December 6, 2024

Odia Express

Leading Odia News Portal of Odisha

ଏହି ୪ ଟି ନାଁ ବାଲା ଲୋକଙ୍କର ଉପରେ ସବୁବେଳେ ରହିଥାଏ ମା ଲକ୍ଷ୍ମୀଙ୍କର ଅପାର କରୁଣା – ଦେଖନ୍ତୁ କିଏ ସେ ଭାଗ୍ୟବାନ ନାମ

ଏମିତି ମା ଲକ୍ଷ୍ମୀଙ୍କର କୃପା ସବୁ ବ୍ୟକ୍ତିର ଉପରେ ରହିଥାଏ,  କିନ୍ତୁ କିଛି ଲୋକ ଏପରି ଥାନ୍ତି ଯାହାଙ୍କ ଉପରେ ମା ଲକ୍ଷ୍ମୀ ବହୁତ୍ ଅଧିକା ପ୍ରସନ୍ନ ରହିଥାନ୍ତି , ଏମିତି ଲୋକ ଯିଏ ମା ଲକ୍ଷ୍ମୀଙ୍କର ସଚ୍ଚା ଭକ୍ତ ହୋଇଥାନ୍ତି , ଓ ମା ଲକ୍ଷ୍ମୀଙ୍କୁ ସଚ୍ଚା ମନରେ ପ୍ରସନ୍ନ କରିବାକୁ ଚେଷ୍ଟା କରନ୍ତି , ସେଥିପାଇଁ ଆଜି ଆମେ ଆପଣଙ୍କୁ ଚାରୋଟୀ ନାଁ ଥିବା ଲୋକଙ୍କର ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ଉପରେ ମା ଲକ୍ଷ୍ମୀନକ୍ର କୃପା ସର୍ବଦା ରହିଥାଏ , ଏଥିପାଇଁ ଆପଣ ଏହି ଖବରକୁ ଟିକିଏ ଧ୍ୟାନର ସହ ପଢିବେ କାରଣ ଏମିତି ହୋଇପାରେ କି ଆପଣଙ୍କ ନାଁ ବି ଏଥିରେସାମିଲ୍ ଥିବ , ତେବେ ଆସନ୍ତୁ ଜାଣିବା କେଉଁ ସେହି ଭାଗ୍ୟଶାଳୀ ଲୋକ ଯାହାଙ୍କରଉପରେ ମା ଲକ୍ଷ୍ମୀଙ୍କର ଅପାର କୃପା ବର୍ଷିଥାଏ ।

୧) D ନାମକ ଲୋକ : ଏହି ନାଁର ଲୋକେ ମା ଲକ୍ଷ୍ମୀଙ୍କର ସଚ୍ଚା ଭକ୍ତ ହୋଇଥାନ୍ତି , କହିଦେବୁ କି ଏହି ଲୋକ ହୃଦୟରୁ ବହୁତ ସଫା ହୋଇଥାନ୍ତି , ଓ ମା କାଳିଙ୍କର ଉପରେ ବହୁତ ଆସ୍ଥା ରଖନ୍ତି , ଏହି କାରଣରୁ ମା କାଳି ଓ ଲକ୍ଷ୍ମୀଙ୍କ ଦୁହେଁ କୃପା ପାଇଥାନ୍ତି , ଏହା ଛଡା ଏହି ଲୋକ ଦାନପୁଣ୍ୟର ମାମଲାରେ ଆଗୁଆ ରୁହନ୍ତି , ଏମିତିରେ ମା ଲକ୍ଷ୍ମୀ ତାଙ୍କୁ ଅଦୃଶ୍ୟରୁପରେ ନିଜ କୃପା ବର୍ଷାଇଥାନ୍ତି ।

୨) K ନାମକ ଲୋକ : ଏହି ଲୋକଙ୍କର ଉପରେ ମାତାରାଣୀଙ୍କର କୃପା ଥାଏ , ଏହି ଲୋକ ଟୀକିଏ ଭାବୁକ ପ୍ରବୃତିର ହୋଇଥାନ୍ତି , ମାନେ ଏହି ଲୋକ ଇମୋସନାଲ୍ ହୋଇଥାନ୍ତି , ଓ ଛୋଟ ଛୋଟ କଥାକୁ ନେଇ ଭାବୁକ ହୋଇଯାଆନ୍ତି , ବୋଧେ ଏହି ଲୋକେ ଧାର୍ମିକ ପ୍ରବୃତ୍ତିର ହୋଇଥାନ୍ତି , ଧର୍ମ କର୍ମ କାର୍ଯ୍ୟରେ ଏମାନଙ୍କ ଧ୍ୟାନ ଅଧିକା ରହିଥାଏ,  କହିଦେବୁ କି ଏହି ଲୋକଙ୍କର ଉପରେ ମା ଲକ୍ଷ୍ମୀଙ୍କର ଅପାର କରୁଣା ମିଳିଥାଏ ।

୩) R ନାମକ ଲୋକ : ଏହି ଲୋକ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି , ଏମାନେ ଅନ୍ୟଙ୍କ ଖୁସିରେ ନିଜେ ଖୁସିରେ ରୁହନ୍ତି , ଓ ଅନ୍ୟଙ୍କ ଦୂଃଖରେ ଦୁଃଖୀ ହୋଇଥାନ୍ତି , ଏହି କାରଣରୁ ଯେବେ ଅଲଗା ଲୋକ ଅସୁବିଧାରେ ଥାନ୍ତି , ତେବେ ଏହି ଲୋକଙ୍କୁ ବହୁତ ଦୁଃଖ ଲାଗିଥାଏ,  ଏହା ଛଡା ଏହି ଲୋକ ସବୁ କାମକୁ ଇମାନଦାରୀରେ କରିଥାନ୍ତି , ସେଥିପାଇଁ ମା ଲକ୍ଷ୍ମୀଙ୍କର କୃପା ରହିଥାଏ , ସେମିତି ଯେଉଁ ଲୋକ ଇମାନଦାର୍ ହୋଇଥାନ୍ତି ତାଙ୍କ ଉପରେ ଭଗବାନଙ୍କ କୃପା ମିଳିଥାଏ ।

୪) S ନାମକ ଲୋକ : ଏହି ନାମକ ଲୋକେ ଉଦାର ପ୍ରବୃତିର ହୋଇଥାନ୍ତି , ଏମାନେ ଅଲଗା ଲୋକଙ୍କ ପ୍ରତି ଦୟାଳୁ ରୁହନ୍ତି , ଓ ଏମାନଙ୍କ ସ୍ୱଭାବ ବହୁତ ଦୃଢତାଥାଏ , କହିଦେବୁ କି ଏହି ଲୋକଙ୍କର ନିଜ ଦମରେ ପୁରା ବିଶ୍ୱାସ କରନ୍ତି , ଓ ଏମାନେ ସବୁ ଅସୁବିଧା କାମକୁ ନିଜ ତରିକାରେ କରନ୍ତି ।

Leave a Reply

Your email address will not be published. Required fields are marked *