ଏହି ଛୋଟ ଜିନିଷର ଫାଇଦା ଜାଣିକରି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ- ମୃତ୍ୟୁକୁ ଛାଡିକରି ସବୁ ରୋଗର ଚିକିତ୍ସା ପାଇଁ ଉପଯୋଗୀ…
ଆମେ ନିଜ ଜୀବନରେ ବହୁତ ସାରା ଜିନିଷ ଖାଇଥାଉ , ଏଥିରୁ କିଛି ଜିନିଷ ଫାଇଦା ଦେଇଥାଏ , ଓ କିଛି ଉକ୍ଷଣ ଦେଖାଇଥାଏ , କଳାଜିରା ଯାହାକୁ ଆମେ ଇଂରାଜୀରେ Nigella sativa କହିଥାଉ , ଓ ଏହା ଏକ ପ୍ରକାରର ବିଜ ହୋଇଥାଏ ଯାହାର ପ୍ରୟୋଗ ବହୁତ ଖାଦ୍ୟର ତିଆରି ସମୟରେ କରାଯାଏ , ଆମର ଭାରତରେ କଳାଜିରାର ଗଛ ଓ କଲା ବିଜ ନାଁରେ ବି ଜଣାଯାଏ । ଏହାର ବହୁତ ସାରା ପ୍ରଜାତି ହୋଇଥାଏ , ଯାହାକି ଦକ୍ଷିଣ ପଶ୍ଚିମ ଏସିଆରେ ଅଛି , ଏହାର ସେବନ ବହୁତଦିନରୁ ଇଣ୍ତିଆ,ପାକିସ୍ଥାନ, ଓ ବାଙ୍ଗଲାଦେଶର ନିବାସୀ କରୁଛନ୍ତି , କଳାଜିରା ବହୁତ ଭଲ ଜୀବନ ଔଷଧୀ ଅଟେ, ଓ ଏହାର ପ୍ରୟୋଗ ୨୦୦୦ ବର୍ଷ ରୁ ମେଡିସିନ୍ ବନାଇବା ରୁପରେ କରାଯାଈଛି, କଳାଜିରା ଆୟୁର୍ବେଦର ପାଇଁ ବରଦାନ ଅଟେ ,ଆୟୁର୍ବେଦରେ କଳାଜିରାକୁ ମୃତ୍ୟୁର ଛଡା ସବୁ ରୋଗର ଚିକିତ୍ସା ପାଇଁ ଜଣାଯାଏ ।
ଆପଣଙ୍କୁ କହିଦେବୁ କି କଳାଜିରାରେ ଆଇରନ୍ , ସୋଡିୟମ୍, କ୍ୟାଲସିୟମ୍, ପୋଟାସିୟମ୍ ଓ ଫାଈବର ପରି ବହୁତ ସାରା ମିନେରାଲ୍ସ ଓ ନ୍ୟୁଟ୍ରିସନ୍ସ ଅଛି , ଯାହା ସ୍ୱାସ୍ତ୍ୟ ପାଇଁ ମହତ୍ତ୍ୱପୁର୍ଣ୍ଣ ଅଟେ, ଏଥିରୁ ପ୍ରାୟ ସବୁ ୧୫ ପ୍ରକାରର ଏମିନୋ ଏସିଡ୍ ମିଳିଥାଏ , ଯାହା ଆମର ଶରୀରରେ ପ୍ରୋଟିନ୍ କମି ଦୂର କରିଥାଏ , କଳାଜିରାର ତେଲ ବ୍ୟବହାର ଆମେ ରକ୍ତଚାପ କମ୍ ଓ ଶ୍ୱସନ କୁ ବଢାଇବାପାଇଁ କରିଥାନ୍ତି , ଓ ଏହା କୋଲେଷ୍ଟ୍ରୋଲ୍ ବିପକ୍ଷରେ ଉପଯୋଗୀ ଅଟେ, ଏହା ବହୁତ ଭଲ ଆଣ୍ଟି ଏକ୍ସିଡେଣ୍ଟ ହୋଇଥାଏ । କଳାଜିରାର ପ୍ରୟୋଗ ହୃଦୟ ସଂବନ୍ଧିତ ବହୁତ ରୋଗର ଚିକିତ୍ସା ପାଇଁ କରାଯାଏ , ଓ ଲୋକଙ୍କୁ ଏହା ଦ୍ୱାରା ବହୁତ ଫାଇଦା ମିଳିଥାଏ
କଳାଜିରାର ଉପଯୋଗ ଆମେ ନିଜ ତ୍ୱଚା ର ବ୍ରଣ ଓ କଳାଦାଗ ପାଇଁ ବ୍ୟବହାର କରିଥାଉ ଏହା ସେ ସବୁ ଶେଷ କରିଦିଏ , ଏହାର ଉପଯୋଗ କରିଲେ ଦାଗ ସବୁ ଉଭାନହୋଇଯାଏ , ଓ ଆପଣଙ୍କ ତ୍ୱଚାରେ ନିଖାର୍ ଆସେ , ଏହାର ବ୍ୟବହାର୍ ପାଇଁ ଏକ ଚାମଚ ଛେଳିର କ୍ଷୀରରେ ଅଧା ଚାମଚ କଳାଜିରା ମିଶାଈକରି ସବୁଦିନ ୧ ସପ୍ତାହ ପାଇଁ ପିଇଲେ ହୃଦୟ ମଜବୁତ୍ ହୋଇଥାଏ , ଓ ହାର୍ଟ୍ ଆଟାକ୍ ପରି ସମସ୍ୟା ଆଉ ଦେଖାଯାଏ ନାହିଁ ।
ଆଜିକାଲି ସମୟରେ ଅଧିକାଂଶ ମହିଳାଙ୍କୁ ହେଉ କିମ୍ବା ପୁରୁଷଙ୍କୁ ବାଳ ଝଡିବାର ସମସ୍ୟା ଦେଖାଯାଏ , ବାଳ ଝଡିଆ ଉପଯୁକ୍ତ ନ୍ୟୁଟ୍ରିସନ୍ ର ଅଭାବ ଓ ଉଚିତ୍ ପୋଷକ ନ ମିଳିବାରୁ ହୋଇଥାଏ , ଏମିତିରେ କଳାଜିରାରେ ଉପସ୍ଥିତ ଆଣ୍ଟିଏକ୍ସିଡେଣ୍ଟ୍ ଓ ଆଣ୍ଟୀ ମାଇକ୍ରୋବିୟଲ୍ ଗୁଣ ବାଳର ଝଡକୁ ମଜବୁତ୍ କରିଥାଏ, ଓ ବାଳ ଝଡିବାରୁ ରୋକେ , ଯୁବାଙ୍କ ତୁଳନାରେ ବୟସ୍କ ଲୋକଙ୍କ ମନେ ରଖିବା ଶକ୍ତିକୁ ବା ସ୍ମରଣ ଶକ୍ତିକୁ ବଢାଇଥାଏ । ଆଜିକାଲିର ସମୟରେ ହୃଦରୋଗ ଯୋଗୁଁ ପ୍ରାୟ ସମସ୍ତେ ପିଡିତ ଅଛନ୍ତି , କଳାଜିରାର ପ୍ରୟୋଗରୁ ହୃଦୟ ସଂବନ୍ଧିତ ସବୁ ରୋଗରୁ ଉପଶମ ହୋଇପାରିବେ ,ଏହା ସହ ମଧୁମେହ ରୋଗୀଙ୍କ ପାଇଁ କଳାଜିରା ବହୁତ ଫାଇଦାଦାୟକ ହୋଇଥାଏ, ଏହା ଡାଇବେଟିଜ୍ କୁ ବି ନିୟନ୍ତ୍ରଣ କରିଥାଏ ।