February 6, 2025

Odia Express

Leading Odia News Portal of Odisha

ଝିଅଙ୍କୁ Hi,Hello ର ମେସେଜ୍ ନ ପଠାଇକରି , ବରଂ ପଠାନ୍ତୁ ଏହି ମେସେଜ୍, ସେ ନିଜେ କରିବେ , ଆପଣଙ୍କୁ ରାତିସାରା ବହୁତ ମେସେଜ୍…

ପ୍ରେମ ଏକ ଅନୁଭୁତି ହୋଇଥାଏ ଯେଉଁଥିରେ ମଣିଷ ବହିକରି ଚାଲିଯାଏ , ଯଦି ଆପଣଙ୍କୁ କାହା ସହ ପ୍ରେମ ହୋଇଯାଇଛି , ତେବେ ଆପଣଙ୍କ ସହ ନିଶ୍ଚିତ ଏପରି ହୋଇଥିବ କି ଆପଣଙ୍କୁ ସବୁବେଳେ ନିଜ ପ୍ରେମର ଚିନ୍ତା ଆସୁଥିବ , ଯେବେ ଆପଣ ନିଜ ଲାଇଫ୍ ପାର୍ଟନର ସହ କଥା ହେଉଥିବେ ତେବେ ଆପଣ ଚାହୁଁଥିବେ କି ଏହି ସମୟ ଏଠି ଅଟକିଯାଉ , ଓ ଆପଣ ନିଜ ପାର୍ଟନର ସହ ଏମିତି କଥା ହେଉଥାଆନ୍ତି , ଖାସ୍ ଯେବେ ଆପଣ ଦୁହେଁ ଏକାଠି ରହିନଥାନ୍ତି , ତେବେ ଆପଣ ମେସେଜ୍ ଦ୍ୱାରା ଆପଣଙ୍କ ଖାସ୍ କଥା ହୋଇଥାଏ , ଆପଣ ସେହି କଥାକୁ ସହଜରେ ମେସେଜ୍ ମାଧ୍ୟମରେ କହିଦିଅନ୍ତି , ଯାହା ଆପଣ ଫୋନ୍ କଲ୍ ମାଧ୍ୟମରେ କହିବାକୁ ଖରାପ ଭାବନ୍ତି । ବହୁତଥର ଦେଖାଯାଏ କି ଲୋକେ ନିଜ ପାର୍ଟନରଙ୍କ ସହ କଥାବାର୍ତ୍ତା ଆରମ୍ଭ କରିବାବେଲେ Hi,hello କହି ମେସେଜ୍ କହିଥାନ୍ତି , ଯାହାକି ଝିଅଙ୍କୁ ବହୁତ ବୋରିଙ୍ଗ୍ ଲାଗିଥାଏ

ଯାହା କାରଣରୁ ସେମାନେ ଚାହିଁଲେ ବି କଥାହେବାକୁ ଇଚ୍ଛା କରନ୍ତି ନାହିଁ , ଓ କିଛି ସମୟ ପରେ ଗୁଡ୍ ନାଇଟ୍ ମେସେଜ୍ କରି ଚାଲିଯାଆନ୍ତି , ଯାହାଦ୍ୱାରା ଆପଣଙ୍କ କଥା ହୋଇପାରେ ନାହିଁ ଓ କଥା ଅଧୁରା ହୋଇଯାଏ , ଆଜି ଆମେ ଆପଣଙ୍କ ପାଇଁ କିଛି ଖାସ୍ ଟିପ୍ସ ନେଇକରି ଆସିଛୁ ଯାହାକୁ ଆପଣାଇବାପରେ ଆପଣ ନିଜ ପାର୍ଟନରକୁ ଘଣ୍ଟାଏ ଯାଏଁ କଥା ହୋଇପାରିବେ , ଆପଣ ଝିଅଙ୍କ ସହ ଅଧିକା କଥା ହୋଇପାରିବେ , ସବୁଠାରୁ ପ୍ରଥମେ ଆପଣଙ୍କୁ କହିଦେବୁ କି ଯଦି ଆପଣଙ୍କ ପାର୍ଟନର ଆପଣଙ୍କ ସହ ବହୁତଦିନ ହେଲା କଥା ହୋଇନାହିଁ ତେବେ କେବେ ବି ନିଜ ପାର୍ଟନରଙ୍କୁ ଗୁଡ୍ ନାଇଟ୍ ମେସେଜ୍ ପଠାନ୍ତୁ ନାହିଁ , ଏଥିରେ କିଛି ଅଲଗା ଭାବିକରି ଏକ ସାୟେରି ଲେଖିକରି ପଠାନ୍ତୁ , ଯାହାକୁ ପଢିକରି ସେ ମେସେଜ୍ କୁ ରିପ୍ଲାଈ କରିଦେବ

ଆପଣଙ୍କୁ ଜଣେଇଦେବୁ କି ଝିଅଙ୍କୁ ସାୟେରି ପଢିବା ବହୁତ ସଉକ ହୋଇଥାଏ , ଏହି କାରଣରୁ ଝିଅ ସବୁବେଳେ ସାୟେରୀ ପଢନ୍ତି , ଯଦି ଆପଣ ସାୟେରୀ ସହ ତାଙ୍କର ପ୍ରଶଂସା କରିବେ ତାଙ୍କୁ ବହୁତ ଭଲ ଲାଗେ,  ସେଥିପାଇଁ ତାଙ୍କୁ ରାତିରେ ଅଧା ସାୟେରୀ କେବେ ପଠାନ୍ତୁ ଯାହା ଦ୍ୱାରା ସେ ଆପଣଙ୍କୁ ଫୋନ୍ କରି ସଂପୁର୍ଣ୍ଣ ସାୟେରୀ ବିଷୟରେ ପଚାରିବେ , ତାପରେ ଆପଣ ତାଙ୍କୁ ବାହାନାରେ କିଛି ବି ପଚାରିପାରିବେ , ଏମିତି କଥାବାର୍ତ୍ତା ହୋଇ ଅଲଗା ଅଲଗାକଥାରେ ସମୟ ଅତିବାହିତ କରିଦେବେ । ଏହାସହ ଆଉ ଏକ କଥା ହୋଇଥାଏ କି ସଂମ୍ପର୍କକୁ ମଜବୁତ୍ କରିବାକୁ ହେଲେ ପରସ୍ପର ପରସ୍ପରକୁ ଇଜ୍ଜତ ଦେବା ଉଚିତ୍ ,

ଯଦି ଆପଣଙ୍କ ପାର୍ଟନରର କିଛି କଥା ଭଲ ଲାଗେ ତେବେ ପ୍ରଶଂସା କରିବା ଭୁଲନ୍ତୁ ନାହିଁ , ନିଜ ପାର୍ଟନରର ନାପସନ୍ଦ ବି ପଚାରନ୍ତୁ , ତାଙ୍କ ସବୁ ସଉକ ବିଷୟରେ ପଚାରନ୍ତୁ । ଓ କଥା ମଝିରେ ହସ ମଜାକ୍ କରୁଥାନ୍ତୁ , ନିଜ ପାର୍ଟନରକୁ ସବୁବେଳେ ସ୍ପେସିଆଲ୍ ଫିଲ୍ କରାନ୍ତୁ , ଏହା ଦ୍ୱାରା ଆପଣଙ୍କ ପାଇଁ ତାଙ୍କର ଇଜ୍ଜତ ଆହୁରି ବଢିଯିବ , ଏହି ପ୍ରକାରର ଆପଣ ନିଜ ପାର୍ଟନର ସହ କଥା ହୁଅନ୍ତୁ , ଏହାଦ୍ୱାରା ଆପଣଙ୍କ ପାର୍ଟନରଙ୍କ ଆପଣଙ୍କ ପ୍ରତି ଫିଲିଙ୍ଗ୍ସ ଆହୁରି ବଢିବ , ଓ ସେ ଆପଣଙ୍କ ପାଖପାଖି ହୋଇଯିବ ।

Leave a Reply

Your email address will not be published. Required fields are marked *