February 6, 2025

Odia Express

Leading Odia News Portal of Odisha

ଯେଉଁ ମହିଳାଙ୍କ ହୋଇଥାଏ ଏହି ୪ ଟି ଲକ୍ଷଣ , ସବୁଠାରୁ ଅଧିକା ପବିତ୍ର ଓ ଭାଗ୍ୟଶାଳୀ ହୋଇଥାନ୍ତି ସେ , ଜାଣିନେବେ ଯଦି ଜୀବନରେ କେବେ ଖାଇବେ ନାହିଁ ଧୋକା..

କେବଳ ବିଚାର ମାତ୍ର ହିଁ ମାନବ ଚରିତ ର ପ୍ରକାଶକ ପ୍ରତିତ ହୋଇନଥାଏ , ମନୁଷ୍ୟର ଚରିତ୍ର ବିଚାର ଓ ଆଚାର ଦୁହେଁ ମିଶାଇକରି ହୋଇଥାଏ , ସଂସାରରେ ବହୁତ ଏମିତି ଲୋକ ମିଳିଥାନ୍ତି ଯାହାଙ୍କ ବିଚାର ବଡ ହିଁ ଉଦ୍ୟାତ୍ୟ ମହାନ୍ ଓ ଆଦର୍ଶପୁର୍ଣ୍ଣ ହୋଇଥାଏ , କିନ୍ତୁ ତାଙ୍କର କ୍ରିୟା ତାଙ୍କର ଅନୁରୁପ ହୋଇନଥାଏ , ବିଚାର ପବିତ୍ରହେଉ ଓ କର୍ମ ସଚ୍ଚରିତ୍ରତା ହୋଇନଥିବ , ଏହି ପ୍ରକାରର ଲୋକ ଉପରେ ବଡ ସତ୍ୟବାଦୀ, ଆଦର୍ଶବାଦୀ, ଓ ଧର୍ମ କର୍ମ ବାଲା ହୋଇଥାନ୍ତି , କିନ୍ତୁ ଏମାନଙ୍କ ଭିତରେ କଳୁଷପୁର୍ଣ୍ଣ ବିଚାରାଧାରା ହୋଇଥାଏ , ଏମିତି ବ୍ୟକ୍ତି ସଚ୍ଚା ଚରିତ୍ର ବାଲା ନୁହେଁ , ସଚ୍ଚା ଚରିତ୍ରବାନ ସେ ଜଣାଯିବ , ଯିଏ ବାସ୍ତବରେ ହୋଇଥାଏ , ଯିଏ ବିଚାର ଓ ଆଚାର ଦୁହେଁ ସମାନ ରୁପରେ ଉଚ୍ଚ ଓ ପୁନିତ ରଖିକରି ଚଲିଥାଏ । ମନୁଷ୍ୟର ଚରିତ୍ର ନିର୍ମାଣ ସଂସ୍କାରର ଆଧାରରେ ହୋଇଥାଏ , ମନୁଷ୍ୟ ଯେଉଁ ପ୍ରକାରର ସଂସ୍କାର ସଂଞ୍ଚୟ କରିଥାଏ, ସେହି ପ୍ରକାରର ଚରିତ୍ରର ହୋଇଥାଏ , ନିଜ ଚରିତ୍ରର ନିର୍ମାଣ କରିବାପାଇଁ ମନୁଷ୍ୟକୁ ନିଜ ସଂସ୍କାରର ନିର୍ମାଣ କରିବା ଉଚିତ୍ , ଭାରତରେ ମହିଳାଙ୍କୁ ଦେବୀର ଦର୍ଜା ଦିଆଯାଇଛି

ସେମିତି ପ୍ରକୃତି ସ୍ତ୍ରୀଙ୍କ ଭିତରେ କୋମଳତା, ସୌଭ୍ୟତା, ଓ ମମତ୍ୱ ଭାବ ଦେଇଛନ୍ତି, ଅଧିକାଂଶ ମହିଳାଙ୍କର୍ ଏହି ଭାବନା ହୋଇଥାଏ , ଏହି ସଂସାରରେ ଅଲଗା ଅଲଗା ପ୍ରକାରର ଲୋକ ରହିଥାନ୍ତି , ସମସ୍ତଙ୍କ ସ୍ୱଭାବ ବହୁତ ଭିନ୍ନ ଭିନ୍ନ ହୋଇଥାଏ।  ଖାସ୍ କରି ମହିଳାଙ୍କ , ଯେବେ ପୁରୁଷ ନିଜ ଜୀବନସାଥୀ ବାଛିଥାଏ ତେବେ ସେ ସର୍ବଗୁଣ ସଂପନ୍ନ ଝିଅ ଚାହେଁ , ଯେଉଁଥିରେ ବିଶେଷକରି ଭାଗ୍ୟଶାଳୀ ହୋଇଥିବ , କିନ୍ତୁ ଯେଉଁ ପ୍ରକାରର ହାତର ପାଞ୍ଚଟୀ ଆଙ୍ଗୁଠି ବରାବର ହୋଇନଥାଏ , ସେମିତି ମହିଳାମାନେ ଏକାସମାନ ହୋଇନଥାନ୍ତି , ଏମିତିରେ ଜରୁରୀ ହୋଇଥାଏ କି କିପରି ଜାଣିପାରିବେ କି କେଉଁ ମହିଳା ଚରିତ୍ରହୀନ ଅଟେ ଓ କିଏ ପବିତ୍ର, ଆଜି ଆମେ ଆପଣଙ୍କୁ ମହିଳାଙ୍କ ସହ ଯୋଡି ହୋଇଥିବା ଲକ୍ଷଣ ବିଷୟରେ କହିବାକୁ ଯାଉଛୁ , ଆସନ୍ତୁ ଜାଣିବା ।

ସାମୁଦ୍ରିକ ଶାସ୍ତ୍ରର୍ ଅନୁସାରେ ଯେଉଁ ମହିଳାଙ୍କ ଓଠ ଉପରେ ହାଲକା ବାଳ ହୋଇଥାଏ , ଏମିତି ମହିଳା ଭଲ ଗୁଣବାଲି ହୋଇଥାନ୍ତି , ଏମିତି ମହିଳା ଧର୍ମ, କର୍ମଦାନପୁଣ୍ୟ ରେ ଅଧିକା ବିଶ୍ୱାସ କରିଥାନ୍ତି , ଓ ଏମିତି ମହିଳା ନିଜ ସ୍ୱାମୀଙ୍କ ପାଇଁ ବହୁତ ଭାଗ୍ୟଶାଳି ବି ହୋଇଥାନ୍ତି ।

ଯେଉଁ ଝିଅଙ୍କର ମଥାରେ କଳାଜାଇ ହୋଇଥାଏ , ସେ ଝିଅ ନିଜ ସ୍ୱାମୀଙ୍କପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି , ସେମାନେ ନିଜ ସ୍ୱାମୀର ଭଲ ଦାୟିତ୍ୱ୍ ନିଅନ୍ତି , ଓ ତାଙ୍କୁ ବହୁତ ଭଲ ପାଆନ୍ତି , ଓ ନିଜେ ଆତ୍ମନିର୍ଭର ରହିଥାନ୍ତି ।

ସାମୁଦ୍ରିକ ଶାସ୍ତ୍ରର ଅନୁସାରେ ଯେଉଁ ଝିଅଙ୍କର ଶରୀରରେ ହାଲକା ହାଲକା ବାଳ ହୋଇଥାଏ,  ଏମିତି ଝିଅଙ୍କୁ ପବିତ୍ର ମାନାଯାଏ , ଏମିତି ଝିଅ ମାତା ସିତାଙ୍କ ପରି ସର୍ବଗୁଣ ପରିପୁର୍ଣ୍ଣ ହୋଇଥାନ୍ତି , ଓ ନିଜ ଘର ପରିବାରକୁ ସବୁବେଳେ ଖୁସିରେ ରଖନ୍ତି ।

ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ ଯେଉଁ ଝିଅଙ୍କର ଆଇବ୍ରୋ ପତଳା ହୋଇଥାଏ , ଏମିତି ଝିଅ ନିଜ ସ୍ୱାମୀଙ୍କପାଇଂ ପୁର୍ଣ୍ଣ ରୁପରେ ସମର୍ପିତ ହୋଇଥାନ୍ତି , ସବୁ ସୁଖ ଓ ଦୂଃଖରେ ନିଜ ସ୍ୱାମୀଙ୍କ ସାଥିରେ ରୁହନ୍ତି , ଏମାନଙ୍କ ହୃଦୟ ବହୁତ ବଡ ହୋଇଥାଏ,  ଓ ବହୁତ ସଂସ୍କାରୀ ହୋଇଥାନ୍ତି , ଓ ପୁଜା ପାଠ ଓ ଧର୍ମ କର୍ମରେ ଅତ୍ୟାଧିକ ବିଶ୍ୱାସ ରଖନ୍ତି ।

Leave a Reply

Your email address will not be published. Required fields are marked *