February 8, 2025

Odia Express

Leading Odia News Portal of Odisha

ଯଦି ଆପଣଙ୍କୁ କେଉଁ କିନ୍ନର ପଇସା ମାଗେ ତେବେ କହିଦିଅନ୍ତୁ ଏହି ଜାଦୁଇ ଶବ୍ଦ , ଆଉ ତାପରେ ଦେଖନ୍ତୁ ଚମତ୍କାର..

ଆମର ଦେଶରେ ବିଭିନ୍ନ ପ୍ରକାରର ବିବିଧତାରେ ଭରି ରହିଛି , ଏହି ସଂସ୍କୃତି ଓ ପରମ୍ପରାର ଦେଶ ଆମର ଦେଶରେ ବହୁତ ସାରା ଉତ୍ସବ ପାଳିତ ହୋଇଥାଏ , ଓ ଏହା ଧୁମ୍ ଧାମରେ ପାଳିତ ହୋଇଥାଏ , ଏହି ଉତ୍ସବ ମଧ୍ୟରେ ଏକ ପରମ୍ପରା ରହିଛି ଯାହା ହେଲା ଦକ୍ଷିଣା ଦେବା ପରମ୍ପରା,  ଯଦି ଆପଣଙ୍କ ପାଖରେ ଧନର କୌଣସି ଅଭାବ ନାହିଁ ତେବେ ଆପଣ କିଛି ବି ଦେଇପାରିବେ , ସବୁ ଖୁସିର ଭରପୁର ଆନନ୍ଦ ଉଠାଇପାରିବେ , ନହେଲେ କିଛି ତ ଅଧୁରା ରହିଯିବ , ସମସ୍ତଙ୍କ ଇଚ୍ଛା ହୋଇଥାଏ କି ତାଙ୍କର ନିଜ ଜୀବନରେ କେବେ ବି ଧନର ଅଭାବ ନହେଉ , ଓ ସେଥିପାଇଁ ସେ ବହୁତ ପରିଶ୍ରମ କରିଥାଏ ।ଯେବେ କେଉଁ ଉତ୍ସବ ଆସିଥାଏ ତେବେ ଆମ ମନ ଖୁସିରେ ଝୁମିଉଠେ , ଓ ଉତ୍ସବ ସରିଲାପରେ ବହୁତ ଲୋକ ଦକ୍ଷିଣା ମାଗିବାକୁ ଆସନ୍ତି , କିନ୍ତୁ ଏହି ମାମଲାରେ କିନ୍ନର ସବୁଠାରୁ ଆଗରେ ରୁହନ୍ତି

କେବଳ ଉତ୍ସବ ନୁହେଁ ଯଦି କାହାର ବାହାଘର ହେଉଥାଏ କିମ୍ବା କେଉଁ ଶୁଭ କାମ ହୋଇଥାଏ ଯେପରିକି ଛୁଆ ଜନ୍ମ ହେବା କି ଘର ନୁଆ ନେଇଛନ୍ତି , ତେବେ କିନ୍ନର ସେଠାରେଆସି ପହଞ୍ଚିଯାଆନ୍ତି , ଓ ନିଜ ହିସାବରେ ଉତ୍ସବ ମନାନ୍ତି । ଏହା ଆପଣ ଜାଣିଥିବେ କି ଯେବେ କିନ୍ନର କେଉଁ ଖାସ୍ ମଉକାରେ ଘରକୁ ଆସିଥାନ୍ତି ତେବେ ବିନା ପଇସା ନେଇ ସେ ଫେରନ୍ତି ନାହିଁ , ଏହା ତାଙ୍କର ଏକ ଅଭ୍ୟାସ ହୋଇଥାଏ , ଅନ୍ୟ ପଟେ ଲୋକେ ତାଙ୍କୁ ପଇସା ଦେବାପାଇଁ କେବେ କୁଣ୍ଠାବୋଧ କରିପାରନ୍ତି ନାହିଁ  , କିଛି ଲୋକ ପଇସା ତ ଦେଇଦିଅନ୍ତି କିନ୍ତୁ କିଛି ପଇସା ଦେଲାବେଳେ କୁଣ୍ଠାବୋଧ କରିଥାନ୍ତି , ଯେବେ କେଉଁ କିନ୍ନରକୁ ପଇସା ଦିଆଯାଏ , ତେବେ ଆମକୁ ସେ ଆଶିର୍ବାଦ କରନ୍ତି , ଏମିତି ମାନାଯାଏ କି କିନ୍ନର ମୁହଁରୁ ବାହାରିଥିବା ଶବ୍ଦ ଆମ ପାଇଁ ବହୁତ ଲାଭକାରୀ ହୋଇଥାଏ ।

ଏହି ଆଶିର୍ବାଦର ଫଳ ଆମକୁ ଜୀବନରେ ବହୁତ ଜଲଦି ଦେଖିବାକୁ ମିଳିଥାଏ , କିନ୍ତୁ ଆପଣଙ୍କୁ କହିଦେବୁ କି ଯେତେ ତାଙ୍କର ଆଶିର୍ବାଦର ପ୍ରଭାବ ହୋଇଥାଏ , ସେତେ ତାଙ୍କର ଅଭିଷାପ ବି ଖତରନାକ ହୋଇଥାଏ , ଏଥିପାଇଁ କେବେ କେଉଁ କିନ୍ନରକୁ ନିରାଶ କରିବା ଉଚିତ୍ ନୁହେଁ । ଯେବେ କେଉଁ କିନ୍ନର ପଇସା ମାଗିବାକୁ ଆସେ , ତେବେ ଆମର ଏହା ଚେଷ୍ଟା ରହେ କି ଯେତେ ଜଲଦି ହୋଇପାରିବ  ପଇସା ଦେଇକରି କିନ୍ନର ଠାରୁ ଦୂରେଇଯିବା,  କିନ୍ତୁ ଯଦି କିନ୍ନର ଆପଣଙ୍କ ଘରୁ ଯାଉଛନ୍ତି ଓ ଆପଣ କିଛି କହୁନାହାନ୍ତି ତେବେ କିଛି ଲାଭକାରୀ ହେବ ନାହିଁ , ଆପଣ ଗୋଟେ କାମ କରିବେ ଯେବେ ବି କିନ୍ନର ଯାଉଥିବେ ତାଙ୍କୁ ଏହି ଜାଦୁଇ ଶବ୍ଦ କହିଦେବେ , ତାଙ୍କୁ ଆପଣ ପଇସା ଦେବାପରେ କହିବେ ଆଉଥରେ ଆସିବେ ।

ଏହା ହେଲା ସେଇ ଜାଦୁଇ ଶବ୍ଦ । ଏହି ଶବ୍ଦ ଆପଣଙ୍କୁ ମାମୁଲି ଲାଗୁଥିବ । କିନ୍ତୁ ଏହା ବିଲକୁଲ୍ ସତ ଅଟେ , କିନ୍ନରଙ୍କୁ ଦେଇଥିବା ଦାନ ବହୁତ ଶୁଭ ହୋଇଥାଏ , ଏମିତିରେ ଯେବେ ଆପଣ ତାଣ୍କୁ ଆସିବାକୁ କହିଥାନ୍ତି ତାଙ୍କୁ ଅନୁଭବ ହୁଏ କି ଆପଣ ତାଙ୍କୁ ହୃଦୟର ସହ ଦାନ ଦେଇଛନ୍ତି , ଏଥିପାଇଁ ଯିବା ସମୟରେ ଆପଣଙ୍କୁ ହୃଦୟରୁ ଆଶିର୍ବାଦ ଦିଅନ୍ତି , ଯେବେ କେଉଁ କିନ୍ନର ସଚ୍ଚା ମନରେ ଆପଣଙ୍କୁ ଆଶିର୍ବାଦ କରେ ତେବେ ତାହା ଜଲଦି ଫଳପ୍ରଦ ହୋଇଥାଏ ।

Leave a Reply

Your email address will not be published. Required fields are marked *