ସବୁ ଦେବତାମାନେ ମିଶିକରି ବନାଇଛନ୍ତି ଏହି ୩ ଟି ରାଶିର ରାଜଯୋଗ,ଆଜିଠୁ ମିଳିବ ଜୀବନର ସବୁ ଖୁସି
ମନୁଷ୍ୟ ଜୀବନରେ ଗ୍ରହର ଚାଲିଚଳନ ବହୁତ ମହତ୍ତ୍ୱ ରଖିଥାଏ , ଓ ଏହାର ସ୍ଥିତି ଆମର ଜୀବନରେ ଚାଲିଥାଏ , ଏହାର ଚାଲି ସିଧା ଆମର ବ୍ୟକ୍ତିଗତ ଜୀବନରେ ବି ପଡିଥାଏ । କେବେ କେଉଁ ଗ୍ରହର ପାଇଁ ଖୁସିର ନେଇକରି ଆସେ ତେବେ କେବେ ଅସୁବିଧାର ସାମ୍ଣା କରିବାକୁ ପଡିପାରେ , ଏହି କ୍ରମରେ ଏହି ଥର ପରିବର୍ତନରୁ କିଛି ଖାସ୍ ରାଶିଗୁଡିକର ଲାଭ ହେବାର ଅଛି , ମାନାଯାଉଛି କି ଏହି ମହାସଂଯୋଗ ଜୀବନରେ କେବେ କେବେ ହିଁ ଆସିଥାଏ , ଯେଉଁଥିରେ ସବୁ ଦେବତାଙ୍କୁ ମିଶିକରି ତିନି ରାଶିର ରାଜଯୋଗ, ମାନାଯାଉଛି କି ଅକ୍ଟୋବରରୁ ଏହି ରାଶିଗୁଡିକର ସବୁ ଚିନ୍ତା ଦୁର ହୋଇଯୀବ , ଜୀବନରେ ଆସୁଥିବା ସବୁ ଅସୁବିଧା ଦୂର ହୋଇଯିବ , ଆଜି ଆମେ ଆପଣଙ୍କୁ ଏମିତି ଖବର ନେଇକରି ଆସିଛୁ ଯାହାକୁ ଜାଣିଲେ ଆପଣଙ୍କ ମନରେ ଖୁସିର ଠିକଣା ରହିବ ନାହିଁ । ଆଜି ଆମେ ଆପଣଙ୍କୁ କହିବୁ ସେପ୍ଟେମ୍ବରର ଶେଷରେ କେଉଁ କେଉଁ ରାଶିର ରାଜଯୋଗ ହେଉଛି , ତେବେ ସମସ୍ତେ ଜାଣିଛନ୍ତି କି ଯାହା ଭାଗ୍ୟରେ ଲେଖା ହୋଇଥାଏ ତାହା ମିଳିଥାଏ , ଏବେ ଆସନ୍ତୁ ଜାଣିବା କେଉଁ ରାଶିଗୁଡିକ ଉପରେ ସବୁ ଦେବତାଙ୍କ ବିଶେଷ କୃପା ରହିବାର ଅଛି ।
୧)ମେଷ ରାଶି : ମେଷ ରାଶିର ଜୀବନରେ ବହୁତ କଷ୍ଟମୟ ହୋଇପାରେ , ଆଶା ନିରାଶା ର ମିଶ୍ରିତ ଭାବ ମନରେ ରହିବ , ଆପଣଙ୍କ ଆୟର ସାଧନରେ ବୃଦ୍ଧି ହେବ , ଚାକିରିରେ ଅଫିସରଙ୍କ ସହଯୋଗ ମିଳିବ ।
୨) ବୃଷ ରାଶି :ଏହି ରାଶିର ଜାତକରେ ସ୍ୱାସ୍ଥ୍ୟ ଜନିତ ଅସୁବିଧା ଦେଖାଦେଇପାରେ , ଏଥିପାଇଁ ଆଜିର ଦିନ ଭଲ ନାହିଁ ଏଥିପାଇଁ କୌଣସି ଜଳାଶୟକୁ ଯିବାକୁ ବାରଣ କରଯାଇଛି , ଓ ଏହା ସହ ଛୁଆଙ୍କ ସହ ଭଲ ସମୟ କଟିବ , ଆପଣଙ୍କୁ ନିଜ ନକରାତ୍ମକ ଚିନ୍ତାଧାରାକୁ ଦୂରେଇବାକୁ ପଡିବ ।
୩)ମିଥୁନ ରାଶି : ଅନୈତିକ କାର୍ଯ୍ୟରେ ବଦନାମୀ ହେବାର ଯୋଗ ଅଛି , ସ୍ୱାସ୍ଥ୍ୟର ଧ୍ୟାନ ରଖିବାକୁ ହେବ , ସ୍ୱାସ୍ଥ୍ୟ ପଛରେ ଧନ ଖର୍ଚ୍ଚ କରିବାର ସଂମ୍ଭାବନା ଅଛି, ପାରିବାରିକ ସଦସ୍ୟଙ୍କ ସହ ମନମୁତାବ ହେବ , ଭୁଲ୍ କାର୍ଯ୍ୟ କରିବାରେ ବଞ୍ଚନ୍ତୁ ।
୪) କର୍କଟ ରାଶି : ଏହି ରାଶିର ଲୋକେ ବହୁତ ବଡ ଲାଭ ହେବ , ପରିବାରରେ ଭାଇ ଭଉଣୀ ସହ ଆନନ୍ଦଦାୟକ ସମୟ ବ୍ୟତିତ ହେବ , ଆପଣ କେଉଁ ବିଦେଶ ଯାତ୍ରା ଯାଇପାରିବେ , ଆପଣଙ୍କୁ ନିଜ ସ୍ୱାସ୍ଥ୍ୟର ଧ୍ୟାନ ରଖିବାକୁ ହେବ ।
୫)ସିଂହ ରାଶି : ସିଂହ ରାଶି ବାଲା ବିଦେଶ ଯିବାର ଇଚ୍ଛୁକ ଲୋକଙ୍କୁ ପ୍ରୟାସରେ ସଫଳ ହେବେ , ପାରିବାରିକ ସଦସ୍ୟଙ୍କ ଓ ପଦଧିକାରୀଙ୍କ ସହ ସୁଖମୟ ଦିନ କଟିବ , ଆପଣଙ୍କ ଅଧିକାଂଶ ଧାର୍ମିକ କାର୍ଯ୍ୟ କିମ୍ବା ଯାତ୍ରା ପଛରେ ଧନ ଖର୍ଚ୍ଚ ହେବ ।
୬) କନ୍ୟା ରାଶି : ଏହି ରାଶିର ଲୋକ ତାଙ୍କ ପରିଶ୍ରମର ପରିଣାମ ମିଳିବ , ଆପଣଙ୍କ ଜୀବନରେ ଶାରରୀକ ଓ ମାନସିକ ଖୁସି ରହିବ , ପାରିବାରିକ ସଦସ୍ୟଙ୍କ ଓ ପଦଧାରିକ ସହ ସୁଖମୟ ଦିନ କଟୀବ ।
୭) ତୁଳା ରାଶି : ଆପଣଙ୍କୁ ନିଜ ଜୀବନସାଥୀ ସହ ରୋମାନ୍ସ ହେବାର ସଂମ୍ଭାବନା ଅଛି , ଓ ଆପଣଙ୍କ ନିଜ କ୍ୟାରିୟରକୁ ନେଇକରି ପରିଶ୍ରମ କରିବାକୁ ହେବ , ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବ , ଟିକିଏ ଜୀବନସାଥୀଙ୍କ ସହ ମତଭେଦ ହୋଇପାରେ ।
୮) ବିଛା ରାଶି : ଏହି ରାଶିର ତନ ଓ ମନରେ ତନ୍ଧୁରସ୍ତି ଭଲ ହୋଇପାରେ , ଆପଣଙ୍କୁ ନିଜ ଘର ପରିବାର ମାନ ସମ୍ମାନ ମିଳିପାରିବେ , ମିତ୍ରଙ୍କ ସହ ଖାଦ୍ୟପେୟ ହୋଇପାରେ, ଭାଗ୍ୟରେ ବୃଦ୍ଧି ହେବ ।
୯) ଧନୁ ରାଶି : ପ୍ରତିଧ୍ୱନ୍ଧୀଙ୍କ ଠାରୁ ସାବଧନତା ରୁହନ୍ତୁ , ମାନସିକ ଚିନ୍ତା ଚିନ୍ତାଗ୍ରସ୍ତ କରାଇପାରେ , କେଉଁ ମିତ୍ରଙ୍କର ସହଯୋଗ ଦ୍ୱାରା ଆୟର ସ୍ରୋତ ବିକଶିତ ହୋଇପାରେ , ସନ୍ତାନଙ୍କ ସହ ମତଭେଦ କିମ୍ବା ତାଙ୍କର ଚିନ୍ତାରୁ ମନ ବ୍ୟଗ୍ର ହେବ , ଧନ ଖର୍ଚ୍ଚ ହୋଇପାରେ ।
୧୦) ମକର ରାଶି : ମାନସିକ ଚିନ୍ତା ଚିନ୍ତିତ କରିପାରେ, ଉପେକ୍ଷାରୁ ଅଧିକା ଧନ ଲାଭ କରିବେ , ସରକାରୀ କାର୍ଯ୍ୟରୁ ଲାଭ ହେବ , ମିତ୍ରଙ୍କ ସହ ବୈଚାରିକ ମତଭେଦ ହୋଇପାରେ , ଚାକିରିରେ ପଦନ୍ନୋତି ହେବ ।
୧୧) କୁମ୍ଭ ରାଶି : କୁମ୍ଭ ରାଶିର ଲୋକଙ୍କ ପାଇଁ ପ୍ରେମୀଙ୍କ ଠାରୁ ଉପହାର ମିଳିବ , ସ୍ୱାସ୍ଥ୍ୟ ଭଲ ରହିବ , ଆଜି ଆପଣ ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ , ତାହା ସହ ଧାର୍ମିକ ସ୍ଥାନକୁ ଯାଈପାରନ୍ତି , ଆଜି ସ୍ୱାସ୍ଥ୍ୟ ବି ଭଲ ରହିବ ।
୧୨) ମୀନ ରାଶି : ମୀନ ରାଶି ବାଲାଙ୍କର୍ ଲେଣଦେଣ ବୁଝିବିଚାରି ନିର୍ଣ୍ଣୟ ନିଅନ୍ତୁ , ଆପଣଙ୍କ ସନ୍ତାନଙ୍କୁ କଷ୍ଟ ଆସିପାରେ , ଓ ଆପଣଙ୍କ ଆତ୍ମବିଶ୍ୱାସରେ କମି ଆସିବ , ସ୍ୱାସ୍ଥ୍ୟ ସଂବନ୍ଧି ଚିନ୍ତା ହୋଇପାରେ ।