବାହ ବହୁତ୍ ବର୍ଷ ପୁର୍ବରୁ ହୋଇ ସାରିଛି , ଆଜି ବି ତାଙ୍କ ମଧ୍ୟରେ କେବେ ଦୂରତା ଆସିନାହିଁ ଜଣେ ଦେବୁ କି କାଜୋଲଙ୍କ ଦାଦା ଝିଅ ରାଣି ମୁଖାର୍ଜୀ ଅଟନ୍ତି , ଏଥିପାଇଁ ରାଣୀ ଓ ଅଜୟ ଦେବଗନଙ୍କ ସଂମ୍ପର୍କ ଭିଣେଇ ଶାଳୀ ଅଟେ, ଏହି ଭିଣେଇ –ଶାଳୀ ପ୍ରସିଦ୍ଧ ଫିଲ୍ମ ଚୋରି ଚୋରି ରେ ଏକା ସାଙ୍ଗେ କାମ କରିସାରିଛନ୍ତି ।
୨) କରିସ୍ମା କାପୁର୍ ଓ ସୈଫ୍ ଅଲ୍ଲୀ ଖାନ୍-ଫିଲ୍ମ ଇଣ୍ତଷ୍ଟ୍ରିରେ ତୃତିୟ ଖାନ୍ ମାନେ ସୈଫ୍ ଅଲ୍ଲୀ ଖାନ୍ କରିନା କାପୁରଙ୍କୁ ବିବାହ କରିଛନ୍ତି , ଏଥିପାଇଁ କରିନାଙ୍କ ଭଉଣୀ କରିସ୍ମା କାପୁର ସଂମ୍ପର୍କରେ ତାଙ୍କର୍ ଶାଳି ହେବେ , ଏହି ଭିଣେଇ ଶାଳିଙ୍କ ଯୋଡି ୧୯୯୯ରେ ଏକା ସାଙ୍ଗରେ କାମ କରିଥିଲେ , ଫିଲ୍ମ ହମ୍ ସାଥ୍ ସାଥ୍ ହୈଁ ରେ ଏହି କପ ଅସଲରେ ଭିଣେଇ-ଶାଳୀ ସଂମ୍ପର୍କରେ ବାନ୍ଧି ହୋଇଛନ୍ତି ।
୩) ଶକ୍ତି କାପୁର ଓ ପଦ୍ମିନୀ କୋଲ୍ହାପୁରି –ଶକ୍ତି କାପୁରଙ୍କ ନେଗେଟିଭ୍ କରିବାରେ ଜଣା ଯାଆନ୍ତି , ସେ ବହୁତ ବଲିଉଡ୍ ଫିଲ୍ମରେ କାମ କରିଛନ୍ତି , ଓ ପରେ ସେ ଶିବାନୀଙ୍କୁ ବିବାହ କରିଥିଲେ , ଶିବାନୀ ସଂମ୍ପର୍କରେ ପଦ୍ମିନୀ କୋଲ୍ହାପୁରୀଙ୍କ ଛୋଟ ଭଉଣୀ ଅଟନ୍ତି , ଏଥିପାଇଁ ସେ ଶକ୍ତିକାପୁରଙ୍କ ଶାଳି ହେଲେ , ଦୁହେଁ ଭିଣେଇ ଓ ଶାଳି ଏକା ସାଙ୍ଗେ ବହୁତ ଫିଲ୍ମରେ କାମ କରିଥିଲେ , କିନ୍ତୁ ଶକ୍ତି କାପୁରଙ୍କ ଅଭିନୟ ସବୁବେଳେ ଏକ ଭିଲେନ୍ ହିସାବରେ ରହିଥିଲା ।
୪) ଆଦିତ୍ୟ ଚୋପ୍ରା ଓ କାଜୋଲ୍ : ଆଦିତ୍ୟ ଚୋପ୍ରା ରାଣୀ ମୁଖାଜୀଙ୍କୁ ବିବାହ କରିଥିଲେ , ଏଥିପାଇଁ କାଜୋଲ୍ ଓ ଆଦିତ୍ୟ ସଂମ୍ପର୍କରେ ଭିଣେଇ-ଶାଳୀ ହେଲେ , ଏହି ଦୁହେଁ ବହୁତ ବଡ ବଡ ଫିଲ୍ମଗୁଡିକ ନିର୍ମାଣ କରିଛନ୍ତି ।
୫)ଅକ୍ଷୟ କୁମାର ଓ ରିଙ୍କି ଖାନ୍ନା – ଅକ୍ଷୟ କୁମାରଙ୍କ ବିବାହ ପ୍ରସିଦ୍ଧ ଅଭିନେତ୍ରୀ ଟ୍ୱିଙ୍କିଲ୍ ଖାନ୍ନାଙ୍କ ସହ ହୋଇଥିଲା, ରିଙ୍କି ଟ୍ୱିଙ୍କିଲ୍ ଙ୍କ ଭଉଣୀ ଅଟନ୍ତି ଏଥିପାଇଁ ଅକ୍ଷୟଙ୍କ ସେ ଶାଳୀ ହେବେ , ରିଙ୍କି ଙ୍କୁ ଆମେ ଗୋବିନ୍ଦାଙ୍କ ଫିଲ୍ମ ଜିସ୍ ଦେଶ ମେଁ ଗଙ୍ଗା ରେହେତା ହେ, ରେ ଅଭିନୟ କରିଥିବାର ଦେଖିଥିଲେ , ଦୁହେଁ ଭିଣେଇ-ଶାଳୀ ସଂମ୍ପର୍କ ବହୁତ ସ୍ନେହରେ ଭରି ରହିଛି ।